Below header
Browsing Category

ରାଜ୍ୟ

ଅଧାରୁ ବାହୁଡ଼ିଲା ବର, ପଶ୍ଚିମବଙ୍ଗରୁ ଓଡ଼ିଶା ପ୍ରବେଶ ପଥରେ କଡ଼ା ଚେକିଂ ଯୋଗୁଁ ଫେରିଗଲା ବର ଗାଡ଼ି

ଜଳେଶ୍ବର(କେନ୍ୟୁଜ୍):  ମହାମାରୀ କରୋନାର ଦ୍ବିତୀୟ ଲହର ଯୋଗୁଁ ଓଡିଶାରେ ଦୈନିକ ସଂକ୍ରମଣ  ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ପଶ୍ଚିମବଙ୍ଗରେ ଦେଖାଦେଇଥିବା କରୋନାର ନୂଆ ଷ୍ଟ୍ରେନ ଟ୍ରିପଲ ମ୍ଯୁଟାଣ୍ଟ ଭୂତାଣୁ ସାଙ୍ଘାତିକ ରୂପ ଧାରଣ କରୁଥିବାରୁ ପଶ୍ଚିମବଙ୍ଗକୁ ସଂଯୋଗ କରୁଥିବା…

ଭୁବନେଶ୍ବର: ଗ୍ରାହକ ସାଜି ବନ୍ଧୁକ ବେପାରୀଙ୍କ ଉପରେ ମାଡ଼ିବସିଲା କ୍ବିକ୍ ଆକ୍ସନ ଟିମ୍, ବନ୍ଧୁକ ସହ ୬ ରାଉଣ୍ଡ ଗୁଳି…

କେନ୍ୟୁଜ୍(ବ୍ୟୁରୋ):  ବେଧଡ଼କ ଚାଲୁଥିଲା  ବନ୍ଧୁକ ବେପାର। ଖବର ପାଇ ବନ୍ଧୁକ ଡିଲ ବେଳେ ମାଡି ବସିଲା କମିଶନରେଟ ପୋଲିସର କ୍ବିକ୍ ଆକ୍ସନ ଟିମ୍। ଏହି ଟିମ ସାଧା ପୋଷାକରେ ଗ୍ରାହକ ଭାବେ ଯାଇ ବନ୍ଧୁକ ବେପାରୀଙ୍କ ସହ ଡିଲ କରୁଥିଲା। ବିକ୍ରି ପାଇଁ ବନ୍ଧୁକ ଦେଖାଇବା ବେଳେ ୨ ଜଣ ବନ୍ଧୁକ…

ନୟାଗଡ଼: ଗିରଫ ଅଭିଯୁକ୍ତ କରୋନା ପଜିଟିଭ୍ ଚିହ୍ନଟ ପରେ କ୍ବାରେଣ୍ଟାଇନରେ ଗଲେ ଚାନ୍ଦପୁର ଥାନାର ସମସ୍ତ କର୍ମଚାରୀ

ଟାଙ୍ଗୀ(କେନ୍ୟୁଜ୍):  ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ଚାନ୍ଦପୁର ଥାନା କର୍ମଚାରୀ ଜଣେ ଅଭିଯୁକ୍ତକୁ  ଗିରଫ କରି ଥାନାକୁ ଆଣିଥିଲେ । ସରକାରୀ ନିୟମ ଅନୁଯାୟୀ  ଅଭିଯୁକ୍ତର କରନା ଟେଷ୍ଟ କରାଯାଇଥିଲା । ଆଜି ତା ଟେଷ୍ଟ ରେପୋର୍ଟ  ପଜିଟିଭ ଆସିଛି । ତେଣୁ ଅଭିଯୁକ୍ତର ସଂସ୍ପର୍ଶରେ ଆସିଥିବା ଥାନାର…

ଖରାଦିନରେ ଲହଡି ଭାଙ୍ଗୁଛି ପାଣି, ଘରେ ବନ୍ଦୀ ହୋଇରହିଛନ୍ତି ଲୋକେ

ନବରଙ୍ଗପୁର (କେନ୍ୟୁଜ) : ଖରାଦିନରେ ଲହଡି ଭାଙ୍ଗୁଛି ପାଣି। ଲୋକେ ଚାଲିବା ତ ଦୂରର କଥା ଗାଡି ଗୁଡିକ ବି ଫଶି ରହିଛି ପାଣି ସୁଅରେ। ଉଦୁଉଦୁଆ ଖରାବେଳରେ ଜଳବନ୍ଦୀ ହୋଇ ରହିଛନ୍ତି ପ୍ରାୟ ୨୦୦ ପରିବାର। ନା ଏପାଖ ଲୋକ ଯାଇପାରୁଛନ୍ତି ସେ ପାଖକୁ ନା ସେପାଖ ଲୋକ ଆସିପାରୁଛନ୍ତି ଏପାଖକୁ।…

