Browsing Category

ରାଜ୍ୟ

ଆନନ୍ଦପୁର: ମନ୍ଦିର ବେଢା ଭିତରେ ସମ୍ପନ୍ନ ହେଲା ଶ୍ରୀ ଦଧିବାମନଜୀଉଙ୍କ ରଥଯାତ୍ରା ନୀତି

ଆନନ୍ଦପୁର(କେନ୍ଯୁଜ୍): କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ଥିବା ସର୍ବପୁରାତନ ଶ୍ରୀ ଦଧିବାମନଜୀଉଙ୍କ ରଥଯାତ୍ରା ମନ୍ଦିର ବେଢା ପରିସରରେ ଅନୁଷ୍ଠିତ ହୋଇଯାଇଛି । ସାମ୍ପ୍ରତିକ ପରିସ୍ଥିତିରେ କରୋନା ମହାମାରୀକୁ ଆଖିରେ ରଖି ସୁପ୍ରିମକୋର୍ଟ ନିୟମ କରିଥିଲେ ପୁରୀ ବ୍ଯତୀତ କୌଣସି ସ୍ଥାନରେ ରଥଟଣା…

ଆଜିଠୁ ୧୦ଦିନ ଯାଏ ଗଞ୍ଜାମ ଜିଲ୍ଲାର ସମସ୍ତ ସରକାରୀ ଅଫିସ୍ ସାଧାରଣ ଲୋକଙ୍କ ପାଇଁ ବନ୍ଦ

ଗଞ୍ଜାମ: ଆଜିଠାରୁ ପରବର୍ତ୍ତୀ ୧୦ ଦିନ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାର ସମସ୍ତ ସରକାରୀ ଅଫିସ୍ ସାଧାରଣ ଲୋକଙ୍କ ପାଇଁ ମନା । ଏନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ପକ୍ଷରୁ ସୂଚନା ମିଳିଛି। ଏନେଇ ଟ୍ବିଟ୍ କରି ଜିଲ୍ଲାପାଳ ଜଣାଇଛନ୍ତି ଯେ, ଆଜି ଠାରୁ ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାର…

ଆଭ୍ୟନ୍ତରୀଣ ଓଡ଼ିଶା ଓ ଏହାର ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ, ପ୍ରଭାବରେ ଆସନ୍ତା ୪ରୁ ୫ ଦିନ ମଧ୍ୟରେ ଘଡଘଡି ସହ ବର୍ଷା…

ଭୁବନେଶ୍ବର: ଆଭ୍ୟନ୍ତରୀଣ ଓଡ଼ିଶା ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଏହା ସହିତ ମୌସୁମୀ ସକ୍ରିୟ ହେବା ପରେ ଉତ୍ତର ପଞ୍ଜାବଠୁ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଏକ ଟ୍ରପ ଲାଇନ୍‌ । ଏହାର ପ୍ରଭାବରେ ଆସନ୍ତା ୪ରୁ ୫ ଦିନ ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ସ୍ୱଳରୁ…

ସାମାନ୍ଯ ବଚସାକୁ ନେଇ ଠେଙ୍ଗାରେ ବାଡେଇ ଯୁବକଙ୍କୁ ହତ୍ଯା

ସୋରଡା(କେନ୍ଯୁଜ୍): ଗଞ୍ଜାମ ଜିଲ୍ଲା ସୋରଡା ଥାନା ଅନ୍ତର୍ଗତ ହାଡିଗୋଡା ଗ୍ରାମରେ ଠେଙ୍ଗାରେ ବାଡେଇ ବାଡେଇ ଯୁବକଙ୍କୁ ହତ୍ଯା। ଘଟଣାସ୍ଥଳରେ ଅରୁଣଙ୍କର ମୃତ୍ୟୁ ଘଟିଛି। ସୂଚନା ମୁତାବକ ଗତକାଲି ଗ୍ରାମରେ ଏକ ବିବାହ ଭୋଜିର ଆୟୋଜନ କରାଯାଇଥିଲା। ସେହି ଭୋଜିରେ ଅରୁଣଙ୍କ ସହିତ ଗ୍ରାମର କିଛି…

