Browsing Category

ଘୋଷଯାତ୍ରା

ବାହୁଡିବେ ବଡ଼ଠାକୁର, ୯ ଦିନର ଲୀଳାଖେଳା ସାରି ଜନ୍ମବେଦୀରୁ ରତ୍ନବେଦୀକୁ ଫେରିବେ ମହାପ୍ରଭୁ

ପୁରୀ : ଆଜି ବାହୁଡା । ୯ ଦିନର ଲୀଳାଖେଳ ସାରି ନୀଳକନ୍ଦର ଫେରିବେ ମହାପ୍ରଭୂ । ତେଣୁ ରଥଯାତ୍ରା ପରି ଆଜି ମଧ୍ୟ ଭକ୍ତମାନେ ଶ୍ରୀଜିଉଙ୍କ ଆଗମନକୁ ଅନେଇ ବସିଛନ୍ତି । ପୁଣି ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ରେ ପୁରି ଉଠିବ ବଡ଼ଦାଣ୍ଡ । ହରିବୋଳ-ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନୀରେ କମ୍ପି…

ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିବେ ମହାପ୍ରଭୁ, ଅପେକ୍ଷାରେ ତିନି ରଥ

ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ମଣ୍ଡପରେ ସଂଧ୍ୟା ଦର୍ଶନ । ଲକ୍ଷାଧିକ ଶ୍ରଦ୍ଧାଳୁ ଶ୍ରୀବିଗ୍ରହଙ୍କ ସଂଧ୍ୟା ଦର୍ଶନ କରିଛନ୍ତି। ଆସନ୍ତାକାଲି ଶ୍ରୀମନ୍ଦିର ଅଭିମୁଖେ ବାହୁଡିବେ ମହାପ୍ରଭୁ। ଏଥିପାଇଁ ତିନ ରଥ ଏବେ ନାକଚଣା ଦ୍ୱାର ସମ୍ମୁଖରେ ଶ୍ରୀଜିଉଙ୍କ ଅପେକ୍ଷାରେ । ପବିତ୍ର ବାହୁଡ଼ା ଯାତ୍ରା…

ଜନ୍ମବେଦୀରେ ସରି ଆସୁଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ଲୀଳାଖେଳା, ଆଜି ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ସାଂଧ୍ୟ ଦର୍ଶନ

ପୁରୀ(କେନ୍ୟୁଜ୍) : ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ଜନ୍ମବେଦୀରେ ସରି ସରି ଆସୁଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ଲୀଳାଖେଳା । ଆଜି ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ସାଂଧ୍ୟ ଦର୍ଶନ । ସଂଧ୍ୟା ୭ଟା ଯାଏ ସାଂଧ୍ୟ ଦର୍ଶନ ଚାଲିବ । ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ…

ରଥଯାତ୍ରା ପାଇଁ ଚଳଚଞ୍ଚଳ ବାରିପଦା ସହର, ଆଜି ବାମନ ପର୍ଶୁରାମ ବେଶରେ ଦର୍ଶନ ଦେବେ ମହାପ୍ରଭୁ

ବାରିପଦା(କେନ୍ୟୁଜ୍): ରଥଯାତ୍ରା ପାଇଁ ଚଳଚଞ୍ଚଳ ବାରିପଦା ସହର। ଦକ୍ଷିଣମୋଡ ନେଇଛି ରଥ । ବାରିପଦାରେ ଗତକାଲି ନୃସିଂହ, ବରାହ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି ୩ ଠାକୁର । ଆଡପ ମଣ୍ଡପରେ ଦର୍ଶନ କଲେ କୋଟି ପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି। ଏଥିପାଇଁ ମାଉସୀମା ମନ୍ଦିରରେ…

