Browsing Category

ରାଜ୍ୟ

ମେରୁ ମଠ ସାଧୁସନ୍ଥଙ୍କୁ ସହାୟତା ଯୋଗାଇ ଦେଲେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ

ବାରିପଦା (କେ ନ୍ୟୁଜ୍‌): କରୋନା ମହାମାରୀ ସମୟରେ ସମସ୍ତଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି କିସ୍ ଓ କିଟ୍‌ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ । ମୟୁରଭଞ୍ଜ ଜିଲ୍ଲା ସରସକଣା ବ୍ଳକ ମେରୁ ମଠର ସାଧୁ ସନ୍ଥମାନଙ୍କୁ ସହାୟତାର ହାତ ବଢାଇଛନ୍ତି ଡ. ସାମନ୍ତ । ସମସ୍ତଙ୍କୁ ଶୁଖିଲା ଖାଦ୍ୟ ଓ ଆର୍ଥିକ…

ରାଜ୍ୟର ୪ ଜିଲ୍ଲାକୁ ଉପରେ ଅଧିକ ଫୋକସ ଦେବେ ମୁଖ୍ୟମନ୍ତ୍ରୀ,ଅଧିକ ଟେଷ୍ଟିଂ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ

କେନ୍ୟୁଜ୍(ବ୍ୟୁରୋ): ଚିନ୍ତା ବଢାଇଛି ଓଡିଶାର ୪ ଜିଲ୍ଲା । ଏବେ ଏହି ସବୁ  ଜିଲ୍ଲା ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ରହିବ। ଏହି ସବୁ ଜିଲ୍ଲା ଗୁଡ଼ିକ ହେଲା ଖୋର୍ଦ୍ଧା, କଟକ, ଯାଜପୁର ଓ ସୁନ୍ଦରଗଡ଼ । ରାଜ୍ୟରେ କରୋନା ସ୍ଥିତିର ସମୀକ୍ଷା କରି ଏସବୁ ଜିଲ୍ଲାଗୁଡ଼ିକ ଉପରେ ଅଧିକ ଫୋକସ କରିବା ପାଇଁ…

ଅର୍ଥ ଅଭାବରୁ କେହି ଜଣେ ବି ଚିକିତ୍ସା ସୁବିଧାରୁ ବଞ୍ଚିତ ହେବେ ନାହିଁ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଅର୍ଥ ଅଭାବରୁ କେହି ଜଣେ ବି ଚିକିତ୍ସା ସୁବିଧାରୁ ବଞ୍ଚିତ ହେବେ ନାହିଁ । ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନ୍‌ଫରେନ୍‌ସିଂରେ କୋଭିଡ୍‌ ପରିଚାଳନା ସଂପର୍କରେ ସମୀକ୍ଷା କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, କୋଭିଡ୍‌ ଚିକିତ୍ସା ପାଇଁ…

ଭିଜିଲାନ୍ସ ଜାଲରେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ସ୍ୱତନ୍ତ୍ର ସଚିବ, ୫ଟି ସ୍ଥାନରେ ଏକକାଳୀନ ଚାଲିଛି ଚଢାଉ

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ସ୍ୱତନ୍ତ୍ର ସଚିବ । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଅଜୟ କୁମାର ଦାସଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ ବିଭାଗ । ୫ଟି ସ୍ଥାନରେ ଏକକାଳୀନ ଚଢାଉ ଚାଲିଛି । ଭୁବନେଶ୍ୱର ସ୍ଥିତ ଟଙ୍କପାଣି ରୋଡରେ ରେଡ, ପଟିଆ ସ୍ଥିତ…

ଆଇଏଏସ୍ ହେବାର ସ୍ବପ୍ନ ରହିଯିବ କି ଅଧାରେ ? ମାଟ୍ରିକ୍ ପରୀକ୍ଷାରେ ଅନୁଗୁଳ ଜିଲ୍ଲା ଟପ୍ପର ସୌମ୍ଯଙ୍କ ଭବିଷ୍ଯତ ଏବେ…

