Browsing Category

ସ୍ପେଶାଲ

ପାସପୋର୍ଟ ଧାରକଙ୍କ ପାଇଁ ଖୁସି ଖବର, ଏବେ ମିସ୍ ରୁ ମିସେସ୍ କରିବା ହେବ ସହଜ

ବିବାହ ପରେ ପ୍ରମାଣ ପତ୍ର ନଥିଲେ ବି ଏବେ ମହିଳାଙ୍କୁ ମିସେସ୍ ଲେଖାଥିବା ପାସପୋର୍ଟ ମିଳିବ। ଏଥିପାଇଁ କୌଣସି କାଗଜପତ୍ର ଦେବାକୁ ପଡିବ ନାହିଁ। ପାସପୋର୍ଟ ଅଫିସ ଏହି ସୁବିଧା ବିଷୟରେ ଘୋଷଣା କରିଛନ୍ତି। ପୁର୍ବରୁ ଯେଉଁ ମହିଳାଙ୍କର ବିବାହ ପରେ କୌଣସି ଆଇଡି ନଥାଏ ସେମାନଙ୍କୁ ପାସପୋର୍ଟ…

ଭାରତରେ ଏପରି ଏକ ସ୍ଥାନ ଯେଉଁଠାରେ ମାତ୍ର ୫୦୦ଟଙ୍କା ଭଡାରେ ମିଳିଥାନ୍ତି ସ୍ତ୍ରୀ

ଦୁନିଆରେ ମହିଳାମାନେ ନିଜର ଦକ୍ଷତା ସାବ୍ୟସ୍ତ କରିପାରିଥିବା ବେଳେ ଏପରି କିଛି ଯାଗା ରହିଛି ଯେଉଁଠାରେ ଆଜି ମଧ୍ୟ ମହିଳାମାନେ ନିଜର ପରିଚୟ ସୃଷ୍ଟି କରିପାରିନାହାଁନ୍ତି। ଆଜି ମଧ୍ୟ ଭାରତର କିଛି ସ୍ଥାନରେ ମହିଳାଙ୍କ ସହ ଜଡ଼ିତ କୁ-ପ୍ରଥା ମଧ୍ୟ ଚାଲି ରହିଛି। ଆଜି ଆମେ ଆପଣଙ୍କୁ ମଧ୍ୟପ୍ରଦେଶ…

ଯଦି ମନ ପବିତ୍ର ତେବେ ଗାଡ଼ିଆ ମଧ୍ୟ ଗଙ୍ଗା, ଜାଣନ୍ତୁ ସନ୍ଥ ରବିଦାସ କାହିଁକି ଏଭଳି ଉକ୍ତି କହିଥିଲେ

ଧର୍ମଶାସ୍ତ୍ରରେ ଅନେକ ସନ୍ଥଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି। କୁହାଯାଇଥାଏ ଯେଉଁ ବ୍ୟକ୍ତି ଶାରୀରିକ ଇଛା ଶକ୍ତି ରଖନ୍ତି ନାହିଁ ଏବଂ ପରୋପକାରରେ ନିଜୟ ସମୟ ବିତାଇଥାନ୍ତି ସେ ହିଁ ପ୍ରକୃତରେ ସନ୍ଥ ହୋଇଥାନ୍ତି। ସନ୍ଥ ରବିଦାସ ମଧ୍ୟ ଏପରି ଜଣେ ବ୍ୟକ୍ତି ଥିଲେ, ଯିଏ ସର୍ବଦା ନିଜର ସମୟ…

ବୈଜ୍ଞାନିକ ନୁହଁନ୍ତି ତୁଳସୀଦାସ ହିଁ ଜଣାଇ ଦେଇଥିଲେ ସୂର୍ଯ୍ୟ ଏବଂ ପୃଥିବୀ ମଧ୍ୟରେ ଦୂରତା, ହନୁମାନ ଚାଲିଶାର ଏହି…

ଅନେକ ବର୍ଷ ତଳେ ରିସର୍ଚ୍ଚ କରି ସୂର୍ଯ୍ୟ ଏବଂ ପୃଥିବୀ ମଧ୍ୟରେ ଥିବା ଦୂରତାକୁ ଆକଳନ କରିଥିଲେ ବୈଜ୍ଞାନିକ । ଏହି ରିସର୍ଚ୍ଚ ଅନୁସାରେ ସୂର୍ଯ୍ୟ ଏବଂ ପୃଥିବୀ ମଧ୍ୟରେ ଦୂରତା ପ୍ରାୟ ୧୫ କୋଟି କିଲୋମିଟର । ହେଲେ ବୈଜ୍ଞାନିକଙ୍କ ପୁର୍ବରୁ ତୁଳସୀଦାସଙ୍କ ଦ୍ବାରା ଲେଖାଯାଇଥିବା ହନୁମାନ ଚାଲିଶାର…

