Below header
Browsing Category

ସ୍ପେଶାଲ

ଜାଣନ୍ତି କି ଟୁଥପେଷ୍ଟ ଟ୍ୟୁବରେ ଥିବା ରଙ୍ଗ କେଉଁ ସଂକେତକୁ ବୁଝାଇଥାଏ !

ଆଜି ଆମେ ଆପଣଙ୍କୁ ଏମିତି ଏକ ଖବର ବିଷୟରେ ଜଣାଇବୁ ଯାହା ଜାଣିବା ପରେ ଆପଣ ପୁରାପୂରି ଆଶ୍ଚର୍ୟ୍ୟ ହୋଇଯିବେ । ସାଧାରଣତଃ ଟୁଥପେଷ୍ଟର ଟ୍ୟୁବରେ ନାଲି, ନୀଳ, କଳା ଏବଂ ସବୁଜ ରଙ୍ଗର ଚିହ୍ନ ରହିଥାଏ । ଏହି ରଙ୍ଗ ଏହି ସବୁ କଥାର ସଂକେତ ଦେଇଥାଏ କି, ଅପଣଙ୍କର ଟୁଥପେଷ୍ଟ କେମିକାଲ୍ ଯୁକ୍ତ…

ଭଗବାନ୍ ଶିବଙ୍କ ପୂଜାରେ ଶଙ୍ଖର ବ୍ୟବହାର କରାଯାଏ ନାହିଁ କାହିଁକି ! ଜାଣିବା ପାଇଁ ପଢନ୍ତୁ . . .

ଶ୍ରାବଣର ପବିତ୍ର ମାସ ଆରମ୍ଭ ହୋଇ ସାରିଲାଣି । ଶ୍ରାବଣରେ ଭକ୍ତ ବହୁତ ଶ୍ରଦ୍ଧାରେ ଏବଂ ନିଷ୍ଠାରେ ଶିବଙ୍କ ଆରଧାନା କରିଥାନ୍ତି । ଏହି ସମୟରେ ଆମେ ଆପଣଙ୍କୁ ଶିବ ପୂଜା ସହିତ ଜଡିତ ଏକ ଖାସ୍ ପ୍ରଶ୍ନକୁ ନେଇ ଆସିଛୁ । ଏହା ହେଉଛି, କାହିଁକି ଶିବଙ୍କ ପୂଜାରେ ଶଙ୍ଖର ବ୍ୟବହାର କରାଯାଏ ନାହିଁ ?…

ଆସୁଛି ନୂଆ ପ୍ୟାକିଂ : ଆଉ ଖାଦ୍ୟ ନଷ୍ଟ ହେବନି

ଓ୍ଵାଶିଂଟନ୍‌ : ବିଶ୍ୱରେ ଏଭଳି ଅନେକ ଦେଶ ଅଛି ଯେଉଁଠି ଲୋକେ ଦାନା ମୁଠାଏ ପାଇବାକୁ ଚାତକ ପରି ଚାହିଁ ରହନ୍ତି । ଆଉ କିଛି ଦେଶରେ ଖାଦ୍ୟ ନଷ୍ଟ ଏକ ସାଧାରଣ ଘଟଣା । ଏଥିରୁ ଭାରତ ବି ବାଦ୍‌ ପଡ଼ିନାହିଁ । ତେବେ ଅନେକ ସମୟରେ ପ୍ୟାକିଂ ଖାଦ୍ୟ ସେହି ପ୍ୟାକ୍‌ରେ ଲାଗି ନଷ୍ଟ ହୋଇଥାଏ । ଏହାକୁ…

ରବୀନ୍ଦ୍ରନାଥ ଟାଗୋରଙ୍କ ପ୍ଲାଟୋନିକ୍ ଲଭ୍ : ଯାହା ବଦଳାଇ ଦେଇଛି ପ୍ରେମର ସମସ୍ତ ପରିଭାଷା

ଏସିଆର ପ୍ରଥମ ନୋବେଲ୍ ପୁରସ୍କାର ବିଜେତା ଏବଂ ଜାତୀୟ ସଙ୍ଗୀତର ଲେଖକ ରବିନ୍ଦ୍ର ନାଥ ଟାଗୋରଙ୍କ ଆଜି ଜୟନ୍ତୀ । ଆଜିର ଦିନ ଅର୍ଥାତ୍ ୭ ଅଗଷ୍ଟ ୧୮୬୧ରେ ତାଙ୍କର ଜନ୍ମ ହୋଇଥିଲା । ପ୍ରେମ ଉପରେ ଆଧାରିତ ଅନେକ କବିତା ଏବଂ ଗଳ୍ପ ଲେଖିଛନ୍ତି ରବିନ୍ଦ୍ରନାଥ । କିନ୍ତୁ ଆଜି ଆମେ ଆପଣଙ୍କୁ…