ତାଳଚେର: ନା ବାପାଙ୍କର ଥିଲା ସମ୍ବଳ ନା ମିଳି ପାରିଥିଲା ପାଠ ପଢିବା ପାଇଁ କୌଣସି ସୁବିଧା । ତଥାପି ମାଟ୍ରିକ୍ ପରୀକ୍ଷାରେ ଜିଲ୍ଲାରେ ୧ନମ୍ବର ସ୍ଥାନ ଅଧିକାର କରି ଆଗକୁ ଆଇଏଏସ୍ ହେବାର ସ୍ବପ୍ନ ଦେଖିଛନ୍ତି ଅନୁଗୁଳର ଛାତ୍ର ସୌମ୍ଯ ରଞ୍ଜନ। କିନ୍ତୁ ଦୁଃଖର କଥା, ଏବେ ଉଚ୍ଚ ଶିକ୍ଷା ପାଇଁ…

ଟ୍ରାକ୍ଟର ଗାଡି ଧୋଉଥିବା ବେଳେ କେନାଲରେ ପଡି ଯୁବକଙ୍କ ମୃତ୍ଯୁ

ସାଲେପୁର(କେନ୍ଯୁଜ୍): ସାଲେପୁର ଥାନା ଅନ୍ତର୍ଗତ ମିର୍ଜାପୁର ଗାଁ ରେ ଘଟିଛି ଏକ ଅଭାବନୀୟ ଘଟଣା। ଗାଁ କେନାଲରେ ନିଜ ଟ୍ରାକ୍ଟର ଗାଡି ଧୋଉଥିବା ବେଳେ କେନାଲରେ ପଡି ଯୁବକଙ୍କ ମୃତ୍ଯୁ। ମୃତକ ଜଣକ ହେଲେ ମିର୍ଜାପୁର ଗ୍ରାମର ଲୋକନାଥ ଲେଙ୍କାଙ୍କ ପୁଅ ସୁନୀଲ କୁମାର ଲେଙ୍କା ବୋଲି ଜଣାପଡିଛି।…

ଚଢ଼ାଉ ବେଳେ ଚୋରା ମଦ ବେପାରୀଙ୍କ ଆକ୍ରମଣର ଶିକାର ହେଲେ ଅବକାରୀ ବିଭାଗ

ମୋହନା(କେନ୍ଯୁଜ୍): ଗଜପତି ଜ଼ିଲ୍ଲା ରାମଗିରି ପୋଲିସ, ଅବକାରୀ ବିଭାଗ ଏବଂ ଅବକାରୀ ଭ୍ରାମ୍ୟମାଣ ଦଳ ରାମଗିରି ନିକଟସ୍ତ ସିନ୍ଧବା ଗ୍ରାମରେ ଚଢ଼ାଉ କଲାବେଳେ ଚୋରା ମଦ ବେପାରୀଙ୍କ ଆକ୍ରମଣର ଶିକାର ହୋଇଛନ୍ତି l ଏଥିରେ ଜଣେ ଡ୍ରାଇଭର, ସମେତ ଜଣେ ଏସଆଇ ଏବଂ ଜଣେ ମହିଳା କର୍ମଚାରୀ ସାମାନ୍ୟ ଆହତ…

ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ, ଚଳିତ ବର୍ଷ ପାସ୍‌ ହାର ରହିଛି ୭୦. ୨୧%

ଭୁବନେଶ୍ବର: ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ । ଚଳିତ ବର୍ଷ ପାସ୍‌ ହାର ରହିଛି ୭୦. ୨୧ ପ୍ରତିଶତ । ୩୯ ପ୍ରତିଶତ ପୁଅ ପାସ୍‌ କରିଥିବା ବେଳେ ୩୧ ପ୍ରତିଶତ ଝିଅ ଉତ୍ତୀର୍ଣ୍ଣ ହୋଇଛନ୍ତି । ନୟାଗଡ଼ରେ ପାସ୍‌ ହାର ସର୍ବାଧିକ ୮୬. ୫୧ ପ୍ରତିଶତ ରହିଛି । ଛାତ୍ରଛାତ୍ରୀମାନେ…

