Below header
Browsing Category

ରାଜ୍ୟ

ଦିନକୁ ଦିନ ବଢୁଛି ସଂକ୍ରମଣ: ରେଡ୍‌ ଜୋନ୍‌ ତାଲିକାରେ ରାଜ୍ଯର ୧୧ଟି ଜିଲ୍ଲା

ଭୁବନେଶ୍ବର: ରାଜ୍ୟର ୧୧ ଜିଲ୍ଲା ରେଡ୍‌ ଜୋନ୍‌ । ଗତକାଲି ୧୦ ଜିଲ୍ଲା ଥିବାବେଳେ ଆଜି ରେଡ୍‌ ଜୋନ୍‌ ତାଲିକାରେ ଯୋଡି ହୋଇଛି ନବରଙ୍ଗପୁର ଜିଲ୍ଲା। ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇ ନବରଙ୍ଗପୁରରେ ଆକ୍‌ଟିଭ୍‌ କେସ୍‌ ରହିଛି ୧ହଜାର ୨୫। ଗତକାଲି ଝାରସୁଗୁଡ଼ା, ପୁରୀ ଓ ବଲାଙ୍ଗିର ରେଡ୍‌…

ପବିତ୍ର ରାମନବମୀ ଅବସରରେ ପୁରୀ ବେଳାଭୂମିରେ ବାଲୁକାକଳା, ସମସ୍ତଙ୍କୁ ମାସ୍କ ପିନ୍ଧିବା ପାଇଁ କରାଯାଇଛି ଅନୁରୋଧ

ପୁରୀ: ଆଜି ପବିତ୍ର ରାମନବମୀ । ଏହି ଅବସରରେ ପୁରୀ ବେଳାଭୂମିରେ ନିର୍ମାଣ ହୋଇଛି ବାଲୁକାକଳା। ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକାକଳାରେ ପ୍ରଭୁ ରାମଙ୍କର ଏକ ସୁନ୍ଦର ପ୍ରତ୍ତିମୂର୍ତ୍ତି ନିର୍ମାଣ କରିଛନ୍ତି। ବର୍ତ୍ତମାନ ମହାମାରୀ କରୋନାର ଭୟାବହତାକୁ ନଜରରେ ରହି ଏହି…

ରାଜ୍ୟରେ ୨୪ ଘଣ୍ଟାରେ ଆଉ ୪୮୫୧ ପଜିଟିଭ୍‌ ଚିହ୍ନଟ, ୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ବର: ରାଜ୍ୟରେ ୫ ହଜାର ମୁହାଁ ସଂକ୍ରମଣ । ୨୪ ଘଣ୍ଟାରେ ଆଉ ୪୮୫୧ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ୍‌ରୁ ୨୮୧୪, ଲୋକାଲ କଣ୍ଟାକ୍ଟ କେସ୍‌ ରହିଛି ୨୦୩୭ । ଆଉ ୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ନୂଆପଡ଼ାରୁ ୨ ଓ ମୟୂରଭଞ୍ଜରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।…

ରାଜ୍ୟରେ ସଂକ୍ରମଣ ବୃଦ୍ଧିର କିପରି ହେବ ମୁକାବିଲା, ସ୍ଥିତି ସମୀକ୍ଷା ପରେ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ୬…

ଭୁବନେଶ୍ବର: ରାଜ୍ୟରେ ସଂକ୍ରମଣ ବୃଦ୍ଧିର କିପରି ହେବ ମୁକାବିଲା। ସ୍ଥିତି ସମୀକ୍ଷା ପରେ ଜିଲ୍ଲାପାଳମାନଙ୍କୁ ୬ ସୂତ୍ରୀ ମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସାରାରାଜ୍ୟରେ କୋଭିଡ଼ ହସପିଟାଲ ଗୁଡିକରେ ଶଯ୍ୟା ସଂଖ୍ୟା ବୃଦ୍ଧି ସହ ଅଧିକ କୋଭିଡ କେୟାର ସେଣ୍ଟର ସ୍ଥାପନ କରାଯାଉ । ସର୍ବାଧିକ…

