Below header
Browsing Category

ସ୍ପେଶାଲ

ଭାରତରେ ଜନ୍ମ ଦୈନନ୍ଦିନ ବ୍ୟବହାର ଜିନିଷ , ଯାହା ଆପଣଙ୍କୁ ମଧ୍ୟ ନଥିବ ଜଣା

ପୌରାଣିକ ତଥ୍ୟ ଏବଂ ସଂସ୍କୃତିର ଅନେକ ଝଲକ ଭାରତରେ ଦେଖିବାକୁ ମିଳିଥାଏ। ଏପରିକି ଇଂରାଜୀର ଅନେକ ଶବ୍ଦର ଆରମ୍ଭ ମଧ୍ୟ ସଂସ୍କୃତରୁ ସୃଷ୍ଟି ହୋଇଥିବା ପ୍ରାମଣିତ ହୋଇସାରିଛି। ତେବେ ଆପଣ ଜାଣିଛନ୍ତି କି ଦେଶବିଦେଶରେ ଦୈନନ୍ଦିନ ଜୀବନରେ ବ୍ୟବହାର କରାଯାଉଥିବା ଏପରି ଅନେକ ଜିନିଷ ରହିଛି ଯାହାର…

ଜାଣଛନ୍ତି ୧୫ ଅଗଷ୍ଟକୁ ଲାଲକିଲ୍ଲାରେ ଉଡୁଥିବା ତ୍ରିରଙ୍ଗା କେଉଁଠୁ ଆସେ ?

ସାରା ଦେଶ ଆଜି ପାଳନ କରୁଛି ୭୨ତମ ସ୍ୱାଧୀନତା ଦିବସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳେ ଲାଲକିଲ୍ଲା ଠାରେ ତ୍ରିରଙ୍ଗା ଉଡାଇବା ସହ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ତେବେ କଣ ଆପଣ ଜାଣନ୍ତି ଲାଲକିଲ୍ଲାରେ ଉଡାଯାଉଥିବା ଏହି ତ୍ରିରଙ୍ଗା କର୍ଣ୍ଣାଟକର ହୁବଳୀରୁ ଆସିଥାଏ ।…

ଜାକର୍ତ୍ତା ଏସୀୟ କ୍ରୀଡ଼ା ଆଉ ଦୁଇ ଦିନ : ଭାରତର ଖେଳାଳି ଅଧିକ ହେଲେ ସଫଳତା କମ୍‌

ନୂଆଦିଲ୍ଲୀ (କେନ୍ୟୁଜ୍‌) : ମଝିରେ ଦୁଇ ଦିନ ବାକି । ଇଣ୍ଡୋନେସିଆର ଜାକର୍ତ୍ତାରେ ଆରମ୍ଭ ହେବ ଅଷ୍ଟାଦଶ ଏସୀୟ କ୍ରୀଡ଼ା । ୩୬ଟି କ୍ରୀଡ଼ାରେ ଭାଗ ନେବେ ଭାରତର ୫୭୨ ଜଣ ପ୍ରତିଯୋଗୀ । ଏପର୍ଯ୍ୟନ୍ତ ମୋଟ୍‌ ୧୭ଟି ଏସୀୟ କ୍ରୀଡ଼ା ଅନୁଷ୍ଠିତ ହେଲାଣି । ହେଲେ ଏସିଆ ମହାଦେଶର ଅନ୍ୟତମ ବୃହତ୍‌ ଦେଶ…

ଦେଶ ସ୍ବାଧୀନ ହେବା ସମୟରେ କେଉଁଠି ଥିଲେ ମହାତ୍ମା ଗାନ୍ଧୀ ? କାହିଁକି ଜାତୀୟ ପତାକା ଉତ୍ତୋଳନ କରିନଥିଲେ ଜାତିର ପିତା

ଆଜିର ଦିନରେ ସ୍ବାଧୀନ ହୋଇଥିଲା ହୋଇଥିଲା ଭାରତ । ଦେଶକୁ ଇଂରେଜଙ୍କ କବଳରୁ ମୁକ୍ତ କରିବା ପାଇଁ କେତେ ଯେ ଭାରତୀୟ ନିଜ ଜୀବନକୁ ବଳି ଦେଇଛନ୍ତି କହିହେବ ନାହିଁ । ସେହି ମହାନ ବ୍ୟକ୍ତି ମାନଙ୍କ ପାଇଁ ଆଜି ଆମେ ନେଉଛେ ମୁକ୍ତି ଏବଂ ସ୍ବାଧୀନତାର ନିଶ୍ବାସ । ତେବେ ଦେଶକୁ ସ୍ବାଧୀନତାର ସ୍ବାଦ…