ଆଜି ନନ୍ଦିଘୋଷ ରଥର ଦକ୍ଷିଣମୋଡ ହେବାପରେ ଆରମ୍ଭ ହେବ ସାଧାରଣ ଦର୍ଶନ

ପୁରୀ(କେନ୍ୟୁଜ୍) : ନବଦିନାତ୍ନକ ଯାତ୍ରାରେ ଥିବା ମହାପ୍ରଭୁଙ୍କ ରଥର ଦକ୍ଷିଣ ମୋଡ଼ ଆରମ୍ଭ ହୋଇଛି। ଗତକାଲି ସପ୍ତମୀ ତିଥିରେ ରଥକୁ ଦକ୍ଷିଣ ମୋଡ଼ କରାଯାଇଛି। ପାରମ୍ପରିକ ରୀତିନୀତିରେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଥିବା ତାଳଧ୍ୱଜ ଓ ଦର୍ପଦଳନକୁ ନାକଚଣା ଦ୍ୱାର ନିକଟକୁ ନିଆଯାଇଥିଲା। ଆଜି…

ଶ୍ରୀମନ୍ଦିର ବାହୁଡିବା ପାଇଁ ବଡ଼ଠାକୁରଙ୍କ ପ୍ରସ୍ତୁତି, ଆଜି ନେଲେ ଦକ୍ଷିଣ ମୋଡ

ଶ୍ରୀମନ୍ଦିର ବାହୁଡ଼ିବାକୁ ପ୍ରସ୍ତୁତ ହେଲେଣି ମହାପ୍ରଭୁ। ୩ରଥର ଆଜି ହୋଇଛି ଦକ୍ଷିଣ ମୋଡ଼। ସକାଳେ ଶ୍ରୀଗୁଣ୍ଡିଚା ମନ୍ଦିରରେ ସକାଳ ଧୂପ ଶେଷ ହେବା ପରେ ଆଜ୍ଞାମାଳ ବିଜେ ହୋଇଥିଲା। ପୂଜାପଣ୍ଡାମାନେ ବିଶ୍ୱକର୍ମାଙ୍କୁ ଆଜ୍ଞାମାଳ ଦେବା ପରେ ରଥ ନେଇଥିଲା ଦକ୍ଷିଣ ମୋଡ଼। ନବଦିନାତ୍ନକ ଯାତ୍ରାରେ…

ବାହୁଡା ଯାତ୍ରା ନସରୁଣୁ ଚିରିଗଲା ଦୁଇ ରଥର କନା

ପୁରୀ ଶ୍ରୀକ୍ଷେତ୍ରରେ ଥିବା ୩ ରଥ ମଧ୍ୟରୁ ଦୁଇଟି ରଥର କନାଗୁଡିକ ଚିରି ଯାଇଥିବା ଦେଖିବାକୁ ମିଳିଛି। ବିଶେଷ କରି ସୁଭଦ୍ରାଙ୍କ ଦର୍ପଦଳନ ଓ ବଳଭଦ୍ରଙ୍କ ତାଳଧ୍ୱଜ ରଥର କନା ପବନରେ ଉଡି ଚିରିଯାଇଛି। ଦୁଇଟି ରଥର ଏହି କନା ନଷ୍ଟ ହେବାକୁ ବସିଥିବା ବେଳେ ଏନେଇ ଭକ୍ତମାନେ ପ୍ରତିକ୍ରିୟା…

ଆଜି ତିନି ରଥ ନେବେ ଦକ୍ଷିଣମୋଡ, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ

ପୁରୀ(କେନ୍ୟୁଜ୍): ଆଜି ତିନି ରଥ ନେବେ ଦକ୍ଷିଣମୋଡ। ରଥଯାତ୍ରାଠାରୁ ଉତ୍ତରମୁହାଁ ହୋଇ ରହିଥିବା ତିନି ରଥର ଆଜି ଦକ୍ଷିଣମୋଡ କରାଯାଇ ନାକଚଣା ଦ୍ୱାରରେ ଲଗାଯିବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଥିପାଇଁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି। ମହାପ୍ରଭୂଙ୍କ ଆଜ୍ଞାମାଳ ବିଜେ ପରେ ତିନି ରଥ…