ଇଚ୍ଛାଶକ୍ତି ସାମ୍ନାରେ ହାର ମାନିଲା ଦୁନିଆ, ଭିନ୍ନକ୍ଷମ ହୋଇ ମଧ୍ୟ ଜିତିଛନ୍ତି ୩ଥର ମିଷ୍ଟର ଇଣ୍ଡିଆ

ଶାରିରୀକ ଭାବେ ସେ ଜଣେ ଭିନ୍ନକ୍ଷମ । ହେଲେ ତାଙ୍କ ଇଚ୍ଛାଶକ୍ତି ଯାହା, ବଡ଼ ହଡ଼ ମହାରଥୀଙ୍କୁ ବି ପାଣି ପିଆଇ ଦେବ । କ୍ୟାନସର୍କୁ ହରାଇ, ନିଜକୁ ପ୍ରମାଣିତ କରିପାରିଥିବା ଭାରତର ପ୍ରଥମ ହ୍ଵିଲ ଚେୟାର ବଡ଼ି ବିଲଡର, ଆନନ୍ଦ ଆର୍ଣ୍ଣଲଡ କଥା ଆମେ କହୁଛୁ । ଯିଏ ଜଣେ ଭିନ୍ନକ୍ଷମ ହୋଇ ବି,…

ଯାଜପୁର ରାଜନୀତିରେ ସମ୍ପର୍କର ଡୋରି, ଭାଇ ପାଇଁ ଭାଇ ଶାହା, ଏଠି ରାଜନୀତି ନୁହେଁ, ରକ୍ତର ସମ୍ପର୍କ ବଡ଼ ହୋଇଛି

ଯାଜପୁର ଟାଉନ (କେ ନ୍ୟୁଜ୍‌) : ଗଣତନ୍ତ୍ରର ମହାପର୍ବ ସାଧାରଣ ନିର୍ବାଚନ। ଏହି ନିର୍ବାଚନ ସମୟରେ ଅନେକ କିଛି ରୋଚକ ଘଟଣା ସାମ୍ନାକୁ ଆସେ । କେତେବେଳେ ରାଜନୀତି ପାଇଁ ରକ୍ତ ସଂପର୍କକୁ ଛିନ୍ନ କରିଦିଏ ମଣିଷ ତ ଆଉ କେତେବେଳେ ସଂପର୍କ ପାଇଁ ରାଜନୀତିକୁ ଅଲବିଦା କହେ । ଯାଜପୁରରେ ଏଭଳି କିଛି…

କେଉଁ ଭୁଲ କାରଣରୁ ଭଗବାନ ବିଷ୍ଣୁଙ୍କ ମୁଣ୍ଡ ଶରୀରରୁ ହୋଇଥିଲା ଅଲଗା , ଜାଣିଛନ୍ତି କି ?

ହିନ୍ଦୁ ଧର୍ମର ପୌରାଣିକ ଗ୍ରନ୍ଥ ଅନୁଯାୟୀ ଭଗବାନ ବିଷ୍ଣୁ ପରମେଶ୍ବର ତିନି ପ୍ରମୁଖ ରୂପ ମଧ୍ୟରେ ଜଣେ। ପୁରାଣରେ ଭଗବାନ ବିଷ୍ଣୁଙ୍କୁ ବିଶ୍ବର ପାଳନ କର୍ତ୍ତା କୁହାଯାଇଛି। ତିନି ପ୍ରମୁଖ ରୂପ ମଧ୍ୟରୁ ଅନଯ ଦୁଇ ରୂପ ହେଉଛି ଭଗବାନ ବ୍ରହ୍ମା ଏବଂ ଶିବ। ସେହିପରି ବ୍ରହ୍ମା ସୃଷ୍ଟିର ନିର୍ମାଣ…

ମୃତ୍ୟୁ ପରେ ମଧ୍ୟ ଧନୀ ଏହି ବ୍ୟକ୍ତି , ଆଜି ମଧ୍ୟ ଫୋବ୍ସ ତାଲିକାରେ ରହିଛି ସ୍ଥାନ

ମୃତ୍ୟୁ କେତେବେଳେ ଆସିବ ତାହା କାହାକୁ ମଧ୍ୟ ଜଣାନଥାଏ । ଦୁନିଆରେ ଏପରି ଅନେକ ଲୋକ ଯେଉଁମାନେ ମୃତ୍ୟୁର ଦୀର୍ଘ ବର୍ଷ ପରେ ମଧ୍ୟ ସ୍ମରଣୀୟ ରହିଛନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏପରି କିଛି ବିଶିଷ୍ଟ ବ୍ୟକ୍ତି ରହିଛନ୍ତି ଯେଉଁମାନେ ମୃତ୍ୟୁ ପରେ ମଧ୍ୟ ଦୁନିଆର ସବୁଠାରୁ ଧନୀ ମାନଙ୍କ…

