Browsing Category

ରାଜ୍ୟ

ଡ.ଅଚ୍ୟୁତ ସାମନ୍ତଙ୍କୁ ପୁଣି ଏକ ସମ୍ମାନ ସୂଚକ ଡିଲିଟ ପ୍ରଦାନ, ଏହାକୁ ମିଶାଇ ହେଲା ୪୬ତମ ଡକ୍ଟରେଟ୍

କେନ୍ୟୁଜ୍(ବ୍ୟୁରୋ):  କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ସିକିମ ପ୍ରଫେସନାଲ ବିଶ୍ଵବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡିଲିଟ ପ୍ରଦାନ କରାଯାଇଛି। ବିଶ୍ୱବିଦ୍ୟାଳୟର ୫ମ ସମାବର୍ତ୍ତନ ଉତ୍ସବ ଅବସରରେ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଶିକ୍ଷା ଓ ସମାଜ ସେବା…

ଗଞ୍ଜାମ: ବନ୍ଦ ଘର ଭିତରେ ରାହା ଧରି କାନ୍ଦୁଥିଲା ଦୁଇ ମାସର ଶିଶୁ, କବାଟ ଖୋଲି ଦେଖିଲା ବେଳକୁ ମା’ର ପଡିଥିଲା…

ଭଞ୍ଜନଗର(କେନ୍ୟୁଜ୍):  କବାଟ ବନ୍ଦ ଥିବା ଘରଭିତରେ  ମା' ର ମୃତଦେହ ପଡ଼ିରହିଥିଲା। ପାଖରେ ଦୁଇ ମାସର ଶିଶୁକନ୍ୟା ରାହାଧରି  କାନ୍ଦୁଥିଲା । ଦୀର୍ଘ ସମୟଧରି ଛୁଆଟି କାନ୍ଦିବା ଏବଂ ଘରର କବାଟ ଖୋଲାନଯିବାରୁ  ପଡୋଶୀ ଲୋକେ କବାଟ ଭାଙ୍ଗି ଘରଭିତରେ ପଶିବାପରେ ଏଭଳି ଅଭାବନୀୟ ଘଟଣା ଦେଖିଥିଲେ ।…

ଏହି ଦମ୍ପତିଙ୍କ ଉପରେ ଲଦି ପଡିଛି ଦୁଃଖର ପାହାଡ, ଏବେ ସାହାଯ୍ୟ ଅପକ୍ଷୋରେ

ନରସିଂହପୁର (କେନ୍ୟୁଜ) : ସୁଖର ସଂସାର ଟିଏ ଗଢିବା ପାଇଁ କିଏ ବା ନଚାହେଁ | ହେଲେ ସଂସାର ଗଢିବା ପାଇଁ ସମସ୍ତଙ୍କୁ କିଛିନା କିଛି ପରିଶ୍ରମ କରିବାକୁ ପଡିଥାଏ | କିନ୍ତୁ ସୁଖର ସଂସାର ଗଢିବା ପାଇଁ ଚେଷ୍ଟା କରୁ କରୁ ଚାଲି ଆସିଲା ଦୁଃଖର ମହାସାଗର। ଆଜି ଆମେ ଯେଉଁ ଦୃଶ୍ୟ ଆପଣଙ୍କୁ ଦେଖାଇବୁ…

ଗଞ୍ଜାମ: ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଓଲଟି ପଡ଼ିଲା ସ୍ସିରିଟ୍ ଭର୍ତ୍ତି ଟ୍ୟାଙ୍କର, ବଡ଼ ଅଘଟଣରୁ ବର୍ତ୍ତିଗଲା…

ଭଞ୍ଜନଗର(କେନ୍ୟୁଜ୍):   ରାସ୍ତାକଡକୁ ଓଲଟିଲା ସ୍ସିରିଟ୍ ଭର୍ତ୍ତି ଟ୍ୟାଙ୍କର । ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ  ଗୋବରା – ଷଢଙ୍ଗୀପଲ୍ଲୀ ଗାଁ ନିକଟ ମୁଖ୍ୟରାସ୍ତା କଡ଼ରେ ଘଟିଛି ଏଭଳି ଘଟଣା । ବୌଦ୍ଧରୁ ସ୍ପିରିଟ୍ ନେଇ ଆସିକା ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ…

