Browsing Category

ସ୍ପେଶାଲ

ବୈଜ୍ଞାନିକଙ୍କ ବିରଳ ଆବିଷ୍କାର, ମୃତ୍ୟୁ ପରେବି ଜୀବିତ କରାଯାଇ ପାରିବ ବ୍ରେନ, ଜାଣନ୍ତୁ କେମିତି ?

ମୃତ୍ୟୁ ହୋଇଥିବା ଲୋକର ବ୍ରେନକୁ ବି ପୁନର୍ବାର ଜୀବିତ କରାଯାଇପାରିବ । ଆମେରିକାର ୟେଲ ୟୁନିଭରସିଟିର ଗବେଷକମାନେ ଏହାକୁ ପ୍ରମାଣିତ କରିଛନ୍ତି । ଚାରିଘଣ୍ଟା ପୂର୍ବରୁ ମୃତ୍ୟୁ ବରଣ କରିଥିବା ଗୋଟିଏ ଘୁଷୁରୀର ମସ୍ତିଷ୍କକୁ ଏକ ବିଶେଷ ରସାୟନର ସାହଯ୍ୟରେ ଜୀବିତ କରିବାରେ ସଫଳ ହୋଇଛନ୍ତି ।…

ଝିଅ ଜନ୍ମର ଏପରି ଖୁସି ଦେଖିନଥିବେ ଆପଣ, ସ୍ବାଗତ ପାଇଁ ଢୋଲ ବଜାଇ ଫୁଲ ବର୍ଷା କଲେ ବାପା

ଦେଶର ଅନେକ ସ୍ଥାନରେ ଆଜି ମଧ୍ୟ ଝିଅମାନଙ୍କୁ ଅଭିଶାପ ନଜରରେ ଦେଖିଥାନ୍ତି। ବର୍ତ୍ତମାନ କିନ୍ତୁ ମଧ୍ୟପ୍ରଦେଶର ଭିଣ୍ଡ ଜିଲ୍ଲାରେ ଝିଅ ଜନ୍ମ ହେବାର ଭାବନା ବଦଳିବାରେ ଲାଗିଛି। ଗତ ୧୪ ଏପ୍ରିଲରେ ମଧ୍ୟପ୍ରଦେଶର ଭିଣ୍ଡ ଜିଲ୍ଲାସ୍ଥିତ କୁଶୱାହ କଲୋନୀ ନିବାସୀ ଆଶୀଷ ଶର୍ମାଙ୍କ ପରିବାରରେ ଏକ ଝିଅ…

ଏହି ସ୍ଥାନରେ ଗଛରୁ ପ୍ରକଟ ହୋଇଥିଲେ ହନୁମାନ, ଜାଣନ୍ତୁ କଣ ରହିଛି ଏହି ମନ୍ଦିରର ରହସ୍ୟ

କଳିଯୁଗରେ ହନୁମାନଙ୍କ ପୂଜା କରିବା ଲୋକଙ୍କ ପାଇଁ କଲ୍ୟାଣକାରୀ ହୋଇଥାଏ। ଯଦି ଜୀବନରେ ହନୁମାନଙ୍କର କୃପା ରହିଥାଏ ତେବେ ସମସ୍ତ କାମ ସଫଳ ହୋଇଥାଏ। ସାରା ବିଶ୍ବରେ ରାମ ଭକ୍ତ ହନୁମାନଙ୍କର ଅନେକ ମନ୍ଦିର ରହିଛି। ଯେଉଁଠାରେ ଭଗବାନଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନଙ୍କର ଭିଡ଼ ଲାଗିରହିଥାଏ। ଏହା…

ଜାଣନ୍ତୁ ଏହି ୮ଟି ବରଦାନ ବିଷୟରେ ଯାହା ହନୁମାନଙ୍କୁ ଅମର ଓ ଶକ୍ତିଶାଳୀ କରିଥିଲା

ବାଲ୍ମିକୀ ରାମାୟଣ ଅନୁସାରେ, ପିଲାଦିନେ ଯେତେବେଳେ ହନୁମାନ ସୂର୍ଯ୍ୟଦେବଙ୍କୁ ଫଳ ଭାବି ଖାଇବାକୁ ଦୌଡ଼ିଥିଲେ ସେତେବେଳେ ଦେବରାଜ ଇନ୍ଦ୍ର ତାଙ୍କୁ ବଜ୍ର ପ୍ରହାର କରି ବେହୋସ କରି ଦେଇଥିଲେ । ଏହା ଦେଖି ପବନ ଦେବ କ୍ରୋଧାନ୍ବିତ ହୋଇ ସଂସାରରେ ବାୟୁ ଚଳାଚଳ ବନ୍ଦ କରିଦେଇଥିଲେ । ବିଶ୍ୱ…