ଇଣ୍ଟରନେଟ ସାହାଯ୍ୟରେ ୪୦ ଡିଗ୍ରୀ ତାପମାତ୍ରାରେ କେସର ଚାଷ, ବୈଜ୍ଞାନିକମାନେ ମଧ୍ୟ ଆଶ୍ଚର୍ଯ୍ୟ

କେସର ଚାଷ କେବଳ କାଶ୍ମରୀର ଥଣ୍ଡା ଜଳବାୟୁରେ ନୁହେଁ ବରଂ ଗରମ ସମୟରେ ମଧ୍ୟ ଚାଷ କରାଯାଇ ପାରିବ। ଗରମ ଦିନେ ୪୦ ଡିଗ୍ରୀ ତାପମାତ୍ରା ଯୁକ୍ତ ହିମାଚଳ ପ୍ରଦେଶ ସ୍ଥିତ ବିଳାସପୁରର ଜଣେ ଚାଷୀ ଏହି ଚାଷ କରି ପ୍ରମାଣ କରିଛନ୍ତି। ତାଙ୍କ ନାଁ ହେଉଛି ଜଗତପାଲ । ବିଶେଷ କଥା ହେଉଛି ଇଣ୍ଟରନେଟ…

ଭାରତର ଏହି ଗାଁରେ ବିବାହ ପରେ ଘୋଡାରେ ବସି ବିଦା ହୋଇଥାନ୍ତି ଝିଅ , ପଛରେ ରଖିଛି ଏହି କାରଣ

ଭାରତର ଏହି ଗାଁରେ ଝିଅମାନଙ୍କ ବିଦାୟ ସମୟରେ ରହିଛି ଏକ ପରମ୍ପରା । ଏଠାରେ ଝିଅମାନେ ବିବାହ ପରେ ବାପଘରୁ ଶାଶୂଘର ଯିବା ସମୟରେ କୌଣସି ଗାଡି କିମ୍ବା ବାହୁଙ୍ଗିରେ ଯାଇନଥାନ୍ତି । ଝିଅମାନେ ଘୋଡାରେ ବସି ଶାଶୂଘର ଯାଇଥାନ୍ତି । ଆଜ୍ଞା ହଁ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ ।…

ଦେବ, ଦାନବ ଏବଂ ମାନବଙ୍କ ପାଇଁ ରହିଛି ଅଲଗା-ଅଲଗା ଶିବଲିଙ୍ଗ, ଜାଣନ୍ତୁ ଏହି ତିନି ଶିବଲିଙ୍ଗର ମହତ୍ବ

ଶାସ୍ତ୍ରରେ ଦେବତା, ମାନବ ଏବଂ ଅସୁର ବଂଶ ପାଇଁ ଅଲଗା-ଅଲଗା ଶିବଲିଙ୍ଗ ରହିଛି। ଏହି ଶିବଲିଙ୍ଗର ସ୍ବରୂପ ଏବଂ ପୂଜା ବିଧି ମଧ୍ୟ ଅଲଗା-ଅଲଗା ପ୍ରକାରର ହୋଇଥାଏ। ଯେପରି ମାନବର ମନସ୍କାମନା ପୂରଣ ହେବା ପାଇଁ ବିଶେଷ ପ୍ରକାର ଶିବଲିଙ୍ଗ ପୂଜା କରାଯାଇଥାଏ। ସେହିପରି ଦେବତା ଏବଂ ଦାନବଙ୍କ ପାଇଁ…

ଷ୍ଟ୍ରିଟ୍‌ ଲାଇଟ୍‌ ତଳେ ହୋମ୍‌ଓ୍ଵାର୍କ କରୁଥିଲା ପିଲାଟି, ଭିଡିଓ ଭାଇରାଲ ହୋଇଗଲା ଆଉ ତା ପରେ…..

ଷ୍ଟ୍ରିଟ ଲାଇଟ ତଳେ ପାଠ ପଢ଼ୁଥିବା ୧୨ ବର୍ଷ ପିଲାର ଭିଡିଓ ଯେବେ ଫେସ୍‌ବୁକରେ ଭାଇରଲ ହେଲା ପରଦିନ ତା ଘରେ ପହଁଚି ଗଲେ ମେୟର। ଭିଡିଓଟି ଥିଲା ପେରୁ ମୋଚେ ଅଞ୍ଚଳର । ପୋଲିସ ବିଭିନ୍ନ ଜାଗାରେ ଲାଗିଥିବା ସିସିଟିଭି ଫୁଟେଜକୁ ସୁରକ୍ଷା ଦୃଷ୍ଟିରୁ ଯାଞ୍ଚ କରୁଥିଲା ବେଳେ ପ୍ରଥମେ କିଛି ଅପରାଧିକ…