Below header
Browsing Category

ରାଜ୍ୟ

ଥମିବାର ନା ନେଉନି କରୋନା: ଆଜି ପୁଣି ରାଜ୍ଯରେ ଆଉ ୫୭୦ ନୂଆ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର : ଆଜି ରାଜ୍ଯରେ ଆଉ ୫୭୦ ନୂଆ କରୋନା ପଜିଟିଭ୍ ଚିହ୍ନଟ। ଏମାନଙ୍କ ଭିତରୁ କ୍ବାରେଣ୍ଟାଇନରୁ ୩୮୪ ଏବଂ ଲୋକାଲ କେସରୁ ୧୮୬ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ଯରେ ମୋଟ୍ ସଂକ୍ରମିତଙ୍କ ସଂଖ୍ଯା ୧୨୫୨୬ରେ ପହଁଚିଛି । ତେବେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୧୮ ପଜିଟିଭ୍…

ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା: କଲ୍‌ ଡିଟେଲ୍‌ ଯାଞ୍ଚ କଲା ଜିଆର୍‌ପି, ଖୁବଶୀଘ୍ର ଥାନାରେ ହାଜର ହେବେ ପପୁ ଓ…

ଭୁବନେଶ୍ବର: ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାର ଜାରି ରହିଛି ସସ୍‌ପେନ୍ସ । ଏହାରି ଭିତରେ ଆଦିତ୍ୟଙ୍କ କଲ୍‌ ଡିଟେଲ୍‌ ଯାଞ୍ଚ କରିଛି ଜିଆର୍‌ପି। ଜୁନ୍‌ ୧ରୁ ଜୁଲାଇ ୬ ତାରିଖ ପର୍ଯ୍ୟନ୍ତ ସମସ୍ତ କଲ୍‌ ଡିଟେଲ୍‌ ଯାଞ୍ଚ କରାଯାଇଛି । ଏହାରି ଭିତରେ ଖୁବଶୀଘ୍ର ଥାନାରେ ହାଜର ହେବେ…

ଗାଧୋଇବାକୁ ଯାଇଥିବା ବେଳେ ନଦୀରେ ବୁଡି ମହିଳାଙ୍କ ମୃତ୍ୟୁ

ଯାଜପୁର(କେନ୍ଯୁଜ୍): ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଜନକ ଗ୍ରାମ ନିକଟ ବ୍ରାହ୍ମଣୀ ନଦୀରେ ବୁଡି ମହିଳାଙ୍କ ମୃତ୍ୟୁ । ମୃତ ମହିଳା ହେଲେ ସେହି ଗ୍ରାମର ବିନୋଦ ସାମଲଙ୍କ ପତ୍ନୀ କଳ୍ପନା ସାମଲ । ସୂଚନା ଅନୁଯାୟୀ ସେ ଆଜି ଭୋର ସମୟରେ ନଦିକୁ ଗାଧୋଇବାକୁ ଯାଇଥିବା ସମୟରେ ଆସବଧାନତାବସତଃ ପାଣିରେ…

ରାଞ୍ଚି-ବିଜୟୱାଡା ରାଜପଥରେ ସଡ଼କ ଦୁର୍ଘଟଣା: ବାଇକ ଆରୋହୀ ମୃତ, ପଥଚାରୀ ଗୁରୁତର 

ଦେବଗଡ(କେନ୍ଯୁଜ୍): ଦେବଗଡ ଥାନା ଅନ୍ତର୍ଗତ ସୁଗୁଡା ନିକଟସ୍ଥ କମଳାବଗିଚା ଗ୍ରାମ ଦେଇ ଯାଇଥିବା ରାଞ୍ଚି-ବିଜୟୱାଡା ରାଜପଥରେ ଗତ ରାତିରେ ଏକ ସଡ଼କ ଦୁର୍ଘଟଣା। ଘଟଣାସ୍ଥଳରେ ଜଣେ ପଥଚାରୀ ଗୁରୁତର ଆହତ ହୋଇଥିବା ବେଳେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ମିଳିଥିବା ସୂଚନା…