ରାସ୍ତାରେ କାନ୍ଦୁଛନ୍ତି ଜେଟ୍‌ ଏୟାରେଓ୍ଵଜ୍‌ କର୍ମଚାରୀ, ଚାକିରି ଚାଲିଯିବାର ଭୟ

ଅଚାନକ ଦୁଃଖ ଆସେ ଏମିତି । ଯେମିତି ସବୁ କିଛି ଠିକ୍‌ଠାକ୍‌ ଥିବା ଜେଟ୍‌ ଏୟାରେଓ୍ଵଜ୍‌ ଉପରେ ପଡ଼ିଲା ଖରାପ ଦଶା । ଏବେ ବିମାନ ଚଳାଚଳ ବନ୍ଦ ହୋଇ ଯାଇଛି । ଗତ ବୁଧବାର ବିଳମ୍ବିତ ରାତିରେ ଅମୃତସରରୁ ବାହାରି ଭୋର ସମୟରେ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିଥିଲା ଜେଟ୍‌ର ଶେଷ ବିମାନ । ଆଉ ତା…

୨୪ ବର୍ଷ ପୂର୍ବର ସେହି ଗେଷ୍ଟହାଉସ୍ କାଣ୍ଡ, ଯାହା ମାୟାବତୀ ଏବଂ ମୁଲାୟମଙ୍କୁ କରିଦେଲା ଶତ୍ରୁ

କୁହାଯାଏ ଶତ୍ରୁର ଶତ୍ରୁ ମିତ୍ର ହୋଇଥାଏ । କିନ୍ତୁ ଯେତେବେଳେ କଥା ରାଜନୀତିର ଆସେ ସେତେବେଳେ ଏହି ଉକ୍ତି ଆହୁରୀ ସୁଦୃଢ ହୋଇଯାଏ । ଆଉ ଏହାର ଏକ ବଳିଷ୍ଠ ଉଦାହରଣ ଦେଖିବାକୁ ମିଳିଛି ଚଳିତ ନିର୍ବାଚନରେ । ପ୍ରାୟ ୨୪ ବର୍ଷ ପରେ ଗୋଟିଏ ମଂଚରେ ଏକାଠି ହୋଇଛନ୍ତି ମାୟାବତୀ ଏବଂ ମୁଲାୟମ୍ ସିଂହ…

ଏହି ଦେଶରେ ମହିଳାମାନେ ନିଜର ସୌନ୍ଦର୍ଯ୍ୟ ପାଇଁ ପିଇଥାନ୍ତି ନାଗ ସାପର ରକ୍ତ

ସମସ୍ତ ଜୀବମାନଙ୍କ ମଧ୍ୟରେ ସାପ ମଧ୍ୟ ଭୟଙ୍କର ହୋଇଥାଏ। ସାପକୁ ଦେଖିବା ମାତ୍ରେ ହିଁ ପ୍ରତ୍ୟେକ ଲୋକମାନଙ୍କର ଝାଳ ବାହାରିଥାଏ। କିନ୍ତୁ ଏଭଳି ଏକ ଦେଶ ଅଛି, ଯେଉଁଠାରେ ଲୋକମାନେ ଚା-କଫି ଭଳି ନାଗ ସାପର ରକ୍ତ ପିଇଥାନ୍ତି। ଆଜ୍ଞା ହଁ ଇଣ୍ଡୋନେସିଆର ରାଜଧାନୀ ଜକାର୍ତାରେ ଲୋକମାନେ ନାଗ ସାପର…

ଆଜି ଗୁଡ୍ ଫ୍ରାଇଡେ : ଜାଣନ୍ତୁ ଏହା ବିଷୟରେ କିଛି ରୋଚକ ତଥ୍ୟ

ଆଜି ହେଉଛି ଗୁଡ୍ ଫ୍ରାଇଡେ। ଏହି ଦିନ ପ୍ରେମ ଏବଂ ଜ୍ଞାନର ବାର୍ତ୍ତା ଦେଉଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଶୁଳୀରେ ଚଢା ଯାଇଥିଲା। ଜାଣନ୍ତୁ କାହିଁକି ଗୁଡ୍ ଫ୍ରାଇଡେ ପାଳନ କରାଯାଇଥାଏ। -ଶୁକ୍ରବାର ଦିନ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଶୁଳୀରେ ଚଢା ଯାଇଥିଲେ ମଧ୍ଯ ଏହି ଦିନକୁ ଗୁଡ୍ ଫ୍ରାଇଡେ…

ସାବଧାନ ପ୍ଲାଷ୍ଟିକ ବ୍ୟାଗରେ ଫଳ ରଖୁଛନ୍ତି କି ତେବେ ପଡି ପାରନ୍ତି ଏହି ରୋଗରେ !

