Below header
Browsing Category

ରାଜ୍ୟ

ଗଞ୍ଜାମରେ ପୁଣି ଏନକାଉଣ୍ଟର

ଗଞ୍ଜାମ: ଖଲିକୋଟ ସାନଘାଟି ଛକରେ ଏନକାଉଣ୍ଟର କରିଛି ପୋଲିସ। ଦୁଇ ଜଣ ଅପରାଧୀ ଆହତ ହୋଇଛନ୍ତି। ଦୁଇ ଅପରାଧୀ ହେଉଛନ୍ତି ସୁଶାନ୍ତ ପ୍ରଧାନ ଓ ରାଜେଶ ରେଡ୍ଡୀ। ଉଭୟଙ୍କ ଠାରୁ ଗୋଟିଏ ୪ ଚକିଆ ଗାଡି, ଦୁଇଟି ପିସ୍ତଲ ଓ ଅନ୍ୟାନ୍ୟ ମାରଣାସ୍ତ୍ର ସହ ୨ ଲକ୍ଷ ୨୫ ହଜାର ଟଙ୍କା ନଗଦ ଅର୍ଥ ଜବତ ହୋଇଛି।…

ହୀରାକୁଦ ଡ୍ୟାମର ୨୦ଟି ଗେଟ ଦେଇ ଚଳିତବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ

ସମ୍ବଲପୁର: ହୀରାକୁଦ ଡ୍ୟାମ୍‌ରୁ ବର୍ତ୍ତମାନ ମୋଟ୍ ୨୦ଟି ଗେଟ୍ ନେଇ ବନ୍ୟା ଜଳ ନିଷ୍କାସିତ ହେଉଛି। ପର୍ୟ୍ୟାୟ କ୍ରମେ ୨୦ଟି ଗେଟ୍ ଖୋଲାଯାଇଛି। ବାମ ପାର୍ଶ୍ୱର ୧୫ଟି ଏବଂ ଡାହଣ ପାର୍ଶ୍ୱର ୫ଟି ଗେଟ୍ ଖୋଲାଯାଇଛି। ହୀରକୁଦର ଜଳ ପତ୍ତନ ବର୍ତ୍ତମାନ ୭୧୬.୩୧ ଫୁଟ ରହିଛି। ପ୍ରତି ସେକେଣ୍ଡରେ…

ଆଜି ନୀଳାଦ୍ରି ବିଜେ : ଶ୍ରୀମନ୍ଦିର ରତ୍ନ ସିଂହାସନକୁ ଫେରିବେ ମହାପ୍ରଭୁ

ପୁରୀ: ନୀଳାଦ୍ରିବିଜେ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି। ଭୋର ୬ଟାରେ ମଙ୍ଗଳ ଆଳତି, ୭ଟାରେ ଅବକାଶ ନୀତି ପରେ ୮ଟା ୩୦ରେ ଗୋପାଳ ବଲ୍ଲଭ, ୯ଟାରେ ସକାଳ ଧୂପ ଓ ସକାଳ ୧୦ଟା ୪୫ରେ ଯାତ୍ରାଙ୍ଗୀ ମହାସ୍ନାନ ପାଇଁ ନୀତିନିର୍ଘଣ୍ଟ ହୋଇଛି। ମଧ୍ୟାହ୍ନ ଧୂପ…

ଶ୍ରୀଜିଉଙ୍କୁ ଲାଗି ହେଲା ଅଧରପଣା : ସିଂହଦ୍ୱାର ଆଗରେ ଭକ୍ତଙ୍କ ଭିଡ଼

ପୁରୀ : ଶ୍ରୀଜିଉଙ୍କୁ ଲାଗି ହେଲା ଅଧରପଣା । ଶ୍ରୀଜିଉଙ୍କ ଅଧର ସ୍ପର୍ଶ କରୁଥିବା ମାଟି ହାଣ୍ଡିରେ ପଣାଭୋଗ କରି ହାଣ୍ଡି ଭାଙ୍ଗିବାର ପରମ୍ପରା । ତିନି ରଥରେ ଅଧରପଣା ନୀତି ଶେଷ ହୋଇଛି । ମହାପ୍ରଭୁଙ୍କ ଏହି ନୀତି ଦେଖିବା ପାଇଁ ସିଂହଦ୍ୱାରରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି ।…

