Below header
Browsing Category

ରାଜ୍ୟ

ଫୋନ ଆସିଲା ତୁମ ଝିଅ ମରିଯାଇଛି ଜଲଦି ଆସ, କିନ୍ତୁ ୧୫ ମିନିଟ୍‌ ତଳେ ଝିଅ ସହ କଥା ହୋଇଥିଲେ ମାଆ

ତାଳଚେର (କେନ୍ୟୁଜ) : ଗୋଟେ ପୁଅ ଦେଖି ବାହା ଦେଇଥିଲି ମୋ ଝିଅକୁ ମାରିଦେଲେ। ଛାତି ଫଟେଇ ବାଡେଇ ପିଟି ହୋଇ କାନ୍ଦୁଛି ମାଆ। ମୋ ଝିଅକୁ ମାରିଦେଲେ ମୋ ଧନକୁ ମାରିଦେଲେ। ଫୋନକୁ ଆସିଲା ଏକ ଅଜଣା କଲ ଫୋନ କରିଥିବା ଲୋକର କଥା ଶୁଣି ମା ଗୋଡ଼ ତଳୁ ମାଟି ଖସିଗଲା । ତୁମ ଝିଅ ମରିଯାଇଛି ଜଲଦି ଆସ।…

‌କରୋନା ସଂକ୍ରମଣ ବୃଦ୍ଧି ନେଇ ପ୍ରତିକ୍ରିୟା ରଖିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର

ଭୁବନେଶ୍ବର: କରୋନା ସଂକ୍ରମଣ ବୃଦ୍ଧି ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ରଙ୍କ ପ୍ରତିକ୍ରିୟା । ସବୁ ରାଜ୍ୟରେ ବଢୁଛି ଆମ ରାଜ୍ୟରେ ବି ବଢୁଛି । ମେଡ଼ିକାଲ ପ୍ରସ୍ତୁତ ରଖିବା ପାଇଁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁ ପରିମାଣରେ ରୋଗୀ ସଂଖ୍ୟା ବୃଦ୍ଧି ପାଇବ ସେହି…

ପୋଲିସ ଆଗରେ ସରେଣ୍ଡର କଲା ହାଇଦରର ସହଯୋଗୀ ଯାକୁବ୍‌

କଟକ: ପୋଲିସ ଆଗରେ ସରେଣ୍ଡର କଲା ହାଇଦରର ସହଯୋଗୀ ଯାକୁବ୍‌ ଓରଫ୍‌ ସଲୁ ଖାନ୍‌ । କଟକ ଚାଉଳିଆଗଞ୍ଜ ଥାନାରେ କରିଛି ଆତ୍ମସମର୍ପଣ। ୟାକୁବ୍‌ ହାଇଦରର ପୁରୁଣା ସହଯୋଗୀ । ତାର ଅପରାଧିକ ପୃଷ୍ଠଭୂମି ରହିଛି । ଏକ ବୋମାମାଡ ଘଟଣାରେ ସେ ଅଭିଯୁକ୍ତ ଅଛି । ଦୀର୍ଘ ଦିନ ହେବ ସେ ହାଇଦରର…

ମାସ୍କ ଓ ହେଲମେଟ ଚେକିଙ୍ଗ ନାଁରେ ପୋଲିସର ଦାଦାଗିରି, ଫାଣ୍ଡି ବାରଣ୍ଡାରେ ଯୁବକଙ୍କୁ ମାଡ ମାରୁଥିବାର ଭିଡିଓ ଭାଇରାଲ

ଚାନ୍ଦବାଲି: ମାସ୍କ ଓ ହେଲମେଟ ଚେକିଙ୍ଗ ନାଁରେ ପୋଲିସର ଦାଦାଗିରି । ୩ରୁ ୪ଜଣ ପୋଲିସ ଜଣେ ଯୁବକକୁ ଫାଣ୍ଡି ବାରଣ୍ଡାରେ ଗୋଡେଇ ଗୋଡେଇ ମାଡ ମାରୁଥିବାର ଭିଡିଓ ଭାଇରାଲ ହୋଇଛି । ଭାଇରାଲ ଭିଡିଓଟି ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଆରଡି ଫାଣ୍ଡିର ବୋଲି ସ୍ପଷ୍ଟ ଜଣାପଡୁଛି । ମାଡ ମାରୁଥିବା…