କଣ ଆପଣ ପରିବା କିମ୍ବା ଫଳ ପ୍ଲାଷ୍ଟିକ ବା ପଲିଥିନ୍‌ ବ୍ୟାଗରେ ଆଣି ସିଧା ଫ୍ରିଜ୍‌ ଭିତରେ ରଖି ଦେଉଛନ୍ତି କି? ତେବେ ଜାଣି ରଖନ୍ତୁ ଏହା ଆପଣଙ୍କ ଶରୀର ପାଇଁ କ୍ଷତି କାରକ ହୋଇପାରେ । କାହିଁକିନା ପ୍ଲାଷ୍ଟିକ ବ୍ୟାଗରେ ଥିବା ପରିବା ପାଖରେ ଖୋଲା ପବନ ପହଞ୍ଚି ନଥାଏ ତେଣୁ ଏହା ଜଲଦି ଖରାପ…

ଏହି ମନ୍ଦିରରୁ କେହିବି ଖାଲି ହାତରେ ଫେରନ୍ତି ନାହିଁ, ଖୋଲିଯାଏ ନବବିବାହିତ ଯୋଡିଙ୍କ ଭାଗ୍ୟ

ଭଗବାନ ହନୁମାନଙ୍କର ଏହି ଚମତ୍କାରୀ ମନ୍ଦିରରୁ କେହି ବି ଖାଲି ହାତରେ ଫେରି ନାହାନ୍ତି। ମନଷ୍କାମନା ପୂରା ହେବା ପରେ ଭକ୍ତମାନଙ୍କ ଦ୍ବାରା ଏଠାରେ ଭୋଜନ ଲଗାଯାଇଥାଏ। ହନୁମାନଙ୍କ ଏହି ମନ୍ଦିରର ଏତେ ମାନ୍ୟତା ଅଛି ଯେ ମନ୍ଦିରରେ ଭୋଜନ କରାଇବା ପାଇଁ ୨୦୨୬ ପର୍ଯ୍ୟନ୍ତ ବୁକିଂ ହୋଇସାରିଲାଣି।…

ରିସର୍ଚ୍ଚରୁ ହେଲା ପ୍ରମାଣିତ, ଏବେ ଏକ ଛୋଟ ୩ଜି ଡିଭାଇସ ଦ୍ବାରା ବରଫରୁ ଜାତ ହେବ ବିଦ୍ୟୁତ

ଲସଏଞ୍ଜଲର୍ସ : ବରଫ ବର୍ଷା ହେବା ଋତୁରେ ସାଧାରଣତଃ ଲୋକଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିଥାଏ। କିନ୍ତୁ ଲର୍ସ ଏଞ୍ଜଲର୍ସ ସ୍ଥିତ ଏକ ବିଶ୍ବବିଦ୍ୟାଳୟର ରିସର୍ଚ୍ଚକର୍ତ୍ତା ଏକ ଏପରି ଡିଭାଇସ ପ୍ରସ୍ତୁତ କରିଛନ୍ତି ଯାହା ଦ୍ବାରା ବରଫ ବର୍ଷା ସମୟରେ ସେଥିରୁ ବିଦ୍ୟୁତ ଉତ୍ପାଦନ…

ପାସପୋର୍ଟ ଧାରକଙ୍କ ପାଇଁ ଖୁସି ଖବର, ଏବେ ମିସ୍ ରୁ ମିସେସ୍ କରିବା ହେବ ସହଜ

ବିବାହ ପରେ ପ୍ରମାଣ ପତ୍ର ନଥିଲେ ବି ଏବେ ମହିଳାଙ୍କୁ ମିସେସ୍ ଲେଖାଥିବା ପାସପୋର୍ଟ ମିଳିବ। ଏଥିପାଇଁ କୌଣସି କାଗଜପତ୍ର ଦେବାକୁ ପଡିବ ନାହିଁ। ପାସପୋର୍ଟ ଅଫିସ ଏହି ସୁବିଧା ବିଷୟରେ ଘୋଷଣା କରିଛନ୍ତି। ପୁର୍ବରୁ ଯେଉଁ ମହିଳାଙ୍କର ବିବାହ ପରେ କୌଣସି ଆଇଡି ନଥାଏ ସେମାନଙ୍କୁ ପାସପୋର୍ଟ…