ସମ୍ବଲପୁର ବିଶ୍ୱବିଦ୍ୟାଳୟ ୫ ଦିନ ପାଇଁ ବନ୍ଦ: ବିଭାଗ,କାର୍ଯ୍ୟାଳୟରେ ସଂକ୍ରମିତ ଚିହ୍ନଟ ହେବାରୁ ପଦକ୍ଷେପ

ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟ ବନ୍ଦ । ଆସନ୍ତା ୫ଦିନ ପାଇଁ ବିଶ୍ୱବିଦ୍ୟାଳୟ ବନ୍ଦ କରାଯାଇଛି। ୨୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ସମ୍ବଲପୁର ବିଶ୍ୱବିଦ୍ୟାଳୟ। ବିଭିନ୍ନ ବିଭାଗ ଓ କାର୍ଯ୍ୟାଳୟରେ ପଜିଟିଭ୍‌ ଚିହ୍ନଟ ପରେ ବିଶ୍ୱବିଦ୍ୟାଳୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୁଳପତି…

ପଦ୍ମପୁର: ଶୌଚ ପାଇଁ ଯାଇଥିବା ସମୟରେ ଦଳିଦେଲା ହାତୀ, ୩ମୃତ

ପଦ୍ମପୁର: ହାତୀ ଆକ୍ରମଣରେ ତିନି ଜଣଙ୍କ ମୄତ୍ୟୁ । ପଦ୍ମପୁର ରେଞ୍ଜ ଗାଇସିଲାଟ ଥାନା ରାଇସଲପଦର ପଞ୍ଚାୟତର ଦୁଇଗୋଟି ଗ୍ରାମରେ ହାତୀ ଆକ୍ରମଣରେ ତିନି ଜଣ ବ୍ୟକ୍ତିଙ୍କ ମୄତ୍ୟୁ । ରାଇସଲପଦର ଗ୍ରାମପାୟତ ଉମରାଡ଼ ଗ୍ରାମରେ ଦୁଇଜଣ ଏବଂ ନାଥପାଲି ଗ୍ରାମକୁ କୁଣିଆ ହୋଇ ଆସିଥିବା ଜଣକୁ ନୄଶଂସ…

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମେ’ ପ୍ରଥମ ସପ୍ତାହରୁ ୧୭ ଜିଲ୍ଲାରେ ରବିଧାନ ସଂଗ୍ରହ, ଜାରି ହୋଇଛି ମାର୍ଗଦର୍ଶିକା

ଭୁବନେଶ୍ବର: ମେ’ ପ୍ରଥମ ସପ୍ତାହରୁ ୧୭ ଜିଲ୍ଲାରେ ରବିଧାନ ସଂଗ୍ରହ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଧାନ ସଂଗ୍ରହ କରାଯିବ । ଏଥିପାଇଁ ମାର୍ଗଦର୍ଶିକା ଜାରି ହୋଇଛି । ଧାନ ସଂଗ୍ରହ କେନ୍ଦ୍ରରେ ମାସ୍କ ବ୍ୟବହାର, ଓ ସାମାଜିକ ଦୂରତ୍ୱକୁ କଡାକଡି ପାଳନ କରାଯିବ । ଭିଡ଼ ଏଡ଼ାିବା ପାଇଁ ଗୋଟିଏ…

ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ ପୁଣି କାର୍ଯ୍ୟାନୁଷ୍ଠାନ: ସମ୍ବଲପୁର ରିଜର୍ଭ ଇନିସପେକ୍ଟର ମଧୁସୂଦନ…

ସମ୍ବଲପୁର: ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ ପୁଣି କାର୍ଯ୍ୟାନୁଷ୍ଠାନ । ସମ୍ବଲପୁର ରିଜର୍ଭ ଇନିସପେକ୍ଟର ମଧୁସୂଦନ ମାହାପାତ୍ରଙ୍କୁ ବଦଳି କରାଯାଇଛି। ଦାୟିତ୍ୱ ଆବଣ୍ଟନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମଧୁସୂଦନଙ୍କୁ…

