Below header
Browsing Category

ସ୍ପେଶାଲ

ଆପଣ ଜାଣିଛନ୍ତି କି, ମୋଦୀଙ୍କ ଗୋଟିଏ ଦିନର ଖାଇବା ଖର୍ଚ୍ଚ

ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଦବୀରେ ଆସିବା ଦିନରୁ ଦେଶରେ ବିଭିନ୍ନ ପ୍ରକାରର ପରିବର୍ତ୍ତନ କରିଛନ୍ତି । ଦେଶରେ ତାଙ୍କର ଅନେକ ପ୍ରଶଂସକ ରହିଥିବା ବେଳେ ତାଙ୍କ ବିଷୟରେ ଜାଣିବା ପାଇଁ ସବୁବେଳେ ଲୋକଙ୍କ ମଧ୍ୟରେ ଉତ୍ସାହ ଭରି ରହିଥାଏ। ଆଜି ଆମେ ଆପଣଙ୍କୁ ମୋଦୀଙ୍କ ଜୀବନ ବିଷୟରେ ଏକ…

ନାକ କାହିଁକି ଫୋଡାଇଥାନ୍ତି ମହିଳାମାନେ ? ଜାଣନ୍ତୁ, ଏହା ପଛର ରହସ୍ୟ

ଆମ ଭାରତୀୟ ସଂସ୍କୃତିରେ ଅଳଙ୍କାର ଏବଂ ସିଙ୍ଗାରର ବିଶେଷ ମହତ୍ବ ରହିଛି । ଭାରତୀୟ ସଂସ୍କୃତିରେ ସମସ୍ତ ଆଭୂଷଣକୁ ପିନ୍ଧିବା ପଛରେ ଏକ ଭିନ୍ନ କାରଣ ରହିଛି ଯାହାର ଉଲ୍ଲେଖ ପ୍ରଚୀନ ବେଦରେ ମଧ୍ୟ ରହିଛି । ୧୬ ସିଙ୍ଗାର ମଧ୍ୟରୁ ଗୋଟେ ହେଉଛି ନାକଫୁଲ ପିନ୍ଧିବା, ଆମ ଦେଶରେ ବିବାହିତା ଏବଂ…

କେରଳ ବନ୍ୟା ପ୍ରପୀଡିତଙ୍କ ପାଇଁ ରିଲିଫ୍ ପ୍ୟାକ୍ କରୁଛନ୍ତି ନିଜେ ସୁଧା ମୁର୍ତ୍ତି : ଭିଡିଓ ହେଲା ଭାଇରାଲ୍

କେରଳର ବନ୍ୟା ପ୍ରପୀଡିତଙ୍କୁ ଦେଶର ସାଧାରଣ ଜନତାଙ୍କଠୁ ଆରମ୍ଭ କରି ବଡ଼ ବଡ଼ ଲୋକ ମଧ୍ୟ ସାହାଯ୍ୟର ହାତ ବଢାଉଛନ୍ତି । ଏପରିକି ୟୁଏଇ ଭଳି ଦେଶରୁ ମଧ୍ୟ କେରଳକୁ ମିଳିଛି ୭୦୦କୋଟି ସହାୟତା ରାଶି । ଆଉ ଏହି ମଣିଷ ପଣିଆରେ ଯୋଡି ହୋଇଯାଇଛି ଆଉ ଏକ ନାଁ । ସେ ହେଉଛନ୍ତି ଇନଫୋସିସର ସହ ସଂସ୍ଥାପକ…

ସଙ୍କଟ ମୋଚନ ବନିଲା ୧୦ ବର୍ଷର ଝିଅ : ଅଗ୍ନିକାଣ୍ଡରୁ ରକ୍ଷା କଲା ଅନେକ ଜୀବନ

ଗତକାଲି ମୁମ୍ବାଇରେ ଏକ ବଡ ଧରଣର ଅଗ୍ନିକାଣ୍ଡ ହୋଇଛି । ପରେଲରେ ହିନ୍ଦମାତା ସିନେମା ହଲ୍ ନିକଟରେ ଥିବା କ୍ରିଷ୍ଟାଲ ଟାଓ୍ଵାରରେ ନିଆଁ ଲାଗି ୪ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ୧୬ ଜଣ ଗୁରୁତର ହୋଇଛନ୍ତି ।ନିଆଁରେ କାବୁ ପାଇବା ପାଇଁ ଚେଷ୍ଟା କରିବା ସହ କ୍ରେନ୍ ସାହାଯ୍ୟରେ ଲୋକମାନଙ୍କୁ…

