Below header
Browsing Category

ରାଜ୍ୟ

ଭୁବନେଶ୍ବରରେ ପ୍ରତିଷ୍ଠା ହେବାକୁ ଯାଉଛି କ୍ୟାନସର ହସ୍ପିଟାଲ, ବାଗଚୀ ଦମ୍ପତି କଲେ ୩୪୦ କୋଟି ଟଙ୍କା ଦାନ

କେନ୍ୟୁଜ୍(ବ୍ୟୁରୋ):  ସ୍ମାର୍ଟ ସିଟି ଭୁବନେଶ୍ବରରେ ପ୍ରତିଷ୍ଠା ହେବାକୁ ଯାଉଛି କ୍ୟାନସର ହସ୍ପିଟାଲ। ଏହି ପ୍ରସ୍ତାବକୁ  ଅନୁମୋଦନ କରିଛି ରାଜ୍ୟ କ୍ୟାବିନେଟ। ନାମ ରହିବ ବାଗଚି- ଶଙ୍କର କର୍କଟ ହସ୍ପିଟାଲ ଏବଂ ଗବେଷଣା କେନ୍ଦ୍ର। ସେହିପରି ଭୁବନେଶ୍ୱରରେ କରୁଣାଶ୍ରୟ ପାଲିଏଟିଭ କେୟାର…

ଆଭ୍ୟନ୍ତରୀଣ ଓଡ଼ିଶାବାସୀ ସତର୍କ ରୁହନ୍ତୁ, ବର୍ଷା, ପବନ ସହ ବଜ୍ରାଘାତ ହେବା ସମ୍ଭାବନା

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆଭ୍ୟନ୍ତରୀଣ ଓଡ଼ିଶାରେ ଏକ ଘୂର୍ଣ୍ଣି ବଳୟ ସୃଷ୍ଟି ହୋଇଛି। ତାର ପ୍ରଭାବରେ କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷା ସହ ଘଡ଼ଘଡ଼ି ଓ ପବନ ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, କନ୍ଧମାଳ, ଗଞ୍ଜାମ, ନୟାଗଡ଼, ନବରଙ୍ଗପୁର,…

୪ ଦିନ ହେଲା ବିରାଜିଲେଣି ମା’, ବିନା କୋଳାହଳରେ ଚାଲିଛି ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା

ଚାଙ୍ଗୁ ବାଜାର ତାଳେ ତାଳେ ପରଭା ନୃତ୍ଯ ହେଉଥିଲା। ଆଉ ଘଣ୍ଟ, ତାଳ ମୃଦଙ୍ଗର ଶବ୍ଦ ଭିତରେ ମା'ଙ୍କ ଘଟ ପହଞ୍ଚିଥିଲା ମହୁରୀଗଡ଼ ରାଜବାଟିରେ। ସାଥିରେ ୮ ଟି ପାର୍ଶ୍ୱ ଘଟ ମଧ୍ଯ ଥିଲେ ହେଲେ ନଥିଲେ ଭକ୍ତ କି ଶ୍ରଦ୍ଧାଳୁ। ଯାତ୍ରାର ମୁଖ୍ଯ ପୁରୋଧା ଦେଶୀ ବେହେରା, କିଛି ସେବାୟତ ଓ ଯାତ୍ରା କମିଟିର…

କମିସନରେଟ ପୋଲିସ ହାତରେ ଶିକ୍ଷିତ ଠକ, OLXରେ ଗାଡି ବିକ୍ରି କରିବା ନାଁରେ ଲୋକଙ୍କୁ ଠକୁଥିଲା

କେନ୍ୟୁଜ୍(ବ୍ୟୁରୋ):  ଶିକ୍ଷାଗତ ଯୋଗ୍ୟତା ଏମ୍‌ବିଏ । ପେସା କିନ୍ତୁ OLXରେ ଗାଡି ବିକ୍ରି କରିବା ନାଁରେ ଠକେଇ। କମିଶନରେଟ ପୋଲିସ ହାତରେ ଧରା ପଡ଼ିଛି ଠକ ତୃପ୍ତି ରଞ୍ଜନ ଦାସ। ୩ଟି ମାମଲାରେ ୫୦ଲକ୍ଷରୁ ଅଧିକ ଟଙ୍କାର ଠକେଇ କରିଥିବା ବେଳେ ତା ନାଁରେ ୪୦ରୁ ଅଧିକ ମାମଲା ରହିଛି। ପୂର୍ବରୁ…