ବିନା ଭକ୍ତରେ ଚାଲିଛି କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ଝାମୁଯାତ୍ରା

କାକଟପୁର: ବିନା ଭକ୍ତରେ ଚାଲିଛି କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା' ମଙ୍ଗଳାଙ୍କ ଝାମୁଯାତ୍ରା । ଝାମୁଯାତ୍ରା ସମୟରେ ମା ମଙ୍ଗଳାଙ୍କ ଘଣ୍ଟପାଟୁଆଙ୍କ ଅନନ୍ୟ ସେବା ଦେଖିବାକୁ ମିଳିଥାଏ । ଏହି ସେବକ ମାନେ ମା ମଙ୍ଗଳାଙ୍କ ସ୍ୱରୂପ ଭାବେ ଏକ ଘଟକୁ ମୁଣ୍ଡରେ ଧରି ଗାଁ ଗାଁ ବୁଲୁଥିବାର ଦେଖାଯାଇଥାଏ…

ହକ୍ ମାଗି ମାଗି ଚାଲିଗଲା ଜୀବନ: ସମ୍ବଲପୁର ବିଶ୍ୱ ବିଦ୍ୟାଳୟରେ ଠିକା କର୍ମଚାରୀଙ୍କ ଆତ୍ମାହୁତି ପରେ ମୃତ୍ୟୁ

ସମ୍ବଲପୁର: ସମ୍ବଲପୁର ବିଶ୍ୱ ବିଦ୍ୟାଳୟରେ ଠିକା କର୍ମଚାରୀଙ୍କ ଆତ୍ମାହୁତି ପରେ ମୃତ୍ୟୁ। ଭୀମସାରରୁ କଟକ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଛି। ଗତକାଲି ସକାଳେ ନିଜ ଦେହରେ କିରାସିନି ଢାଳି ଆତ୍ମାହୁତି ଦେଇଥିଲେ ଠିକା କର୍ମଚାରୀ ଦୀନବନ୍ଧୁ ମିଶ୍ର। ଏକାଡେମିକ କାଉନସିଲ୍‌ ବୈଠକ…

ଆଜି ପବିତ୍ର ରାମ ନବମୀ, ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ରଙ୍କ ଜନ୍ମ ଉତ୍ସବ

ଭୁବନେଶ୍ବର: ଆଜି ପବିତ୍ର ରାମ ନବମୀ । ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ରଙ୍କ ଜନ୍ମ ଉତ୍ସବ। ଏଥର ବିନା ଭକ୍ତରେ ପାଳନ ହେବ ରାମନବମୀ। ମନ୍ଦିରରେ କେବଳ ନୀତିକାନ୍ତି କରାଯିବ । ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପାଚେରୀ ହୋଇଛି କରୋନା । ବିଭିନ୍ନ ମନ୍ଦିରରେ ବ୍ୟାରିକେଡ କରାଯିବା ସହ ଲାଗିଛି କଟକଣା…

ବାଲୁଗାଁ ନିକଟରେ କାର୍ ଦୁର୍ଘଟଣା : ଜଣେ ମୃତ, ଦୁଇ ଜଣ ଗୁରୁତର

ଟାଙ୍ଗୀ(କେନ୍ୟୁଜ୍‌) :  ଖୋର୍ଦ୍ଧା ୧୬ ନଂ ଜାତୀୟରାଜପଥ ବାଲୁଗାଁ ବାଇପାସ୍‌ ସୁବୁଦ୍ଧିପାଟଣା ନିକଟରେ ଏକ କାର୍‌ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ମୃତକଙ୍କ ନାମ ଅନିଲ କୁମାର ପାତ୍ର । ଘର କୋରାପୁଟ ଜିଲ୍ଲା ଜୟପୁରରେ । କାର୍‌ ପଛ ଚକା…