ନୀଳଗିରି କଳାକାତର ଅସନବଣି ଗାଁରୁ ୧୪ ଫୁଟର ଅହିରାଜ ସାପ

ବାଲେଶ୍ୱର: ବାଲେଶ୍ୱର ନୀଳଗିରି ବ୍ଲକ କଳାକାତର ଅସନବଣି ଗାଁରୁ ବିରାଟ ଅହିରାଜ ସାପ ଉଦ୍ଧାର । ଉଦ୍ଧାର ସାପଟିର ଲମ୍ବ ୧୪ ଫୁଟ । ସାପଟି ଗାଁର ନାଉ ସିଂଙ୍କ ଘରେ ପଶି ଯାଇଥିଲା । ଖବର ପାଇ ସ୍ନେକ୍‌ ହେଲପ ଲାଇନ ସଦସ୍ୟ ପହଞ୍ଚି ସାପଟିକୁ ଉଦ୍ଧାର କରି ଜଙ୍ଗଲରେ ଛାଡି ଦେଇଛନ୍ତି ।

୩୬ ଘଣ୍ଟା ପରେ ବି ମିଳୁନି ଗ୍ୟାଙ୍ଗଷ୍ଟାର ହାଇଦର ପତ୍ତା, ଗାଏବ ପଛରେ ମଝିଆଁ ପୁଅ ସେକ୍‌ ଆଜାରୁଦ୍ଦିନ୍‌ର ସଂପୃକ୍ତି !

ଭୁବନେଶ୍ବର: କେଉଁଠି ଲୁଚିଛି ଗ୍ୟାଙ୍ଗଷ୍ଟାର ହାଇଦର ? ୩୬ ଘଣ୍ଟା ପରେ ବି ମିଳୁନି ପତ୍ତା । ହାଇଦର ଗାଏବ ପଛରେ ମଝିଆଁ ପୁଅ ସେକ୍‌ ଆଜାରୁଦ୍ଦିନ୍‌ର ସଂପୃକ୍ତି ଥିବା କୁହାଯାଉଛି । ସର୍ଜରୀ ଓ୍ଵାର୍ଡ ବାହାରୁ ଏକ ଧଳା ରଙ୍ଗରେ କାରରେ ହାଇଦରକୁ ଫେରାର କରି ଦିଆଯାଇଛି । ହାଇଦରର ମଝିଆଁ ପୁଅ ତାର…

ରାସ୍ତା ପାଇଁ ବାଲେଶ୍ୱର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରାସ୍ତା ଅବରୋଧ କଲେ ଶତାଧିକ ଲୋକେ

ବାଲେଶ୍ୱର: ରାସ୍ତା ପାଇଁ ରାସ୍ତାରୋକ୍‌ । ବାଲେଶ୍ୱର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଶତାଧିକ ଲୋକେ ରାସ୍ତା ଅବରୋଧ କରିଛନ୍ତି । ବାଲେଶ୍ୱର ବାଘାଯତିନ ସହିଦ ସ୍ମୃତି ପୀଠ ଚଷାଖଣ୍ଡ ରାସ୍ତା ନିର୍ମାଣ ପାଇଁ ଫୁଲାଡି ଠାରେ ରାସ୍ତା ଅବରୋଧ କରାଯାଇଛି । ଦୀର୍ଘ ଦିନ ହେବ ରାସ୍ତା କାମ ହୋଇ…

ରାଜ୍ୟରେ ଆଜି ୧୭୪୧ ନୂଆ କରୋନା ପଜିଟିଭ୍‌ ଚିହ୍ନଟ, ଗଲା ୨ ଜଣଙ୍କ ଜୀବନ

ଭୁବନେଶ୍ବର: ରାଜ୍ୟରେ ୨ହଜାର ମୁହାଁ କରୋନା ସଂକ୍ରମଣ। ଗତ ୨୪ଘଣ୍ଟାରେ ଆଉ ୧୭୪୧ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୨୬୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରେ ୨୦୪ ନୂଆ କେସ୍‌ ରହିଛି। ବାଲେଶ୍ୱରରେ ଦୈନିକ ସଂକ୍ରମଣରେ ସବୁଠୁ ବଡ ଲମ୍ଫ…

