Below header
Browsing Category

ସ୍ପେଶାଲ

୩୮ ବର୍ଷ ପରେ ପଡିଛି ଅତ୍ୟନ୍ତ ଶୁଭ ନାଗପଞ୍ଚମୀ

ନାଗପଞ୍ଚମୀକୁ ଶ୍ରବଣ ମାସର ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ପାଳନ କରାଯାଏ । ଜ୍ୟୋତିଶାଚାର୍ୟ୍ୟ ପ୍ରଫୁଲ ଭଟ୍ଟଙ୍କ ଅନୁସାରେ ଏହି ବର୍ଷ ଉଦୟ କାଳରେ ନିର୍ମିତ କୁଣ୍ଡଳୀରେ ରାହୁ କେତୁ କର୍କଟ ନାମର ପୂର୍ଣ୍ଣ କାଳଶର୍ପ ଯୋଗ ରହିବ । ଏହି କାରଣରୁ ନାଗପଞ୍ଚମୀର ମହତ୍ବ ଆହୁରି ବଢିଯାଇଛି । ଏହି ଦିନରେ…

ସାନ ସିନା କାମ ତା ମହାନ : ସ୍କଲାରସିପ୍ ଟଙ୍କାରେ ୧୪ କଏଦୀଙ୍କୁ ମୁକ୍ତ କରୁଛି ୧୪ ବର୍ଷର ବାଳକ

ବେଳେ ବେଳେ ଛୋଟ ପିଲା ଏମିତି କିଛି କାମ କରିଯାଆନ୍ତି ଯାହାକୁ ଶୁଣିଲେ ବଡ଼ ବଡ଼ ଲୋକ ମଧ୍ୟ ପ୍ରଶଂସା ନକରି ରହିପାରିବେନି । ଏମିତି ଅନେକ ଖବର ଆପଣମାନେ ପଢିଥିବେ । ସେମିତି ଜଣେ ବାଳକ ହେଉଛି ଭୋପାଳର ଆୟୁଷ । ମାତ୍ର ୧୪ ବର୍ଷ ବୟସରେ ଆୟୁଷ ଏପରି କାମ କରିଛି ଯାହା ଏବେ ପାଲଟିଛି ଗଣମାଧ୍ୟମର…

ବାସୋପଯୋଗୀ ସହର ଭୁବନେଶ୍ୱର, ଇଜ ଅଫ୍ ଲିଭିଂ ସିଟି ତାଲିକାରେ ରାଜଧାନୀର ସ୍ଥାନ ୧୮

ଭୁବନେଶ୍ୱର : ରାଜଧାନୀ ପାଇଁ ଆଉ ଏକ ସଫଳତା । ବାସୋପଯୋଗୀ ସହର ଭୁବନେଶ୍ୱର । କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଇଜ୍ ଅଫ୍ ଲିଭିଂ ଇଣ୍ଡେକ୍ସ ସର୍ଭେରେ ୧୮ତମ ସ୍ଥାନରେ ରହିଛି ଭୁବନେଶ୍ୱର । ଦେଶର କେଉଁ ସହର ଲୋକଙ୍କ ପାଇଁ ଭଲ ରହିବା ଉପଯୋଗୀ, ତାହା ଜାଣିବା ପାଇଁ ସର୍ଭେ…

ପ୍ରତିଦିନ ମନ୍ଦିର ଗଲେ ଏହି ସବୁ ସଙ୍କଟରୁ ମିଳିବ ମୁକ୍ତି !

ମନ୍ଦିରର ଅର୍ଥ ହେଉଛି ମନ ଠାରୁ ଦୂର କୌଣସି ସ୍ଥାନ । ମନ୍ଦିରର ଅନ୍ୟ ଏକ ଅର୍ଥ ଘର ମଧ୍ୟ ହୋଇଥାଏ । ଦେବାଳୟ, ଶିବାଳୟ, ଜିନାଳୟ, ରାମଦ୍ବାର ଏବଂ ଗୁରୁଦ୍ବାର ଏ ସମସ୍ତର ଅର୍ଥ ଭିନ୍ନ ଭିନ୍ନ ହୋଇଥାଏ । ତେବେ ଆଜିକାଲି ଦେଖିବାକୁ ମିଳିଛି ଘର ନିକଟରେ ମନ୍ଦିର ଥାଇ ମଧ୍ୟ ଲୋକମାନେ ବାହାରୁ ହାତ…

IBPSରେ ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ : ୮.୯୪ ଲକ୍ଷ ଦରମା, ପଢନ୍ତୁ କେମିତି କରିବେ ଆବେଦନ

