Below header
Browsing Category

ସ୍ପେଶାଲ

ଭିନ୍ନ ଆମ ଦେଶ ଭିନ୍ନ ଆମ ପରମ୍ପରା !

ଭାରତ ଏକ ଧାର୍ମିକ ଦେଶ ଅଟେ । ଏଥିପାଇଁ ଏହା ରହସ୍ୟମୟୀ ଏବଂ କିଛି ଚତ୍ମକାରୀ ମନ୍ଦିର ପାଇଁ ମଧ୍ୟ ଜଣାଶୁଣା । ଆପଣ ଏହାବି କହି ପାରିବେ ଏଠାରେ ବିଦ୍ୟାଳୟ ଠାରୁ ଅଧିକ ମନ୍ଦିର ତିଆରି କରାଯାଇଛି । ପୁଅ ଝିଅ ଚାହିଁବା ହେଉ କି କୋଟିପତି ହେବାର ସ୍ବପ୍ନ ମଣିଷ ପରିଶ୍ରମ ଓ ଭାଗ୍ୟ ଠାରୁ ଅଧିକ…

‘ଫନି’ ଆୟୁ ଥିଲା ୧୧ ଦିନ, ବଙ୍ଗୋପସାଗରରେ ସବୁଠାରୁ ଦୀର୍ଘତମ ବାତ୍ୟା

ଫନି ଥିଲା ସବୁଠାରୁ ଦୀର୍ଘତମ ବାତ୍ୟା । ବଙ୍ଗୋପସାଗର ସାଗରରେ ଏଭଳି ଦୀର୍ଘତମ ବାତ୍ୟା ଆଗରୁ କେବେ ସୃଷ୍ଟି ହୋଇ ନଥିଲା । ଏହି ସୂଚନା ଦେଇଛନ୍ତି ପାଣିପାଗ ବିଶେଷଜ୍ଞ । ବାତ୍ୟା ଫନି ଦୀର୍ଘ ୧୧ ଦିନ ରହିଥିଲା । ସମୁଦ୍ରରେ ସୃ୍‌ଷ୍ଟି ହେବା ଠାରୁ ଲ୍ୟାଣ୍ଡଫଲ୍‌ କରି ବିଦାୟ ନେବା ଯାଏ ଦୀର୍ଘ…

ବାତ୍ୟାର ମୁହଁରେ ଓଡ଼ିଶା, ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେଲେ ସବୁ ବେଳେ ଓଡ଼ିଶା ପ୍ରତି ରହିଛି ବିପଦ

ବାତ୍ୟାର ମୁହଁରେ ଓଡ଼ିଶା। ପ୍ରତିବର୍ଷ ବାତ୍ୟା ଆସିବାରେ ଲାଗିଲାଣି । ଗବେଷଣାରୁ ଜଣାପଡିଛି ଭାରତର ୯୬ଟି ଜିଲ୍ଲା ବାତ୍ୟା ପ୍ରବଣ । ପୂର୍ବ ଉପୂକଳ ଆନ୍ଧ୍ର, ଓଡ଼ିଶା, ତାମିଲନାଡୁ ଓ ପଶ୍ଚିମବଙ୍ଗ ଏବଂ ପଶ୍ଚିମ ଉପକୂଳରେ ଗୁଜରାଟ ବତ୍ୟାପ୍ରବଣ ରାଜ୍ୟ। ଏହା ମଧ୍ୟରେ ଗଞ୍ଜାମ, ପୁରୀ,…

ଫନି : କାହାର ସର୍ବନାଶ, କାହାର ପୁଷ ମାସ

ପ୍ରଳୟଙ୍କରୀ ବାତ୍ୟା ଫନି ଉଜାଡ଼ି ଦେଇଛି ଅନେକ କିଛି । ସ୍ୱାଭାବିକ ସ୍ଥିତି ଆସିବାକୁ ମାସ ମାସ ଲାଗିଯିବ । ସେ ରାଜଧାନୀ ଭୁବନେଶ୍ୱର ହେଉ କି ପର୍ଯ୍ୟଟନ କ୍ଷେତ୍ର ପୁରୀ, ସବୁଠି ତାଣ୍ଡବ ରଚିଛି ଫନି । ଏହି ବାତ୍ୟା ଯୋଗୁଁ ଅନେକ ବ୍ୟବସାୟ ମଧ୍ୟ ଠପ୍‌ ହୋଇଯାଇଛି । ବ୍ୟାଙ୍କ ସେବା ଠାରୁ ଆରମ୍ଭ…

