Below header
Browsing Category

ରାଜ୍ୟ

ଆଜିଠୁ ରାଜ୍ୟର ସବୁ ସହରାଞ୍ଚଳ ସଟଡାଉନ୍‌, ଭୁବନେଶ୍ୱର ୨୦ ଓ କଟକରେ ୧୨ ପ୍ଲାଟୁନ୍‌ ଫୋର୍ସ ମୁତୟନ

ଭୁବନେଶ୍ବର: ଆଜିଠୁ ରାଜ୍ୟର ସବୁ ସହରାଞ୍ଚଳ ସଟଡାଉନ୍‌ । ଆଜି ଓ କାଲି ଦୁଇ ଦିନ ବନ୍ଦ । ସୋମବାର ସକାଳ ୫ଟା ଯାଏ ବଳବତ୍ତର ରହିବ କଟକଣା । ତେବେ ଏହି ଦୁଇ ଦିନ ସକାଳ ୫ରୁ ୬ଟା ଯାଏ ଘଣ୍ଟାଏ କଟକଣା କୋହଳ କରାଯାଇଛି । ସଟଡାଉନ୍‌ ବେଳେ ଜାରି ରହିବ ଅତ୍ୟାବଶ୍ୟକ ସେବା । ଗାଡ଼ିମୋଟର ଚଳାଚଳ,…

ଆଗ ଧାଡ଼ିର ଯୋଦ୍ଧା ଭାବରେ ଅହରହ କାମ କରୁଥିବା ସାମ୍ବାଦିକ ଏବେ ସଂକଟରେ, ଗଞ୍ଜାମରୁ ୪ ଦିନରେ ଗଲାଣି ୩ ସାମ୍ବାଦିକ ଜୀବନ

କେନ୍ୟୁଜ୍(ବ୍ୟୁରୋ):  କରୋନା କରୁଛି କଲବଲ। ସଂକଟର ପଡିଛି ଜୀବନ। ୨୦୨୦ ଅପେକ୍ଷା ୨୦୧୧ ଅଧିକ ଭୟ ସଞ୍ଚାର କରିଛି ମନରେ । ମହାରାଷ୍ଟ୍ର,ଛତିଶଗଡ଼, ଦିଲ୍ଲୀ ଓ ପଶ୍ଚିବଙ୍ଗରେ ସ୍ଥିତି ସାଂଘାତିକ ହେବାକୁ ଲାଗିଛି। ଏମାନଙ୍କ ମଧ୍ୟରୁ ଓଡିଶା ମଧ୍ୟ ପଛା ନାହିଁ । ଦୈନିକ ସଂକ୍ରମଣ ୬ ହାଜର ପାର…

ରାଜ୍ୟ ତଥା ଦେଶ ବାହାରକୁ ଚାଲିଛି ଭାଲୁ ସ୍ମଗଲିଂ?, ବନବିଭାଗ କହିଲା ରାଜ୍ୟ ସହ ବିଦେଶ ଲିଙ୍କ ରହୁଥିବା ଆଶଙ୍କା

କେନ୍ୟୁଜ୍(ବ୍ୟୁରୋ):   ଭୁବନେଶ୍ୱର ଉପକଣ୍ଠ ଓ ଖୋର୍ଦ୍ଧା ଅଞ୍ଚଳରୁ ୬ ଘଣ୍ଟା ଭିତରେ ୭ ଭାଲୁ ଛୁଆ ଉଦ୍ଧାର ଘଟଣାରେ ତନାଘନା ତଦନ୍ତ । ଭାରତରେ ଭାଲୁ ନାଚ ଓ ସର୍କସରେ ଭାଲୁ ଛୁଆଙ୍କୁ ବ୍ୟବହାର କରାଯିବା ବନ୍ଦ ହେଲାଣି । ତେଣୁ ରାଜ୍ୟ ତଥା ଦେଶ ବାହାରକୁ ଭାଲୁ ସ୍ମଗଲିଂକୁ ନେଇ ବଢୁଛି ସନ୍ଦେହ ।…

