Below header
Browsing Category

ରାଜ୍ୟ

ଖୁବଶୀଘ୍ର ଗିରଫ ହେବ ଗ୍ୟାଙ୍ଗଷ୍ଟର ହାଇଦର, ପୋଲିସ ହାତରେ ଲାଗିଛି ଗୁରୁତ୍ୱପୂର୍ଣ୍ଣ ସୁରାକ୍‌

କେନ୍ୟୁଜ୍(ବ୍ୟୁରୋ):  ହାଇଦର ଫେରାର ସମ୍ପର୍କରେ ପୋଲିସ ହାତରେ ଲାଗିଛି ଗୁରୁତ୍ୱପୂର୍ଣ୍ଣ ସୁରାକ୍‌ । ଖୁବଶୀଘ୍ର ଗିରଫ ହେବ ଗ୍ୟାଙ୍ଗଷ୍ଟର ହାଇଦର । SCB ମେଡିକାଲରୁ ଗ୍ୟାଙ୍ଗଷ୍ଟର୍‌ ହାଇଦର ଫେରାର ଘଟଣାରେ ପୋଲିସ ଡିଜି ସମୀକ୍ଷା କରିଛନ୍ତି । ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରୁଛନ୍ତି…

ସୁନ୍ଦରଗଡ଼ : ସ୍ୱାମୀକୁ ପିଟି ପିଟି ମାରିଦେଲା ସ୍ତ୍ରୀ

ସୁନ୍ଦରଗଡ଼ (କେନ୍ୟୁଜ୍‌) : ସ୍ତ୍ରୀ ସାଜିଲା ହତ୍ୟାକାରୀ । ଘରୋଇ କଳହ ପରେ ନିଜ ହାତରେ ମାରି ଦେଇଛି ସ୍ୱାମୀକୁ । ଶନିବାର ଵିଳମ୍ବିତ ରାତିରେ ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ବାଲିଶଙ୍କରା ଶୁଖା ମହାଦେବ ଡୁଙ୍ଗରିପଡା ଠାରେ ଏହି ଅଭାବନୀୟ ଘଟଣା ଘଟିଛି। ଶୋଇଥିବା ଅଵସ୍ଥାରେ ସ୍ବାମୀଙ୍କ…

ତାଳଚେର: ବିବାହର ଦେଢବର୍ଷ ନପୂରୁଣୁ ଯୌତୁକ ଜୁଇରେ ଜଳିଗଲେ ଅଭିଜିତା ଭୁତିଆ

ତାଳଚେର(କେନ୍ୟୁଜ୍):   ଜାଳିଦେଲା ଯୌତୁକ ନିଆଁ । ବିବାହର ଦେଢବର୍ଷ ନପୁରୁଣୁ ଯୌତୁକ ଜୁଇରେ ଜଳିଗଲେ ତାଳଚେର ବିହାରିପୁର ଅଞ୍ଚଳର ଅଭିଜିତା ଭୁତିଆ । ୨୦୧୯ ଜୁନ୍‌ ୨୫ ତାରିଖରେ ହିନ୍ଦୋଳ ନୂତନପାଟଣା ଗାଁର ତାପସ ରଞ୍ଜନ ପାଇକଙ୍କୁ ବିବାହ କରିଥିଲେ ଅଭିଜିତା। ତାପସ ଜଣେ ବାୟୁସେନା କର୍ମଚାରୀ ।…

ହାଇଦର ଫେରାର ଘଟଣା: ୬ ଜଣ ପୋଲିସ କର୍ମଚାରୀଙ୍କୁ ସସ୍‌ପେଣ୍ଡ କଲେ ସମ୍ବଲପୁର SP

କେନ୍ୟୁଜ୍(ବ୍ୟୁରୋ):  ହାଇଦର ଫେରାର ହେବା ଘଟଣା, ସମ୍ବଲପୁରରୁ ହାଇଦରକୁ କଟକ SCB ଆଣିଥିବା ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ। ୬ ଜଣଙ୍କୁ ସସ୍‌ପେଣ୍ଡ କଲେ ସମ୍ବଲପୁର SP। ଜଣେ ହାବିଲଦାରଙ୍କ ସମେତ ୫ଜଣ କନେଷ୍ଚବଳ ନିଲମ୍ବିତ ହୋଇଛନ୍ତି।  ହାବିଲଦାର ରମେଶ ଚନ୍ଦ୍ର ଦେହୁରୀ,…