ଦିନ ମଜୁରିଆ ସ୍ବର୍ଣ୍ଣ ପଦକ ବିଜେତା ସୋରେନଙ୍କୁ ସହାୟତା

ଅଶୋକ ସୋରେନ୍ । ଜଣେ ସ୍ବର୍ଣ୍ଣ ପଦକ ବିଜେତା ତୀରନ୍ଦାଜ୍ । ହେଲେ ଏହି ପୂର୍ବତନ କ୍ରୀଡ଼ାବିତ୍ ଏବେ ଦିନ ମଜୁରୀ ଲାଗି ପେଟ ପୋଷୁଛନ୍ତି । ଏ ଖବର କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟରେ ପହଞ୍ଚିବା ପରେ ସହାୟତାର ହାତ ବଢ଼ାଇଛନ୍ତି କ୍ରୀଡ଼ା ମନ୍ତ୍ରୀ ରାଜ୍ୟ ବର୍ଦ୍ଧନ ରାଠୋର । କେନ୍ଦ୍ର ସରକାରଙ୍କ ଦୀନ…

ଟ୍ଵିଟର ଓ୍ଵାର : ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ ଓ ସାଂସଦ ଶଶୀ ଥରୁର ମୁହାମୁହିଁ

ନୂଆଦିଲ୍ଲୀ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କଂଗ୍ରେସ ସାଂସଦ ଶଶୀ ଥରୁର ମୁହାମୁହିଁ । ଟ୍ଵିଟର ଓ୍ଵାର । ସୋସିଆଲ ମିଡିଆରେ ଆରୋପ-ପ୍ରତ୍ୟାରୋପ । ପ୍ରଶ୍ନ କଲେ ଶଶୀ ଥରୁର, ଜବାବ ରଖିଲେ ଧର୍ମେନ୍ଦ୍ର ପ୍ରଧାନ । ପାଇପ୍‌ ଯୋଗେ ଏଲ୍‌ଏନ୍‌ଜି ଗ୍ୟାସ ଯୋଗାଣକୁ ନେଇ ଦୁଇ ନେତା…

ଚପଲ ବଞ୍ଚାଇଲା ଜୀବନ !

ଭୁବନେଶ୍ବର : ଚପଲ ବଞ୍ଚାଇଦେଲା ଜୀବନ । କଥାଟା ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଘଟଣାଟି ସଂପୂର୍ଣ୍ଣ ସତ । ଭୁବନେଶ୍ୱର କୁଆଖାଇ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳାଙ୍କ କ୍ଷେତ୍ରରେ ଏହାହିଁ ଘଟିଛି । ଦୁଇଘଣ୍ଟାରୁ ଅଧିକ ସମୟ ପାଣିରେ ଭାସିଯାଉଥିବା ବେଳେ ହାତରେ ଚପଲ ଧରିଥିବାରୁ…

ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳକୁ ଯୋଡ଼ିବ ଗୁରୁପ୍ରିୟା ସେତୁ : ଉଦଘାଟନ ପୂର୍ବରୁ ଶ୍ରେୟକୁ ନେଇ ପଲିଟିକ୍ସ

ମାଲକାନଗିରି  : ୧୯୮୬ରୁ ୨୦୧୮ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳର ଲାଇଫ୍‌ ଲାଇନ୍‌ ଗୁରୁପ୍ରିୟା ସେତୁ ନିର୍ମାଣ ପାଇଁ ଲାଗିଲା ୩୨ବର୍ଷ । କାମ ଆରମ୍ଭଠୁ ଶେଷ ଯାଏଁ ମାଓବାଦୀଙ୍କ ଭୟରେ ବହୁ ଠିକା ସଂସ୍ଥା ଅଧାରୁ କାମ ଛାଡ଼ିଥିଲେ । ଶେଷରେ ୨୦୧୪ରେ ଠିକା ନେଇଥିବା…