କଳାହାଣ୍ଡି-କନ୍ଧମାଳ ଜଙ୍ଗଲରେ ପୋଲିସ-ମାଓବାଦୀ ଗୁଳି ବିନିମୟ, ଜଣେ ମହିଳା କ୍ୟାଡର ନକ୍ସଲ ନିହତ

କନ୍ଧମାଳ(କେନ୍ୟୁଜ୍): କଳାହାଣ୍ଡି-କନ୍ଧମାଳ ସୀମାନ୍ତ ଜଙ୍ଗଲରେ ପୋଲିସ-ମାଓବାଦୀ ଗୁଳି ବିନିମୟ । ଏନକାଉଣ୍ଟରରେ ଜଣେ ମହିଳା କ୍ୟାଡର ମାଓବାଦୀ ନିହତ ହୋଇଛି । କଳାହାଣ୍ଡି ଜିଲ୍ଲା ଏମ୍‌. ରାମପୁର ଥାନା ଅଞ୍ଚଳ ଜଙ୍ଗଲରେ ମାଓବାଦୀଙ୍କ ଉପସ୍ଥିତି ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲା ପୋଲିସ ।…

ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥୀ ନାମ ଘୋଷଣା କଲା କଂଗ୍ରେସ, ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ହେଲେ କଂଗ୍ରେସ…

କେନ୍ୟୁଜ୍(ବ୍ୟୁରୋ):   କଳ୍ପନା ଜଳ୍ପନାର ହେଲା ଅନ୍ତ ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥୀ ନାମ ଘୋଷଣା କଲା  କଂଗ୍ରେସ  ।  ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ହେଲେ କଂଗ୍ରେସ ପ୍ରାର୍ଥୀ । ଏ ନେଇ କଂଗ୍ରେସ ସଭାପତି ସୋନିଆ ଗାନ୍ଧି ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କ ନାମ ଘୋଷଣା…

କରୋନା କାଳରେ ମଉଜ ଚିନ୍ତା, ସାଲେପୁର ପୋଷ୍ଟ ଅଫିସରେ ଭୋଜି ଭାତର ଆସର କଲେ ଡାକ ସେବକ ସଂଘର କର୍ମଚାରୀ

ସାଲେପୁର(କେନ୍ୟୁଜ୍):  ସଂକଟ ଦେଇ ଗତି କରୁଛି ସାରା ଦେଶ। କରୋନାର ଦ୍ବିତୀୟ ଲହର ସରକାର ଓ ଜନସାଧାରଣଙ୍କ ଆଖିରୁ ନିଦ ହଜାଇ ଦେଇଛି । କିନ୍ତୁ ଏହାକୁ ତିଳେ ମାତ୍ର ଖାତିର ନକରି ସାଲେପୁର ପୋଷ୍ଟ ଅଫିସ ପରିସରରେ ଚାଲିଥିଲା ଭୋଜି ଭାତର ଆସର। ଡାକ ସେବକ ସଂଘର କର୍ମଚାରୀମାନେ ଭୋଜି ଭାତର ଆୟୋଜନ…

ବିଦ୍ୟୁତ ଚାଲିଗଲେ ହୀନସ୍ତା ଭୋଗୁଛି ବୈପାରିଗୁଡା ଡାକ୍ତରଖାନା, ମୋବାଇଲ ଟର୍ଚ୍ଚ ଲାଇଟି ଭରଷାରେ ଚାଲିଛି ରେଗୀ ସେବା

ଜୟପୁର(କେନ୍ୟୁଜ୍):  ମୋବାଇଲ ଟର୍ଚ୍ଚ ଲାଇଟରେ ରୋଗୀଙ୍କୁ ଚିକିତ୍ସା। ଏଭଳି ଚିତ୍ର  କୋରାପୁଟ ଜିଲ୍ଲା ଉପାନ୍ତ ବୈପାରିଗୁଡା ବ୍ଲକ ଡାକ୍ତରଖାନାରୁ ଆସିଛି । ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ  ରାଜ୍ୟ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ସ୍ବାସ୍ଥ୍ୟ…

ଆସନ୍ତା କାଲିଠୁ ଓଡ଼ିଶା ଓ ଝାଡଖଣ୍ଡ ସୀମାରେ ଆରମ୍ଭ ହେବ ୨୪ ଘଣ୍ଟାର ଚେକିଂ ଗେଟ

କରଞ୍ଜିଆ(କେ ନ୍ୟୁଜ): ବିଶ୍ୱରେ କରୋନା ମହାମାରୀ ଜନିତ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ପ୍ରକାରର ପଦକ୍ଷେପ ଗ୍ରହଣ କରାଯାଉଛି। କେତେକ ସ୍ଥାନକୁ ସରକାର ଲକଡାଉନ ଘୋଷଣା କରିବା ସହ ପ୍ରାୟତଃ ସବୁ ସ୍ଥାନକୁ ଶନି-ରବି ସଟଡାଉନ ପାଇଁ ନିଷ୍ପତ୍ତି ନିଆଯାଇଛି।…