ଅଫିସ ଭିତରେ ମଦନିଶାରେ‌ ଅନୈତିକ କାର୍ଯ୍ୟରେ ଚୁର ଆରଆଇ ବାବୁ, ଆଉ ତା ପରେ ଯାହା ହେଲା ନା !

ଢ଼େଙ୍କାନାଳ (କେନ୍ୟୁଜ) : ଜମା ବି ଭାବନ୍ତୁନି ଏଇଟା କୌଣସି ହୋଟେଲ ନୁହେଁ, ଏ ହେଉଛି ରାଜସ୍ୱ ନୀରିକ୍ଷକଙ୍କ କାର୍ଯ୍ୟାଳୟ ବା ଆରଆଇ ଅଫିସ। ଦିନଦ୍ଵିପ୍ରହରରେ ଅଫିସ ଭିତରେ ଚାଲିଛି ଅନୈତିକ କାର୍ଯ୍ୟ। ମଦନିଶାରେ ଶୋଇଛନ୍ତି RI ବାବୁ। ଫ୍ୟାନ୍‌ ଚାଲିଛି କବାଟ ଝରକା ଖୋଲା ଅଛି। କ୍ୟାମେରା…

ଭାରତକୁ ମିଳିବ ଆଉ ଏକ ଭ୍ୟାକସିନ୍,ଋଷ୍‌ ଟିକା ସ୍ପୁଟନିକ୍‌-ଭିକୁ ମିଳିଲା ଅନୁମତି

କେନ୍ୟୁଜ୍(ବ୍ୟୁରୋ): ଖୁବଶୀଘ୍ର ଭାରତକୁ ମିଳିବ ଆଉ ଏକ ଭ୍ୟାକସିନ୍‌ । ଋଷ୍‌ ଟିକା ସ୍ପୁଟନିକ୍‌-ଭିକୁ ମିଳିଲା ଅନୁମତି । ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି ସବଜେଟ୍‌ ଏକ୍ସପର୍ଟ କମିଟି । ଏନେଇ ଆଜି ବସିଥିଲା ବୈଠକ । ବିଚାରବିମର୍ଶ ପରେ ସ୍ପୁଟନିକ୍‌ ଭିକୁ ଗ୍ରୀନ ସିଗନାଲ୍‌ ଦେଇଛି…

ଖରା ଦିନକୁ ନଜରରେ ରଖି ପାନୀୟ ଜଳ ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କଲେ ରାଜ୍ୟ ସରକାର

କେନ୍ୟୁଜ୍(ବ୍ୟୁରୋ):  ପାନୀୟ ଜଳ ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ । ଖରା ଦିନକୁ ନଜରରେ ରଖି ନିଷ୍ପତ୍ତି ନେଲା ପଞ୍ଚାୟତ ଓ ନଗର ଉନ୍ନୟନ ବିଭାଗ । ଯେଉଁ ସ୍ଥାନରେ ନଳକୂପ ଅଚଳ ସେ ସ୍ଥାନରେ ସଂପୂର୍ଣ୍ଣ ନୂଆ ନଳକୂପ ଲଗାଯିବ । ସୂଚନା ଦେଲେ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା…

ଦୁଇ କୁଳପତିଙ୍କୁ ନିଯୁକ୍ତି ଦେଲେ କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ

କେନ୍ଯୁଜ୍: ୨ କୁଳପତିଙ୍କୁ ନିଯୁକ୍ତି ଦେଲେ କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ବଲାଙ୍ଗିରର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଭାବେ ପ୍ରଫେସର ଉମାବଲ୍ଲଭ ମହାପାତ୍ର ଓ ଭବାନୀପାଟଣା କଳାହାଣ୍ଡି ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଭାବେ ପ୍ରଫେସର ସଞ୍ଜୟ କୁମାର…

