Browsing Category

ରାଜ୍ୟ

ଜୈବିକ ପଦ୍ଧତିରେ ସୁନାର ଫସଲ ଫଳାଇଲେ ବାଲେଶ୍ବରର ଏହି ଚାଷୀ ପରିବାର , ଦେଖିଲେ ପୁରି ଉଠୁଛି ମନ

ବାଲେଶ୍ବର: କଥାରେ ଅଛି ଚାଷ ଅଛି ଯାହାର ଆନନ୍ଦ ଅଛି ତାହାର । ଆଉ ଏହାକୁ ସତ କରି ଦେଖାଇଛନ୍ତି ବାଲେଶ୍ବର ଜିଲ୍ଲା କହଁରାଲି ଗ୍ରାମର ପାକଳ ପରିବାର । ରସାୟନିକ ସାର ବ୍ଯବହାର ନ କରି ଜୈବିକ ପଦ୍ଧତିରେ ଫଳାଇଛନ୍ତି ସୁନାର ଫସଲ । ଆଉ ଏ କରୋନାରେ ପରିବାରର ସମସ୍ତ ସଦସ୍ଯ ଚାଷ ପଛରେ ଲାଗି ବେଶ୍…

ରାଜ୍ଯରେ ଆଜି ସର୍ବାଧିକ ୧୯୮୧ କରୋନା ପଜିଟିଭ୍ ଚିହ୍ନଟ, ୯ ଜଣଙ୍କ ନେଲା ଜୀବନ ମାରାତ୍ମକ ଭାଇରସ୍

ଭୁବନେଶ୍ବର: ରାଜ୍ଯରେ ରେକର୍ଡ ଉପରେ ରେକର୍ଡ ଭାଙ୍ଗିବାରେ ଲାଗିଛି କରୋନା ଭାଇରସ୍ । ଆଜି ସର୍ବାଧିକ ୧୯୮୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସମୁଦାୟ ୩୦ଟି ଜିଲ୍ଲାରୁ ଏହି ସମସ୍ତ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ କ୍ବାରେଣ୍ଟାଇନରୁ ୧୨୨୫ ଏବଂ ଲୋକାଲ୍…

ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଆମ ପୋଲିସ ସମିତି ପକ୍ଷରୁ ଗଡ଼ିଲା କରୋନା ସଚେତନତା ରଥ

ମୟୁରଭଞ୍ଜ(କେନ୍ଯୁଜ୍): ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଆମ ପୋଲିସ ସମିତି ପକ୍ଷରୁ  ଗଡ଼ିଲା କରୋନା ସଚେତନତା ରଥ।  ଏହି ରଥ ବିଭିନ୍ନ ଗାଁ ପରିକ୍ରମା କରି ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ କରୋନା ସଚେତନତାର ବାର୍ତ୍ତା ବାଣ୍ଟିବ । ରାଇରଙ୍ଗପୁର SDPO ସ୍ନେହାଶିଷ ସାହୁ ଓ…

ବୁର୍ଲା ଥାନା ସିଲ୍, ପଜିଟିଭ୍‌ ଚିହ୍ନଟ ପରେ ଥାନାଧିକାରୀଙ୍କ ସହ ସମସ୍ତ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ…

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ସିଲ୍‌ । ଥାନାରେ କରୋନା ପଜିଟିଭ୍‌ ଚିହ୍ନଟ ପରେ ସିଲ୍‌ କରିଦିଆଯାଇଛି । ବୁର୍ଲା ଥାନାଧିକାରୀଙ୍କ ସହ ସମସ୍ତ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନରେ ରହିବା ପାଇଁ କୁହାଯାଇଛି । ଏବେ ଥାନାକୁ ସାନିଟାଇଜ୍‌ କରାଯାଉଛି । ଗତକାଲି ରେଙ୍ଗାଲି ଥାନାର ଜଣେ…

ଦୁର୍ଦ୍ଦାନ୍ତ ଅପରାଧୀ ଅଜୟ ନାୟକକୁ ଗିରଫ କଲା ଜଟଣୀ ଥାନା ପୋଲିସ୍, ବନ୍ଧୁକ ସହ ୪ଟି ଅଫୁଟା ଗୁଳି ଜବତ