ଗଞ୍ଜାମ: ରକ୍ତ ଜୁଡୁବୁଡୁ ଅବସ୍ଥାରେ ବୃଦ୍ଧ ଦମ୍ପତିଙ୍କ ମର ଶରୀର ଉଦ୍ଧାର, ହତ୍ୟା କରାଯାଇଥିବା ଅଭିଯୋଗ

ଭଞ୍ଜନଗର(କେନ୍ୟୁଜ୍):  କାଜୁ ଜଙ୍ଗଲରେ ଡବଲ୍‌ ମଡର୍ର । ବୃଦ୍ଧ ଦମ୍ପତିଙ୍କୁ ହତ୍ୟା ଅଭିଯୋଗ । ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଶିଶୁଣ୍ଡା ଗାଁ ନିକଟ କାଜୁ ଜଙ୍ଗଲରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତକମାନେ ହେଲେ ୭୦ ବର୍ଷ ବୟସ୍କ ଭୀମ ପ୍ରଧାନ ଓ ତାଙ୍କ ସ୍ତ୍ରୀ…

କଡ଼ାକଡ଼ି ହେବ ସପ୍ତାହନ୍ତ ସଡ଼ଡାଉନ, ଚେକିଂ ପାଇଁ ଟ୍ବିନ ସିଟିରେ ୬୮ ଜାଗାରେ ଲାଗିବ ନାକା

କେନ୍ୟୁଜ୍(ବ୍ୟୁରୋ):  ସପ୍ତାହାନ୍ତ ସଟ୍ ଡାଉନକୁ ନେଇ ପ୍ରେସ ମିଟ କଲେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। ସପ୍ତାହାନ୍ତ ସଟଡାଉନକୁ ଟ୍ବିନ ସିଟି  ବାସି ଠିକ ଭାବେ ପାଳନ କରିବା ନେଇ ପ୍ରେସ ମିଟରେ ନିବେଦନ କରିଛନ୍ତି କମିଶନର। ନିର୍ଦ୍ଧିଷ୍ଟ  କିଛି ଅତ୍ୟାବଶ୍ୟକୀୟ ସେବାକୁ  ବାଦ ଦେଲେ…

ଅଧାରୁ ବାହୁଡ଼ିଲା ବର, ପଶ୍ଚିମବଙ୍ଗରୁ ଓଡ଼ିଶା ପ୍ରବେଶ ପଥରେ କଡ଼ା ଚେକିଂ ଯୋଗୁଁ ଫେରିଗଲା ବର ଗାଡ଼ି

ଜଳେଶ୍ବର(କେନ୍ୟୁଜ୍):  ମହାମାରୀ କରୋନାର ଦ୍ବିତୀୟ ଲହର ଯୋଗୁଁ ଓଡିଶାରେ ଦୈନିକ ସଂକ୍ରମଣ  ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ପଶ୍ଚିମବଙ୍ଗରେ ଦେଖାଦେଇଥିବା କରୋନାର ନୂଆ ଷ୍ଟ୍ରେନ ଟ୍ରିପଲ ମ୍ଯୁଟାଣ୍ଟ ଭୂତାଣୁ ସାଙ୍ଘାତିକ ରୂପ ଧାରଣ କରୁଥିବାରୁ ପଶ୍ଚିମବଙ୍ଗକୁ ସଂଯୋଗ କରୁଥିବା…

ଭୁବନେଶ୍ବର: ଗ୍ରାହକ ସାଜି ବନ୍ଧୁକ ବେପାରୀଙ୍କ ଉପରେ ମାଡ଼ିବସିଲା କ୍ବିକ୍ ଆକ୍ସନ ଟିମ୍, ବନ୍ଧୁକ ସହ ୬ ରାଉଣ୍ଡ ଗୁଳି…

କେନ୍ୟୁଜ୍(ବ୍ୟୁରୋ):  ବେଧଡ଼କ ଚାଲୁଥିଲା  ବନ୍ଧୁକ ବେପାର। ଖବର ପାଇ ବନ୍ଧୁକ ଡିଲ ବେଳେ ମାଡି ବସିଲା କମିଶନରେଟ ପୋଲିସର କ୍ବିକ୍ ଆକ୍ସନ ଟିମ୍। ଏହି ଟିମ ସାଧା ପୋଷାକରେ ଗ୍ରାହକ ଭାବେ ଯାଇ ବନ୍ଧୁକ ବେପାରୀଙ୍କ ସହ ଡିଲ କରୁଥିଲା। ବିକ୍ରି ପାଇଁ ବନ୍ଧୁକ ଦେଖାଇବା ବେଳେ ୨ ଜଣ ବନ୍ଧୁକ…