Below header
Browsing Category

ରାଜ୍ୟ

ପାଣିପାଗ : ପ୍ରବଳ ଗୁଳୁଗୁଳି ଡାକୁଛି ବର୍ଷାକୁ, ଛଅଟି ଜିଲ୍ଲା ପାଇଁ ‘ୟେଲୋ ଓ୍ଵାର୍ଣ୍ଣିଂ’

ଭୁବନେଶ୍ୱର (କେ ନ୍ୟୁଜ୍‌) : ଦିନରେ ଅସହ୍ୟ ଗୁଳୁଗୁଳି ସହିତ କେତେବେଳେ ଆକାଶ ମେଘାଚ୍ଛନ୍ନ ହେଉଛି ତ ପୁଣି କେତେବେଳେ ଟାଣ ଖରା । ରାଜ୍ୟର ଊପକୂଳବର୍ତ୍ତୀ ଅଞ୍ଚଳରେ ଆଜି ଏଭଳି ପାଗ ଦେଖିବାକୁ ମିଳିଛି । ତେବେ କିଛି ଜିଲ୍ଲାରେ ଝିପି ଝିପି ବର୍ଷା ହୋଇଥିବା ସୂଚନା ମିଳିଛି । ଗତ ୨୪ ଘଣ୍ଟା…

ସମ୍ବଲପୁର: ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କୁ ଅପହରଣ କଲେ ଦୁର୍ବୃତ୍ତ

ସମ୍ବଲପୁର(କେନ୍ୟୁଜ୍):  ବ୍ୟବସାୟୀଙ୍କୁ ଅପହରଣ । ସମ୍ବଲପୁର ଜିଲ୍ଲା ଶାସନ ଥାନା ଅନ୍ତର୍ଗତ ବାଇପାସ୍‌ ନିକଟରୁ ବ୍ୟବସାୟୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ବ୍ୟବସାୟୀ ଜଣକ ହେଉଛନ୍ତି ନରେଶ ଅଗ୍ରଓ୍ଵାଲ । ଆଜି ଜମିରେ କାମ ଦେଖିବାକୁ ଯାଇଥିବାବେଳେ କିଛି ଯୁବକ ସେହି ସ୍ଥାନରେ…

ଆଜି ଭୁବନେଶ୍ୱରରୁ ୪୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୬୦୨ ଛୁଇଁଲା ମୋଟ ସଂଖ୍ୟା

ଭୁବନେଶ୍ୱରରୁ ଆଜି ୪୫ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମଧ୍ୟରୁ ୩୫ ଜଣ କ୍ଵାରେଣ୍ଟାଇନ ସେଣ୍ଟରର ହୋଇଥିବା ବେଳେ ୧୦ ଜଣ ସ୍ଥାନୀୟ ବାସିନ୍ଦା ବୋଲି ଜଣାଯାଇଛି । ଆଜି ଚିହ୍ନଟଙ୍କ ମଧ୍ୟରୁ ଡୁମୁଡୁମା ହାଉସିଂ ବୋର୍ଡ କଲୋନୀର ଜଣେ ୩୫ ବର୍ଷୀୟ ବ୍ୟକ୍ତି , ୩ ବର୍ଷୀୟ ଶିଶୁଙ୍କ ସମେତ…

ସମ୍ପର୍କରେ କଳଙ୍କର ଛିଟା: ପ୍ରେମ ପାଇଁ ଝିଆରୀକୁ ହତ୍ୟା କଲା ସମ୍ପର୍କୀୟ ଦାଦା

ନବରଙ୍ଗପୁର: ଝିଆରୀକୁ ହତ୍ୟା କଲା ସମ୍ପର୍କୀୟ ଦାଦା l ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ଅଞ୍ଚଳଗୁମ୍ମା ଗ୍ରାମରେ  l ସୂଚନା ଅନୁଯାୟୀ, ଗ୍ରାମର ଧରଣୀ ଗଣ୍ଡା (୨୪)  ଯିଏକି ନବରଙ୍ଗପୁର କଲେଜରେ ଯୁକ୍ତ ତିନି ଅଧ୍ଯୟନ କରୁଥିଲେ।  ତେବେ ସେହି ଗ୍ରାମର…