ସମ୍ବଲପୁର ଶାସନ ଥାନା ନିକଟରୁ ଅପହୃତ ବ୍ୟବସାୟୀ ନରେଶ ଅଗ୍ରଓ୍ଵାଲ୍ ହୀରାକୁଦରୁ ଉଦ୍ଧାର

ସମ୍ବଲପୁର : ସମ୍ବଲପୁର ଶାସନ ଥାନା ନିକଟରୁ ଅପହୃତ ବ୍ୟବସାୟୀ ହୀରାକୁଦରୁ ଉଦ୍ଧାର । ଅପହରଣର ଖୁବ୍‌ କମ୍‌ ସମୟ ଭିତରେ ବ୍ୟବସାୟୀଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି ପୋଲିସ । ବ୍ୟବସାୟୀଙ୍କୁ ଅପହରଣ କରାଯାଇଥିବା ନେଇ ଅଭିଯୋଗ ଆସିବା ପରେ ଏସ୍‌ଡିପିଓଙ୍କ ନେତୃତ୍ୱରେ ୫ଟି ଟିମ୍‌ ଗଠନ କରାଯାଇ…

ଚାନ୍ଦବାଲି: ଫ୍ଯାସନ ଗାରମେଣ୍ଟ ସୋରୁମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର କପଡା ନଷ୍ଟ

ଚାନ୍ଦବାଲି(କେନ୍ଯୁଜ୍): ଭଦ୍ରକ-ଚାନ୍ଦବାଲି ରାଜ୍ଯ ରାଜପଥର ମତୋ ଅଲଇଣ୍ଡିଆ ଛକରେ ଥିବା ଭାଗ୍ଯଲକ୍ଷ୍ମୀ ଫ୍ଯାସନ ଗାରମେଣ୍ଟ ସୋରୁମ୍ ରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର କପଡା ନଷ୍ଟ। ସୂଚନା ମୁତାବକ ବିଦ୍ଯୁତ୍ ସର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ଏନେଇ ଘଟଣାସ୍ଥଳରେ ନିଆଁ…

କରଞ୍ଜିଆରେ ଝାରଖଣ୍ଡ ହାତୀପଲଙ୍କ ତାଣ୍ଡବ ଲୀଳା

କରଞ୍ଜିଆ(କେନ୍ଯୁଜ୍): କରଞ୍ଜିଆ ବନଖଣ୍ଡର କୁଜିଆମ ଜଙ୍ଗଲକୁ ଦୁଇ ଦିନ ତଳେ ରାତିରେ ସୀମାନ୍ତ ଝାରଖଣ୍ଡ ରାଜ୍ଯରୁ ଓଡିଶା ସୀମାରେ ପ୍ରବେଶ କରିଥିଲେ ୧୭ଟି ହାତୀ। ହାତୀପଲ ବର୍ଷର ବିଭିନ୍ନ ସମୟରେ ଆସୁଥିବା ବେଳେ ଏବେ ଦୀର୍ଘ ୬ମାସ ପରେ ଆସିଛନ୍ତି। ଶୁକ୍ଳି ବ୍ଲକ ଅନ୍ତର୍ଗତ କୁଜିଆମ ଜଙ୍ଗଲରେ…

ରାଉରକେଲାରେ ଚିନ୍ତା ବଢାଇଲେ ସୁପର ସ୍ପ୍ରେଡର, ସେକ୍ଟର-୧୬କୁ ଅନିର୍ଦ୍ଦିଷ୍ଟ କାଳ ଯାଏ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

ରାଉରକେଲା: ରାଉରକେଲା ସେକ୍ଟର-୧୬ରୁ ସୁପର ସ୍ପ୍ରେଡର ବାହାରିବା ପରେ ପ୍ରଶାସନର ଚିନ୍ତା ବଢ଼ିଛି । ସୁପର ସ୍ପ୍ରେଡରଙ୍କ ସଂସ୍ପର୍ଶରେ ଆସି ୧୧୦ ଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଏହାକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଅଞ୍ଚଳକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା…

ନଷ୍ଟ ହୋଇଗଲାଣି ପୁରୀ ସହରକୁ ସୁନ୍ଦର କରିବାକୁ କାନ୍ଥରେ ହୋଇଥିବା କଳାକୃତି, ଯେଉଁଠି ରଥଯାତ୍ରାର ସମ୍ପୂର୍ଣ୍ଣ…