ନୟାଗଡ: ରେଳ ଷ୍ଟେସନରେ ମଦ ପିଇବାକୁ ମନା କରିବାରୁ ମ୍ୟାନେଜରଙ୍କୁ ଆକ୍ରମଣ, ବ୍ୟାପକ ଭଙ୍ଗାରୁଜା

ନୟାଗଡ: ରେଳ ଷ୍ଟେସନରେ ଲଙ୍କାକାଣ୍ଡ। ବ୍ୟାପକ ଭଙ୍ଗାରୁଜା। ମଦ ପିଇବାକୁ ମନା କରିବାରୁ ମ୍ୟାନେଜରଙ୍କୁ ଆକ୍ରମଣ କଲେ ଦୁର୍ବୃତ୍ତ । ଅନ୍ୟ ୨ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ଷ୍ଟେସନରେ ଭଙ୍ଗାରୁଜା ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡି ଦେଇଛନ୍ତି। ଘଟଣାସ୍ଥଳରେ ପୋଲିସ ଓ ରେଲୱେ…

ରାୟଗଡ଼ା ଜିଲ୍ଲାରେ ପଡୋଶୀ ଆନ୍ଧ୍ରପ୍ରଦେଶର ସୀମାନ୍ତ ସିଲ୍‌ କଲା ପ୍ରଶାସନ, ଯାନବାହନ କଡାକଡି ଯାଞ୍ଚ

ରାୟଗଡ଼ା : ରାୟଗଡ଼ା ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ଜିଲ୍ଲା ପ୍ରଶାସନ ପଡୋଶୀ ଆନ୍ଧ୍ରପ୍ରଦେଶର ସୀମାନ୍ତ ସିଲ୍‌ କରିଛି । ଆନ୍ଧ୍ରପ୍ରଦେଶର ସୀମା ରାୟଗଡ଼ା ବ୍ଲକର କେରେଡା, ଗୁଣୁପୁର ବ୍ଲକର ବସନା, ରାମନଗୁଡା ବ୍ଲକର କାଟିକି ସୀମା ଯାଞ୍ଚ ପାଇ ରାୟଗଡ଼ା ଜିଲ୍ଲାପାଳ…

ଆଜି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ, ଭିଡିଓ କନ୍‌ଫରେନ୍‌ସିଂରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ମଧ୍ୟାହ୍ନ ୧୨ଟା ୩୦ ମିନିଟରେ ହେବାକୁ ଥିବା ଏହି ବୈଠକରେ ଭିଡିଓ କନ୍‌ଫରେନ୍‌ସିଂରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ମନ୍ତ୍ରୀ ମାନେ ଲୋକସେବା ଭବନରେ ରହିବେ ।…

ଆଜିଠାରୁ ବାହାର ରାଜ୍ୟରୁ ଓଡ଼ିଶା ଆସିଲେ RTPCR ନେଗେଟିଭ୍‌ ରିପୋର୍ଟ ବାଧ୍ୟତାମୂଳକ

ଭୁବନେଶ୍ବର: ଆଜିଠାରୁ ବାହାର ରାଜ୍ୟରୁ ଓଡ଼ିଶା ଆସିଲେ RTPCR ନେଗେଟିଭ୍‌ ରିପୋର୍ଟ ବାଧ୍ୟତାମୂଳକ । ଯାତ୍ରାର ୭୨ ଘଣ୍ଟା ପୂର୍ବରୁ RTPCR ନେଗେଟିଭ ରିପୋର୍ଟ କିମ୍ବା ଦ୍ୱିତୀୟ ଡୋଜ୍‌ ଟିକା ନେଇଥିବା ସାର୍ଟିଫିକେଟ୍‌ ଦେବାକୁ ପଡିବ । ନଚେତ ୭ ଦିନି ସଂଗରୋଧରେ ରହିବାକୁ ପଡିବ ।…