କେରଳକୁ କିମ୍‌ସର ସହାୟତାର ହାତ : ବନ୍ୟା ପୀଡ଼ିତଙ୍କ ଚିକିତ୍ସା ପାଇଁ ଗଲା ୨୫ ଜଣିଆ ଡାକ୍ତରୀ ଟିମ୍‌

କେରଳ ବନ୍ୟା ବିପନ୍ନଙ୍କୁ ଚିକିତ୍ସା ସହାୟତା ଯୋଗାଇ ଦେବା ପାଇଁ କଳିଙ୍ଗ ଇନିଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସେସ-କିମସର ୨୫ ଜଣିଆ ଡାକ୍ତରୀ ଦଳ କେରଳ ଯାତ୍ରା କରିଛନ୍ତି । କେରଳ ମହାବନ୍ୟାରେ ୧୦ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ବେଳେ ବହୁ କ୍ଷୟକ୍ଷତି ହୋଇଛି । ଏବେ ବନ୍ୟା କମିଥିବା…

୬ ବର୍ଷ ହେବ ଖାଉଛନ୍ତି ସ୍ୱାମୀଙ୍କ ଦେହାବଶେଷ ପାଉଁଶ

ଓ୍ଵାସିଂଟନ୍‌ : ଅନେକ ସମୟରେ ପରିବାରରେ ହଠାତ୍‌ କାହାର ବିୟୋଗ ପରିବାରକୁ ଭାଙ୍ଗି ଦେଇଥାଏ । କିନ୍ତୁ ଆମେରିକାରେ କେସି ନାମକ ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ମୃତ୍ୟୁରେ ଦୁଃଖିତ ହୋଇ ତାଙ୍କ ଆସ୍ଥିିପାଉଁଶକୁ ଦୀର୍ଘ ୬ ବର୍ଷ ହେଲା ଖାଇଆସୁଛନ୍ତି । ଏହା ବିଷୟରେ ମହିଳା ଜଣକ ନିଜେ ଆମେରିକାନ୍‌…

ବାପା ଥିଲେ ଗରିବ ଚୌକିଦାର, ପୁଅ ଦେଶର ୮ମ ଧନୀ ବ୍ୟକ୍ତି

ଦୀପ ଜଳିବା ସମସ୍ତେ ଦେଖନ୍ତି । ଦୀପ ଜଳି ଆଲୋକ ହେବା ମଧ୍ୟ ସମସ୍ତେ ଦେଖନ୍ତି । ହେଲେ ଏହି ଦୀପ ଜାଳିବା ପାଇଁ କେତେ ତେଲ ଲାଗିଥାଏ ତାହା କେହି ଦେଖନ୍ତି ନାହିଁ । ଆଜି ଆମେ ଯେଉଁ ବ୍ୟକ୍ତିତ୍ବଙ୍କ ବିଷୟରେ କହିବାକୁ ଯାଉଛୁ ତାଙ୍କ ସଂଘର୍ଷର କାହାଣୀ ମଧ୍ୟ ଠିକ୍ ସେମିତି । ପତଞ୍ଜଳୀର ବିଜ୍ଞାପନ…

ବୃଦ୍ଧାଶ୍ରମରେ ଜେଜେ ମା’ଙ୍କ ସହ ନାତୁଣୀର ମିଳନ : ଜାଣନ୍ତୁ ଫଟୋ ପଛର ଭାଇରାଲ୍ ସତ କଣ ?

ସୋସିଆଲ୍ ମିଡିଆରେ ଗତ କିଛି ଦିନ ହେବ ଏକ ଫଟୋ ଖୁବ୍ ଭାଇରାଲ୍ ହେଉଛି । ଯାହାକୁ ଅନେକ ନାମୀ ଲୋକ ମଧ୍ୟ ନିଜ ଆକାଉଂଟରେ ସେୟାର୍ କରୁଛନ୍ତି । ଏହି ଫଟୋରେ ଜଣେ ବୟସ୍କ ମହିଳାଙ୍କ ସହ ଜଣେ ଛୋଟ ଝିଅ ନଜର ଆସୁଛି । ଆଉ ଉଭୟଙ୍କ ଆଖିରେ ଲୁହ ଦେଖିବାକୁ ମିଳୁଛି । ଏହି ଫଟୋ ଉଭୟ ଫେସବୁକ୍ ଏବଂ…

