Browsing Category

ରାଜ୍ୟ

ଝାରସୁଗୁଡା ସହରର ମୁଙ୍ଗାପଡାରେ ବିରଳ ଧଳା କାଉ ଉଦ୍ଧାର

ଝାରସୁଗୁଡା: ଝାରସୁଗୁଡା ସହରର ମୁଙ୍ଗାପଡାରେ ବିରଳ ଧଳା କାଉ । ସ୍ଥାନୀୟ ଅଞ୍ଚଳର ଦିପ୍ତେଶ ସୋନିଙ୍କ ଘର ଆଗରେ ଏକ ଲୁହା ଗେଟ୍‌ରେ କାଉଟି ବସିଥିବାର ଦେଖିବାକୁ ମିଳିଥିଲା । ପରେ ଦିପ୍ତେଶ କାଉଟିକୁ ଦେଖି ଘରକୁ ଆଣିଥିଲେ । କାଉଟିର ଯତ୍ନ ନେବା ସହ ବନବଭାଗକୁ ଖବର ଦେଇଥିଲେ । ପରେ ବନବିଭାଗ…

ସର୍ତ୍ତମୂଳକ ବେଲ୍ ପରେ ବିଶ୍ୱଜିତ ମହାନ୍ତିଙ୍କ ପ୍ରତିକ୍ରିୟା, ‘‘ମୋର ଇନ୍‌ଣ୍ଟେନ୍‌ସନ ଖରାପ ନଥିଲା’’

କେନ୍ୟୁଜ୍(ବ୍ୟୁରୋ): ଜାମିନ ମିଳିବା ପରେ କୋଭିଡ୍‌ ଯୋଦ୍ଧା ଓ ଚିକିତ୍ସାକୁ ନେଇ ମିଥ୍ୟା ଖବର ଭାଇରାଲ୍‌ କରିଥିବା ଦୁଇ ଅଭିଯୁକ୍ତ ଜେଲରୁ ବାହାରିଛନ୍ତି । ସନ୍ଧ୍ୟାରେ ଝାରପଡ଼ା ଜେଲରୁ ମୁକୁଳିଛନ୍ତି ବିଶ୍ୱଜିତ୍‌ ମହାନ୍ତି ଓ ଲକ୍ଷ୍ମୀକାନ୍ତ ବେହେରା । ଆଜି ସର୍ତ୍ତମୂଳକ ବେଲ୍‌ ମିଳିଥିଲା ।…

୨୦ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଲା ରାଜ୍ୟ କ୍ୟାବିନେଟ୍ ବୈଠକ, ମହିଳା ଓ ସ୍ବାସ୍ଥ୍ୟ ସେବାକୁ ଗୁରୁତ୍ବ ଦେଲେ ରାଜ୍ୟ…

ଭୁବନେଶ୍ୱର(କେନ୍ୟୁଜ୍): ଶେଷ ହୋଇଛି ରାଜ୍ୟ କ୍ୟାବିନେଟ୍ ବୈଠକ। ଏଥିରେ ୨୦ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  କ୍ୟାବିନେଟ୍‌ ବୈଠକରେ  ରାଜ୍ୟର ୮ଟି ବ୍ଲକରେ ୮୨୭ କୋଟି ଟଙ୍କାର ପାନୀୟ ଜଳ ପ୍ରକଳ୍ପକୁ ମଞ୍ଜୁରୀ  ମିଳିଛି। ଏହି…

ଭାଇରାଲ ଅଡିଓ ମାମଲା: ଦୁଇ ଅଭିଯୁକ୍ତଙ୍କ ପଚରା ଉଚରା ଶେଷ, ମିଳିଲା ଜାମିନ୍‌

ଭୁବନେଶ୍ୱର : କୋଭିଡ ନିୟମ ଭାଙ୍ଗି ଏକ ଅଡିଓ ଭାଇରାଲ କରିବା ଅଭିଯୋଗରେ ଗିରଫ ଦୁଇ ଅଭିଯୁକ୍ତକୁ ଆଜି ସର୍ତ୍ତମୂଳକ ଜାମିନ୍ ମିଳିଛି । ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି ବିଶ୍ୱଜିତ୍ ମହାନ୍ତି ଓ ଲକ୍ଷ୍ମୀକାନ୍ତ ବେହେରା । ୧୦ହଜାର ଟଙ୍କା ଓ ଜଣେ ଲେଖାଏଁ ଜାମିନଦାର ବଦଳରେ ଉଭୟଙ୍କୁ ଜାମିନ୍…