ଆଜି ପବିତ୍ର ହେରାପଞ୍ଚମୀ, ବାରିପଦାରେ ହରିହର ବ୍ରହ୍ମା ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ତିନି ଠାକୁର

ବାରିପଦା(କେନ୍ୟୁଜ୍) : ରଥଯାତ୍ରା ପାଇଁ ଚଳଚଞ୍ଚଳ ବାରିପଦା । ଆଜି ମହାପ୍ରଭୁଙ୍କ ପବିତ୍ର ହେରାପଞ୍ଚମୀ ନୀତି ଅନୁଷ୍ଠିତ ହେବ । ଆଜି ଦ୍ୱିତୀୟ ଦିନରେ ହରିହର ବ୍ରହ୍ମା ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ତିନି ଠାକୁର । ଏନେଇ ଶ୍ରୀମନ୍ଦିର ଓ ମାଉସୀମା ମନ୍ଦିରରେ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ…

ଆଜି ଶ୍ରୀକ୍ଷେତ୍ରରେ ହେରାପଞ୍ଚମୀ ନୀତି, ନନ୍ଦିଘୋଷ ରଥ ଭାଙ୍ଗିବେ ଅଭିମାନିନୀ ଲକ୍ଷ୍ମୀ ଠାକୁରାଣୀ

ପୁରୀ(କେନ୍ୟୁଜ୍) : ଶ୍ରୀମନ୍ଦିର ଛାଡି ଏବେ ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁ । ପତ୍ନୀ ମହାଲକ୍ଷ୍ମୀଙ୍କୁ ନନେଇ ସାଙ୍ଗରେ ଭାଇ-ଭଉଣୀଙ୍କୁ ନେଇ ଆସିଥିବାରୁ ଅଭିମାନ କରିଛନ୍ତି ମା’ ଲକ୍ଷ୍ମୀ ଠାକୁରାଣୀ । ଏନେଇ ଆଜି ଶ୍ରୀକ୍ଷେତ୍ରରେ ହେରାପଞ୍ଚମୀ ନୀତି ଅନୁଷ୍ଠିତ ହେବ । ମା’ ଲକ୍ଷ୍ମୀ…

ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରୁ ବାହାରିଲା ଆଡ଼ପ ଅବଢ଼ା

ପୁରୀ(କେନ୍ୟୁଜ୍) : ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଏବେ ଚତୁର୍ଦ୍ଧାମୂର୍ତ୍ତି । ବାହାରିଲା ଆଡ଼ପ ଅବଢ଼ା । ଆଡ଼ପ ଅବଢ଼ା ପାଇବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି । ନାକଚଣା ଦ୍ୱାର ବାଟେ ଅବଢା ଧରି ବାହାରୁଛନ୍ତି ଭକ୍ତ । ଗତକାଲି ସଂଧ୍ୟାରେ ମହାପ୍ରଭୁଙ୍କୁୁ ଗୋଟି ପହଣ୍ଡି ହୋଇ…

ରଥରୁ ଆଡପମଣ୍ଡପକୁ ବିଜେ କଲେ ଶ୍ରୀଜିଉ, ଆଜିଠୁ ବାହାରିବ ଆଡପ ଅବଢ଼ା

ପୁରୀ(କେନ୍ୟୁଜ୍): ରଥରୁ ଆଡପମଣ୍ଡପକୁ ବିଜେ କରିଛନ୍ତି ଶ୍ରୀଜିଉ । ଆଜି ଆଡପମଣ୍ଡପ ଦର୍ଶନ । ଭକ୍ତମାନେ ଆଜିଠାରୁ ମହାପ୍ରଭୁଙ୍କୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ଦର୍ଶନ କରିବେ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହେଉଥିବା ସମସ୍ତ ନୀତିକାନ୍ତି ଆଜିଠାରୁ ଗୁଣ୍ଡିଚା ମନ୍ଦିରରେ କରାଯିବ । ଭକ୍ତମାନେ…