ଗୁଣ୍ଡିଚା ଯାତ୍ରା ସଫଳ ଭାବେ ସମ୍ପନ୍ନ ହୋଇଥିବାରୁ ସମସ୍ତଙ୍କୁ ଅଭିନନ୍ଦନ : ଗଜପତି ଦିବ୍ୟସିଂହ ଦେବ

ପୁରୀ: ପୁରୀରେ ଗତକାଲି ସଫଳ ଭାବେ ସମ୍ପନ୍ନ ହୋଇଛି ଗୁଣ୍ଡିଚା ଯାତ୍ରା । ଏନେଇ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଗଜପତି ଦିବ୍ୟସିଂହ ଦେବ। ସେ କହିଛନ୍ତି, ସାଧାରଣ ଭକ୍ତଙ୍କ ବିନା ବଡ଼ଦାଣ୍ଡରେ ଗଡ଼ିଛି ରଥ। ଶୃଙ୍ଖଳାର ସହ ଓ ସୁରୁଖୁରରେ ଯାତ୍ରା ସଂପନ୍ନ ହୋଇଛି। ଖୁବ କମ୍ ସମୟ ମଧ୍ୟରେ…

ଆଜିଠୁ ୨୫ ତାରିଖ ରାତି ୧୦ଟା ଯାଏ ଟାଙ୍ଗୀ କହ୍ନେଇପୁର ପଞ୍ଚାୟତ ସଟଡାଉନ୍

ଟାଙ୍ଗୀ: କଟକ ଜିଲ୍ଲା ଟାଙ୍ଗୀ କହ୍ନେଇପୁର ପଞ୍ଚାୟତ ସଟଡାଉନ୍‌ । ଆଜି ଦିନ ୧୨ଟାରୁ ୨୫ ତାରିଖ ରାତି ୧୦ଟା ଯାଏ ସଟଡାଉନ ଘୋଷଣା କଲେ ସରପଞ୍ଚ ସସ୍ମିତା ସାହୁ । କୋଟସାହିରେ ପଜିଟିଭ୍‌ ଚିହ୍ନଟ ପରେ ସଂକ୍ରମଣ ଆଶଙ୍କା କରି ପଞ୍ଚାୟତକୁ ସଟଡାଉନ କରାଯାଇଥିବା ଜଣାପଡିଛି। ସୂଚନା ଥାଉକି,…

କେନ୍ଦୁଝର ଚମ୍ପୁଆ ରେଞ୍ଜ ଗୁରୁବେଡ଼ା ଜଙ୍ଗଲରେ ୨ ହାତୀ ମୃତ୍ୟୁ ଘଟଣା, ରେଞ୍ଜର କାଶୀନାଥ ହେମ୍ରମ ସସପେଣ୍ଡ

କେନ୍ଦୁଝର : କେନ୍ଦୁଝର ଚମ୍ପୁଆ ରେଞ୍ଜ ଗୁରୁବେଡ଼ା ଜଙ୍ଗଲରେ ୨ ହାତୀ ମୃତ୍ୟୁ ଘଟଣା । ଚମ୍ପୁଆ ରେଞ୍ଜର କାଶୀନାଥ ହେମ୍ରମ ସସପେଣ୍ଡ । କାର୍ଯ୍ୟରେ ଅବହେଳା ଯୋଗୁଁ ତାଙ୍କୁ ନିଲମ୍ବନ କରିଛନ୍ତି ପିସିସିଏଫ । ତେବେ ତାଙ୍କ ସ୍ଥାନରେ ଡେପୁଟି ରେଞ୍ଜର ଘାସିରାମ ପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଛି ।…