୭୨ତମ ସ୍ୱାଧୀନତା ଦିବସରେ ଲାଲ କିଲ୍ଲାରୁ ମୋଦିଙ୍କ ଉଦ୍‌ବୋଧନ : ସଂକଳ୍ପ ସହ ସବୁ ସ୍ୱପ୍ନ ସାକାର ହେବ

ନୂଆଦିଲ୍ଲୀ (କେନ୍ୟୁଜ୍‌) : ଅନେକ ଘୋଷଣା ଓ ଅନେକ ପ୍ରତିଶ୍ରୁତି ଭିତରେ ୭୨ତମ ସ୍ୱାଧୀନତା ଦିବସ ଅବସରରେ ଦିଲ୍ଲୀ ଲାଲ୍‌କିଲ୍ଲାରେ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆୟୁଷ୍ମାନ ଯୋଜନାର ଘୋଷଣା ସହ ମୋଦି କହିଛନ୍ତି, ଆଜି ଦେଶ ଆତ୍ମବିଶ୍ୱାସରେ ଭରିଯାଇଛି, ସଂକଳ୍ପ…

ଭାରତର ଏମିତି କିଛି ମହାନ କ୍ରିକେଟର ଯିଏ ଆଜି ସୀମାରେ କରୁଛନ୍ତି ଦେଶର ସେବା

ଭାରତରେ କ୍ରିକେଟର ବହୁତ ମହତ୍ତ୍ବ ରହିଛି। ଦେଶର ଜାତୀୟ ଖେଳ ହକି ହୋଇଥିଲେ ମଧ୍ୟ କ୍ରିକେଟ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ଅଧିକ ଆଗ୍ରହ ରହିଥାଏ। ତେବେ ଭାରତୀୟ କ୍ରିକେଟ ଖେଳାଳୀ ଖାଲି ପଡ଼ିଆ ଉପରେ ନୁହଁ ବରଂ ଦେଶ ପାଇଁ ମଧ୍ୟ ଅନେକ ମହତ୍ତ୍ବ ପୂର୍ଣ୍ଣ କାମ କରିଥାନ୍ତି। ଆଜି ଆମେ ଆପଣଙ୍କୁ…

ବିତିଲାଣି ୭୧ ବର୍ଷ, ଏବେ ବଦଳିବାର ସମୟ

ଭୁବନେଶ୍ୱର (କେନ୍ୟୁଜ୍‌) : ବଦଳୁଛି ସମୟ, ବଦଳୁଛି ସମାଜ । ତା ସହିତ ବଦଳି ଯାଉଛି ଲୋକ ଚରିତ୍ର । ହେଲେ ବଦଳୁନି ସ୍ୱାଧୀନତା ଦିବସ ଏବଂ ଗଣତନ୍ତ୍ର ଦିବସ ଅବସରରେ ଆମର ଦେଶଭକ୍ତି ଓ ଜାତୀୟ ପତାକା ଉତ୍ତୋଳନ । ପୁଣି ଜାତୀୟ ସଂଗୀତ ଗାନ । ତେବେ ପତାକା ଉତ୍ତୋଳନ ବେଳେ ଯେଉଁ ମନୋଭାବ ନେଇ ଆମେ…

ଟ୍ରେନରେ ବିନା ଟିକେଟରେ ଯାତ୍ରା କରୁଥିଲେ ଡ଼ରନ୍ତୁ ନାହିଁ ? କରନ୍ତୁ ଏହି କାମ

ସାଧାରଣତଃ ଅନେକ ବ୍ୟକ୍ତି ଟ୍ରେନରେ ଯାତ୍ରା କରିବା ସମୟରେ କାର୍ୟ୍ୟବ୍ୟସ୍ତତା ଚକ୍କରରେ ଟିକେଟ୍ କରିବା ଭୁଲି ଯାଆନ୍ତି। ଯାହା ଫଳରେ ତାଙ୍କ ମନରେ ଟିଟି (ଟିକେଟ ଚେକ୍ କାରିବା ବ୍ୟକ୍ତି)ର ଭୟ ଲାଗିରହିଥାଏ। ଏହାର ଫାଇଦା ମଧ୍ୟ କିଛି ଟିଟି ଉଠାଇଥାନ୍ତି ।ଯାହା ଦ୍ବାରା ସେମାନେ ଯାତ୍ରୀଙ୍କ…

