Browsing Category

ରାଜ୍ୟ

ମୟୂରଭଞ୍ଜ: ସ୍ବାଧୀନତା ଦିବସରେ ପୁଣି ମନ କିଣିନେଲେ ଯବାନ, ସହିଦ ଯବାନଙ୍କ ପରିବାରକୁ ବଢାଇଲେ ସହାୟତାର ହାତ

ରାଇରଙ୍ଗପୁର(କେନ୍ୟୁଜ୍): ସ୍ବାଧୀନତା ଦିବସରେ  ସହିଦ ଯବାନଙ୍କ ପରିବାରକୁ  ସହାୟତା ଦେଲେ ମୟୂରଭଞ୍ଜ ଜିଲ୍ଲାର ଅର୍ଦ୍ଧ ସାମରିକ ବାହିନୀ ଓ ସେନା ବାହିନୀରେ କାର୍ଯ୍ୟରତ ଯବାନ। ଗଲୱାନ ଉପତ୍ୟକାରେ ଚୀନ ସେନାଙ୍କୁ ପ୍ରତିହତ କରିବା ସମୟରେ ସହିଦ ହୋଇଥିବା ନାଏବ୍ ସୁବେଦାର ନନ୍ଦୁରାମ୍ ସୋରେନଙ୍କ…

୨୪ ଘଣ୍ଟାରେ ୨୬ ଜିଲ୍ଲାରୁ ଆଜି ୧୫୨୧ କରୋନା ଆକ୍ରାନ୍ତ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ): ପୁଣି ଆଶ୍ବସ୍ତିକର ଖବର ଦେଲା ସ୍ବାସ୍ଥ୍ୟ ବିଭାଗ। ୨୪ ଘଣ୍ଟାରେ ୨୬ ଜିଲ୍ଲାରୁ ଆଜି ୧୫୨୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ। ଆଜିର ସୁସ୍ଥମାନଙ୍କ ମଧ୍ୟରେ ଅଛନ୍ତି  ଗଞ୍ଜାମର ୨୭୨, ଖୋର୍ଦ୍ଧାର ୨୩୧, କଟକର ୧୬୬, ରାୟଗଡାର…

କଳାହାଣ୍ଡି: ନିର୍ମାଣାଧୀନ କିସ ଶାଖା ପରିଦର୍ଶନ କଲେ ହସ୍ତତନ୍ତ୍ର ଓ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ

କଳାହାଣ୍ଡି(କେ ନ୍ୟୁଜ): କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଭବାନୀପାଟଣା ନିକଟ ବାତଲି ଗ୍ରାମ ଠାରେ ନିର୍ମଣାଧୀନ କିସ ଶାଖା ବିଦ୍ୟାଳୟ ପରିଦର୍ଶନ କରିଛନ୍ତି ହସ୍ତତନ୍ତ୍ର ଓ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ । ଶାଖା ପରିଦର୍ଶନ କରିବା ସହ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ମଧ୍ୟ ସେ ଯୋଗ ଦେଇଛନ୍ତି…

ସେପ୍ଟେମ୍ବର ମାସ ସୁଦ୍ଧା ସ୍କୁଲ ଖୋଲିବା ସମ୍ଭବ ନୁହେଁ: ମନ୍ତ୍ରୀ ସମୀର ଦାସ

ଯାଜପୁର ଟାଉନ(କେନ୍ୟୁଜ୍): କୋରୋନାର ଭୟାବହତା ଯୋଗୁଁ ଏବେ ରାଜ୍ୟରେ ସ୍କୁଲ ଖୋଲିବା ସମ୍ଭବ ନୁହେଁ । ଏପରିକି ଆଗାମୀ ସେପ୍ଟେମ୍ବର ମାସ ସୁଦ୍ଧା ମଧ୍ୟ କୋରୋନା ନିୟନ୍ତ୍ରଣକୁ ଆସିବା ନେଇ ମଧ୍ୟ ସମ୍ଭାବନା ନାହିଁ । ସେଥିପାଇଁ ରାଜ୍ୟର ୬୦ ଲକ୍ଷ ଛାତ୍ର ଛାତ୍ରୀଙ୍କୁ ଇ-ଶିକ୍ଷା ଉପରେ ନିର୍ଭର…

କଟକ: ବଜ୍ରପାତରେ ଜଳିଗଲା ୨ ବଖରା ଘର, ଜଣେ ଗୁରୁତର

କଟକ(କେନ୍ୟୁଜ୍): ଟାଙ୍ଗୀ ଥାନା ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତର  ସବରପଲ୍ଲି ସାହିରେ ବଜ୍ରପାତ ଘଟି ୨ ବଖରା ଘର ଜଳିଯାଇଛି । ଏଥିରେ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି। ଗୁରୁତର ଜଣଙ୍କ ହେଲେ ରେଣୁ ଦେହୁରୀ । ବିଲରୁ କାମ ସାରି ଭାଗ୍ୟଧର ଦେହୁରୀ ଏବଂ ତାଙ୍କ ପତ୍ନୀ ରେଣୁ ଦେହୁରୀ ଘର…

