Below header
Browsing Category

ରାଜ୍ୟ

ଝରାଫୁଲ ଘଟଣାର ଅନ୍ୟତମ ଅଭିଯୁକ୍ତ ଅମରେଶ ଗିରଫ ପରେ କୋର୍ଟ ଚାଲାଣ

ଯାଜପୁର (କେନ୍ୟୁଜ) : ରମାଦେବୀ ଛାତ୍ରୀ ଝରାଫୁଲ ନାଏକ ମୃତ୍ୟୁ ଘଟଣାରେ ଆଉ ଜଣେ ଗିରଫ। ଗିରଫ ଅଭିଯୁକ୍ତ ହେଲେ ଭୁବନେଶ୍ୱର ସୁନ୍ଦରପଦା ଅଂଚଳର ଅମରେଶ ରାଉତ। ଓୟୋ ଗେଷ୍ଟ ହାଉସ ବୁକ କରିବା ସହ ଝରାଫୁଲ ହତ୍ୟା ଷଡ଼ଯନ୍ତ୍ରରେ ଝରାଫୁଲଙ୍କ ପୁରୁଷ ବନ୍ଧୁ ରାକେଶକୁ ସହଯୋଗ କରିଥିଲା ଅମରେଶ । ପୋଲିସ…

ଠାକୁରମୁଣ୍ଡା : ସାଲେଇବେଡାରେ କାଳ ବୈଶାଖୀର ତାଣ୍ଡବ, ବଜ୍ରପାତରେ ଜଣେ ମୃତ

କରଞ୍ଜିଆ(କେନ୍ୟୁଜ୍‌) : ମୟୁରଭଞ୍ଜ ଜିଲ୍ଳା ଠାକୁରମୁଣ୍ଡା ତହସିଲ୍‌ ଅନ୍ତର୍ଗତ ଖଡିଦମକ ଗ୍ରାମରେ କାଳବୈଶାଖୀର ତାଣ୍ଡବରେ ଘରଦ୍ୱାର ଭାଙ୍ଗିଯାଇଥିବା ବେଳେ ବଜ୍ରପାତରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି । ସୂଚନାନୁଯାୟୀ, ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ତହସିଲ ଅନ୍ତର୍ଗତ ସାଲେଇବେଡା…

ବେଙ୍ଗାଲୁରର ହାଇଟେକ୍‌ ଲୁଟେରା ଗିରଫ, ଆୟକର ଅଧିକାରୀ କହି ସୁନା ଦୋକାନୀଙ୍କୁ ଠକୁଥିଲା

ଭୁବନେଶ୍ୱର : ବେଙ୍ଗାଲୁରର ଏକ ହାଇଟେକ୍‌ ଠକକୁ ଭୁବନେଶ୍ୱରରୁ ସ୍ୱତନ୍ତ୍ର ସ୍କ୍ଵାଡ୍‌ ଗିରଫ କରିଛି । ଗିରଫ ପରେ ତାଙ୍କୁ ସମ୍ବଲପୁର ପୋଲସକୁ ହସ୍ତାନ୍ତର କରିଛି । ଗିରଫ ଠକ ହେଲେ ବିଶାଲ ରାଜକୁମାର ନିଲେଞ୍ଜ । ସେ ନିଜକୁ ଆୟକର ଅଧିକାରୀ ଭାବେ ପରିଚୟ ଦେଇ ବିଭିନ୍ନ ଦୋକାନୀଙ୍କୁ ଠକୁଥିଲେ ।…

କେନ୍ଦୁଝର : ଘଟଗାଁରେ ଗାଡ଼ି ଧକ୍କାରେ ଭାଲୁ ମୃତ, ମାଛଗଡ଼ରୁ ଉଦ୍ଧାର ହରିଣର ମୃତ୍ୟୁ

ଘଟଗାଁ (କେନ୍ୟୁଜ୍‌) : କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥରେ ରାସ୍ତା ପାର ହେଉଥିବା ବେଳେ ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ ହୋଇଥିବା ବେଳେ ସାହାରପଡ଼ା ମାଛଗଡ଼ ବିଟ୍‌ରୁ ଉଦ୍ଧାର ହୋଇଥିବା ଏକ ହରିଣର ମଧ୍ୟ ମୃତ୍ୟୁ ହୋଇଛି । ସୂଚନାନୁଯାୟୀ, କେନ୍ଦୁଝର…