ପୁରୀ: ପୁରୀ ସହରର କାନ୍ଥ ବାଡରେ ଅଙ୍କାଯାଇଥିବା ୱାଲ ପେଣ୍ଟିଂ ନଷ୍ଟ ହୋଇଗଲାଣି । ନବକଳେବର ପରେ ପୁରୀକୁ ସୁନ୍ଦର ଭାବେ ଗଢି ତୋଳିବା ପାଇଁ ଆରମ୍ଭ ହୋଇଥିବା ପ୍ରଚେଷ୍ଟାରେ ପୌରପାଳିକାର ଭିଆଇପି ରୋଡ, ସର୍କିଟ ହାଉସ, ଜିଲ୍ଲା ଟ୍ରେଜେରୀ ଅଫିସ କାନ୍ଥରେ କଳାକୃତି ଅଙ୍କନ କରାଯାଇଥିଲା।…

ଆଜିଠୁ ଦୁଇ ଦିନ ବନ୍ଦ ରହିବ ପୋଲିସ ସେବା ଭବନ, ସମ୍ପୂର୍ଣ୍ଣ ବିଲ୍‌ଡିଂକୁ କରାଯିବ ବିଶୋଧନୀକରଣ

ଭୁବନେଶ୍ବର: ଦୁଇ ଦିନ ବନ୍ଦ ରହିବ ପୋଲିସ ସେବା ଭବନ। ଶନିବାର ଓ ରବିବାର ଦୁଇ ଦିନ ପୋଲିସ ସେବା ଭବନ ବନ୍ଦ ରହୁଥିବାରୁ ଏହି ସମୟରେ ଏଠାରେ ସାନିଟାଇଜ୍‌ କରାଯିବ । ଆଜି ସକାଳ ୯ଟାରୁ ଆସନ୍ତାକାଲି ପର୍ଯ୍ୟନ୍ତ କୌଣସି ପୋଲିସ କର୍ମଚାରୀ କିମ୍ବା ସାଧାରଣ ଲୋକ ପୋଲିସ ଭବନକୁ ନଆସିବାକୁ…

ମାଲକାନଗିରି ସ୍ୱାଭିମାନ ଅଞ୍ଚଳର ଯୋଡ଼ାଆମ୍ବ ଗାଁକୁ ପ୍ରଥମ ଥର ପାଇଁ ଗଡ଼ିଲା ବସ୍‌

ମାଲକାନଗିରି : ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ଯୋଡ଼ାଆମ୍ବ ଗାଁକୁ ପ୍ରଥମ ଥର ପାଇଁ ଗଡ଼ିଲା ବସ୍‌ । ଜିଲ୍ଲାପାଳ ମନୀଷ ଅଗ୍ରୱାଲ୍‌, ଚିତ୍ରକୋଣ୍ଡା ବିଧାୟକ ସରକାରୀ ବସ୍‌ର ଉଦ୍‌ଘାଟନ କରିଥିଲେ । ସୂଚନା ଅନୁଯାୟୀ, ପୂର୍ବରୁ କେବେ ମାଲକାନଗିରିରୁ ସିଧାସଳଖ ବସ୍‌ ଯାତାୟାତ କରିନଥିଲା…

ଜୁଲାଇ ମାସର ଦ୍ୱିତୀୟ ସାପ୍ତାହିକ ସଟ୍‌ଡାଉନ୍‌ର ଆଜି ପ୍ରଥମ ଦିନ

ଭୁବନେଶ୍ବର: ଜୁଲାଇ ମାସର ଦ୍ୱିତୀୟ ସାପ୍ତାହିକ ସଟ୍‌ଡାଉନ୍‌ର ଆଜି ପ୍ରଥମ ଦିନ । ୧୭ ଜିଲ୍ଲାରେ ଶନିବାର ଓ ରବିବାର ଦୁଇ ଦିନ ସଟ୍‌ଡାଉନ୍‌ ରହିବ । ସଟ୍‌ଡାଉନ୍ ରଖାଯାଥିବା ଜିଲ୍ଲାରେ କରୋନା ଆକ୍ଟିଭ୍‌ କେସ୍‌ ଅଧିକ ଥିବାରୁ ସପ୍ତାହିତ ସଟଡାଉନ୍‌ ଜାରି ରହିବ । ୧୭ଟି ଜିଲ୍ଲା ଭିତରେ…