୧୯୭୫ ବେଳେକୁ ରିକ୍ସାରେ ଶବ ବୋହି କିପରି ଗ୍ୟାଙ୍ଗଷ୍ଟର ହୋଇଥିଲା ହାଇଦର ? ପଢନ୍ତୁ ହାଇଦରର କଳାକାହାଣୀ

କେନ୍ୟୁଜ୍(ବ୍ୟୁରୋ):  ରିକ୍ସା ଚାଳକରୁ ଗ୍ୟାଙ୍ଗଷ୍ଟର ପାଲଟିଥିଲା ହାଇଦର । ୧୯୭୫ ବେଳକୁ କେନ୍ଦ୍ରାପଡାରେ ରିକ୍ସା ଚଳାଉଥିଲା ହାଇଦର । ଶବ ବ୍ୟବଛେଦ ପାଇଁ କଟକ ଆସୁଥିବା ବେଳେ ହାଇଦର ରିକ୍ସାରେ ଆସୁଥିଲା । ପରେ ସେ ଟ୍ରେକର ଓ ଟ୍ରକ ଚଳାଇଥିଲା । ୧୯୮୦ ବେଳକୁ ସେ ଅପରାଧ ଦୁନିଆରେ ପାଦ…

ଯାଜପୁର: ଟ୍ରକ ଧକ୍କାରେ ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ, ୮ ବର୍ଷର ଝିଅ ଗୁରୁତର

ଯାଜପୁର(କେନ୍ୟୁଜ୍): ଟ୍ରକ ଧକ୍କାରେ ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ।  ୮ ବର୍ଷ ବୟସର ଝିଅ ଗୁରୁତର। ଏଭଳି ମର୍ମନ୍ତୁଦ ଘଟଣା ଘଟିଛି ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥର ନେଉଳପୁର ଛକ ନିକଟରେ। ମୃତ ଦମ୍ପତି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଅଞ୍ଚଳର ଲକ୍ଷ୍ମୀକାନ୍ତ ମାଟିଆ ଓ ମଞ୍ଜୁଲତା…

ଓଡିଶାକୁ ଡରାଉଛି କରୋନା, ଆଜି ଗୋଟିଏ ଦିନରେ ୧୩୬୯ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର (କେନ୍ୟୁଜ) : ରାଜ୍ୟରେ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି। ଆଜି ରାଜ୍ୟରୁ ୧୩୭୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ…

କର୍ମଚାରୀଙ୍କ ମୃତ୍ୟୁକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶବ ରଖି ଧାରଣା

କେନ୍ଦୁଝର(କେନ୍ୟୁଜ୍):କେନ୍ଦୁଝର DRDAରେ କିରାଣୀ ଥିବା ରଘୁନାଥ ନାଏକଙ୍କର ଅସ୍ଵାଭାବିକ ମୃତ୍ୟୁକୁ ନେଇ ତଦନ୍ତ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶବ ରଖି ଘୁଟୁର୍ ଗ୍ରାମବାସୀଙ୍କ ଧାରଣା।  ଗତ ୭ ତାରିଖ ଦିନ ସେ ଅଫସକୁ ଆସି ଆଉ ଘରକୁ ଫେରି ନ ଥିଲେ।  ତାଙ୍କୁ କେନ୍ଦୁଝର…

କୋଭିଡ଼ କଟକଣା ମଧ୍ୟରେ ଆରମ୍ଭ ହେଲା ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରା

