Below header
Browsing Category

ସ୍ପେଶାଲ

ଚିତାଲାଗି ଅମାବାସ୍ୟା ବା ଚିତଉ ଅମାବାସ୍ୟାର ମହତ୍ବ !

ଆମ ଓଡିଶାର ସଂସ୍କୃତି ସାରାଭାରତ ବର୍ଷରେ ଲୋକାର୍ପିତ । ବାରମାସରେ ତେର ପର୍ବ ଏହା ହିଁ ହେଉଛି ଆମ ସଂସ୍କୃତି ଏବଂ ଆମ ପରମ୍ପରା ଯାହାକୁ ନେଇ ଆମେ ଓଡିଶା ବାସୀ ଗର୍ବିତ। ଆମ ଓଡିଶାରେ ଅନେକ ପର୍ବ ପାଳନ କରାଯାଏ ସେଥିମାନଙ୍କ ମଧ୍ୟରୁ ଚିତାଲାଗି ଅମାବାସ୍ୟା ବା ଚିତଉ ଅମାବାସ୍ୟା ଏକ ଅନନ୍ଯ…

ସୂର୍ୟ୍ୟକୁ ଛୁଇଁବ ନାସାର ମହାକାଶଯାନ

ସୂର୍ୟ୍ୟକୁ ଛୁଇଁବ ନାସାର ମହାକାଶଯାନ । ଏଥିପାଇଁ ଆଜି ସୂର୍ୟ୍ୟ ଅଭିମୁଖେ ମହାକାଶଯାନକୁ ପଠାଇବ ନାସା । ଏଥିପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ୍ । ସୂର୍ୟ୍ୟର ତାମପାତ୍ରାକୁ ମାପିବା ଉଦ୍ଦେଶ୍ୟରେ ପ୍ରଥମ ଥର ପାଇଁ ଅଭିଯାନ ଆରମ୍ଭ କରିଛି ଆମେରିକା ଗବେଷଣା ସଂସ୍ଥା ନାସା । ଏଥିପାଇଁ କାର୍…

କେଉଁଠୁ ଆସୁଥିଲା ମହାଭାରତ ଯୁଦ୍ଧର ଲକ୍ଷ ଲକ୍ଷ ସୈନିକଙ୍କ ପାଇଁ ଭୋଜନ ?

ହିନ୍ଦୁମାନଙ୍କ ପବିତ୍ର ଗ୍ରନ୍ଥ ହେଉଛି ମହାଭାରତ । ଏହି କାବ୍ୟଗ୍ରନ୍ଥ ଭାରତର ଅନୁପମ ଧାର୍ମିକ, ପୌରାଣିକ, ଐତିହାସିକ ଏବଂ ଦାର୍ଶନିକ ଗ୍ରନ୍ଥ । ବିଶ୍ବର ସବୁଠାରୁ ଲମ୍ବା ଏହି ଐତିହାସିକ ଗ୍ରନ୍ଥ ଏବଂ ମହାକାବ୍ୟ ହିନ୍ଦୁ ଧର୍ମର ପ୍ରମୁଖ ଗ୍ରନ୍ଥ ମାନଙ୍କ ମଧ୍ୟରୁ ଅନ୍ୟତମ । ତେବେ ୧୮ ଦିନର…

ମରିଗଲା ମାନବିକତା : ସାମାଜିକ କଟକଣା ଆଗରେ ହାରିଗଲା ମଣିଷ ପଣିଆ

କେନ୍ଦୁଝର ମରିଗଲା ମାନବିକତା । ସାମାଜିକ କଟକଣା ଆଗରେ ହାରିଗଲା ମଣିଷ ପଣିଆ । ଜଣେ ଲୋକର ମୃତ୍ୟୁ ପରେ ବି କାନ୍ଧ ଦେବାକୁ ଆସିଲେନି ଗାଁ ଲୋକେ । କେନ୍ଦୁଝର ବରଦପାଳ ଗାଁରେ ଏପରି ଘଟଣା ଘଟିଛି । ଗାଁର ଦୁଃଶାସନ ବେହେରାଙ୍କର କର୍କଟ ରୋଗରେ ମୃତ୍ୟୁ ହୋଇଥିଲା। କର୍କଟ ଯୋଗୁଁ ତାଙ୍କ ଜିଭରେ ଘା…

ଶ୍ରାବଣ ଅମାବାସ୍ୟାରେ ବିଶେଷ ପୂଜା କଲେ ଶୁଭ ଫଳ ପ୍ରାପ୍ତି ହୁଏ : କଣ କରିବେ ?