୩୭୦ ବର୍ଷ ବୟସ୍କ ଲାଲକିଲ୍ଲାର କାହାଣୀ : କେବେ କୋହିନୂର ଚମକୁ ଥିଲା ତ ଆଉ କେବେ ହୋଇଥିଲା ରକ୍ତ ରଞ୍ଜିତ

ରାତି ପାହିଲେ ଦେଶ ପାଳିବ ୭୨ ତମ ସ୍ବାଧୀନତା ଦିବସ । ପ୍ରତିବର୍ଷ ପ୍ରଧାନମନ୍ତ୍ରୀ ୧୫ ଅଗଷ୍ଟରେ ଲାଲକିଲ୍ଲାରେ ଦେଶକୁ ସମ୍ବୋଧିତ କରନ୍ତି । ଏହି ସମ୍ବୋଧନ ପୂର୍ବରୁ ଯେତେବେଳେ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଥାନ୍ତି ସେତେବେଳେ ଗର୍ବରେ ଦେଶବାସୀଙ୍କ ଛାତି ଚଉଡା ହୋଇଥାଏ ।…

ସ୍ବତନ୍ତ୍ର ଦିବସର ସ୍ବତନ୍ତ୍ର ରେସିପି : ତ୍ରିରଙ୍ଗା ସାଲାଡ୍

ସ୍ବତନ୍ତ୍ର ଦିବସ ଦିନ ଆପଣ ଅନେକ ଜିନିଷ ତିଆରି କରିପାରିବେ ତ’କାହିଁକିନା ତ୍ରିରଙ୍ଗା ସାଲାଡ୍ ତିଆରି କରାଯାଉ । ଏହା ଆମ ସ୍ବାସ୍ଥ୍ୟ ପାଇଁ ଉପକାରୀ ହେବା ସହିତ ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ ଖୁବ୍ ସହଜ ଏବଂ ଏହା କରିବା ପାଇଁ ଖୁବ୍ କମ୍ ସମୟ ଲାଗିଥାଏ । ଏହା ପୃଷ୍ଟିକର ମଧ୍ୟ ହୋଇଥାଏ ।…

ସ୍ବର୍ଗ କେଉଁଠି ଜଣା ନାହିଁ ହେଲେ ଏଠାରେ ଅଛି ନର୍କର ଦ୍ୱାର

ଜୀବନ ବଂଚିବାର ମଜା ସେତେବେଳେ ଆସିଥାଏ ଯେତେବେଳେ ସେହି ସ୍ଥାନର ବାତାବରଣ ଶନ୍ତୁଳିତ ଏବଂ ମାନବ ସମ୍ମାନିତ ହୋଇଥାଏ । ଦରକାର ଠାରୁ ଥଣ୍ଡା ଏବଂ ଦରକାର ଠାରୁ ଗରମ ଜୀବନକୁ ଅସ୍ତବ୍ୟସ୍ତ କରିଥାଏ । ଖାସ୍ କରି ଏହି ସବୁ ସ୍ଥାନରେ ଜୀବନଯାପନ କରିବା କଷ୍ଟ ହୋଇଥାଏ ଯେଉଁ ଠାରେ ପ୍ରାକୃତିକ ବିପଦକୁ…

ଜଣେ ହିନ୍ଦୁ ଜଣେ ମୁସଲମାନ୍ ! କିଏ ସେହି ଦୁଇ ବ୍ୟକ୍ତି ଯିଏ କରିଥିଲେ ହିନ୍ଦୁସ୍ତାନ ଓ ପାକିସ୍ତାନ ମଧ୍ୟରେ ସମ୍ପତ୍ତି…

ଭାରତ ସ୍ୱାଧୀନତା ପାଇବାର ୭୧ ବର୍ଷ ପୁରା ହେଉଛି । ଏହି ସମୟ ଭିତରେ ଦେଶ ଅନେକ ଉତ୍ଥାନ ପତନର ସାମ୍ନା କରିଛି । ରାଜନୀତି, ଅର୍ଥନୀତି କ୍ଷେତ୍ରରେ ଦେଶ ଆଗକୁ ଯାଇଛି । ଆଜି ସାରା ବିଶ୍ୱରେ ଅନ୍ୟ ଦେଶମାନଙ୍କ ସହ କାନ୍ଧରେ କାନ୍ଧ ମିଶାଇ ଠିଆହୋଇପାରୁଛି ଆମ ଦେଶ । ଲମ୍ବା ସଂଘର୍ଷ ପରେ ଇଂରେଜଙ୍କ…