Browsing Category

ସ୍ପେଶାଲ

ଯାଜପୁରରେ ହାଇଟେକ୍‌ ବିଦ୍ୟୁତ୍‌ ସେବା, ଗଛ ପାଲଟିଛି ବିଜୁଳି ଖୁଣ୍ଟ

ଯାଜପୁର(କେନ୍ଯୁଜ୍) : ଗ୍ରାମାଞ୍ଚଳରେ ହାଇଟେକ୍‌ ବିଦ୍ୟୁତ୍‌ ସେବା । ଖୁଣ୍ଟ ନୁହେଁ ଗଛରେ ତାର ଟଣାଯାଇଛି । କେଉଁଠି ଅଶ୍ୱସ୍ଥ ତ ଆଉ କେଉଁଠି ନଡ଼ିଆ ଗଛ ଦେଇ ଯାଇଛି ବିଦ୍ୟୁତ୍‌ ତାର । ଏଦୃଶ୍ୟ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଳକ ପନ୍ତୁରୀ ଓ ଭବାନିପୁର ଗାଁର । ବିଦ୍ୟୁତ ଖୁଣ୍ଟ ବଦଳରେ ଗଛରେ…

ଦୂତିଙ୍କ ଦ୍ରୋଣାଚାର୍ଯ୍ୟ ନାଗପୁରୀ ରମେଶ

ଭୁବନେଶ୍ବର (କେନ୍ୟୁଜ୍) : ଏସୀୟ କ୍ରୀଡ଼ାରେ ସଫଳ ଧାବିକା ଓଡ଼ିଶାର ଦୂତି ଚାନ୍ଦ ଏବେ ଖବରର ଶିରୋନାମା ପାଲଟିଛନ୍ତି । ଦୂତିଙ୍କ ପାଇଁ ସମସ୍ତେ ଖୁସି । କାରଣ ଅନେକ ବାଧାବିଘ୍ନ ଅତିକ୍ରମ କରି ଦୂତି ପାଇଛନ୍ତି ସଫଳତା । ତେବେ ତାଙ୍କର ଏହି ସଫଳତା ପଛରେ ଯାହାର ବିଶେଷ ଅବଦାନ ରହିଛି ସିଏ…

ଦୈନିକ କିଲୋ କିଲୋ ଇଟା,ମାଟି ଏବଂ କାଦୁଅ ଖାଉଛନ୍ତି ଏହି ବ୍ଯକ୍ତି, ଜାଣନ୍ତୁ କଣ ରହିଛି ଏହା ପଛର କାରଣ

କର୍ଣ୍ଣାଟକ : ଦୁନିଆରେ ଭିନ୍ନଭିନ୍ନ ପ୍ରକାରର ଲୋକ ରହିବା ସହ ସମସ୍ତଙ୍କର ଖାଦ୍ଯପେୟ, ବେଶଭୁଷା ଏବଂ ଚାଲିଚଳଣ ଅଲଗା ରହିଥାଏ। ତେବେ ଆପଣ କୌଣସି ବ୍ଯକ୍ତିଙ୍କୁ ମାଟି, କାହୁଅ ଏବଂ ଇଟା ଖାଇବା କେବେ ଶୁଣିଛନ୍ତି କି ? ଆଜ୍ଞା ହଁ , କର୍ଣ୍ଣାଟକ ରାଜ୍ଯର ଛୋଟ ଗାଁରେ ରହୁଥିବା ପକ୍କିରପ୍ପା…

ବଜରଙ୍ଗବଲୀଙ୍କ ଚମତ୍କାରୀ ମନ୍ଦିର : ଯାହା ନିକଟକୁ ଆସିଲେ ଆପେ ଆପେ ଧୀର ହୋଇଯାଏ ଟ୍ରେନର ବେଗ

ହିନ୍ଦୁ ଧର୍ମରେ ୩୩ କୋଟି ଦେବା ଦେବୀ ଅଛନ୍ତି । କୁହାଯାଏ ହନୁମାନଙ୍କୁ ପୂଜା କଲେ ସମସ୍ତ ପ୍ରକାର କଷ୍ଟ ଦୂର ହୋଇଥାଏ । ଦେଶରେ ଅନେକ ହନୁମାନ ମନ୍ଦିର ରହିଛି । ଯେଉଁଠାର ଭଗବାନଙ୍କ ଅରାଧନା କଲେ ସମସ୍ତ ମନୋସ୍କାମନା ଦୂର ହୋଇଥାଏ ବୋଲି ବିଶ୍ବାସ ରହିଛି । କିନ୍ତୁ ଭାରତରେ ବଜରଙ୍ଗବଲୀଙ୍କର…