ସୁସ୍ଥ ତାଲିକାରେ ଯୋଡି ହେଲେ ୧୬୭୩ କରୋନା ଆକ୍ରାନ୍ତ, ସଂଖ୍ୟା ପହଞ୍ଚିଲା ୩୬୪୭୮ରେ

କେନ୍ୟୁଜ୍(ବ୍ୟୁରୋ):  ଆଜି ଆଉ ୧୬୭୩ କରୋନା ଆକ୍ରାନ୍ତ ହୋଇଛନ୍ତି ସୁସ୍ଥ ।  ଟ୍ବିଟ କରି ସୂଚନା ଦେଲା ସ୍ବାସ୍ଥ୍ୟ ବିଭାଗ। ଆଜିର ସୁସ୍ଥଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମର ୩୮୯, ଖୋର୍ଦ୍ଧାର ୧୭୭, ସୁନ୍ଦରଗଡର ୧୬୩,କଟକର ୧୨୬, କୋରାପୁଟର ୧୨୦, ପୁରୀର ୧୦୦, ସମ୍ବଲପୁରର ୬୧,ବରଗଡର ୫୦, କେନ୍ଦୁଝରର…

ଟ୍ୱିନ ସିଟିରେ ଚିନ୍ତା ବଢ଼ାଉଛି ଲୋକାଲ କେଶ, ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରୁ ୮୩, କଟକରୁ ୨୧

 ଭୁବନେଶ୍ୱର: ରାଜଧାନୀରେ ଦିନ କୁ ଦିନ କାୟା ବିସ୍ତାର କରିବାରେ ଲାଗିଛି ମାରାତ୍ମକ କରୋନା ଭାଇରସ । ଆଜି ରାଜଧାନୀ ଭୁବନେଶ୍ୱରରୁ ୧୮୭ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୦୪ ଜଣ ପୂର୍ବରୁ କ୍ଵାରିଣ୍ଟିଂନ ସେଣ୍ଟରରେ ଥିବା ବେଳେ ୮୩ଜଣ ସ୍ଥାନୀୟ ବାସିନ୍ଦା ଥିବା…

ଅଗଷ୍ଟ ୧୫ରେ ରାଜ୍ୟର ୪ ଜିଲ୍ଲାରେ ସଟଡାଉନ କୋହଳ, ନିଜ ଅଞ୍ଚଳରେ ଜାତୀୟ ପତାକା ଉତ୍ତୋଳନ କରିପାରିବେ ଲୋକେ

କେନ୍ୟୁଜ୍(ବ୍ୟୁରୋ): ସ୍ୱାଧୀନତା ଦିବସରେ ସଟଡାଉନ ହେବ କୋହଳ। ଅଗଷ୍ଟ ୧୫ ଶନିବାର ପଡୁଥିବାରୁ ଏହି ଦିନ ସପ୍ତାହାନ୍ତ ସଟଡାଉନ ଘୋଷଣା କରାଯାଇଛି । ତେଣୁ ଅଗଷ୍ଟ ୧୫ ତାରିଖରେ ସଟଡାଉନ କୋହଳ ହେବ ବୋଲି ସ୍ୱତନ୍ତ୍ର ରିଲିଫ କମିସନରଙ୍କ ତରଫରୁ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି। ସଟଡାଉନ…

ଅପରିଚିତ ଲୋକଙ୍କ ସହ ଫେସବୁକରେ ବନ୍ଧୁତା ପଡିଗଲା ମହଙ୍ଗା, ଛୁଆକୁ ମାରିଦେବାର ଧମକ ଦେଇ ସାରାରାତି କଲେ ଦୁଷ୍କର୍ମ

ଅପରିଚିତ ଲୋକଙ୍କ ସହ ଫେସବୁକରେ ବନ୍ଧୁତା କରୁଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ ! ବୁଝି ବିଚାରି ସେମାନଙ୍କ ସହ ସାଙ୍ଗ ହୁଅନ୍ତୁ ନଚେତ ଆପଣ ମଧ୍ୟ ଏହି ମହିଳାଙ୍କ ଭଳି ଅବସ୍ଥା ଭୋଗି ପାରନ୍ତି। ପୂରା ଘଟଣା ଶୁଣିଲେ ଆପଣ ବି ହଡବଡାଇ ଯିବେ। ଆଉ ଫେସବୁକରେ ଅଜଣା ବନ୍ଧୁଙ୍କ ସହ ସାଙ୍ଗ…

ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ‘ନୂଆଁଖାଇ’ ଲାଗି ଧାର୍ଯ୍ୟ ହେଲା ଲଗ୍ନ

ସମ୍ବଲପୁର(କେନ୍ୟୁଜ୍):  ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ‘ନୂଆଁଖାଇ’ ଲାଗି ଧାର୍ଯ୍ୟ ହୋଇଛି  ଲଗ୍ନ। ଆସନ୍ତା ୨୩ ତରିଖରେ  ମା’ ସମଲେଶ୍ୱରୀଙ୍କ ଠାରେ ନବାନ୍ନ ପାଇଁ  ପଣ୍ଡିତ ମହାସଭାରେ ଲଗ୍ନ ଧାର୍ଯ୍ୟ ହୋଇଛି। ଏହି ନୂଆଁଖାଇ ପାଇଁ ଚଳିତ ମାସ ୨୩ ତାରିଖରେ ସମ୍ବଲପୁର ସମେତ ବରଗଡ଼,…

କରୋନା ରୋଗୀଙ୍କ ଶବ ସତ୍କାର କରୁଥିବା ବ୍ୟକ୍ତିଙ୍କୁ ସମ୍ମାନିତ କଲେ ବିଏମ୍‌ସି ଓ ଜୟ ଓଡ଼ିଶା

କରୋନାର ଭୟାବହତା ଯୋଗୁ ଆଜି ସମାଜରେ ଅନେକ ଅମାନବୀୟ ପରିସ୍ଥିତି ସୃଷ୍ଟି ହେଉଥିବା ବେଳେ ଭୁବନେଶ୍ଵରର ସତ୍ୟନଗର ଶ୍ମଶାନ ଠାରେ କରୋନା ରୋଗୀଙ୍କ ଶବ ସତ୍କାର କରୁଥିବା ୨୦ଜଣ ବ୍ୟକ୍ତି ସମସ୍ତଙ୍କୁ ମାନବିକତାର ନୂତନ ରୂପ ଦେଖାଇଛନ୍ତି। ପ୍ରଥମ ଦିନରୁ ଅବହେଳିତ ଭାବେ କାମ କରିଆସୁଥିବା ଦେବଦୂତ…

ଫୁଲବାଣୀ : ବାଇକ ଦୁର୍ଘଟଣାରେ ଯୁବ କ୍ୟାମେରାମ୍ୟାନଙ୍କ ମୃତ୍ୟୁ, ଅକାଳ ବିୟୋଗରେ ସମସ୍ତେ ବ୍ୟଥିତ

ଫୁଲବାଣୀ (କେ ନ୍ୟୁଜ୍‌) : ବାଇକ ଦୁର୍ଘଟଣାରେ କନ୍ଧମାଳ ଜିଲ୍ଲାରେ କାର‌୍ୟ୍ୟରତ ଥିବା ଏକ ଘରୋଇ ଟିଭି ଚ୍ୟାନେଲର କ୍ୟାମେରାମ୍ୟାନଙ୍କ ମୃତ୍ୟୁ ହୋଇଛି । ତାଙ୍କ ନାଁ ରାଜୁ ନାୟକ । ଜନ୍ମାଷ୍ଟମୀରେ ତାଙ୍କ ଭଉଣୀ ଫୁଲବାଣୀର ନଦୀଖଣ୍ଡି ସାହିରେ ଥିବା ତାଙ୍କ ଘରକୁ ବୁଲିବା ପାଇଁ ଆସିଥିଲେ । ଆଜି…

ଯାଜପୁର: ସହିପରିଲେନି ଋଣ ପ୍ରଦାନକାରୀ ସଂସ୍ଥାଙ୍କ ଧମକ, ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କଲେ ଅଟୋ ଡ୍ରାଇଭର

ଯାଜପୁର ଟାଉନ(କେନ୍ୟୁଜ୍): ଅଟୋ ଋଣ ସୁଝିନପାରି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । କୋରୋନା କଟକଣା ଯୋଗୁଁ ଘରୁ ବାହାରିପାରୁନି ଅଟୋ । ଋଣ କରି ଅଟୋ କରିଥିବା ଯୁବକଙ୍କ ପାଇଁ ଶୁଝିବା କଷ୍ଟକର । ବାରମ୍ବାର ଋଣପ୍ରଦାନକାରୀ ସଂସ୍ଥା ର ତାଗିଦ ର ଡର ଏବଂ ଗାଡି ନେଇଯିବା ଭୟରେ ନିଜ ଦେହରେ କିରୋସିନ…