ଖୋର୍ଦ୍ଧା: ଦୁର୍ଦ୍ଦାନ୍ତ ଅପରାଧୀ ଅଜୟ ନାୟକକୁ ଗିରଫ କରିଛି ଜଟଣୀ ଥାନା ପୋଲିସ। ଜଟଣୀ ବାଛେରା ଗ୍ରାମରେ ଆଇଆଇସି ଚଢ଼ାଉ କରି ଅଜୟକୁ ଗିରଫ କରିଥିବା ସୂଚନା ମିଳିଛି । ତା ନିକଟରୁ ଗୋଟିଏ ବନ୍ଧୁକ ଓ ଚାରିଟି ଅଫୁଟା ଗୁଳି ଜବତ କରିଛି ପୋଲିସ। ଅଜୟ ନାମରେ ଜଟଣୀ ବ୍ୟତୀତ ଆଖପାଖ ଥାନାରେ ରହିଛି…

ପୁଣି ଗଲା ଆଉ ଏକ ହାତୀ ଛୁଆର ଜୀବନ, କୋବାଲଡିସିସ ରୋଗରେ ଥିଲା ପିଡୀତ

ସମ୍ବଲପୁର(କେନ୍ଯୁଜ୍): ପୁଣି ସମ୍ବଲପୁର ଜ଼ୀଲ୍ଲାର ଧମା ରେଞ୍ଜ ତବଲୋଇ ସଂରକ୍ଷିତ ଜଙ୍ଗଲରେ ଏକ ହାତୀ ଶାବକର ମୃତ ଦେହ ଦେଖିବାକୁ ମିଳିଛି। ସୂଚନା ମୁତାବକ ହାତୀଟି ଅଢେଇ ବର୍ଷରୁ ୩ବର୍ଷ ମଧ୍ୟରେ ହେବ। କିଛି ଦିନ ପୂର୍ବରୁ ଏହି ହାତୀଟି ଅସୁସ୍ଥ ଥିବା ବନ ବିଭାଗ ଜାଣିବାକୁ ପାଇଥିଲା। ହାତୀଟିର…

ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ FCI ଗୋଦାମ ନିକଟରୁ ନବଜାତ ଶିଶୁ କନ୍ଯା ଉଦ୍ଧାର

ଗଜପତି(କେନ୍ଯୁଜ୍): ପୁଣି ଅଲୋଡା ହେଲା ନବଜାତ ଶିଶୁ କନ୍ଯା। ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ୬ମାଇଲ ସ୍ଥିତ FCI ଗୋଦାମ ନିକଟରୁ ଏକ ନବଜାତ ଶିଶୁ କନ୍ଯା ଉଦ୍ଧାର କରିଛନ୍ତି ଗ୍ରାମବାସୀ। ପରେ ଗ୍ରାମବାସୀ ପୋଲିସର ସହାୟତାରେ ଶିଶୁ କନ୍ଯାଟିକୁ ଗଜପତି ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ…

ଭଦ୍ରକ ଜିଲ୍ଲାରେ ସାପ୍ତାହିକ ୨ ଦିନ ସଟଡାଉନ୍‌ ଘୋଷଣା, ଅନ୍ୟ ଦିନରେ ସକାଳ ୫ରୁ ଦିନ ୨ଟା ଯାଏ ଖୋଲିବ ବଜାର

ଭଦ୍ରକ : ରାଜ୍ଯରେ ସଂକ୍ରମଣଙ୍କ ସଂଖ୍ଯା ଯେତିକି ପରିମାଣରେ ବଢୁଛି ସେତିକି ପରିମାଣରେ ଆକ୍ରାନ୍ତ ସୁସ୍ଥ ମଧ୍ଯ ହେଉଛନ୍ତି । ଏହାରି ଭିତରେ ରାଜ୍ଯର ବିଭିନ୍ନ ଜିଲ୍ଲା କରୋନାକୁ ପ୍ରତିହତ କରିବା ପାଇଁ ଅନେକ ପଦକ୍ଷପ ନେଉଥିବବେଳେ, ଭଦ୍ରକ ଜିଲ୍ଲାରେ ସଂକ୍ରମଣ ରୋକିବାକୁ ମଧ୍ଯ ବିଶେଷ ପଦକ୍ଷେପ…