ମହାପ୍ରଭୁଙ୍କ ଲୀଳାକ୍ଷେତ୍ର “କାଙ୍କଣ ଶିଖରୀ”ର କାହାଣୀ

୩ ଶହ ବର୍ଷର କାହାଣୀ । ୧୮୦୦ ମସିହାରେ ମୋଗଲ ସାମ୍ରାଜ୍ୟର ତକେଇ ଖାଁଙ୍କ ଆକ୍ରମଣରୁ ରକ୍ଷା ପାଇବାପାଇଁ ଦଇତାପତି ମାନେ ମହାପ୍ରଭୁଙ୍କୁ ବ୍ରହ୍ମଗିରି ଦେଇ ନୌକାରେ ନଈରୀ ଗ୍ରାମକୁ ଚାଲିଯାଇଥିଲେ । ରାତି କାଟିବା ପାଇଁ ନଈରୀ ନିକଟ ଚିଲିକାରେ ଥିବା ଏକ କୁଦରେ ମହାପ୍ରଭୁଙ୍କୁ ରଖାଯାଇଥିଲା ।…

ରାଜ୍ୟପାଳଙ୍କ ମହାନୁଭବତା

ଭୁବନେଶ୍ବର (କେନ୍ୟୁଜ) : ଜାକର୍ତ୍ତା ଏସୀୟ କ୍ରୀଡ଼ାରେ ଦୁଇ ଦୁଇଟି ରୌପ୍ୟ ପଦକ ଜିତି ରାଜ୍ୟ ଓ ଦେଶ ପାଇଁ ସୁନାମ ଆଣିଥିବା ସୁନାଝିଅ ଦୂତି ଚାନ୍ଦଙ୍କୁ ଗତକାଲି ନାଗରିକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଭୁବନେଶ୍ବରରେ ଆୟୋଜିତ ଏହି ଭବ୍ୟ ଉତ୍ସବରେ ମୁଖ୍ୟ ଅତିଥି ଥିଲେ ରାଜ୍ୟପାଳ ପ୍ରଫେସର…

ଜାଣନ୍ତି କି କେମିତି ଆବିଷ୍କାର ହୋଇଥିଲା ଟିଭି ରିମୋଟ୍ ? କିଏ ଦେଇଛି ଦର୍ଶକଙ୍କ ହାତରେ ଅନେକ କ୍ଷମତା

ଯଦି ଆପଣ ଟିଭି ଦେଖୁଥିବା ସମୟରେ କୌଣସି ଚ୍ୟାନେଲ୍ ପସନ୍ଦ ଆସେ ନାହିଁ ତେବେ ତୁରନ୍ତ ରିମୋଟରେ ଚ୍ୟାନେଲ୍ ବନ୍ଦ କରିଦେଉ । ସେହିପରି ବିଜ୍ଞାପନ ଆସିଲେ ସଙ୍ଗେ ସଙ୍ଗେ ମ୍ୟୁଟ୍ କରିଦେଉ । ଟିଭିରେ ଯାହା ଆସେ ତାକୁ ଦେଖିବା ନ ଦେଖିବା, ଶୁଣିବା ନ ଶୁଣିବା ଏହାର ନିଷ୍ପତ୍ତି ଦର୍ଶକଙ୍କ ହାତରେ ଥାଏ…

ମାଛକୁ ତାଜା ରଖିବା ଲାଗି ଚାଲିଥିଲା ଧପ୍ପାବାଜି

କୁଏତର ଜଣେ ମାଛ ବ୍ୟବସାୟୀ ମାଛକୁ ତାଜା ରଖିବା ଲାଗି ମାଛ ଆଖିରେ ନକଲି ଆଖି ଯୋଡ଼ି ଦେଉଥିଲେ । ଏବେ ଏହି ଘଟଣା ଜଣାପଡ଼ିବା ପରେ ପୋଲିସ୍ ବ୍ୟବସାୟୀକୁ ଗିରଫ କରିଛି । କିଭଳି ମାଛର ନକଲି ଆଖି ବା କଣ୍ଟାକଟ ଲେନ୍ସ ଲଗାଇଥିଲେ । ଯାହା ଖସି ପଡ଼ିବା ପରେ ଠକେଇ ଧରାପଡ଼ିଲା । ଏହାର ଭିଡିଓ ଏବଂ ଫଟୋ…

