Browsing Category

ରାଜ୍ୟ

ହଟହଟା ହେଲେ ବାଲିକୁଦା-ଏରସମା ବିଧାୟକ ଭିଡିଓ ହେଲା ଭାଇରାଲ

ଜଗତସିଂହପୁର: ଅନ୍ଧାରୀ ପହଞ୍ଚାୟରେ ହଟହଟା ହେଲେ ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲି। ଲୋକଙ୍କ ଆକ୍ରୋଶର ଶିକାର ହେଲେ ବିଧାୟକ। ପାଖାପାଖି ଏକ ଘଣ୍ଟା ବିଧାୟକଙ୍କୁ ଅଟକ ରଖିଲେ ଗୁଆମୁଣ୍ଡା ଗାଁଲୋକେ। ବିଧାୟକଙ୍କ ଗାଡ଼ି ଚାବି ଛଡ଼ାଇନେଲେ, କାଦୁଅ ରାସ୍ତାରେ ଚାଲିବାକୁ ବିଧାୟକଙ୍କୁ…

ଟ୍ରକକୁ ଧକ୍କା ଦେଲା ବସ୍ ଜଣେ ମୃତ, ୨୫ରୁ ଉର୍ଦ୍ଧ୍ୱ ଆହତ

କେନ୍ଦୁଝର: ଟ୍ରକକୁ ଧକ୍କା ଦେଲା ବସ୍। ଦୁର୍ଘଟଣାରେ ଜଣେ ମୃତ, ୨୫ରୁ ଉର୍ଦ୍ଧ୍ୱ ଆହତ। ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି। ବସଟି କେନ୍ଦୁଝର ଜିଲ୍ଲା ବାଟହରିଚନ୍ଦନପୁର ନିକଟରେ ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ବସ୍…

କଟକ ଏସସିବିରେ ବଢୁଛି ଡେଙ୍ଗୁ ରୋଗୀ ସଂଖ୍ୟା

କଟକ: ଏସସିବିରେ ବଢୁଛି ଡେଙ୍ଗୁ ରୋଗୀ ସଂଖ୍ୟା। ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି ୨୧ଜଣ ରୋଗୀ। ଏମାନଙ୍କ ମଧ୍ୟରୁ ୪ଜଣ ଆଇସିୟୁରେ ଓ ୧୭ଜଣ ଓ୍ଵାର୍ଡରେ ଚିକିତ୍ସିତ ହେଉଛନ୍ତି। ଗତ ଜାନୁୟାରୀ ମାସରୁ ଏବେ ସୁଦ୍ଧା ଏସସିବିରେ ୧୬ଶହ ୮୯ଟି ରକ୍ତ ନମୁନା ପରୀକ୍ଷା କରାଯାଇଛି। ଏଥିରୁ ୯୪ଟି ରିପୋର୍ଟ…

ବିଧାନସଭା ଗୃହ କମିଟି ନିକଟରେ ଗୁହାରି କଲେ ଜମିହରା

କେନ୍ଦୁଝର: ବିଧାନସଭା ଗୃହ କମିଟି ନିକଟରେ ଗୁହାରି କଲେ ଜମିହରା। ୧୯୮୨ ମସିହାରେ କେନ୍ଦୁଝର ବିଲେଇପଦାଠାରେ ଟାଟାଷ୍ଟିଲ ଓ ଇପିକଲ୍ ସହାୟତାରେ ତିଆରି ହୋଇଥିଲା ଏହି ସ୍ପଞ୍ଜ ଆଇରନ୍ କାରଖାନା। ପ୍ରଥମେ ଇପିଟାଟା, ପରେ ଟାଟା ସ୍ପଞ୍ଜ ଆଇରନ୍ ଲିମିଟେଡ ନାମରେ ପରିଚିତ ହେଲା। କାରଖାନା ଆରମ୍ଭ…