ଗିରଫ ହେଲେ କୁଖ୍ୟାତ ଅପରାଧୀ ଦିପୁ ଓ ପପୁ, ୬ ବନ୍ଧୁକ ଓ ଅଫୁଟା ଗୁଳି ଜବତ

କଟକ : ବହୁ ଅପରାଧରେ ଜଡ଼ିତ ଥିବା ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଚାଉଳିଆଗଞ୍ଜ ପୋଲିସ ହାତରେ ଗିରଫ ହୋଇଛନ୍ତି । ଦିପୁ ଓରଫ ଅଜିତ୍ ରାୟର ଘର ଜଗତସିଂହପୁର ଜିଲ୍ଲାର ବିରିଡ଼ିରେ ହୋଇଥିବା ବେଳେ ପପୁ ଓରଫ ଅଜୟ ମହାରଣା ଗଞ୍ଜାମର। ବନ୍ଧୁକ ବ୍ୟବସାୟ ମାମଲାରେ ଆଜି ଉଭୟଙ୍କୁ ବିଦ୍ୟାଧରପୁର ଗିରଫ କରିଛି…

କିଛି ସମୟ ଭିତରେ କାଳବୈଶାଖୀ ସମ୍ଭାବନା, ଜାଣନ୍ତୁ କେଉଁ ଜିଲ୍ଲାକୁ ରହିଛି ୟେଲୋ ଓ୍ଵାର୍ଣ୍ଣିଂ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆଗାମୀ କିଛି ସମୟ ଭିତରେ ରାଜ୍ୟର କିଛି ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ଓ ପବନ ହେବ । ଆସନ୍ତାକାଲି ୧୭ଟି ଜିଲ୍ଲାରେ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି । ଘଣ୍ଟାକୁ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବ ବୋଲି କୁହାଯାଇଛି । କେନ୍ଦୁଝର, ମୟୁରଭଞ୍ଜ,…

ବ୍ରହ୍ମପୁର : ମାଆ ବୁଢୀ ସାଆନ୍ତାଣୀଙ୍କ ଯାତ୍ରାରେ ପୁଣି ଲାଗୁ ହେଲା ୧୪୪ ଧାରା

ବ୍ରହ୍ମପୁର(କେନ୍ୟୁଜ) : ମାଆ ବୁଢୀ ସାଆନ୍ତାଣୀଙ୍କ ଯାତ୍ରାରେ ପୁଣି ଲାଗୁ ହେଲା ୧୪୪ ଧାରା । ଆଜି ସଂଧ୍ୟା ୬ଟାରୁ ରାତି ୧୦ ପର୍ଯ୍ୟନ୍ତ ୧୪୪ ଧାରା ଜାରି ରହିବ । ଆଜି ସଂଧ୍ୟାରେ ମାଆ ଅସ୍ଥାୟୀ ମଣ୍ଡପରୁ ମହୁରୀ ରାଜବାଟି ଯିବେ । ତେଣୁ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ୧୪୪ ଧାରା ଜାରି କରିଛି…

ଗଞ୍ଜାମ ଠଣା ଗାଁରେ ଟ୍ରାକ୍ଟର ଓଲଟି ୨ ମୃତ, ୧୩ ଜଣ ଆହତ

ବ୍ରହ୍ମପୁର (କେନ୍ୟୁଜ୍‌) : ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଠଣା ଗାଁରେ ଆଜି ଏକ ଟ୍ରାକ୍ଟର ଓଲଟି ପଡ଼ିବା ଯୋଗୁ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ୧୩ ଜଣ ଆହତ ହୋଇଛନ୍ତି  । ଆହତମାନଙ୍କୁ ପାତ୍ରପୁର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ସୂଚନାନୁଯାୟୀ,…

