Browsing Category

ସ୍ପେଶାଲ

ଆଳୁ ରଖିବା ପାଇଁ ଘର ତଆରି କରିବାକୁ କହିଥିଲେ ପତ୍ନୀ : ୨୩ ବର୍ଷରେ କଣ ତିଆରି କରିଦେଲେ ସ୍ବାମୀ ଦେଖନ୍ତୁ

ଆରମେନିଆର ଏକ ଗାଁ ଆରନଜି ସେଠାରେ ରହୁଥିବା ଜଣେ ମହିଳା ଫୋକ୍ଦି ଘାରିବିନ ତାଙ୍କ ସ୍ବାମୀ ଲାଭୋନ୍ ଆରଚେଲିୟାନଙ୍କୁ ଆଳୁ ରଖିବା ପାଇଁ ଏକ ଘର ତିଆରି କରିବା ପାଇଁ କହିଥିଲେ ।  ଲାଭୋନ୍ ୨୩ବର୍ଷରେ ମାଟି ଭିତରେ ଏକ ମହଲ ତିଆରି କରିଦେଲେ । ୨୦୦୮ରୁ ଲାଭୋନ ଏହି ଦୁନିଆରେ ନାହାଁନ୍ତି କିନ୍ତୁ ସେ…

ଅକ୍ଷୟ ବାବୁଙ୍କ ମ୍ୟୁଜିୟମ : ପୁରୁଣା ସ୍ମୃତି ଆଜି ବି ଜୀବନ୍ତ !

ସମୟ ସହିତ ଅନେକ କିଛି ବଦଳିଛି, ହେଲେ ପୁରୁଣା ସ୍ମୃତି ଠିକ ଆଜିବି ସେମିତି ଜୀବନ୍ତ । ଖାସକରି ଏହି ସ୍ମୃତିକୁ ବାନ୍ଧି ରଖିଥିବା ପୁରୁଣା କାଳରେ ବ୍ୟବହୃତ ଜିନିଷପତ୍ର ଆଜି କାଁ ଭାଁ  ଦେଖିବାକୁ ମିଳେ । ଅନେକ ଜିନିଷ ଲୋପ ପାଇଛି ସିନା ହେଲେ ଲୋକଙ୍କ ମନରୁ ଲିଭି ନାହିଁ । ଏଭଳି କିଛି…

ସେ ଭିନ୍ନକ୍ଷମ ହୋଇପାରନ୍ତି କିନ୍ତୁ ଅକ୍ଷମ ନୁହନ୍ତି

ପ୍ରତିକୂଳ ପରିସ୍ଥିତିରେ ବି ସମୟ ସହ ତାଳ ଦେଇ ମଣିଷ ଆପଣେଇନେଇଛି ବୃତ୍ତି । ନିଜ ପାଇଁ, ନିଜ ପରିବାର ପାଇଁ । ଅନେକ ସକ୍ଷମଙ୍କ ଭିଡ ଭିତରେ ଭିନ୍ନକ୍ଷମ ମଣିଷଟିଏ ଏବେ ଖୋଜି ପାଉଛି ବୃତ୍ତି । ନିଜ ପାଇଁ ନିଜ ପରିବାରର ପ୍ରତିପୋଷଣ ପାଇଁ । ସେ ଭିନ୍ନକ୍ଷମ ହୋଇପାରନ୍ତି କିନ୍ତୁ ଅକ୍ଷମ ନୁହନ୍ତି…

ଦେଶର ୪୩ ହଜାର ଗାଁରେ ପହଞ୍ଚି ପାରିନାହିଁ ମୋବାଇଲ ସେବା

ଏବେ ସୋସିଆଲ ମିଡିଆର ଯୁଗ । ସମସ୍ତଙ୍କ ହାତରେ ଏବେ ମୋବାଇଲ୍ । ମୋବାଇଲ୍ କମ୍ପାନୀମାନେ ମଧ୍ୟ ପ୍ରତ୍ୟେକ ଦିନ ନୂଆ ନୂଆ ଅଫର ଦେଉଛନ୍ତି । ଏବେ ପରିସ୍ଥିତି ଏମିତି ହୋଇଛି, ଆଜିର ଦିନରେ ମୋବାଇଲ୍ ବିନା ବଞ୍ଚିବା କଷ୍ଟକର । ଗାଁଠୁ ସହର ଏବେ ସମସ୍ତ ଲୋକଙ୍କ ହାତରେ ମୋବାଇଲ୍ । ହେଲେ ଆପଣ ଶୁଣିଲେ…

