Below header
Browsing Category

ରାଜ୍ୟ

ଆଜି ପବିତ୍ର ରାମ ନବମୀ, ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ରଙ୍କ ଜନ୍ମ ଉତ୍ସବ

ଭୁବନେଶ୍ବର: ଆଜି ପବିତ୍ର ରାମ ନବମୀ । ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ରଙ୍କ ଜନ୍ମ ଉତ୍ସବ। ଏଥର ବିନା ଭକ୍ତରେ ପାଳନ ହେବ ରାମନବମୀ। ମନ୍ଦିରରେ କେବଳ ନୀତିକାନ୍ତି କରାଯିବ । ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପାଚେରୀ ହୋଇଛି କରୋନା । ବିଭିନ୍ନ ମନ୍ଦିରରେ ବ୍ୟାରିକେଡ କରାଯିବା ସହ ଲାଗିଛି କଟକଣା…

ବାଲୁଗାଁ ନିକଟରେ କାର୍ ଦୁର୍ଘଟଣା : ଜଣେ ମୃତ, ଦୁଇ ଜଣ ଗୁରୁତର

ଟାଙ୍ଗୀ(କେନ୍ୟୁଜ୍‌) :  ଖୋର୍ଦ୍ଧା ୧୬ ନଂ ଜାତୀୟରାଜପଥ ବାଲୁଗାଁ ବାଇପାସ୍‌ ସୁବୁଦ୍ଧିପାଟଣା ନିକଟରେ ଏକ କାର୍‌ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ମୃତକଙ୍କ ନାମ ଅନିଲ କୁମାର ପାତ୍ର । ଘର କୋରାପୁଟ ଜିଲ୍ଲା ଜୟପୁରରେ । କାର୍‌ ପଛ ଚକା…

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମା ମାଡ଼, ଦୁଇ ଗୁରୁତର

ବ୍ରହ୍ମଗିରି (କେନ୍ୟୁଜ୍‌) : ପୂରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅର୍ନ୍ତଗତ ବଡ଼ ବନ୍ଧକେରା ଗାଁ ରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ଆଜି (ମଙ୍ଗବାର ) ବୋମା ମାଡ଼ ହୋଇଛି । ସନ୍ଧ୍ୟାରେ ଗାଁରେ ଜନ୍ତାଲ ଭୋଜି ଚାଲି ଥିବା ବେଳେ ପିଲା ମାନଙ୍କ କଲହକୁ କେନ୍ଦ୍ର କରି ପ୍ରଥମେ…

ନାବାଳିକା ଦୁଷ୍କର୍ମ ମାମଲା : ମୁଖ୍ୟ ଅଭିଯୁକ୍ତକୁ ଆଜୀବନ ଓ ନାବାଳକ ଅଭିଯୁକ୍ତକୁ ୨୦ ବର୍ଷ କାରାଦଣ୍ଡ

କେନ୍ଦୁଝର(କେନ୍ୟୁଜ୍‌) :  ଆଜି କେନ୍ଦୁଝର ଏଡିଜେ କୋର୍ଟ ତଥା ଚିଲ୍‌ଡ୍ରେନ କୋର୍ଟ ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ମୁଖ୍ୟ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ଓ ଜଣେ ନାବାଳକ ଅଭିଯୁକ୍ତକୁ ୨୦ ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଏଥିସହ ୫୦ ହଜାର ଟଙ୍କା ଅର୍ଥ ଦଣ୍ଡ ଓ ଏହାର ଅନାଦେୟ…

ଜଙ୍ଗଲକୁ ଶିକାର କରିବାକୁ ଯାଇଥିବା ବେଳେ ୪ ଶିକାରୀଙ୍କୁ ଧରିଲା ବନବିଭାଗ

କେନ୍ଦୁଝର (କେନ୍ୟୁଜ୍‌) :  ଜଙ୍ଗଲରେ ନିଆଁ ଲିଭା କାର୍ଯ୍ୟରେ ବନ କର୍ମଚାରୀ ବ୍ୟସ୍ତ ଥିବାବେଳେ ଏହାର ଫାଇଦା ନେଉଛନ୍ତି ଶିକାରୀ ଦଳ । ଆଜି ସଂରକ୍ଷିତ ଜଙ୍ଗଲକୁ ଶିକାର ପାଇଁ ଯାଇଥିବା ୪ ଜଣ ଶିକାରୀଙ୍କୁ ଘଟ ଗାଁ ବନ ବଭାଗ ଗିରଫ କରିଛି । ଘଟଗାଁ ବନାଞ୍ଚଳ ଅଧୀନ ଅଟେଇ ଜଙ୍ଗଲରେ ଦଳ ବଳ ହୋଇ…