ଇନଷ୍ଟିଚ୍ୟୁଟ୍ ଅଫ୍ ବ୍ୟାକିଙ୍ଗ୍ ପର୍ସନାଲ୍ ସିଲେକ୍ସନ୍ (IBPS) ରେ ଚାକିରି କରିବାକୁ ଇଛୁକ ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି IBPS । ରିସର୍ଚ୍ଚ ଆସୋସିଏଟ୍, ଡେପୁଟି ମ୍ୟାନେଜର୍ ଏବଂ ଲ ଅଫିସର୍ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏବେ ନଜର…

ସିବିଏସ୍‌ଇ ପ୍ରଶ୍ନପତ୍ର ଲିକ୍‌ ପ୍ରସଙ୍ଗ, ସାଇବର ଅପରାଧୀଙ୍କୁ ଜବାବ ଦେବ ମାଇକ୍ରୋସଫ୍ଟର ନୂଆ ସଫ୍ଟଓଏର

ନୂଆଦିଲ୍ଲୀ : ପ୍ରଶ୍ନପତ୍ର ଲିକ୍‌ ରୋକିବା ପାଇଁ ମାଇକ୍ରୋସଫ୍ଟ ଏକ ସ୍ୱତନ୍ତ୍ର ସଫ୍ଟଓଏର ପ୍ରସ୍ତୁତ କରିଛି । ଏହି ସଫ୍ଟଓଏର ଜରିଆରେ ମାତ୍ର ୩୦ ମିନିଟ୍‌ ପୂର୍ବରୁ ଛାତ୍ର ଛାତ୍ରୀଙ୍କ ପାଖରେ ପହଞ୍ଚିଯିବ ଡିଜିଟାଲ ପ୍ରଶ୍ନପତ୍ର । ଏଥିରେ ପେପର ଲିକ୍‌ ହେବାର ସମ୍ଭାବନା କମ୍‌ । ସାଇବର…

ନାସା ସୂର୍ୟ୍ୟଙ୍କ ନିକଟକୁ ପଠାଇଥିବା ମହାକାଶଯାନ ତରଳି ଯିବନି ତ ?

ସୂର୍ୟ୍ୟଙ୍କ ନିକଟକୁ ପଠାଯାଇଛି ମାନବ ବିହୀନ ମହାକାଶଯାନ । ଆମେରିକାର ଫ୍ଳୋରିଡାରୁ ଉତକ୍ଷେପଣ ହୋଇଛି ପାର୍କର ସୋଲାର୍ ପ୍ରୋବ୍ । ସୂର୍ୟ୍ୟର ତାପମାତ୍ରାକୁ ମାପିବା ଉଦ୍ଦେଶ୍ୟରେ ପ୍ରଥମ ଥର ପାଇଁ ଅଭିଯାନ ଆରମ୍ଭ କରିଛି ଆମେରିକା ଗବେଷଣା ସଂସ୍ଥା-ନାସା । ପୃଥିବୀ ଛାଡିବାର ପ୍ରାୟ ୭ ବର୍ଷ ଛଅ…

ଚିହ୍ନନ୍ତୁ ଏବଂ ଜାଣନ୍ତୁ ମୃତ୍ୟୁ ବୃକ୍ଷର ରହସ୍ୟକୁ

ପିଲାବେଳେ ଆମେ ସମସ୍ତେ ପଢିଛେ ’ବୃକ୍ଷ ହିଁ ଜୀବନ’ । ବିନା ଜୀବଜଗତରେ ଜୀବନ ଅତିବାହିତ କରିବା ବହୁତ କଷ୍ଟ କିନ୍ତୁ ଆପଣ କ’ଣ ଜାଣିଛନ୍ତି, ପୃଥିବୀ ପୃଷ୍ଠରେ ଏପରି କିଛି ବୃକ୍ଷ ଅଛି ଯାହା ମୃତ୍ୟୁ ବୃକ୍ଷ ନାମରେ ନାମିତ । ଅପାଣଙ୍କୁ ଆଶ୍ଚର୍ୟ୍ୟ ଲାଗିଲେ ମଧ୍ୟ ଏହା ସତ୍ୟ । ଆସନ୍ତୁ ଜାଣିବା…

ଦୃଢ ଇଛା ଶକ୍ତି ଆଗରେ ହାର୍ ମାନିଲା ଦାରିଦ୍ର୍ୟ : ବିଦେଶରେ ପଢିବା ପାଇଁ ଅଟୋ ଡ୍ରାଇଭରଙ୍କ ଝିଅ ପାଇଲେ ସ୍କଲାରସିପ୍