ଘରେ କେହି ନଥିବା ବେଳେ ବିଳମ୍ବିତ ରାତିରେ ଘଟିଲା ଅଗ୍ନିକାଣ୍ଡ, ୨ ବଖରା ସମେତ ସମସ୍ତ ଧନ ସମ୍ପତି ନଷ୍ଟ

ନରସିଂହପୁର(କେନ୍ଯୁଜ୍): କଟକ ଜିଲ୍ଲା ବଡମ୍ବା ବ୍ଲକ ଗୋପପୁର ଗ୍ରାମପଞ୍ଚୟତର ମଝିପାଟଣା ସାହିର ହର ପାତ୍ରଙ୍କ ଘରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୨ ବଖରା ଘର ପୋଡିଯିବା ସହ ସମସ୍ତ ଆସବାବପାତ୍ର ସମେତ ସମସ୍ତ ଧନ ସମ୍ପତି ପୋଡି ନଷ୍ଟ ହୋଇଯାଇଥିବାର ଅଭିଯୋଗ ହୋଇଛି | ଏନେଇ ସରପଞ୍ଚଙ୍କୁ…

ଲଗାଣ ବର୍ଷା ଯୋଗୁ ମାଲକାନଗିରି ଜିଲ୍ଲାରେ ବନ୍ୟା ପରିସ୍ଥିତି, ମୋଟୁ ରାସ୍ତା ଉପରେ ୩ ଫୁଟର ବନ୍ୟାଜଳ ପ୍ରଭାବିତ

ମାଲକାନଗିରି : ଆଜିଠୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା । ପାଣିପାଗ ବିଜ୍ଞାନ କେନ୍ଦ୍ର୍ରର ପୂର୍ବାନୁମାନ ଅନୁସାରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ୭ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । କିନ୍ତୁ ଏହାରି ଭିତରେ ମାଲକାନଗିରି ଜିଲ୍ଲାରେ ବନ୍ୟା…

ନବରଙ୍ଗପୁର: ସୁନା ଶଙ୍ଖ ଠକେଇ ମାମଲାରେ ୨ ଅଭିଯୁକ୍ତ ଗିରଫ, ମୋବାଇଲ ଫୋନ୍ ସହ ଲକ୍ଷେ ଟଙ୍କା ଜବତ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଧୋଡ୍ରା ଗାଁରେ ସୁନା ଶଙ୍ଖ ଠକେଇ ମାମଲାରେ ୨ଗିରଫ। ଅଭିଯୁକ୍ତମାନେ ଜମିରୁ ସୁନା ଶଙ୍ଖ ମିଳିଛି କହି ୮ଲକ୍ଷ ଟଙ୍କାରେ ନକଲି ସୁନା ଶଙ୍ଖଙ୍କୁ ଓଡଗାଁର ଫକୀର ମୋହନଙ୍କୁ ବିକ୍ରୀ କରିଥିଲେ । ଉମରକୋଟ ପୋଲିସ ୨ଜଣଙ୍କୁ ଗିରଫ କରିବା ସହ ୨ଟି ମୋବାଇଲ ,ଏକ ଲକ୍ଷ…

ଚାନ୍ଦବାଲି ଏନଏସିକୁ ଆଜିଠୁ ଆସନ୍ତା ୧୭ପର୍ଯ୍ୟନ୍ତ ସଟଡାଉନ ଘୋଷଣା

ଚାନ୍ଦବାଲି : ଭଦ୍ରକ ଚାନ୍ଦବାଲି ଏନଏସିକୁ ଆସନ୍ତା ୧୭ତାରିଖ ପର୍ଯ୍ୟନ୍ତ ସଟଡାଉନ ଘୋଷଣା । ଗୁରୁବାର ଓ ଶୁକ୍ରବାର ୨ଦିନ ସଟଡାଉନ ଘୋଷଣା କଲେ ଜିଲ୍ଲାପାଳ । ଶନିବାର ଓ ରବିବାର ସାପ୍ତାହିକ ସଟଡାଉନ ଥିବାରୁ ମୋଟ ୪ଦିନ ବନ୍ଦ ରହିବ ଚାନ୍ଦବାଲି ଏନଏସି ଅଞ୍ଚଳ ।