ଧାମରାରେ ‘ଏମ୍‌ଭି ଭୁପେନ୍‌ ହଜାରିକା’, ଜଳପଥରେ ମାଲ୍‌ ଓ ଯାତ୍ରୀ ପରିବହନ ହେବ ସୁବିଧା

‘ଏମ୍‌ଭି ଭୁପେନ୍‌ ହଜାରିକା’ ଜଳପଥ ପରିବହନରେ ନେବ ବଡ଼ ଭୁମିକା । ଥରକେ ଯିବ ୧୦ଟି ବସ,ଶହେରୁ ଅଧିକ ଯାତ୍ରୀ, ଶତାଧିକ ଦୁଇଚକିଆ ଯାନ । ଉପକୃତ ହେବେ କେନ୍ଦ୍ରପଡ଼ା ଓ ଭଦ୍ରକ ଜିଲ୍ଲାବାସୀ ଧାମରା :  ଧାମରାରେ ପହଞ୍ଚିଛି‘ଏମ୍‌ଭି ଭୁପେନ୍‌ ହଜାରିକା’ । ଓଡିଶାର ଅନ୍ତର୍ଦେଶୀୟ ଜଳପଥ ସେବା…

ଜାଣନ୍ତୁ, ଏଥର ରାଜ୍ୟକୁ କେମିତି ଆସିବ ଟିକା

ଭୁବନେଶ୍ୱର :  ରାଜ୍ୟକୁ କେମିତି ଟିକା ଆସିବ ଏନେଇ ଥିଲା ଏକ ବଡ଼ ପ୍ରଶ୍ନ୍‌ । ତେବେ କେନ୍ଦ୍ରସରକାର ଏନେଇ ଅନୁମତି ଦେଇଛନ୍ତି । ଏଣିକି ରାଜ୍ୟ ସରକାର ନିର୍ମାତା କମ୍ପାନୀଙ୍କ ଠାରୁ ସିଧାସଳଖ ଟିକା କିଣି ପାରିବେ । ଗତ ବର୍ଷ ଜୁଲାଇ ୨୨ରେକୋଭିସିଲ୍‌ଡ ଟିକା ପାଇଁ ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌…

ସୁରତରୁ ଗାଁକୁ ଫେରିବା ରାସ୍ତାରେ ଟ୍ରେନରେ ଚାଲିଗଲା ପ୍ରାଣବାୟୁ

ବ୍ରହ୍ମପୁର: ସୁରତରୁ ଗାଁକୁ ଫେରିବା ରାସ୍ତାରେ ଟ୍ରେନରେ ଉଡିଗଲା ପ୍ରାଣବାୟୁ । ଏଭଳି ଘଟଣା ଘଟିଛି ପୁରୀ ଅହମ୍ମଦାବାଦ ଟ୍ରେନରେ । ମୃତ ବ୍ୟକ୍ତି ଜଣକ ହେଲେ ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ଖଣ୍ଡଦେଉଳି ଗାଁର ବିଶ୍ୱନାଥ ଜେନା । ସେ ଗତକାଲି ସୁରତରୁ ଜଣେ ସମ୍ପର୍କୀୟଙ୍କ ସହ ପୁରୀ…

ବୋହୂର ଚୁଟି ଘୋଷାରି ମାରିଲେ ଶ୍ୱଶ୍ୱର, ଦେଖନ୍ତୁ ଗାଁ ଦାଣ୍ଡରେ ଶ୍ୱଶୁର ବୋହୂଙ୍କର ଧସ୍ତାଧସ୍ତିର ଦୃଶ୍ୟ