ଗୋଟିଏ ଦେଶ ଦୁଇଟି ସହର : ଗୋଟିଏରେ ସୂର୍ଯ୍ୟୋଦୟ ହୁଏନି ଆଉ ଅନ୍ୟଟିରେ ହୁଏନି ସୂର୍ଯ୍ୟାସ୍ତ

ଅନ୍ଧାରରେ ରହିବାକୁ କିଏ ବା ପସନ୍ଦ କରେ । ତେଣୁ ଆମେ ସମସ୍ତେ ଏକଥା ଦିନେ ନା ଦିନେ  ନିଶ୍ଚିତ ଭାବରେ ଚିନ୍ତା କରିଥାଉ ଯେ ସୂର୍ଯ୍ୟାସ୍ତ ହୋଇ ନଥିଲେ କେତେ ଭଲ ହୋଇଥାନ୍ତା । କିନ୍ତୁ ସୂର୍ଯ୍ୟ  ଆଗରେ କାହାର ଚାଲେ । ନିଜ ଇଛାରେ ଉଦୟ ହୋଇଥାଏ ଆଉ ଅସ୍ତ ବି । କିନ୍ତୁ ବିଶ୍ବରେ ଏମିତି କିଛି…

ଏମିତି ଜଣେ ଉଦ୍ଭିଦ ବିଜ୍ଞାନୀ, ଯିଏ ବର୍ଷ ବର୍ଷ ଧରି ଚଳୁଛନ୍ତି ବିନା ବିଜୁଳିରେ

ଏବେ ବାତ୍ୟା ଫନି ଯୋଗୁ ରାଜଧାନୀ ସମେତ ରାଜ୍ୟର କେତେକ ଜ଼ିଲ୍ଲାରେ ବିଜୁଳି ନାହିଁ । ବିଜୁଳି ବିନା ବର୍ତମାନ ଜୀବନରେ କିଛି ବି କଥା ଭାବିବା ଯେମିତି ଦୁଃସ୍ବପ୍ନ । ହେଲେ ଆମ ଦେଶରେ ଏଭଳି ଲୋକ ଅଛନ୍ତି ଯିଏକି ବର୍ଷ ବର୍ଷ ଧରି ବିନା ବିଜୁଳିରେ ରହୁଛନ୍ତି । ସେ ହେଉଛନ୍ତି ପୁନେର ଡ଼. ହେମା…

ମୋ ଅନୁଭୂତି : ଶ୍ରୀହୀନ ଶ୍ରୀକ୍ଷେତ୍ର, ସିଂହ ଦ୍ୱାରରୁ ବାଟମଙ୍ଗଳା ଯାଏଁ

ଶ୍ରୀଜଗନ୍ନାଥଙ୍କ ଧାମ। ଓଡ଼ିଶା କି ଭାରତ ନୁହେଁ , ବିଶ୍ୱର ଯେକୌଣସି କୋଣରେ ବି ମହାପ୍ରଭୁଙ୍କ ନାଁ ଶୁଣିଲେ ସ୍ୱତଃ ମୁହଁରୁ ବାହାରିପଡ଼େ ଜୟ ଜଗନ୍ନାଥ। କାରଣ କାଳିଆ ଠାକୁର ହେଉଛନ୍ତି ଆମ ଘରର ଜଣେ ସଦସ୍ୟଙ୍କ ଭଳି। ପୁରୀ ବଡ଼ଦାଣ୍ଡରେ ଠିଆ ହୋଇ ପତିତପାବନ ବାନାକୁ ଟିକିଏ ଚାହିଁ ଦେଲେ ଦୁଇ ହାତ…

ଜାଣନ୍ତୁ ଅକ୍ଷୟତୃତୀୟାର ମହତ୍ତ୍ବ, କାହିଁକି ଏବଂ କେଉଁ କାରଣରୁ ପାଳନ ହୋଇଥାଏ ଏହି ଉତ୍ସବ

ବୈଶାଖ ଶୁକ୍ଳତୃତୀୟ ଏକ ପବିତ୍ର ଦିବସ। ଏହି ତିଥିରେ ଶୁଭକାର‌୍ୟ୍ୟ ହେଲେ ତାହା ଶୁଭପ୍ରଦ ଓ ମଙ୍ଗଳଦାୟକ ହୋଇଥାଏ। ଏହି ଦିବସକୁ ଅକ୍ଷୟ ତୃତୀୟା ବୋଲି କୁହାଯାଇଥାଏ। ଆଜିର ଦିନରେ କୃଷିକାର‌୍ୟ୍ୟ ଓ ଗ୍ରୁହନିର୍ମାଣ କାର‌୍ୟ୍ୟର ଶୁଭାରମ୍ଭ ହେବାର ବିଧି ରହିଆସିଛି। କୃଷିପ୍ରାଧାନ୍ୟ ରାଜ୍ୟ ଓଡିଶାର…