ଆଜି ହେଉଛି ଜାତୀୟ ହସ୍ତତନ୍ତ ଦିବସ

ଆଜି ହେଉଛି ଜାତୀୟ ହସ୍ତତନ୍ତ ଦିବସ । ଏହି ଦିବସରେ ମନେ ପଡ଼ନ୍ତି ହସ୍ତତନ୍ତ କାରିଗର । ସୂକ୍ଷ୍ମ ସୂତାର ନିଖୁଣ କାରିଗରୀରେ ବାନ୍ଧକଳାକୁ ବିଶ୍ୱରେ ପରିଚିତ କରାଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲା କେନ୍ଦୁପାଲି ଗାଁର ଅନେକ ବାନ୍ଧଶିଳ୍ପୀ । ଗାଁର ୪ଜଣ ବାନ୍ଧଶିଳ୍ଵୀ ପାଟ୍ଟଶାଢିରେ ତିଆରି କଳାକୃତୀ…

ମାଛର ଦାମ୍‌ ସାଢ଼େ ୫ ଲକ୍ଷ : ବଦଳିଲା ଦୁଇ ଭାଇଙ୍କ ଭାଗ୍ୟ

ମୁମ୍ବାଇ : କଥାରେ ଅଛି ଭଗବାନ ଯେତେବେଳେ ଦିଅନ୍ତି ଛପର ଫାଡ଼ିକି ଦିଅନ୍ତି । ଏମିତି ଏକ ଘଟଣାରେ ଦୁଇ ମତ୍ସ୍ୟଜୀବୀ ଭାଇଙ୍କ ଭାଗ୍ୟ ବଦଳାଇ ଦେଇଛି ଏକ ବିରଳ ମାଛ । ମାଛଟି ବିକ୍ରି ହୋଇଛି ସାଢ଼େ ୫ ଲକ୍ଷ ଟଙ୍କାରେ । ମୁମ୍ବାଇର ଦୁଇ ଭାଇ ମହେଶ ମେହେର ଓ ଭାରତ ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲେ ।…

ରାମଦେବ ବାବାଙ୍କ ସଫଳତାର ରହସ୍ୟ କଣ ? ପଢନ୍ତୁ ଯୋଗଗୁରୁଙ୍କ ବିଜନେସ୍ ଫଣ୍ଡା

ବାବା ରାମଦେବଙ୍କ ସଫଳତା ଉପରେ ଆଜିକାଲି ସମସ୍ତେ ଇର୍ଷା କରୁଛନ୍ତି । ସମସ୍ତ କଂପାନି ପତଞ୍ଜଳୀର ଅଚାନକ୍ ବଢୁଥିବା ରୋଜଗାର ପାଇଁ ଚିନ୍ତାରେ । ଏହି ଅବସ୍ଥା କେବଳ ଭାରତୀୟ କଂପାନିମାନଙ୍କର ନୁହେଁ ବଂର ବିଦେଶୀ ମଲ୍ଟିନ୍ୟାସନାଲ୍ କଂପାନୀମାନଙ୍କର ମଧ୍ୟ । ପତଞ୍ଜଳୀର ପ୍ରଡକ୍ଟ ଇଣ୍ଟରନ୍ୟାସନାଲର…

ବନ୍ଦ ଘର ଉପରେ ନଜର ରଖିବ କିଏ ?

ସ୍ୱଧାର ଗୃହ, କନ୍ୟାଶ୍ରମ, ବାଳିକା ଗୃହ । ଏଭଳି ଜାଗାରେ ନାବାଳିକା କିମ୍ବା ମହିଳାମାନଙ୍କୁ ଯୌନ ଶୋଷଣ କରାଯାଉଥିବାର ଅଭିଯୋଗ ନୂଆ ନୁହେଁ । ଅଭିଯୋଗ ଆସେ, ଟିକେ ଚର୍ଚ୍ଚା ହୁଏ । ପୁଣି ଥମି ଯାଏ । ହେଲେ ଏଥର ବିହାରର ମୁଜାଫରପୁର ଏବଂ ଏବେ ଏବେ ଉତ୍ତର ପ୍ରଦେଶର ଦେବରିୟା ଜିଲ୍ଲାରେ ସମାନ…