ଆପଣ ଗରୀବ ହୁଅନ୍ତୁ ବା ଧନୀ । ସଫଳତା ଆପଣଙ୍କ ପାଦ ସେଯାଏଁ ଛୁଇଁବନି ଯେପର୍ୟ୍ୟନ୍ତ ଆପଣ ସେହି ଯୋଗ୍ୟ ହୋଇନାହାଁନ୍ତି । ଆଜିର ଏହି କାହାଣୀ ହେଉଛି ପୁଣେର ବର୍ଷୀୟ ଋତୁଜା ଭୋଇଟଙ୍କ । ଯିଏ ନିଜ କଠିନ ପରିଶ୍ରମ ଯୋଗୁଁ ବିଦେଶରେ ପଢିବା ସ୍କଲାରସିପ୍ ହାସଲ କରିଛନ୍ତି । ଋତୁଜାଙ୍କୁ ଥାଇଲାଣ୍ଡର…

ପୁଣି ଆସିଛି ଅଗଷ୍ଟ ୧୫

ଭୁବନେଶ୍ୱର (କେନ୍ୟୁଜ୍‌) : ଦିନକ ପରେ ଦେଶ ପାଳନ କରିବ ୭୨ତମ ସ୍ୱାଧୀନତା ଦିବସ । ଚାରିଆଡ଼େ ଉତ୍ସାହ ଓ ପ୍ରସ୍ତୁତି ଚାଲିଛି । ରାଜଧାନୀ ମହାତ୍ମା ଗାନ୍ଧୀ ମାର୍ଗରେ ଶେଷ ହୋଇଛି ରାଜ୍ୟସ୍ତରୀୟ ପ୍ୟାରେଡ୍‌ର ରିହରସାଲ । ବିଭିନ୍ନ ଅନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ମାର୍ଚ୍ଚପାଷ୍ଟରେ ଭାଗ ନେବେ । ତା…

ରାୟଗଡ଼ା ଡଙ୍ଗରିଆଙ୍କ ପାଇଁ ‘ମିଶନ୍‌ କପଡ଼ା ଗୁନ୍ଦା’ : ପାରମ୍ପରିକ ସାଲ୍‌ର ପୁନରୁଦ୍ଧାର ପ୍ରୟାସ

ରାୟଗଡ଼ା (କେନ୍ୟୁଜ୍‌) : ରାୟଗଡ଼ା ଜିଲ୍ଲାର ଆଦିମ ଅଧିବାସୀ ଡଙ୍ଗରିଆ କନ୍ଧ । ରାଜ୍ୟ ସରକାର ଏବେ ରାଜ୍ୟରେ ଥିବା ବିଭିନ୍ନ ଆଦିବାସୀ ସଂପ୍ରଦାୟର ବିକାଶ ପାଇଁ କରିଛନ୍ତି ସ୍ୱତନ୍ତ୍ର ଯୋଜନା । ଏହି ଯୋଜନାରେ ଡଙ୍ଗରିଆ କନ୍ଧଙ୍କ ପାରମ୍ପରିକ ସାଲ୍‌ ବୁଣାକୁ ପୁଣି ଉଜ୍ଜୀବିତ କରିବା ଲାଗି ଉଦ୍ୟମ…

ଶ୍ରୀଦେବୀଙ୍କ ଜନ୍ମଦିନରେ ଜାହ୍ନବୀ ସେୟାର କରିଛନ୍ତି, ଏକ ବିଶେଷ୍ ମୁହୂର୍ତ୍ତର ଫ୍ୟାମିଲି ଫଟୋ

ବଲିଉଡ୍ ’ଚାନ୍ଦିନୀ’ ଶ୍ରୀଦେବୀଙ୍କର ଜନ୍ମଦିନକୁ ବି-ଟାଉନ୍ ସହିତ ତାଙ୍କ ଫ୍ୟାନ ମାନେ ମଧ୍ୟ ପାଳନ କରୁଛନ୍ତି । ଏହି ଖାସ୍ ଦିନରେ ଶ୍ରୀଦେବୀଙ୍କର ବଡ ଝିଅ ଜାହ୍ନବୀ କପୁର୍ ସୋସିୟାଲ୍ ମିଡିଆରେ ଏକ ଫଟୋ ସେୟାର କରିବା ସହିତ ମା’ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଜାହ୍ନବୀ…