କରୋନା ଯୁଦ୍ଧର ପ୍ରକୃତ ଯୋଦ୍ଧା ବିଭୂତି, ପ୍ରଶଂସା ନକରି ରହିପାରିଲେନି ମୁଖ୍ଯମନ୍ତ୍ରୀ

ଟାଙ୍ଗୀ(କେନ୍ଯୁଜ୍): ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ପୋଲିସ ବିଭାଗରେ କାର୍ଯ୍ୟରତ ସବ୍‌-ଇନ୍ସପେକ୍ଟର ବିଭୂତି ଭୂଷଣଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାଳୟରୁ ପ୍ରଶଂସା। କରୋନା ଯୋଦ୍ଧା ସାଜି ନିଜର କର୍ମକୁ ନିଷ୍ଠାର ସହ ପାଳନ କରିବା ସମୟରେ କୋରନା କବଳରେ କବଳିତ…

ମାଓବାଦୀ ମୁକ୍ତ ହେଲା ଓଡିଶାର ଆଉ ୫ ଜିଲ୍ଲା, ଘୋଷଣା କଲେ ପୋଲିସ ଡିଜି ଅଭୟ

ଭୁବନେଶ୍ବର: ମାଓବାଦୀ ମୁକ୍ତ ହେଲା ଓଡିଶାର ଆଉ ୫ ଜିଲ୍ଲା । ସେଗୁଡିକ ହେଲେ ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ଦେବଗଡ଼ ଓ ନୟାଗଡ଼ । ଏହାକୁ ମିଶାଇ ରାଜ୍ୟରେ ଆଉ ୧୧ ଜିଲ୍ଲା ମାଓ ମୁକ୍ତ ବୋଲି ଘୋଷଣା କରିଛନ୍ତି ପୋଲିସ ଡିଜି ଅଭୟ । ୨୦୧୮ରେ ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଗଜପତି ଓ…

କୋଭିଡ଼ କଟକଣା ମଧ୍ୟରେ ପାଳିତ ହେଲା ମା ତାରିଣୀଙ୍କ ଆଷାଢ଼ୀ ପର୍ବ

ଘଟଗାଁ(କେନ୍ଯୁଜ୍): ସାରା ଦେଶରେ ଏବେ କରୋନା ମହାମାରୀର ଭୟଭୟତା  ଲାଗିରହିଛି । ଏଥିପାଇଁ ରାଜ୍ୟ ସରକାର ସବୁ ପୂଜା ସ୍ଥଳୀ ମାନଙ୍କରେ କୋଭିଡ଼ କଟକଣା ଲାଗୁ କରିଛନ୍ତି । ତେବେ ଏହି କଟକଣା  ମଧ୍ୟରେ ଗତକାଲି ରାତିରେ ମା ତାରିଣୀଙ୍କର ପ୍ରସିଦ୍ଧ ଆଷାଢ଼ୀ ପର୍ବ ପାଳିତ ହୋଇଛି। କଟକଣା ପାଇଁ…

ମାଓ ନେତା କାନ୍ନା ଓ ନେତ୍ରୀ ଲାକ୍କେଙ୍କୁ ମାଓ ସଙ୍ଗଠନରୁ କରାଗଲା ବହିଷ୍କାର

ମାଲକାନଗିରି: ମାଓ ନେତା କାନ୍ନା ଓ ମାଓ ନେତ୍ରୀ ଲାକ୍କେଙ୍କୁ ମାଓ ସଙ୍ଗଠନରୁ ବହିଷ୍କାର । ଏନେଇ ମାଲକାନଗିରି କୋରାପୁଟ ବର୍ଡର ଡିଭିଜନର ମାଓ ନେତା ବେଣୁ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି । ଏହି ୨ମାଓ ନେତା ସଙ୍ଗଠନ ବିରୋଧୀ କାମ କରିବା ସହ ପୋଲିସ ନିକଟରେ ଆତ୍ମ ସମର୍ପଣ କରିଥିବା ଯୋଗୁଁ…