ଇଶ୍ବରଙ୍କ ହାତରେ ଗୋଲଡେନ୍ ବ୍ରିଜ୍ : ବିଶ୍ବର ସବୁଠାରୁ ଆକର୍ଷଣୀୟ ରଚନା

ଭଗବାନ୍ ଆମକୁ ଅନେକ ଦୁର୍ଲଭ ଉପହାର ଦେଇଛନ୍ତି । ଆଉ ଏଥିରୁ ପ୍ରେରଣା ନେଇ ଅନେକ ସମୟରେ ମଣିଷ ଏପରି କିଛି ରଚନା କରିଥାଏ ଯାହାର ପ୍ରଶଂସା ଇଶ୍ବର ମଧ୍ୟ ନକରି ରହିପାରିବେନି । ମନୁଷ୍ୟର କଳ୍ପନା , ପରିଶ୍ରମ ଏବଂ ସୃଜନଶୀଳତାର ଏଭଳି ଏକ ଅନନ୍ୟ ଉଦାହରଣ ହେଉଛି ଭିଏତନାମର ଗୋଲଡେନ୍ ବ୍ରିଜ୍ ।…

ଆସନ୍ତା ବର୍ଷ ଠାରୁ ଆଧାର କାର୍ଡ଼ରେ ଠିକଣା ବଦଳାଇବା ସହଜ ହେବ

ଆଧାର କାର୍ଡ଼ରେ ଠିକଣା ବଦଳାଇବା ଆସନ୍ତା ବର୍ଷ ଠାରୁ ସହଜ ହେବ । ବିଶେଷ କରି ବିଭିନ୍ନ ସହରରେ ଭଡ଼ା ଘରେ ରହୁଥିବା ଲୋକଙ୍କ ସୁବିଧା ପାଇଁ ଏହି ବ୍ୟବସ୍ଥା କରାଯାଉଛି । ୟୁନିକ୍‌ ଆଡେଣ୍ଟିଫିକ୍ସେନ୍‌ ଅଥରିଟି ଅଫ୍‌ ଇଣ୍ଡିଆ (ୟୁଆଇଡିଏଆଇ)ର ସୂଚନା ଅନୁଯାୟୀ, ଏଭଳି ବ୍ୟକ୍ତମାନଙ୍କୁ ଚିଠି ଜରିଆରେ…

ବରମୁଡା ଟ୍ରାଏଙ୍ଗଲ : ଶହେ ବର୍ଷର ରହସ୍ଯ ଉନ୍ମୋଚିତ

କାହିଁକି ଆଣ୍ଟଲାଟିକ୍ ମହାସାଗରର ବରମୁଡା ଟ୍ରାଏଙ୍ଗଲରେ ହଜି ଯାଏ ବିମାନ ଓ ଜାହାଜ ? ହଠାତ୍ କୁଆଡ଼େ ଗାଏବ ହୋଇଯାଏ। ବର୍ଷ ବର୍ଷ ପରେ ବି ପତ୍ତା ମିଳେ ନାହିଁ। ଶହେ ବର୍ଷର ରହସ୍ୟ ଏବେ ଉନ୍ମୋଚିତ ହୋଇଛି। ବୈଜ୍ଞାନିକଙ୍କ ମତରେ, ୧୦୦ ଫୁଟର ଭୟଙ୍କର ଝଡ଼ ଘାତକ ସାଜିଛି। ଜୁଆର ଭଳି ମାଡ଼ି ଆସୁଥିବା…

ସୁନ୍ଦର ଦେଖାଯିବା ପାଇଁ ମହିଳା ପିଉଛନ୍ତି ଦୈନିକ କୁକୁର ମୂତ୍ର

ୱାଶିଂଟନ୍ : ମହିଳା ସୁନ୍ଦର ଦେଖାଯିବା ପାଇଁ ସାତ ସମୁଦ୍ର ପାର ମଧ୍ୟ ଯିବାକୁ ପଛାନ୍ତି ନାହିଁ। ଏଥିପାଇଁ ବଜାରରେ ଆପଣ ଦେଖିଥିବେ ମହିଳାଙ୍କ ପାଇଁ ଅନେକ ପ୍ରକାରର ବିଉଟି କ୍ରିମ୍ ଏବଂ ପ୍ରଡ଼ୋକ୍ଟ ଆଦି ବିକ୍ରି ହେଉଛି। କିନ୍ତୁ ଆପଣ କେବେ ଶୁଣିଛନ୍ତି ସୁନ୍ଦର ଏବଂ ଚମକଦାର ତ୍ବଚା ପାଇଁ କୌଣସି…