RBIରେ ଚାକିରି ପାଇଁ ସୁବର୍ଣ୍ଣ ସୁଯୋଗ : ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ, ଜାଣନ୍ତୁ କେମିତି କରିବେ ଆବେଦନ

ରିର୍ଜଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ(ଆର୍ ବି ଆଇ)ରେ ଚାକିରି କରିବାକୁ ଚାହୁଁଛନ୍ତି । ତେବେ ଏହି ଖବର ଖାସ୍ ଆପଣଙ୍କ ପାଇଁ । ଲିଗାଲ୍ ଅଫିସର୍, ଆସିଷ୍ଟାଣ୍ଟ୍ ମ୍ୟାନେଜର୍ ଏବଂ ଅନ୍ୟ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ଆରବିଆଇ। ଆବେଦନ କରିବା ପାଇଁ ଇଛୁକ ଥିବା ପ୍ରାର୍ଥୀ ତଳେ ଦିଆଯାଇ ଥିବା…

କମ୍ ଶୋଇଥାନ୍ତି ଆପଣ ହେଲେ କୋଟି କୋଟି କ୍ଷତି ସହିଥାଏ ଦେଶ !

ଆପଣମାନେ ଶୁଣିଥିବେ ସର୍ବଦା କୁହାଯାଏ ଭଲ ସ୍ବାସ୍ଥ୍ୟ ପାଇଁ ଠିକ ମାତ୍ରାରେ ନିଦ ହେବା ଉଚିତ୍ । ନିଦ ପୂରା ନହେବା ଦ୍ବାରା କିଛି ଶାରୀରିକ ସମସ୍ୟା ଦେଖା ଦେଇଥାଏ । କମ୍ ଆପଣ ମାନେ ଶୋଇଥାନ୍ତି ଆଉ କୋଟି କୋଟି ଟଙ୍କାର କ୍ଷତି ଦେଶ ଉଠାଇଥାଏ । ଏହି ସବୁ ଆମେ କହୁନାହୁଁ, ଏହି ସବୁ ଅଷ୍ଟ୍ରେଲିଆର…

ଆଜି ହିରୋସୀମା ଦିବସ : ବିଶ୍ୱ ଇତିହାସରେ ସ୍ମରଣୀୟ ଦିନ

ଆଜି ହିରୋସୀମା ଦିବସ। ବିଶ୍ୱ ଇତିହାସରେ ସ୍ମରଣୀୟ ଦିବସ। ଦ୍ୱିତୀୟ ବିଶ୍ୱ ଯୁଦ୍ଦ ସମୟରେ ୧୯୪୫ ଅଗଷ୍ଟ ୬ରେ ଜାପାନର ହିରୋସିମା ସହର ଉପରେ ଯୁକ୍ତରାଷ୍ଟ୍ର ଆମେରିକା ପ୍ରଥମ ପରମାଣୁ ବୋମା ପକାଇଥିଲା। ପୁଣି ଥରେ ଅଗଷ୍ଟ ୯ରେ ଦ୍ୱିତୀୟ ପରମାଣୁ ବୋମା ପକାଯାଇଥିଲା। ପ୍ରାଣ ହରାଇଥିଲେ ଲକ୍ଷ ଲକ୍ଷ…

ମରଣ ଯନ୍ତା କେନ୍ଦୁଝର ରାସ୍ତା : ପରିବହନ ବିଭାଗ ଦେଲେ ସଂପୂର୍ଣ୍ଣ ତଥ୍ୟ

ବଢୁଛି ସଡକ ଦୁର୍ଘଟଣା ଆଉ ଦିନକୁ ଦିନ ବଢୁଛି ଦୁର୍ଘଟଣା ଜନିତ ମୃତ୍ୟୁ। ଯେତେ ଯାହା ଉପାୟ ଅବଲମ୍ବନ କଲେ ମଧ୍ୟ ତାକୁ ନିୟନ୍ତ୍ରଣକୁ ଅଣାଯାଇପାରୁ ନାହିଁ। ରାଜ୍ୟ ତଥା ଦେଶର ଏବେ ଏହା ଚିନ୍ତାର କାରଣ ପାଲଟିଛି। ଏହି ସମୟରେ ଜିଲ୍ଲାପାଳଙ୍କ ନେତୃତ୍ୱରେ ଦୁର୍ଘଟଣା ନିୟନ୍ତ୍ରଣ କରିବା ପାଇଁ ଅନେକ…