ଗାଁକୁ ଯାଇପାରିଲାନି ୪ ଚକିଆ ଯାନ, ଖଟିଆରେ ବୁହା ହେଲେ ରୋଗୀ

ଚାନ୍ଦବାଲି(କେନ୍ଯୁଜ୍): ଗାଁକୁ ଯାଇପାରିଲାନି ୪ଚକିଆ ଗାଡି। ଏନେଇ ରୋଗୀଙ୍କୁ ଖଟିଆରେ ବୋହି ଗାଁକୁ ନିଆଯାଉଥିବାର ଭିଡିଓ ଭାଇରାଲ। ଏ ଭିଡିଓ ହେଉଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ନଳଗୋହିରା ପଞ୍ଚାୟତ ନୂଆଗାଁର। ଅଭିଯୋଗ ମୁତାବକ ଗତକାଲି ରାତିରେ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରରେ…

ଗୋଟିଏ ଦିନ ପାଇଁ ବିଧାନସଭା ସଟ୍‌ଡାଉନ୍, ଜଣେ କର୍ମଚାରୀଙ୍କ ସମ୍ପର୍କୀୟ ପଜିଟିଭ ଚିହ୍ନଟ

ଭୁବନେଶ୍ବର: ସଟ୍‌ଡାଉନ୍ ହେଲା ବିଧାନସଭା। ଗୋଟିଏ ଦିନ ପାଇଁ ବିଧାନସଭା ସଟ୍‌ଡାଉନ ଘୋଷଣା କରାଯାଇଛି। ଜଣେ କର୍ମଚାରୀଙ୍କ ସମ୍ପର୍କୀୟ ପଜିଟିଭ ଚିହ୍ନଟ ହେବା ପରେ ଏହି ପଦକ୍ଷେପ ନିଆଯାଇଛି। ଆଜି ବିଧାନସଭାକୁ ସମ୍ପୂର୍ଣ୍ଣ ସାନିଟାଇଜ କରାଯିବ। ସଟ୍‌ଡାଉନ ନେଇ ବାଚସ୍ପତି ସୂର୍ଯ୍ୟ ପାତ୍ର ସୂଚନା…

ସମ୍ପର୍କର ଅର୍ଥ ବୁଝିଲାନି ବାପା, କାମନା ଲୋଭରେ ଝିଅକୁ କଲା ଦୁଷ୍କର୍ମ

ଜଳେଶ୍ବର(କେନ୍ଯୁଜ୍): ବାପା ବୁଝିଲାନି ସମ୍ପର୍କର ଅର୍ଥ। କାମନା ଲୋଭରେ ଭୁଲି ଗଲା ହିତାହିତ ଜ୍ଞାନ ,ଆଉ ବାପା ଝିଅ ସମ୍ପର୍କରେ ଲଗେଇଲା କଳଙ୍କର ଛିଟା । ଏଭଳି ଅଭାବନୀୟ ଘଟଣା ଘଟିଛି ଜଳେଶ୍ବର ଥାନା ଅଞ୍ଚଳରେ । ସୂଚନା ଯୋଗ୍ୟ ବାଲେଶ୍ଵର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ଶେଖବlଡ଼ ଗ୍ରାମରେ…

ମା’ କୁକୁରର ମମତା ଆଗରେ ଭିଜିଗଲା ମଣିଷର ଆଖି, ଉମରକୋଟ କଲେଜ ଛକ ନିକଟରେ ଘଟିଛି ଏହି ହୃଦୟସ୍ପର୍ଶୀ ଘଟଣା

ଉମକୋଟ: ମା । ଶବ୍ଦ ହିଁ ଯଥେଷ୍ଟ। ତାର ବାଖ୍ଯା କରିବା ଏଇ ମଣିଷ ପକ୍ଷେ ଅସମ୍ଭବ। ମାର ମମତା ଗୋଟେ ପଟେ ଆଉ ଏ ଦୁନିଆର ରୀତିନୀତି ଗୋଟେ ପଟେ। ସେ ମନୁଷ୍ୟ ହେଉ ଅବା ପଶୁ ପକ୍ଷୀ ମା ର ମମତା ସମସ୍ତଙ୍କ ପାଖେ ରହିଛି। ଏଭଳି ଏକ ହୃଦୟସ୍ପର୍ଶୀ ଘଟଣା ଦେଖିବାକୁ ମିଳିଛି ଉମରକୋଟ କଲେଜ ଛକ ନିକଟରେ।…