ପୁରୀ ଶ୍ରୀମନ୍ଦିର ଜଗମୋହନ ମରାମତି କାର୍ଯ୍ୟ ଆରମ୍ଭ, ୧୫ରୁ ଅଧିକ କୁଶଳୀ କାରିଗର ନିୟୋଜିତ

ପୁରୀ: ପୁରୀ ଶ୍ରୀମନ୍ଦିର ଜଗମୋହନ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି । ଗ୍ରାଉଟିଙ୍ଗ୍‌ , ଓ୍ଵାଶିଂ ଏବଂ ପଥର ବଦଳା ଆଦି କାର୍ଯ୍ୟ ହେଉଛି । ୧୫ରୁ ଅଧିକ କୁଶଳୀ କାରିଗର ଏହି କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ASI ପକ୍ଷରୁ ଏହି ମରାମତି କାର୍ଯ୍ୟ କରାଯାଉଛି । ଏହା ପରେ ମହାଲକ୍ଷ୍ମୀ ଏବଂ…

ଘର ଆଗରେ ଶୋଇଥିବାବେଳେ ଭାରସାମ୍ୟ ହରାଇ ଚଢିଗଲା ଆଳୁ ବୋଝେଇ ଟ୍ରକ୍: ଆଖି ବୁଜିଲେ ସ୍ତ୍ରୀ, ସ୍ୱାମୀ ଗୁରୁତର

କଳାହାଣ୍ଡି: ଦୁର୍ଘଟଣାରେ ଆଖି ବୁଜିଲେ ସ୍ତ୍ରୀ, ସ୍ୱାମୀ ଗୁରୁତର । କଳାହାଣ୍ଡି ଜିଲ୍ଲା କେସିଙ୍ଗା ଜାତୀୟ ରାଜପଥ କନ୍ତେଶୀର ଗାଁରେ ମୋହନ ରଣା ଓ ତାଙ୍କ ସ୍ତ୍ରୀ ମଦନୀ ରଣା ଘର ଆଗରେ ଶୋଇଥିଲେ । ବଲାଙ୍ଗିର ଆଡୁ ଆସୁଥିବା ୧୪ ଚକିଆ ଆଳୁ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଉଭୟଙ୍କ ଉପରେ…

ଅପରାହ୍ନ ୪.୩୦ରେ ସିଏମ୍‌ସି କମିଶନରଙ୍କ ପ୍ରେସମିଟ୍‌, କଟକରେ ଟିକାକରଣ ନେଇ ଦେବେ ସୂଚନା

କଟକ: ଅପରାହ୍ନ ୪.୩୦ରେ ସିଏମ୍‌ସି କମିଶନରଙ୍କ ପ୍ରେସମିଟ୍‌। କଟକରେ ଟିକାକରଣ ନେଇ ସୂଚନା ଦେବେ ଅନନ୍ୟା ଦାଶ । ଆସନ୍ତା ୧୦ରୁ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ହେବ ଟିକାକରଣ। କଟକରେ ଆସନ୍ତା ୧୦ରୁ ୨ୟ ଡୋଜ ଟିକାକରଣ ଆରମ୍ଭ ହେବ। ସକାଳ ୯ଟାରୁ ଆରମ୍ଭ ହେବ ଟିକାକରଣ ପ୍ରକ୍ରିୟା ।…

ଚମ୍ପୁଆ ବନାଞ୍ଚଳରେ ବଣୁଆ ହାତୀଙ୍କ ଉପଦ୍ରବ, ଲକ୍ଷ୍ମୀପାସି ଗାଁରେ ପଶି ଭାଙ୍ଗିଲେ ଘରଦ୍ବାର

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ବନାଞ୍ଚଳ ଅନ୍ତର୍ଗତ ଉଖୁଣ୍ଡା ସେକ୍ସନରେ ବଣୁଆ ହାତୀଙ୍କ ଉପଦ୍ରବ । ଗତକାଲି ଏକ ୧୭ ଟିକିଆ ହାତୀପଲ ମୟୁରଭଞ୍ଜ ଜିଲ୍ଲାରୁ ଆସି ଚମ୍ପୁଆ ବନାଞ୍ଚଳ ଅନ୍ତର୍ଗତ ଟୁଣୁ ଟୁଣା ପାଖ ଆମ୍ବ ବଗିଚାରେ ରହି ପ୍ରତିଦିନ ବୈତରଣୀ ନଦୀ କୂଳରେ ଚାଷ ହୋଇଥିବା ଦାଲୁଆ ଧାନ…