ଖୋଲିଲା ହୀରାକୁଦ ଗେଟ୍ : ଛଡ଼ାଗଲା ବର୍ଷର ପ୍ରଥମ ବନ୍ୟାଜଳ

ଖୋଲିଲା ହୀରାକୁଦ ଡ୍ୟାମ୍‌ ଗେଟ୍‌ । ବର୍ତ୍ତମାନ ମୋଟ୍‌ ୧୩ଟି ଗେଟ୍‌ ନେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ୩୬ ଘଣ୍ଟା ପରେ ହୀରାକୁଦ ଜଳ କଟକ ନରାଜରେ ପହଞ୍ଚିବ । ଏଥିପାଇଁ ପ୍ରଶାସନ ସଜାଗ ରହିଛି । ସେପଟେ ବର୍ଷା କମିଥିବାରୁ ବନ୍ୟାର ଆଶଙ୍କା ନଥିବା ଏସ୍‌ଆରସି କହିଛନ୍ତି । ହୀରାକୁଦ…

ଟିଟୋର କଳା ସାମ୍ରାଜ୍ୟରେ ପଞ୍ଝା ମାରିଲା ଭିଜିଲାନ୍ସ : ପୋଲିସ, ରାଜସ୍ୱ ଓ ଇଂଜିନିୟର ଲିଙ୍କର ହେବ ଖୋଳତାଡ଼

ଭୁବନେଶ୍ବର :  କ୍ରାଇମ୍‌ବ୍ରାଞ୍ଚ୍‌ ଏସ୍‌ଟିଏଫ୍‌ ଏବଂ ଇଓଡବ୍ଲୁ ପରେ ଏବେ ଭିଜିଲାନ୍‌ସ । ଟିଟୋର କଳାସାମ୍ରାଜ୍ୟରେ ପଞ୍ଝା ମାରିଛି । ସରକାରୀ ବାବୁ-ଗ୍ୟାଙ୍ଗଷ୍ଟର ଲିଙ୍କ୍‌ର ଖୋଳତାଡ଼ ଆରମ୍ଭ କରିଛି ଭିଜିଲାନସ । ତାଲିକାରେ ୫୦ରୁ ଅଧିକ ସରକାରୀ ବାବୁ ଅଛନ୍ତି । ଫୋକସ୍‌ରେ ପୋଲିସ, ରାଜସ୍ୱ…

ଧରାକୋଟ ରାଜକନ୍ଯାଙ୍କର ରାଜକୀୟ ସେବା

ରାଜା ଶାସନ ଯାଇଛି । ପ୍ରତିଷ୍ଠା ହୋଇଛି ଗଣତନ୍ତ୍ର, ତଥାପି ଏବେ ବି’ ଲୋକେ ରାଜାଙ୍କୁ ସମ୍ମାନ ଦିଅନ୍ତି ଏହା ସହ ଭକ୍ତି ମଧ୍ୟ କରନ୍ତି । ଅମେ ଆପଣଙ୍କୁ କହୁଛୁ ଗଂଜାମ ଜିଲ୍ଲା ଧରାକୋଟ ରାଜାଙ୍କ କଥା । ଆଜି ଆଉ ନାହିଁ ସେହି ଧରାକୋଟ ସହର, ନାହିଁ ମଧ୍ୟ ସେଇ ଅତୀତ କାଳର ରାଜ ଶାସନ । ହେଲେ ଏବେ…

ସଂପୂର୍ଣ୍ଣ ଭଲ ଅଛି ଗୁଣ୍ଡିଚା ମନ୍ଦିର

ପୁରୀ : ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି ପୁରୀ ଗୁଣ୍ଡିଚା ମନ୍ଦିରର ସଂପୂର୍ଣ୍ଣ ଯାଞ୍ଚ କରାଯାଇଛି। ଶ୍ରୀମନ୍ଦିର କୋର କମିଟି ବିଶେଷଜ୍ଞଙ୍କ ସହ ଏଏସ୍ଆଇ ଅଧିକ୍ଷକ ଗୁଣ୍ଡିଚା ମନ୍ଦିରର ଗର୍ଭଗୃହ ଓ ଜଗମୋହନ, ନାଟ ମଣ୍ଡପ ଓ ଭୋଗ ମଣ୍ଡପର ଯାଞ୍ଚ କରିଛନ୍ତି। ଯାଞ୍ଚ ବେଳେ ଗୁଣ୍ଡିଚା…