ଶନିବାର ଓ ରବିବାର ସକାଳ ୫ଟାରୁ ୬ଟା ଘଣ୍ଟାଏ କୋହଳ, ସୂଚନା ଦେଲେ ଏସ୍‌ଆର୍‌ସି

ଶନିବାର ଓ ରବିବାର ସଟ୍‌ଡାଉନ୍‌ରେ ମିଳିବ ଘଣ୍ଟାଏ କୋହଳ। ସକାଳ ୫ଟାରୁ ୬ଟା ଏକ ଘଣ୍ଟା ସମୟ ସମସ୍ତଙ୍କ ପାଇଁ କୋହଳ କରାଯିବ। ଏନେଇ ସୂଚନା ଦେଇଛନ୍ତି ଏସ୍‌ଆରସି ପ୍ରଦୀପ ଜେନା। ମର୍ଣ୍ଣିଂଓ୍ଵାକ୍‌ ଓ ସାଇକେଲିଂ ପାଇଁ ଏହି ଏକ ଘଣ୍ଟା କୋହଳ ଛଡ଼ାଯିବ। ଉଭୟ ଶନିବାର ଓ ରବିବାର ସକାଳ ୫ଟାରୁ ୬…

୧୮ ନମ୍ବର ଜାତୀୟ ରାଜପଥର ବାରିପଦା ସହର ମୁର୍ଗଭାଡ଼ିରେ ଦୁର୍ଘଟଣା: ୨ ଜଣ ମୃତ, ଜଣେ ଗୁରୁତର

ବାରିପଦା : ୧୮ ନମ୍ବର ଜାତୀୟ ରାଜପଥର ବାରିପଦା ସହର ମୁର୍ଗଭାଡ଼ିରେ ଦୁର୍ଘଟଣା । ୨ ଜଣ ମୃତ, ଜଣେ ଗୁରୁତର । ବାଇକରେ ତିନି ଜଣ ଯାଉଥିବା ବେଳେ ପଛପଟୁ ଆସୁଥିବା ବାଲି ବୋଝେଇ ଏକ ମିନିଟ୍ରକ ଧକ୍କା ଦେଇଥିଲା । ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କର ପରିଚୟ ମିଳିପାରିନାହିଁ । ଅନ୍ୟ…

ଓଡ଼ିଶାରେ ନାହିଁ ଟ୍ରିପୁଲ ମ୍ୟୁଟାଣ୍ଟ ଭାରିଆଣ୍ଟ, ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା

ଭୁବନେଶ୍ବର: ଓଡ଼ିଶାରେ ନାହିଁ ଟ୍ରିପୁଲ ମ୍ୟୁଟାଣ୍ଟ ଭାରିଆଣ୍ଟ। ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା, ଆମ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଟ୍ରିପଲ ମ୍ୟୁଟାଣ୍ଟ ଚିହ୍ନଟ ହୋଇନଥିବା ଜଣାପଡ଼ିନାହିଁ। ପଶ୍ଚିମବଙ୍ଗ, ଦିଲ୍ଲୀ ଓ ଛତିଶଗଡ଼ରେ ଚିହ୍ନଟ ହୋଇଛନ୍ତି। ଏହି ନୂଆ ଭୂତାଣୁ ଶୀଘ୍ର ବ୍ୟାପୁଛି।…

ମାଓବାଦୀଙ୍କୁ ପତ୍ନୀଙ୍କ କୋହଭରା ନିବେଦନ : ମୋ ସ୍ୱାମୀକୁ ଛାଡ଼ିଦିଅ, ତିନିଟି ପିଲା ମୋର ଚଳିବେ କେମିତି

ମାଲକାନଗିରି: ବିଜାପୁରରେ ମାଓବାଦୀ ଯବାନଙ୍କୁ ଅପହରଣ ଘଟଣା ତିନି ଦିନ ବିତିଲାଣି, ହେଲେ ଟେର ପାଉନି ପୋଲିସ। ଏପଟେ ମୁକ୍ତ କରିବାକୁ ଅଣ୍ଟା ଭିଡ଼ିଛି ଗଣ୍ଡୱାନା ସମାଜ। ତେବେ ସ୍ୱାମୀଙ୍କୁ ମୁକ୍ତ କରିବାକୁ ଗୁହାରୀ କରିଛନ୍ତି ଏଏସଆଇଙ୍କ ପତ୍ନୀ । ସେ କହିଛନ୍ତି ତାଙ୍କ ସ୍ୱାମୀଙ୍କର ଦୀର୍ଘଦିନ…