ଜଗତସିଂହପୁର: ସ୍ବାଧୀନତା ଦିବସରେ ଅଘଟଣ, ପୋଖରୀରେ ବୁଡି ଦୁଇ ନାବାଳକଙ୍କ ମୃତ୍ୟୁ

ଜଗତସିଂହପୁର(କେନ୍ୟୁଜ୍): ସ୍ବାଧୀନତା ଦିବସରେ ଅଘଟଣ। ପୋଖରୀରେ ବୁଡି ଦୁଇ ନାବାଳକଙ୍କ ମୃତ୍ୟୁ । ଏଭଳି ଘଟଣା ଘଟିଛି ଜଗତସିଂହପୁର  ଜିଲ୍ଲା ତିର୍ତ୍ତୋଲ ତୁଳଙ୍ଗ ଗାଁରେ। ମିଳିଥବା  ସୂଚନା ଅନୁସାରେ କୁଳଙ୍ଗ ଗ୍ରାମର ନବମ ଶ୍ରେଣୀରେ ପଢୁଥିବା  ଆୟୂଷ ବିଶ୍ବାଳ ଓ ପ୍ରତ୍ୟୁଷ ବିଶ୍ବାଳ ସାଙ୍ଗ ହୋଇ…

ଆଜି ପଜିଟିଭ ସଂଖ୍ୟାରେ ରେକର୍ଡ ଭାଙ୍ଗିଲା ରାଜଧାନୀ, ଗତ ୨୪ ଘଣ୍ଟାରେ ୨୭୭ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରୁ ୨୭୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ସହରରେ ପଜିଟିଭ ଚିହ୍ନଟଙ୍କ ସଂଖ୍ୟା ୫୧୧୯କୁ ବୃଦ୍ଧି ପାଇଛି । ଆଜିର ଚିହ୍ନଟଙ୍କ ମଧ୍ୟରୁ ୧୮୧ ଜଣ କ୍ଵାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୯୬ ଜଣ ଲୋକାଲ କଣ୍ଟକଟରୁ ସଂକ୍ରମିତ…

ଅର୍ଥ ପାଇଁ କେହି ରୋଗୀ ଚିକିତ୍ସାରୁ ବଞ୍ଚିତ ହେବେନି, ପ୍ରତିଟି ଜୀବନ ମୂଲ୍ୟବାନ: ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ): ସ୍ବାଧିନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଭିଭାଷଣ।  ସାରା ଦେଶରେ ପୁଞ୍ଜିନିବେଶରେ ଓଡ଼ିଶା ଏକ ନମ୍ବର । ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅର୍ଥନୀତି ଓ ସମାଜ ଉପରେ କରୋନା ଯେଉଁ କ୍ଷତି କରିଛି,…

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କାଳୀୟ ଦଳନ ବେଶ, ମାର୍କଣ୍ଡ ପୁଷ୍କରିଣୀରେ ଏହି ଲୀଳା ହୋଇଥାଏ ଅନୁଷ୍ଠିତ

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କାଳୀୟ ଦଳନ ବେଶ । ଶ୍ରୀମନ୍ଦିରରେ ଚାଲିଥିବା କୃଷ୍ଣ ଭାବାତ୍ମକ ବେଶର ଆଜି ଦ୍ୱିତୀୟ ଦିନ । ମଧ୍ୟାହ୍ନ ଧୂପ ପରେ ଆଜି କାଳୀୟ ଦଳନ ବେଶରେ ଦର୍ଶନ ଦେବାର ପରମ୍ପରା ରହିଛି । ଭାଦ୍ରବ ମାସ କୃଷ୍ଣ ଏକାଦଶୀ ତିଥିରେ ଶ୍ରୀକୃଷ୍ଣ ଏକ ଭୟଙ୍କର ସର୍ପକୁ ଦଳନ…

ଲଗାଣ ବର୍ଷାରେ ମାଲକାନଗିରି କାଙ୍ଗୁରକୋଣ୍ଡା ପୋଲ ଉପରେ ଭାସିଗଲା ଟ୍ରକ୍‌

ମାଲକାନଗିରି : ଲଗାଣ ବର୍ଷାରେ ଭାସିଗଲା ଟ୍ରକ୍‌ । ମାଲକାନଗିରି ଜିଲ୍ଲା କାଙ୍ଗୁରକୋଣ୍ଡା ପୋଲ ଉପରୁ ଟ୍ରକ୍‌ ଭାସିଗଲା । ପୋଲ ଉପରେ ୫ ଫୁଟର ପାଣି ଚାଲୁଥିବାବେଳେ ଟ୍ରକ୍‌ ପାର ହେଉଥିଲା । ଏହି ସମୟରେ ଟ୍ରକଟି ଭାସିଯାଇଥିଲା । ସ୍ଥାନୀୟ ଲୋକ ଡ୍ରାଇଭରକୁ ଉଦ୍ଧାର କରିଛନ୍ତି । ଜିଲ୍ଲାରେ ୫…

ରାଜ୍ୟରେ ଆଜି ପୁଣି ୯ ଜଣଙ୍କ ଜୀବନ ନେଲା କରୋନା, ମୋଟ୍ ମୃତ୍ୟୁସଂଖ୍ୟା ୩୩୩କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟରେ ଆଜି ୯ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ କୋଭିଡ୍ ଜନିତ ମୃତ୍ୟୁସଂଖ୍ୟା ୩୩୩ରେ ପହଁଚିଛି। ଏମାନଙ୍କ ଭିତରୁ ସମ୍ବଲପୁରରୁ ସର୍ବାଧିକ ୪ଜଣଙ୍କର ମୃତ୍ଯୁ ହୋଇଥିବାବେଳେ, କଟକରୁ ୨ ଜଣ ମୃତ୍ଯୁବରଣ କରିଛନ୍ତି । ଏହାସହିତ କେନ୍ଦୁଝର,ଗଞ୍ଜାମ ଓ ନୟାଗଡ ଜଣେ ଲେଖାଁଏ…