ରାଇରଙ୍ଗପୁର ବନଖଣ୍ଡ ଟୁଙ୍ଗୁରୁ ସଂରକ୍ଷିତ ଜଙ୍ଗଲରେ ହାତୀ ଆକ୍ରମଣରେ ଦୁଇ ମୃତ, ଜଣେ ଗୁରୁତର

ରାଇରଙ୍ଗପୁର: ହାତୀ ଆକ୍ରମଣରେ ଦୁଇ ମୃତ, ଜଣେ ଗୁରୁତର। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ବିଶୋଇ ରେଞ୍ଜ ଟୁଙ୍ଗୁରୁ ସଂରକ୍ଷିତ ଜଙ୍ଗଲରେ ଏହି ଅଘଟଣ ଘଟିଛି। ବିଶୋଇ ଥାନା ଦୁଧକୁଣ୍ଡି ଅଞ୍ଚଳର ୩ଜଣ ମହିଳା ଜଙ୍ଗଲକୁ ରାଇଫଳ ଆଣିବାକୁ ଯାଇଥିବା ହାତୀ ଆକ୍ରମଣର ଶିକାର ହୋଇଥିଲେ। ମୃତକ…

ବ୍ରହ୍ମପୁରରେ ପୋଲିସ ଡିଜି, ଦକ୍ଷିଣାଞ୍ଚଳରେ କୋଭିଡ୍‌ ସ୍ଥିତି ନେଇ କରିଛନ୍ତି ସମୀକ୍ଷା

ବ୍ରହ୍ମପୁର: ବ୍ରହ୍ମପୁରରେ ପୋଲିସ ଡିଜି । ଡିଆଇଜିଙ୍କ ସମ୍ମିଳନୀ କକ୍ଷରେ ଦକ୍ଷିଣାଞ୍ଚଳରେ କୋଭିଡ୍‌ ସ୍ଥିତି ନେଇ ସମୀକ୍ଷା କରିଛନ୍ତି । ଏହାସହ ଗିରିସୋଲା ଚେକ ପୋଷ୍ଟରେ ପୋଲିସ କାର୍ଯ୍ୟର ତଦାରଖ କରିଛନ୍ତି ଡିଜିପି । କାର୍ଯ୍ୟରତ ପୋଲିସ କର୍ମଚାରୀ ଓ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।…

ଆଜିଠୁ ଏସ୍‌ପ୍ଲାନେଡ ମଲ୍‌ ପାର୍କିଂରେ ବିଏମସି ପକ୍ଷରୁ ଟିକା ବ୍ୟବସ୍ଥା, ଜମିଛି ରାଜଧାନୀବାସୀଙ୍କ ଭିଡ

ଭୁବନେଶ୍ବର: ଏସପ୍ଲାନେଡ ମଲ୍‌ରେ ଟିକାଦାନ । ୪୫ ବର୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ ଦ୍ୱିତୀୟ ଡୋଜ୍‌ ଦେବା ପାଇଁ ଏସ୍‌ପ୍ଲାନେଡ ମଲ୍‌ ପାର୍କିଂରେ ଟିକା ବ୍ୟବସ୍ଥା କରିଛି ବିଏମସି । ଆଜିଠୁ ଟିକା ଦେବାକୁ ସ୍ଲଟ ଆବଣ୍ଟନ ହୋଇଛି  । ଆଜି ଟିକା ନେବା ପାଇଁ ମଲ୍‌ ପାଖରେ ରାଜଧାନୀବାସୀଙ୍କ ଭିଡ…

କରୋନା ବୁଝାଉଛି ସମ୍ପର୍କର ମୂଲ୍ଯ: ବୃଦ୍ଧାଙ୍କ ମୃତ୍ୟୁ ପରେ ମିଳିଲାନି ଚାରି କାନ୍ଧ, ଶେଷରେ ଜଟଣୀର କିଛି ଯୁବକ କଲେ…

ଖୋର୍ଦ୍ଧା(କେନ୍ଯୁଜ୍) : କରୋନା ଜଣାଇ ଦେଇଛି ସମ୍ପର୍କର ମୂଲ୍ଯ। କେତେବେଳେ କାହା ସହିତ ସମ୍ପର୍କ ଯୋଡୁଛି ତ କେତେବେଳେ ସମ୍ପର୍କ ଭାଙ୍ଗୁଛି। ଏଭଳି ପରିସ୍ଥିତିରେ ନିଜ ଲୋକ ବି ଦୁଃଖ ସମୟରେ ପାଖରେ ଠିଆ ହେବା ପାଇଁ କୁଣ୍ଠାବୋଧ କରୁଥିବାବେଳେ, ଅନ୍ଯପଟେ ସେହି ସ୍ଥାନରେ ଅଚିହ୍ନା ଅପରିଚିତ…