ସମ୍ବଲପୁର ପୌରପରିଷଦ ଅଞ୍ଚଳର ୧୦ଟି ସ୍ଥାନରେ ପୁଣି ୧୪୪ଧାରା, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅଗଷ୍ଟ ୧୬ ଯାଏ…

ସମ୍ବଲପୁର: ସମ୍ବଲପୁର ପୌରପରିଷଦ ଅଞ୍ଚଳର ୧୦ଟି ସ୍ଥାନରେ ପୁଣି ୧୪୪ଧାରା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସହରର ବଡ଼ବଜାରର ହଟଲି ଛକ , ହୀରାକୁଦ କଲୋନୀ, ଝାଡୁଆପଡା,ପାଞ୍ଚଗଛିଆର ହରଗୌରୀପଡା, ଜଗନ୍ନାଥ କଲେନୀ, ହାଉସିଂବୋର୍ଡ କଲେନୀ, ଧନୁପାଲି, ମୋତିଝରଣ, ବାରେଇପାଲି, କଂସାରିପଡା ଏହି…

କରୋନା ମହାମାରୀକୁ ରୋକିବା ପାଇଁ ମୟୁରଭଞ୍ଜ ଜିଲ୍ଲା ପ୍ରଶାସନର ଅଭିନବ ପ୍ରୟାସ, କାନ୍ଥ ବାଡରେ ଚିତ୍ର ଆଙ୍କି କରାଯାଉଛି…

ମୟୂରଭଞ୍ଜ: କରୋନା ମହାମାରୀକୁ ରୋକିବା ପାଇଁ ଚାଲିଛି ଯୋରଦାର ପ୍ରୟାସ । ଏହାକୁ ନଜର ରଖିରେ ବିଭିନ୍ନ ସ୍ତରରେ ଚାଲିଛି ଲୋକଙ୍କୁ ସଚେତନା କରିବାର ନୂଆ ନୂଆ ଯୋଜନା। ଏହାରି ଭିତରେ ଚିତ୍ର ମାଧ୍ୟମରେ ଲୋକଙ୍କୁ ସଚେତନ କରିବା ସହ ଲୋକଙ୍କୁ ରୋଜଗାରକ୍ଷମ କରିବା ପାଇଁ ମୟୁରଭଞ୍ଜ ଜିଲ୍ଲା…

ରାଜ୍ୟରେ ଆଜି କରୋନା ନେଲା ଆଉ ୯ଜଣଙ୍କ ଜୀବନ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ମୃତ

ଭୁବନେଶ୍ବର : ରାଜ୍ୟରେ ଆଜି ୯ ଜଣଙ୍କ ଜୀବନ ନେଇଛି କରୋନା । ଏହାକୁ ମିଶାଇ କୋଭିଡ୍ ଜନିତ ମୃତ୍ୟୁସଂଖ୍ୟା ୩୦୫ରେ ପହଁଚିଛି। ଏମାନଙ୍କ ଭିତରୁ ଗଞ୍ଜାମରୁ ସର୍ବାଧିକ ୪ଜଣଙ୍କର ମୃତ୍ଯୁ ହୋଇଥିବାବେଳେ, ରାୟଗଡାରୁ ୨ଜଣ ମୃତ୍ଯୁବରଣ କରିଛନ୍ତି । ଏହାସହିତ ଖୋର୍ଦ୍ଧା, ଅନୁଗୁଳ ଏବଂ ବାଲେଶ୍ବରରୁ…

ରାଜ୍ଯରେ ଆଜି ୩୦ଟି ଜିଲ୍ଲାରୁ ସର୍ବାଧିକ ୧୮୭୬ କରୋନା ପଜିଟିଭ୍ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୯୭…

ଭୁବନେଶ୍ବର: ରାଜ୍ଯରେ ଆଜି ସର୍ବାଧିକ ୧୮୭୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ୧୧୮୨ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଏବଂ ଲୋକାଲ କେସ୍ ରୁ ୬୯୪ ଜଣ ଚିହ୍ନଟ ହୋଇଥିବାନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସମୁଦାୟ ୩୦ଟି ଜିଲ୍ଲାରୁ ଏହି…