ଏଠାରେ ଆଜି ବି ରାଧାଙ୍କ ସହ କୃଷ୍ଣ କରନ୍ତି ରାସଲୀଳା : ସଂଧ୍ୟା ହେଲେ ନା ଖୋଲେ ଝରକା ନା କେହି କରନ୍ତି ଦର୍ଶନ

ଭାରତରେ ଥିବା ବିଭିନ୍ନ ସ୍ଥାନ ପଛରେ ଲୁଛି ରହିଛି କିଛି ଜଣାଅଜଣା ପୌରାଣିକ ତଥ୍ଯ।  ଖାସ କରି ଧାର୍ମିକ ସ୍ଥାନ ମାନଙ୍କରେ ଲୁଚି ରହିଥିବା ରହସ୍ଯ ଲୋକଙ୍କୁ ଭଗବାନଙ୍କର ନିକଟତର କରିଥାଏ। ଭାରତରେ ରହିଥିବା ସ୍ଥାନ ମାନଙ୍କରେ ଗୋଟିଏ ହେଉଛି ବୃନ୍ଦାବନସ୍ଥିତ ନିଧିବନ। ଏହି ସ୍ଥାନ ପଛରେ ବହୁତ…

ଏମାନେ ହେଉଛନ୍ତି ପରାଜୟର ୫ ଦୋଷୀ : ଯାହାଙ୍କ ପାଇଁ ବୁଡିଲା ଟିମ୍ ଇଣ୍ଡିଆର ବିଜୟ ନୌକା

ଚତୁର୍ଥ ଟେଷ୍ଟରେ ହାରିଗଲା ଟିମ୍ ଇଣ୍ଡିଆ । ତା ସହିତ ସିରିଜ୍ ବି ହାରିଲା । ବିରାଟ କୋହଲୀଙ୍କ ଅଧୀନରେ ଏହା ଲଗାତାର ଦ୍ବିତୀୟ ଥର ଏମିତି ହୋଇଛି ଯେତେବେଳେ ଭାରତ ବିଦେଶରେ ଟେଷ୍ଟ ସିରିଜ୍ ହାରିଛି । ଏହା ପୂର୍ବରୁ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକାରେ ସିରିଜ୍ ହାରିଥିଲା । ତେବେ ଅଧିନାୟକ…

ଆଦର୍ଶ ବୋହୂ ହେବାକୁ ଚାହୁଁଛନ୍ତି କି ? ଏବେ ଆଇଆଇଟି ବିଏଚୟୁରେ ଦିଆଯାଉଛି ଟ୍ରେନିଂ

ସମସ୍ତ ମହିଳାଙ୍କ ସ୍ବପ୍ନ ରହିଥାଏ ସେ ତାଙ୍କ ଶାଶୁଘରେ ଜଣେ ଆଦର୍ଶ ବୋହୂ ଭାବେ ପରିଚିତ ହୁଅନ୍ତୁ। ତେବେ ଏବେ ଆପଣଙ୍କୁ ଏହା ବିଷୟରେ ଟ୍ରେନିଂ ଦେବାପାଇଁ ପ୍ରସ୍ତୁତ ହୋଇଛି ଆଇଆଇଟି ବିଏଚୟୁ। ଆଜ୍ଞା ହଁ ଆପଣ ଠିକ୍ ପଢ଼ିଛନ୍ତି, ଖୁବ ଶୀଘ୍ର ମହିଳାଙ୍କୁ ଆଦର୍ଶ ବୋହୂ ହେବା ପାଇଁ ପ୍ରସ୍ତୁତ…

ଦୁର୍ଗା ମୂର୍ତ୍ତି ପାଇଁ ମହାନଦୀ କୂଳରୁ ଉଠିଲା ମାଟି

କଟକ (କେନ୍ୟୁଜ୍) : ପବିତ୍ର ଜନ୍ମାଷ୍ଟମୀ ଅବସରରେ ଜଗତଜନନୀ ମା’ ଦୁର୍ଗାଙ୍କ ପ୍ରତିମୂର୍ତ୍ତି ଲାଗି ମାଟି ଉଠାଇଛନ୍ତି କଟକର କିଛି ପୂଜା କମିଟି । କଟକ ମଙ୍ଗଳାବାଗ ପୂଜା କମିଟି ପକ୍ଷରୁ ମହାନଦୀ କୂଳରୁ ମାଟି ଉଠାଯାଇଛି । ଏନେଇ କମିଟି ପରିସରରୁ ବାଜା ରୋସଣୀ ସହ ଘଣ୍ଟ ଘଣ୍ଟା ବାଦ୍ୟରେ ପଟୁଆର…