ସମ୍ବଲପୁର : ବାହାରେ ମଳତ୍ୟାଗ କଲେ ୫ଶହ ଟଙ୍କାର ଜରିମାନା

ସମ୍ବଲପୁର : ବାହାରେ ମଳତ୍ୟାଗ କଲେ ଗଣିବାକୁ ପଡିବ ୫ଶହ ଟଙ୍କାର ତଣ୍ଡ। ଏଭଳି ଚରମ ଘୋଷଣା କରିଛି ସମ୍ବଲପୁର ମହାନଗର ନିଗମ। ସମ୍ବଲପୁର ସହରରେ ଏବେ ଯଦି କେହି ବାହାରେ ମଳତ୍ୟାଗ କରି ଧରାପଡନ୍ତି, ତେବେ ତାଙ୍କୁ ୫ଶହ ଟଙ୍କା ଫାଇନ୍ ଦେବାକୁ ପଡିବ। ମହାନଦୀର ତଟବର୍ତ୍ତୀ ଅଞ୍ଚଳରୁ ଦୁର୍ଗନ୍ଧମୟ…

ଯୁକ୍ତ ଦୁଇ ନାମଲେଖା ପାଇଁ ଆଜି ପ୍ରକାଶ ପାଇବ ଦ୍ୱିତୀୟ ପର୍ୟ୍ୟାୟ କଟ୍ ଅଫ୍ ମାର୍କ

ଭୁବନେଶ୍ବର: ଯୁକ୍ତ ଦୁଇ କଲେଜରେ ଖାଲି ଥିବା ସିଟରେ ନାମଲେଖା ପାଇଁ ଆଜି ପ୍ରକାଶ ପାଇବ ଦ୍ୱିତୀୟ ପର୍ୟ୍ୟାୟ କଟ୍ ଅଫ୍ ମାର୍କ ତଥା ମେରିଟ୍ ଲିଷ୍ଟ। ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ଜୁଲାଇ ୧୧ ଓ ୧୨ ତାରିଖରେ ନାମ ଲେଖାଇ ପାରିବେ। ଦ୍ୱିତୀୟ ପର୍ୟ୍ୟାୟ ନାମଲେଖା ପରେ ବଳକା ସିଟର ତାଲିକା ୧୩…

ତିନି ଦିନ ପରେ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା : ଦଶମୂଳ ମୋଦକ ଲାଗି ପରେ ସୁସ୍ଥ ହେଲେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ : ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଆଉ ମାତ୍ର ତିନି ଦିନ ବାକି । ଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ରଥଖଳାରେ ବି ତିନି ରଥର ନିର୍ମାଣ କାମ ସରି ସରି ଆସୁଛି। ଦଶମୂଳ ମୋଦକ ଲାଗି ପରେ ସୁସ୍ଥ ହେଲେ ଚତୁର୍ଦ୍ଧାମୂର୍ତ୍ତି। ଗତକାଲି ଏକାଦଶୀ ତିଥିରେ ମହାପ୍ରଭୁଙ୍କୁ…

ଖୁବ୍‌ଶୀଘ୍ର ଭୁବନେଶ୍ୱରରେ ପ୍ରତିଷ୍ଠା ହେବ କ୍ୟାନ୍‌ସର ହସ୍ପିଟାଲ

ଭୁବନେଶ୍ବର : ଖୁବ୍‌ଶୀଘ୍ର ଭୁବନେଶ୍ୱରରେ ପ୍ରତିଷ୍ଠା ହେବ କ୍ୟାନ୍‌ସର ହସ୍ପିଟାଲ । ଉପଦେଷ୍ଟା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ଟାଟା କଂପାନୀ ସହ ରାଜ୍ୟ ସରକାର ଏଥିପାଇଁ ଏମ୍‌ଓୟୁ ସ୍ୱାକ୍ଷର କରିଥିଲେ । ଟାଟା ମେମୋରିଆଲ କ୍ୟାନ୍‌ସର ହସ୍ପିଟାଲ ଓ ରାଜ୍ୟ ସରକାର ମିଳିତ…