ଆଜି ଗୋଟି ପହଣ୍ଡିରେ ଆଡପ ମଣ୍ଡପକୁ ବିଜେ କରିବେ ମହାପ୍ରଭୁ

ପୁରୀ: ଆଜି ମହାପ୍ରଭୁଙ୍କ ଆଡପ ମଣ୍ଡପ ବିଜେ ନୀତି । ଆଜି ମହାପ୍ରଭୁ ଗୋଟି ପହଣ୍ଡିରେ ଆଡପ ମଣ୍ଡପକୁ ବିଜେ କରିବେ । ଅପରାହ୍ନ ୨ଟା ସୁଦ୍ଧା ଆଡପ ମଣ୍ଡପ ବିଜେ ନୀତି ସରିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି ତିନି ରଥ ଗୁଣ୍ଡିଚା ମନ୍ଦିର ନିକଟରେ ଲାଗିବା ପରେ ରଥ…

ଟାଙ୍ଗୀ ବାଇପାସରେ ଓଲଟିଲା କୋଭିଡ୍ ଆମ୍ବୁଲାନ୍ସ ଭ୍ୟାନ୍, ଅଳ୍ପକେ ବର୍ତ୍ତିଲେ ତହସିଲଦାର

ଟାଙ୍ଗୀ (କେ ନ୍ୟୁଜ୍‌) : ଖୋରଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥର ଟାଙ୍ଗୀ ନିକଟରେ ଘଟିଛି ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡିଥିଲା ଏକ କୋଭିଡ ଆମ୍ବୁଲାନ୍ସ । ତେବେ ଗାଡ଼ିଟି ସମ୍ପୂର୍ଣ୍ଣ ଭାବେ ଓଲଟି ପଡ଼ିଥିଲେ ମଧ୍ୟ ଏଥିରେ ଥିବା ଗଂଜାମ ଜିଲ୍ଲାର ଜଣେ ତହସିଲଦାର ଅଳ୍ପକେ…

ଟିକଟିକ୍‌ ନେଲା ଜୀବନ : ଦେବୀ ନଦୀ କୂଳରେ ଟିକଟିକ୍‌ କରୁଥିବା ବେଳେ ପାଣିରେ ବୁଡ଼ି ଜଣେ ମୃତ, ୨ ଗୁରୁତର

ଜଗତସିଂହପୁର : ପୁଣି ଟିକଟିକ୍‌ ନେଲା ଜୀବନ । ଟିକ୍‌ଟକ୍‌ ଭିଡିଓ ବନାଇବା ବେଳେ ନଦୀରେ ବୁଡ଼ି ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ୨ ଜଣ ଗୁରୁତର ହୋଇଛନ୍ତି । ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ମାଛଗାଁରେ ଘଟିଛି ଏଭଳି ଅଘଟଣ । ମଙ୍ଗପୁର ଠାରେ ଥିବା ଦେବୀ ନଦୀ କୂଳରେ ଟିକଟିକ୍‌…

ଉଷାକୋଠି ଅଭୟାରଣ୍ୟରୁ ଚିତା ବାଘର ମୃତ ଦେହ ଉଦ୍ଧାର, କେମିତି ହେଲା ମୃତ୍ୟୁ ଜଣାପଡୁନି

ସମ୍ବଲପୁର (କେ ନ୍ୟୁଜ୍‌) : ସମ୍ବଲପୁର ଜିଲ୍ଲା ବାମରା ଡିଭିଜନ ବଡ଼ରମା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ କୁତବ ଗ୍ରାମରେ ଆଜି ଏକ ଚିତା ବାଘର ମୃତ ଦେହ ବନ ବିଭାଗ ଠାବ କରିଛି । ବାଘଟି ଗତ ୪/ ୫ ଦିନ ହେବ କୁତବ ଗ୍ରାମ ନିକଟ ଅଭୟାରଣ୍ୟର ୭ ନମ୍ବର ୱାଚ ଟାୱାର ନିକଟ କୁଦାନଖୋଳ ନାମକ ଏକ ଗୁମ୍ଫାରେ…