ରାମ ନବମୀରେ ହୁଏ ମହାପ୍ରଭୁଙ୍କ ରଥକାଠ ଚିରା, ଜାଣନ୍ତୁ କଣ ରହିଛି ରୀତିନୀତି
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମାନବୀୟ ଲୀଳାର ଆଉ ଏକ ଦୃଷ୍ଟାନ୍ତ ହେଉଛି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଘୋଷଯାତ୍ରାରେ ମହାପ୍ରଭୁ ବଡ଼ ଭାଇ ବଳଭଦ୍ର ଓ ସାନ ଭଉଣୀ ସୁଭଦ୍ରାଙ୍କ ସହ ରଥରେ ବସି ମାଉସୀ ଘରକୁ ଗମନ କରିଥାଆନ୍ତି। ଆଷାଢ ଶୁକ୍ଳ ଦ୍ଵିତୀୟା ତିଥିରେ ପାଳିତ ହୁଏ ରଥଯାତ୍ରା। ଘର ଘର ନାଦରେ…