କେନ୍ଦ୍ରାପଡ଼ା : ନର୍ସିଂହୋମ୍‌ରେ ଦୁଇଟି ମୁଣ୍ଡ ଓ ତିନିଟି ହାତ ଥିବା ଶିଶୁ କନ୍ୟା ଜନ୍ମ

କେନ୍ଦ୍ରାପଡ଼ା(କେ.ନ୍ୟୁଜ): କେନ୍ଦ୍ରାପଡ଼ାର ଏକ ଘରୋଇ ନର୍ସିଂହୋମ୍‌ରେ ଏକ ଅଦ୍ଭୁତ ଶିଶୁ କନ୍ୟା ଜନ୍ମ ହୋଇଛି। ନବଜାତକର ଦୁଇଟି ମୁଣ୍ଡ ଓ ତିନିଟି ହାତ ଥିବା ଦେଖିବାକୁ ମିଳିଛି। ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାକୁ ତୁରନ୍ତ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରର ଏମରଜେନ୍ସି…

ଖୁବଶୀଘ୍ର ଗିରଫ ହେବ ଗ୍ୟାଙ୍ଗଷ୍ଟର ହାଇଦର, ପୋଲିସ ହାତରେ ଲାଗିଛି ଗୁରୁତ୍ୱପୂର୍ଣ୍ଣ ସୁରାକ୍‌

କେନ୍ୟୁଜ୍(ବ୍ୟୁରୋ):  ହାଇଦର ଫେରାର ସମ୍ପର୍କରେ ପୋଲିସ ହାତରେ ଲାଗିଛି ଗୁରୁତ୍ୱପୂର୍ଣ୍ଣ ସୁରାକ୍‌ । ଖୁବଶୀଘ୍ର ଗିରଫ ହେବ ଗ୍ୟାଙ୍ଗଷ୍ଟର ହାଇଦର । SCB ମେଡିକାଲରୁ ଗ୍ୟାଙ୍ଗଷ୍ଟର୍‌ ହାଇଦର ଫେରାର ଘଟଣାରେ ପୋଲିସ ଡିଜି ସମୀକ୍ଷା କରିଛନ୍ତି । ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରୁଛନ୍ତି…

ସୁନ୍ଦରଗଡ଼ : ସ୍ୱାମୀକୁ ପିଟି ପିଟି ମାରିଦେଲା ସ୍ତ୍ରୀ

ସୁନ୍ଦରଗଡ଼ (କେନ୍ୟୁଜ୍‌) : ସ୍ତ୍ରୀ ସାଜିଲା ହତ୍ୟାକାରୀ । ଘରୋଇ କଳହ ପରେ ନିଜ ହାତରେ ମାରି ଦେଇଛି ସ୍ୱାମୀକୁ । ଶନିବାର ଵିଳମ୍ବିତ ରାତିରେ ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ବାଲିଶଙ୍କରା ଶୁଖା ମହାଦେବ ଡୁଙ୍ଗରିପଡା ଠାରେ ଏହି ଅଭାବନୀୟ ଘଟଣା ଘଟିଛି। ଶୋଇଥିବା ଅଵସ୍ଥାରେ ସ୍ବାମୀଙ୍କ…

ତାଳଚେର: ବିବାହର ଦେଢବର୍ଷ ନପୂରୁଣୁ ଯୌତୁକ ଜୁଇରେ ଜଳିଗଲେ ଅଭିଜିତା ଭୁତିଆ

ତାଳଚେର(କେନ୍ୟୁଜ୍):   ଜାଳିଦେଲା ଯୌତୁକ ନିଆଁ । ବିବାହର ଦେଢବର୍ଷ ନପୁରୁଣୁ ଯୌତୁକ ଜୁଇରେ ଜଳିଗଲେ ତାଳଚେର ବିହାରିପୁର ଅଞ୍ଚଳର ଅଭିଜିତା ଭୁତିଆ । ୨୦୧୯ ଜୁନ୍‌ ୨୫ ତାରିଖରେ ହିନ୍ଦୋଳ ନୂତନପାଟଣା ଗାଁର ତାପସ ରଞ୍ଜନ ପାଇକଙ୍କୁ ବିବାହ କରିଥିଲେ ଅଭିଜିତା। ତାପସ ଜଣେ ବାୟୁସେନା କର୍ମଚାରୀ ।…