ରାଜ୍ୟ କ୍ୟାବିନେଟ ବୈଠକରେ ୧୦ଟି ପ୍ରସ୍ତାବରେ ବାଜିଲା ମୋହର

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ ବୈଠକରେ ୧୦ଟି ପ୍ରସ୍ତାବରେ ବାଜିଲା ମୋହର । ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ବାଗ୍‌ଚି-ଶ୍ରୀଶଙ୍କର କର୍କଟ ହସପିଟାଲ ଓ ଗବେଷଣା କେନ୍ଦ୍ର । ଏଥିପାଇଁ ସୁବ୍ରତ ବାଗ୍‌ଚି ଓ ସୁସ୍ମିତା ବାଗ୍‌ଚି ୨୧୦ କୋଟି ଟଙ୍କା ସହାୟତା ପ୍ରଦାନ କରିବେ । ଭୁବନେଶ୍ୱର…

ଦାଉ ସାଜିଛି ଦଇବ: ଯନ୍ତ୍ରଣାରେ ଛଟ ପଟ ହୋଇ ଜୀବନ ବିତାଉଛନ୍ତି ବୃଦ୍ଧା

ବାଂଶପାଳ: ଦାଉ ସାଜିଛି ଦଇବ। ସାତ ବର୍ଷ ତଳେ ସ୍ୱାମୀ ଚାଲିଗଲା ପରେ ପୁଅ ବୋହୂ ପର କରିଦେଲେ । ଫଳରେ ପର ଘରେ ଆଶ୍ରୟ ନେଉଥିଲେ ଡମଣି। କିନ୍ତୁ ଏତିକିରେ ମନ ବୁଝିଲାନି ପୁଣି ଦୁଃଖ ପରେ ଦୁଃଖ ଦେଇଚାଲିଲା ଦଇବ । ମୂଲ ମଜୁରୀ କରି ପେଟ ପୋଷୁଥିବା ଡମଣିଙ୍କର ହଠାତ ଯୌନାଙ୍ଗରେ ଘା ଆରମ୍ଭ ହେଲା।…

ବାରିପଦାରେ ଏକ ଗହଣା ଦୋକାନରୁ ଲୁଟ୍, ସଟର କାଟି ୨୫ କେଜି ରୁପା ଓ ୭ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ‌‌

ଭୟୁରଭଞ୍ଜ: ବାରିପଦାରେ ଏକ ଗହଣା ଦୋକାନରୁ ଲୁଟ୍‌ । ସଟର କାଟି ୨୫ କେଜି ରୁପା, ୭ ଲକ୍ଷ ଟଙ୍କା ଲୁଟ୍‌ କରିଛନ୍ତି ଦୁର୍ବୃତ୍ତ । ବାରିପଦା ସହରର ବିଜୁ ପଟ୍ଟନାୟକ ଛକ ନିକଟରେ ଥିବା କେପିଡି ଜୁଏଲର୍ସ ଦୋକାନରୁ ଚୋରି ହୋଇଛି । ଘଟଣାସ୍ଥଳରେ ବାରିପଦା ଟାଉନ ଥାନା ପୋଲିସ୍‌ ପହଞ୍ଚି ଘଟଣାର…

ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାଏକଙ୍କୁ କରାଯାଇଛି ହତ୍ୟା, ସ୍ପଷ୍ଟ କଲେ ଯାଜପୁର ଏସ୍‌ପି

ଭୁବନେଶ୍ୱର: ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାଏକଙ୍କୁ ହତ୍ୟା କରାଯାଇଛି । ସ୍ପଷ୍ଟ କଲେ ଯାଜପୁର ଏସ୍‌ପି ରାହୁଲ ପିଆର। ଗତକାଲି ଆଉ ଜଣେ ଅଭିଯୁକ୍ତ ଅମରେଶ ରାଉତକୁ ଗିରଫ କରି କୋର୍ଟ ଚାଲାଣ କରିଛି କୁଆଖିଆ ପୋଲିସ। ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ସହଯୋଗ କରିବା ଅଭିଯୋଗରେ…