ବ୍ରହ୍ମପୁର(କେନ୍ୟୁଜ୍): କୋଭିଡ଼ କଟକଣା ମଧ୍ୟରେ ଚାଲିଛି ଆରମ୍ଭ ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରା । ଆଜି ହେଉଛି ତୃତୀୟ ଦିନ। ପରମ୍ପରା ବିଧି ପ୍ରକାରେ ମାଆ ଆଜି ଚାଙ୍ଗୁଡିରୁ ଘଟ ମଧ୍ୟରେ ପ୍ରବେଶ କରିବେ। ଏଥିପାଇଁ ଏକ ନିର୍ଦ୍ଧିଷ୍ଟ କୁମ୍ଭାର ପରିବାର…

ଯାଜପୁର କପିଳେଶ୍ୱର ଗାଁ ପୋଖରୀରୁ ନରକଙ୍କାଳ ଉଦ୍ଧାର ଘଟଣା: ପ୍ରେମ ଜନିତ ହତ୍ୟା ନେଇ ଥାନାରେ ଏତଲା

ଯାଜପୁର(କେନ୍ୟୁଜ୍):   ଯାଜପୁର କପିଳେଶ୍ୱର ଗାଁ ପୋଖରୀରୁ ନରକଙ୍କାଳ ଉଦ୍ଧାର ଘଟଣାରେ ପରିବାର ପକ୍ଷରୁ ଯାଜପୁର ଥାନାରେ ଦିଆଗଲା ଏତଲା । ଗତ ୮ ତାରିଖରେ କପିଳେଶ୍ୱର ଗାଁ ପୋଖରୀରୁ ଏକ ନରକଙ୍କାଳ ଉଦ୍ଧାର ହୋଇଥିଲା । ଆଖପାଖ ଅଞ୍ଚଳରୁ ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ ବେଳେ ଖଣ୍ଡରା ଗାଁର ଅହଲ୍ୟା…

ଗ୍ୟାଙ୍ଗଷ୍ଟର ହାଇଦର ଫେରାର ପାଇଁ ଚାର୍ଲସ ଶୋଭରାଜ ଫର୍ମୁଲାକୁ ଆପଣାଇଥିଲା କି? ଉଠିଲା ପ୍ରଶ୍ନ

କେନ୍ୟୁଜ୍(ବ୍ୟୁରୋ):  ଗ୍ୟାଙ୍ଗଷ୍ଟର ହାଇଦର ଫେରାର ପାଇଁ କାହା ଯୋଜନା ଥିଲା? ଅନୁମାନ କରାଯାଉଛି, ଡାକ୍ତରଖାନାରୁ ଫେରାର ହେବା ପାଇଁ ସେ ଚାର୍ଲସ ଶୋଭରାଜ ଫର୍ମୁଲାକୁ ଆପଣେଇଥିଲା । ତିହାର ଜେଲରେ ଥିବା ବେଳେ ସେ ଦୁଇଜଣ ମହିଳାଙ୍କ ସହାୟତାରେ ଫେରାର ହୋଇଯାଇଥିଲା । କିନ୍ତୁ ମାସକ ପରେ ପୁଣି…

କେନ୍ଦ୍ରାପଡା: ରାଜନଗର ପେଣ୍ଠ ବେଳାଭୂମିର ଜଉଦିଆ ନିକଟରେ ପଡି ରହିଛି ୨ଟି ଅଚିହ୍ନା ମୃତ ଦେହ, ଉଭୟଙ୍କୁ ହତ୍ୟା ସନ୍ଦେହ

ରାଜନଗର(କେନ୍ୟୁଜ୍):  କେନ୍ଦ୍ରାପଡା ଜିଲ୍ଲା ରାଜନଗର ପେଣ୍ଠ ବେଳାଭୂମିର ଜଉଦିଆ ନିକଟରେ ପଡିଛି ୨ଟି ଅଚିହ୍ନା ମୃତ ଦେହ ।  ପୁଅ ଏବଂ ଝିଅ ଦୁଇଟି ମୃତ ଦେହ ପାଖା ପାଖି ପଡିଥିବା ଦେଖିବାକୁ ମିଳିଛି।   ଝିଅର ଡାହାଣ ହାତ ନଥିବା ବେଳେ ପୁଅର କାନରୁ ରକ୍ତଶ୍ରାବ ହୋଇଥିବାର ଚିହ୍ନ ରହିଛି। …