ଅଗଷ୍ଟ ୧୧ ତାରିଖ ଶନିବାର ହେଉଛି ଶ୍ରାବଣ ଅମାବାସ୍ୟା । ଏହାକୁ ଶନିଶ୍ଚରୀ ଅମାବାସ୍ୟା ମଧ୍ୟ କୁହାଯାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନିବାର ଦିନ ଶ୍ରାବଣ ଅମାବାସ୍ୟା ପଡ଼ିଲେ ଏହାର ବିଶେଷ ମହତ୍ୱ ଥାଏ । ଯେଉଁମାନଙ୍କ ଜାତକରେ ଶନି ଭଲ ନାହିଁ ସେମାନଙ୍କୁ କିଛି ବିଶେଷ ଉପାୟ…

ପ୍ରେମିକ କରଜରେ ଡୁବିଥିବାରୁ ଘୁଞ୍ଚିଲା ଜାପାନ ରାଜକୁମାରୀଙ୍କ ବାହାଘର

ଟୋକିଓ : ଜାପାନର ରାଜକୁମାରୀ ମାକୋଙ୍କ ବାହାଘର ଘୁଞ୍ଚିଲା । ଏହାର କାରଣ ହେଉଛି ମାକୋଙ୍କ ଭାବି ଶାଶୁ ଋଣରେ ବୁଡ଼ି ରହିଛନ୍ତି । ସେହି ସମସ୍ୟା ସମାଧାନ ନହେବା ଯାଏ ବାହାଘର ହୋଇ ପାରିବ ନାହିଁ । ଆସନ୍ତା ନଭେମ୍ବରରେ ରାଜକୁମାରୀ ମାକୋଙ୍କ ବିବାହ ଜଣେ ଓକିଲ କେଇ କୋମୁରୋଙ୍କ ସହିତ ହେବ । ଗତ…

ନନଷ୍ଟିକ ପାତ୍ରରେ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି କି ? ହୋଇଯାଆନ୍ତୁ ସାବଧାନ

ସମୟ ସହିତ ବଦଳିଛି ଖାଦ୍ୟ ପ୍ରସ୍ତୁତ କରିବା ପାତ୍ର। ପୂର୍ବେ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ମାଟିର ପାତ୍ର ବ୍ୟବହାର କରାଯାଉଥିବା ବେଳେ ବର୍ତ୍ତମାନ ସମସ୍ତଙ୍କ ଘରେ ପ୍ରାୟ ନନଷ୍ଟିକର ପାତ୍ର ଦେଖାଯାଉଛି। ତେବେ ଏଥିରେ କମ ତେଲରେ ଖାଦ୍ୟ ପ୍ରସ୍ତୁତ ହୋଇଥିଲେ ମଧ୍ୟ ଏହା ଶରୀର ପ୍ରତି ହୋଇଥାଏ…

କଣ ଆପଣ ଏହି ପୋଲ ବିଷୟରେ ଜାଣିଛନ୍ତି ? ଯାହାକୁ ବର୍ଷା ଆସିଲେ ଭାଙ୍ଗି ଦିଆଯାଏ, ବର୍ଷା ଗଲେ ଯୋଡାଯାଏ

କଂବୋଡିଆର ମେକୋଂଗ୍ ନଦୀ ଉପରେ ଏକ ଅଜବ ପୋଲ ରହିଛି । ଯାହାକୁ ଗରମ ଦିନମାନଙ୍କରେ ତିଆରି କରାଯାଇଥାଏ ଏବଂ ବର୍ଷା ଆରମ୍ଭ ପୂର୍ବରୁ ଏହି ପୋଲକୁ ଭାଙ୍ଗିଦିଆଯାଏ । ଏହି ପୋଲଟି ନିଜର ପ୍ରସ୍ତୁତି ପାଇଁ ସାରା ଦୁନିଆରେ ପ୍ରସିଦ୍ଧ । ଏହି ପୋଲଟି କୋନେଟ୍ କାମ୍ପୋଙ୍ଗ୍ ଏବଂ କୋହ ପେନ୍ କୁ ଏକାଠି…