ସ୍ମାର୍ଟ ସିଟିକୁ ଲାଗିଗଲା ଫନିର ନଜର, କେଇ ଘଣ୍ଟାର କରାଳ ରୂପରେ ବଦଳିଗଲା ଭୁବନେଶ୍ୱରର ଭୂଗୋଳ

ଫନିର ନଜର ଲାଗିଗଲା ସ୍ମାର୍ଟ ସିଟି ଭୁବନେଶ୍ୱରକୁ । କେଇ ଘଣ୍ଟାର କରାଳ ରୂପରେ ବଦଳାଇ ଦେଲା ସମ୍ପୂର୍ଣ୍ଣ ଭୂଗୋଳକୁ । ବାତ୍ୟା ଫନିର ବିଷଜ୍ୱାଳାରେ ଘାରି ହେଉଛି ରାଜ୍ୟର ପ୍ରମୁଖ କ୍ରୀଡ଼ା ଭିତ୍ତିଭୂମି । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମର ଅବସ୍ଥା ଆଖିରେ ନଦେଖିଲେ ବିଶ୍ୱାସ କରିହେବନି । ଏସୀୟ…

ରହସ୍ୟମୟ ପଥର ! ଯାହାକୁ କେବଳ ୧୧ ଜଣ ହିିଁ ଟେକି ପରିବେ, ୧୨ ଜଣ ହେଲେ ଉଠିବନି

ପଥର ଯାହାକୁ କେବଳ ୧୧ ଜଣ ଟେକି ପରିବେ, ୧୨ ଜଣ ହେଲେ ଉଠିବ ନାହିିଁ । ଏଭଳି ଏକ ରହସ୍ୟମୟ ପଥର ରହିଛି ମହାରାଷ୍ଟ୍ର ପୁଣେର ହଜରତ କମର ଅଲ୍ଲୀ ଦରବାରରେ । ଯଦି ୧୧ରୁ ଅଧିକ କିମ୍ବା କମ ଲୋକ ଏହି ପଥରକୁ ଉଠାଇବାକୁ ଚେଷ୍ଟା କରନ୍ତି ତେବେ ସେହି ପଥର ତିଳେ ମାତ୍ର ସେଠାରୁ ଉଠିନଥାଏ । ସବୁଠାରୁ…

ମନେ ପଡ଼େ ‘୯୯ ମହାବାତ୍ୟାର କଥା, ଧନଞ୍ଜୟ ହରାଇ ଥିଲେ ନିଜ ପରିବାରର ୬ ଜଣଙ୍କୁ

ଭେରି ସିଭିୟର ସାଇକ୍ଲୋନ ‘ଫନି’ କେତେବେଳେ ସ୍ଥଳଭାଗ ଛୁଇଁବ । ଏହାକୁ ନେଇ ଆଶା ଆଶଙ୍କା ଭିତରେ ସମସ୍ତେ । କିଛି ଉପକୂଳ ଜିଲ୍ଲା ଭଳି କେନ୍ଦ୍ରାପଡ଼ା ଜିଲ୍ଲାରେ ମଧ୍ୟ ଏହି ମହାବାତ୍ୟାକୁ ନେଇ ରେଡ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି । ପ୍ରଳୟର ଆଶଙ୍କାରେ ସମସ୍ତେ ଭୟଭୀତ । କାରଣ ସେମାନେ ୧୯୯୯…

ନିବିଡ ବନ୍ଧୁତ୍ବ : ଅନ୍ଧ କୁକୁର ଷ୍ଟେଫି ପାଇଁ ଆଶାବାଡି ହୋଇଛି ସାଙ୍ଗ ଟୋବି

ମଣିଷ ମଣିଷକୁ ଧୋକା ଦେଉଛି, ବିଶ୍ବାସରେ ବିଷ ଦେଉଛି। ହେଲେ ସମ୍ପର୍କରେ ମଣିଷଙ୍କ ଠାରୁ ଆଜି ବଡ ହୋଇ ପାରିଛନ୍ତି ପଶୁ। ବ୍ରିଟେନର ଷ୍ଟେଫି ଏମସ୍ ବହୁତ ଚର୍ଚ୍ଚାରେ ଅଛି। ଆମେ ଏଠି ଆପଣଙ୍କୁ ଷ୍ଟେଫି ନାମକ ଏକ କୁକୁର ବିଷୟରେ କହିବାକୁ ଯାଉଛୁ। ଷ୍ଟେଫି ଦେଖିପାରେ ନାହିଁ ସେଥିପାଇଁ ତାକୁ…