ଗୁଣିଗାରେଡ଼ି ସନ୍ଦେହ : ଗାଁରୁ ବାସନ୍ଦ ପରିବାର

ଗଜପତି : ଗୁଣିଗାରେଡ଼ି ସନ୍ଦେହରେ ଗାଁରୁ ବାସନ୍ଦ ଗୋଟିଏ ପରିବାର । ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ତେନ୍ତୁଳୀଖୁଣ୍ଟି ଗାଁରେ । ଗୁଣି ଗାରେଡ଼ି ସନ୍ଦେହରେ ଗାଁର ବୁଡା ଶବରଙ୍କ ପରିବାରକୁ ହତ୍ୟା ଧମକ ଦିଆଯିବା ସହ ନିଆଁପାଣି ବାସନ୍ଦ କରିଛନ୍ତି ଗ୍ରାମବାସୀ…

ଆଉ ନୂଆ ଗ୍ରାହକ କରି ପାରିବନି ପେଟିଏମ୍‌

ନୂଆଦିଲ୍ଲୀ : ପେଟିଏମ୍‌ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କର କଡ଼ା କଟକଣା । ଆଉ ନୂଆ ଗ୍ରାହକ ନନେବା ପାଇଁ ପେଟିଏମ୍‌କୁ ନିର୍ଦ୍ଦେଶ । ତୁରନ୍ତ ଏହି ପ୍ରକ୍ରିୟା ବନ୍ଦ କରିବାକୁ କୁହାଯାଇଛି । ସେପଟେ ଗ୍ରାହକ ସଂଗ୍ରହ ପ୍ରକ୍ରିୟାରେ କିଛି ତ୍ରୁଟି ରହିଥିବା ଜଣାପଡ଼ିବା ପରେ ତାର ଯାଞ୍ଚ ଆରମ୍ଭ…

ବ୍ଲୁହେ୍ଵଲ ପରେ, ଏବେ ଆଉ ଖୁନୀ ଖେଳ ମୋମୋ ହ୍ଵାଟ୍ସଆପ୍ ଚ୍ୟାଲେଞ୍ଜ

ବ୍ଲୁହେ୍ଵଲ ଚ୍ୟାଲେଞ୍ଜ ପରେ ଏବେ ମୋମୋ ଚ୍ୟାଲେଞ୍ଜ । ସୋସିଆଲ ମିଡିଆରେ ଖେଳୁଛି ମୋମୋ ହ୍ଵାଟସଆପ୍ ଚ୍ୟାଲେଞ୍ଜ । ଇଏ ବି ଏକ ସୁଇସାଇଡ୍ ଗେମ୍ ଠିକ୍ ବ୍ଲୁହେ୍ଵଲ ଭଳି । ହ୍ଵାଟସଆପରେ ଏକ ନମ୍ବର ଭାଇରାଲ ହୋଇଛି । ଏହି ନମ୍ବରର ପ୍ରୋଫାଇଲ୍ ଫଟୋରେ ଏକ ଭୟାନକ ଝିଅର ଚେହେରା ରହିଛି । ତାରି ନାଁ…

କଳସର ମହତ୍ବ !

ହିନ୍ଦୁ ଧର୍ମରେ ପୂଜା ହେଉ କି କୌଣସି ଧାର୍ମିକ କର୍ମ ହେଉ ଏହି ପୂଜାରେ ସାମଗ୍ରି ସହ ଅନେକ ଗୁଡିଏ ବସ୍ତୁକୁ ବ୍ୟବହାର କରାଯାଇଥାଏ ଯେମିତିକି ଫୁଲ, ପାଣି, ଧୂପ, ଦୀପ, ଘଣ୍ଟି, ଶଙ୍ଖ, ଆସନ ଏବଂ କଳସ ଆଦି ଯାହାର ବିଶେଷ ମହତ୍ବ ରହିଥାଏ । ଭାରତୀୟ ସଂସ୍କୃତିରେ କୌଣସିବି ଅନୁଷ୍ଟାନରେ କଳସର…