ପୁରୀ ବେଳାଭୂମିରେ ମୃତ ଡଲଫିନ୍‌ ଉଦ୍ଧାର

ପୁରୀ: ପୁରୀ ବେଳାଭୂମି କୂଳରୁ ମୃତ ଡଲଫିନ୍‌ ଉଦ୍ଧାର। ପୁରୀ ଦିଗବାରେଣିଖୁଣ୍ଟି ନିକଟ ବେଳାଭୂମିରୁ ଏକ ମୃତ ଡଲଫିନ ଉଦ୍ଧାର କରାଯାଇଛି। ପାଣିରେ ଭାସି ଭାସି ଆସି କୂଳରେ ଲାଗିଥିଲା। ତେବେ କିପରି ମୃତ୍ୟୁ ହେଲା ତାହା ଜଣାପଡିନି। ମୃତ ଡଲଫିନ୍‌ଟି କେଉଁ ପ୍ରଜାତିର ତାହା ସ୍ପଷ୍ଟ ହୋଇନି।

ସଡକ ଦୁର୍ଘଟଣାରେ ମଞ୍ଚ ଓ ଚଳଚ୍ଚିତ୍ର ଜଗତର ବରିଷ୍ଠ କଳାକାର ରତିକାନ୍ତ ବେହେରା ଆହତ

ଉଦଳା : ସଡକ ଦୁର୍ଘଟଣାରେ ମଞ୍ଚ ଓ ଚଳଚ୍ଚିତ୍ର ଜଗତର ବରିଷ୍ଠ କଳାକାର ଆହତ । ମୟୂରଭଞ୍ଜ ଉଦଳା ଅଞ୍ଚଳର ବିଶିଷ୍ଟ ମଞ୍ଚ ଓ ଚଳଚ୍ଚିତ୍ର କଳାକାର ରତିକାନ୍ତ ବେହେରା ଦୁର୍ଘଟଣାରେ ଆହତ ହୋଇ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଭଦ୍ରକରୁ କାର ଯୋଗେ ଫେରୁଥିବା ବେଳେ ନାୟକ ବନ୍ଦର ଠାରେ…

ଓଡ଼ିଶାରୁ ସ୍ୱତନ୍ତ୍ର କରିଡର ଦେଇ ଅକ୍ସିଜେନ ଯୋଗାଣ ଆରମ୍ଭ: ଅନୁଗୁଳ, ଯାଜପୁରରୁ ଆନ୍ଧ୍ର ଓ ମହାରାଷ୍ଟ୍ର ପଠାଗଲା…

ଭୁବନେଶ୍ବର: ବିଭିନ୍ନ ରାଜ୍ୟରେ ଅକ୍ସିଜେନ୍‌ର ଘୋର ଅଭାବ ଦେଖାଦେଇଥିବାବେଳେ ଏହି ସଙ୍କଟ ଦୂର କରିବା ପାଇଁ ଦେଶର ବିଭିନ୍ନ ରାଜ୍ୟକୁ ଅକ୍ସିଜେନ୍‌ ପଠାଇବା ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ଅନୁଗୁଳରୁ ବିଶାଖାପାଟଣା ଏବଂ ଯାଜପୁରରୁ ଆନ୍ଧ୍ର ଓ ମହାରାଷ୍ଟ୍ର ଟ୍ୟାଙ୍କର ପଠାଯାଇଛି। ପ୍ରଥମ…

ଜିଏସଟି ଫାଙ୍କିବା ପଡିଲା ମହଙ୍ଗା: ଟ୍ରକକୁ ୫ଲକ୍ଷ ୩୫ ହଜାର ୨ଶହ ୨୮ଟଙ୍କା ଜରିମାନା

କଳାହାଣ୍ଡି: ଟ୍ରକକୁ ୫ଲକ୍ଷ ୩୫ ହଜାର ୨ଶହ ୨୮ଟଙ୍କା ଜରିମାନା । ଜିଏସଟି ଫାଙ୍କିବା ଅଭିଯୋଗରେ ଜରିମାନା ଆଦାୟ କରାଯାଇଛି । କଳାହାଣ୍ଡି ଜୁନାଗଡ ନିକଟ ମଥୁରା ଗାଁ ନିକଟରେ ଜିଏସଟି ଫାଙ୍କି ପଳାଇଯାଉଥିବା ବେଳେ ଭବାନୀପାଟଣା ଏନଫୋର୍ସମେଣ୍ଟ ରେଞ୍ଜ ପକ୍ଷରୁ ଚଢଉ କରାଯାଇଛି । ଗାଡିରୁ ୭୫…