ଟାଙ୍ଗି (କେନ୍ୟୁଜ) : ବୋହୂର ଚୁଟି ଧରି ଘୋଷାଡିଲେ ଶ୍ୱଶୁର। କ୍ୟାମରୋରେ କଏଦ ହେଲା ଶ୍ୱଶୁର ବୋହୁଙ୍କ ଧସ୍ତାଧସ୍ତି ଦୃଶ୍ୟ। ଘର ବାହାରେ ଚାଲିଛି ଶ୍ୱଶୁର ବୋହୂଙ୍କ ଘମାଘୋଟ ଲଢ଼େଇ। ବୋହୂର ଚୁଟି ଧରି ଗାଁ ଦାଣ୍ଡକୁ ଠେଲି ଦେଲେ ଶ୍ୱଶୁର। ହଁ ଆଜ୍ଞା, ଆପଣ ଠିକ୍‌ ପଢୁଛନ୍ତି , ‘ଶ୍ୱଶୁର’-‘ବୋହୂ’।…

ତାଳଚେର ହାଟତୋଟା ସ୍ଥିତ ମଙ୍ଗଳା ମନ୍ଦିରରେ ଭିଡ଼ କରିବା ଯୋଗୁଁ ୪ ପୂଜକଙ୍କୁ ଉଠାଇ ନେଲା ପୋଲିସ୍

ତାଳଚେର: ମହଙ୍ଗା ପଡିଲା କୋଭିଡ ନିୟମ ଉଲଂଘନ ।  ତାଳଚେର ହାଟତୋଟା ସ୍ଥିତ ମଙ୍ଗଳା ମନ୍ଦିରରେ ଭିଡ଼ କରିବା ଯୋଗୁଁ ଚାରି ପୂଜକଙ୍କୁ ଉଠାଇ ନେଇ ଅଟକ ରଖିଲା ତାଳଚେର ପୋଲିସ । ସୂଚନା ଅନୁଯାୟୀ  ଆଜି ମଙ୍ଗଳା ଓଷା ଥିବା ଯୋଗୁଁ ହାଟତୋଟା ସ୍ଥିତ ମଙ୍ଗଳା ମନ୍ଦିରରେ ପ୍ରବଳ ଭକ୍ତଙ୍କ ଭିଡ଼…

ଜାଣନ୍ତୁ କାହିଁକି କାଖରେ ଅଢ଼େଇ ମାସର ଛୁଆକୁ ଧରି ଥାନାରେ ଏମିତି ବସିଛନ୍ତି ଲକ୍ଷ୍ମୀପ୍ରିୟା

ଉଦଳା (କେନ୍ୟୁଜ) : ବାହାଘରକୁ ହୋଇଛି ମାତ୍ର ବର୍ଷେ। କୋଳରେ ଅଢ଼େଇ ମାସର ଛୁଆ। କିନ୍ତୁ ଯୌତୁକ ନିର୍ଯ୍ୟାତନାରେ ଯୁଜୁଛନ୍ତି ଜଣେ ନବବଧୂ। ଅଢେଇ ମାସର ଶିଶୁପୁତ୍ରକୁ ସାଙ୍ଗରେ ଧରି ଥାନାରେ ବସିଛନ୍ତି ମହିଳା । ଶ୍ୱଶୂର ଘରୁ ପାଇଥିବା ନିର୍ଯ୍ୟାତନାର ନ୍ୟାୟ ପାଇବାକୁ କାନ୍ଧରେ ପୁଅକୁ ଧରି…

କୋଭିଡ ଗାଇଡଲାଇନର ଉଲ୍ଲଂଘନ ପଡିଲା ମହଙ୍ଗା: ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ଥିବା ଘରୋଇ ଶିକ୍ଷାନୁଷ୍ଠାନକୁ ସିଲ୍ କଲା…

ଭୁବନେଶ୍ୱର: ରାଜଧାନୀ ନୟାପଲ୍ଲୀ ଅଞ୍ଚଳରେ ଥିବା ଅଦ୍ବିତ୍ବ ଏକାଡେମୀ ଏବଂ କାଲିଙ୍ଗା ଏକାଡେମୀକୁ ସିଲ୍ କଲା ବିଏମସି। କୋଭିଡ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ଆଜି ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ ପକ୍ଷରୁ ସିଲ୍ କରାଯାଇଛି। ବିଏମସି ଟିମ୍ ଉଭୟ ଅନୁଷ୍ଠାନରେ ହଠାତ୍ ଚଢାଉ କରିଥିଲେ।…