କାନ୍ଦିବା ମଧ୍ୟ ହୋଇଥାଏ ସ୍ବାସ୍ଥ୍ୟପକ୍ଷେ ଉପକାରୀ ! ପଢନ୍ତୁ ଏହି ୫ଟି ଫାଇଦା

ଯେମିତି ହସିବା ଆମ ସ୍ବାସ୍ଥ୍ୟପକ୍ଷେ ଲାଭଦାୟକ ହୋଇଥାଏ । ସେହିପରି ବେଳେବେଳେ କାନ୍ଦିବା ମଧ୍ୟ ଆମ ସ୍ବାସ୍ଥ୍ୟପକ୍ଷେ ଲାଭଦାୟକ ହୋଇଥାଏ । ଏକ ରିସର୍ଚ୍ଚ ଅନୁଯାଇ କେବେକେବେ କାନ୍ଦିବା ଆମ ସ୍ବାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ ହୋଇଥାଏ । ଆମେ ଆଜି ଆପଣଙ୍କ ଜଣାଇବୁ କାନ୍ଦିବାରୁ ମିଳୁଥିବା ୫ଟି…

ଏବେ ପାହାଡରେ ନୁହେଁ ବିଲଡିଂରେ ବହୁଛି ଝରଣା : କେଉଁଠି ଏହି ସ୍ଥାନ ଜାଣିବା ପାଇଁ ପଢନ୍ତୁ

ଝରଣା ପ୍ରକୃତିର ଏକ ଏମିତି ରୂପ ଯାହାକୁ ଦେଖିବା ପାଇଁ ଲୋକମାନେ ଦୂରଦୂରରୁ ପାହାଡ ଏବଂ ଜଙ୍ଗଲକୁ ଯାଇଥାନ୍ତି । ଯାହାକୁ ଦେଖି ଚିନର ଏକ କନଷ୍ଟ୍ରକ୍ସନ୍ କମ୍ପାନୀର ମୁଣ୍ଡକୁ ଏକ ଉପାୟ ଆସିଲା ଯେ କାହିଁକି ନା ଆମେ ଝରଣାକୁ ଲୋକମାନଙ୍କ ପାଖକୁ ନେଇଆସିବା । ଯେଉଁ ଠାରେ ଯେଉଁ ସହରରେ ସେମାନେ…

ଅକ୍ଷମତା ପରିବାର ବୋଝକୁ କରୁଛି ଦ୍ବିଗୁଣିତ : ଓଳିଏ ଖାଇଲେ ଓଳିଏ ଉପବାସ

ବୋଝ ଉପରେ ନଳିତା ବିଡ଼ା। ୩ ପୁଅ ଝିଅଙ୍କ ଅକ୍ଷମତା ଅଭାବିତ ପରିବାରର ବୋଝକୁ ୨ ଗୁଣିତ କରିଛି ।ଓଳିଏ ଖାଇଲେ ଓଳିଏ ଉପାବସରେ ରହୁଛି ପରିବାର। ଯେଉଁ ବୟସରେ କାମ କରି ପରିବାର ପୋଷଣ କରିବା କଥା ସେହି ବୟସରେ ପରିବାର ଉପରେ ନିର୍ଭରଶୀଳ ହୋଇଛନ୍ତି ୩ ଭାଇଭଉଣୀ। ଏପରି ଏକ ଘଟଣା ଦେଖିବାକୁ ମିଳିଛି…

ଡ଼ାଇଭୋର୍ସ ହୋଟେଲ : ହୋଟେଲରେ ପ୍ରବେଶ ସମୟରେ ଥାଆନ୍ତି ବିବାହିତ ଚେକ୍ ଆଉଟ ସମୟରେ ହୋଇଯାଇଥାଏ ଛାଡ଼ପତ୍ର

ଦୁନିଆରେ ବିଭିନ୍ନ ପ୍ରକାରର ହୋଟେଲ ଏବଂ ରେସ୍ତୋରାଁ ରହିଛି। ନିଜ ଗ୍ରାହକଙ୍କୁ ଆକରୁଷ୍ଟ କରିବା ପାଇଁ ଅନେକ ଅଭିନବ ଉପାୟ ଅବଲମ୍ବନ କରିଥାନ୍ତି ହୋଟେଲ ମାଲିକ। ଏନେଇ ବିଭିନ୍ନ ପ୍ରକାରର ଥିମ୍ ଥିବା ହୋଟେଲର ନିର୍ମାଣ କରାଯାଇଥାଏ। ଏବେ ନିକଟରେ ନେଦରଲ୍ୟାଣ୍ଡରେ ଡ଼ାଇଭୋର୍ସ ହୋଟେଲ ଆରମ୍ଭ…