ଗ୍ୟାଙ୍ଗଷ୍ଟର ଟିଟୋକୁ ପୁଣି ରିମାଣ୍ଡରେ ନେଲା କ୍ରାଇମ୍‌ବ୍ରାଞ୍ଚ୍‌ ଏସ୍‌ଟିଏଫ୍‌

କେନ୍ଦ୍ରାପଡା : ଗ୍ୟାଙ୍ଗଷ୍ଟର ଟିଟୋକୁ କ୍ରାଇମ୍‌ବ୍ରାଞ୍ଚ୍‌ ଏସ୍‌ଟିଏଫ୍‌ ପୁଣି ରିମାଣ୍ଡରେ ନେଇଛି । ଦ୍ୱିତୀୟ ପର୍ଯ୍ୟାୟରେ ୪ ଦିନ ରିମାଣ୍ଡ ପାଇଁ କେନ୍ଦ୍ରାପଡା ଏସ୍‌ଡିଜେଏମ୍‌ କୋର୍ଟ ଅନୁମତି ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟ ରିମାଣ୍ଡ ବେଳେ ଜେରାରୁ ଟିଟୋର କ୍ରାଇମ୍‌ ସିଣ୍ଡିକେଟ୍‌ ଓ…

ଘୋଷଯାତ୍ରାକୁ ଆଉ ମାତ୍ର ୫ ଦିନ: ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

ପୁରୀ : ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା । ନିୟୋଜିତ ହେବେ ୧୪୦ ପ୍ଲାଟୁନ୍‌ ପୋଲିସ ଫୋର୍ସ । ଏବର୍ଷ ପ୍ରଥମ ଥର ଲାଗି ମୁତୟନ ହେବ ଏନ୍‌ଏସ୍‌ଜି । ରାପିଡ୍‌ ଆକ୍ସନ ଫୋର୍ସ ଓ ରାଜ୍ୟ ପୋଲିସ ପକ୍ଷରୁ ଏସ୍‌ଟିୟୁ ଯବାନ ମଧ୍ୟ ନିୟୋଜିତ ହେବେ । ଜଳ, ସ୍ଥଳ ଓ…

ରଥଯାତ୍ରା ସମୟରେ ସେବାୟତଙ୍କ ଦାନ ଉପରେ ଲାଗିଲା କଟକଣା !

ପୁରୀ : ସୁପ୍ରିମକୋର୍ଟ ରଥଯାତ୍ରା ସମୟରେ ସେବାୟତଙ୍କ ଦାନ ନେବା ଉପରେ କଟକଣା ଲଗାଇଛନ୍ତି। ଏଣିକି ଦାନ ନେଇପାରିବେନି ସେବାୟତ । ଭକ୍ତମାନେ ଦାନ ଦେବା ପାଇଁ ବ୍ୟବସ୍ଥା କରାଯିବ। ରଥଯାତ୍ରା ଦିନ ରଥ ଟଣା ହୋଇ ଶରଧାବାଲିରେ ରହିବା ପରେ ରଥ ଚାରିପାଖେ ୧୨ଟି ହୁଣ୍ଡି ରଖାଯିବ। ଗୁଣ୍ଡିଚା ଘରେ ୬ଟି…

ଗାଧୋଇବା ହେଲା କାଳ : ପୋଖରୀରେ ବୁଡି ଦୁଇ ଭଉଣୀ ମୃତ

ଢେଙ୍କାନାଳ : ପୋଖରୀରେ ଗାଧୋଇବା ହେଲା କାଳ। ବୁଡିଗଲେ ଦୁଇ ଭଉଣୀ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ତୁମୁସଂଗା ଥାନା କନ୍ତିଓ ପୁଟସାହି ଗାଁରେ ଏହି ଘଟଣା ଘଟିଛି। ସୂଚନା ଅନୁଯାୟୀ , ପୋଖରୀରେ ଗାଧଉଥଇବା ବେଳେ ଦୁଇ ଭଉଣୀ ବୁଡି ଯାଇଥିଲେ। ତୁରନ୍ତ ଗୁରୁତର ଅବସ୍ଥାରେ ଉଭୟଙ୍କୁ ଅଁଳାବେରେଣୀ…