ଜହ୍ନରେ ବରଫର ସନ୍ଧାନ : ଭାରତର ଚନ୍ଦ୍ରଯାନ-୧ରୁ ସ୍ପଷ୍ଟ

ଜହ୍ନରେ ବରଫ । ଜହ୍ନର ଧୃବୀୟ ଅଞ୍ଚଳରେ ଥଣ୍ଡା ସହ ବରଫ ଜମି ରହିଥିବା ଭାରତର ଚନ୍ଦ୍ରଯାନ-୧ରୁ ଜଣାପଡ଼ିଛି । ଚନ୍ଦ୍ରଯାନ-୧ର ତଥ୍ୟକୁ ନାସା ବୈଜ୍ଞାନିକମାନେ ଗ୍ରହଣ କରିଛନ୍ତି । ଚନ୍ଦ୍ରଯାନ-୧କୁ ଭାରତ ୧୦ ବର୍ଷ ତଳେ ଚନ୍ଦ୍ରକୁ ପଠାଇଥିଲା । ଜହ୍ମର ପୋଲାର ଫିଲଡରେ ଥଣ୍ଡା ପାଣି ଜମି ରହି ବରଫ…

ରହସ୍ୟମୟୀ କୁଅ : ଯାହା ପୃଥିବୀକୁ ନାଗଲୋକ ସହ କରିଛି ସଂଯୋଗ

ହିନ୍ଦୁ ଧର୍ମରେ ସବୁଠାରୁ ପବିତ୍ର ନଗର ମାନଙ୍କ ମଧ୍ୟରେ ହେଉଛି ଉତ୍ତରପ୍ରଦେଶର ବାରଣାସୀ । ଏହା ବନାରସ ଏବଂ କାଶୀ ନାଁରେ ମଧ୍ୟ ପରିଚିତ । ଜ୍ଞାନ , ଶିକ୍ଷା ଏବଂ ସଂସ୍କୃତି କେନ୍ଦ୍ର ହେଉଛି ବାରଣାସୀ । କୁହାଯାଏ ଏହାର ସ୍ଥାପନା ସ୍ବୟଂ ଭଗବାନ୍ ଶିବ କରିଥିଲେ । ବାରଣାସୀରେ ଅନେକ ଧାର୍ମିକ…

ଅସରାଏ ବର୍ଷାରେ ଜଳବନ୍ଦୀ ହେଉଛି କେନ୍ଦୁଝରର ଏହି ଗାଁ

କେନ୍ଦୁଝର(କେନ୍ଯୁଜ୍) : କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ଏବେବି ଜଳବନ୍ଦୀ ହୋଇ ରହୁଛନ୍ତି ଲୋକେ । ଘରୁ ବାହାରି ପାରୁ ନାହାନ୍ତି । ଅସରାଏ ବର୍ଷାରେ ପରିସ୍ଥିତି ବେହାଲ । ଏପରି ଏକ ଗାଁ ହେଉଛି କେନ୍ଦୁଘାଟି । ଗାଁରେ ଅନେକ ଲୋକେ ରହନ୍ତି ହେଲେ ବର୍ଷା ଦିନେ ସମସ୍ୟା ହେଉଛି ଏଠାକାର…

ଭୟଙ୍କର ବନ୍ୟା ଭାଙ୍ଗି ଦେଇଛି କେରଳର ମେରୁଦଣ୍ଡ

କେରଳ(କେନ୍ୟୁଜ୍) : ଶତାବ୍ଦୀର ସବୁଠୁ ବଡ଼ ପ୍ରଳୟଙ୍କରୀ ବନ୍ୟାରେ କ୍ଷତିଗ୍ରସ୍ତ କେରଳରେ ଉଦ୍ଧାର କାର୍ୟ୍ୟ ପ୍ରାୟ ସରିଆସିଲାଣି । ଏବେ ରିଲିଫ ଓ ଥଇଥାନ ଉପରେ ଜୋର ଦିଆଯାଉଛି । ବିପନ୍ନଙ୍କୁ ପିଇବା ପାଇଁ ବିଶୁଦ୍ଧ ପାଣି ମିଳୁନଥିବାରୁ ସଂକ୍ରାମକ ରୋଗ ବ୍ୟାପିବାର ଆଶଙ୍କା ରହିଛି । ବିଧ୍ୱସ୍ତ…