Below header
Browsing Category

ରାଜ୍ୟ

ସବୁଜ ରାଜନୀତି : ଗ୍ରୀନ୍ ମହାନଦୀ ମିଶନକୁ ବିରୋଧୀଙ୍କ ଟାର୍ଗେଟ୍

ଭୁବନେଶ୍ବର : ମହାନଦୀର ସୁରକ୍ଷା ନେଇ ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ । ସବୁଜ ମହାନଦୀ ମିଶନ କାର୍ୟ୍ୟକ୍ରମରେ ରାଜ୍ୟବାସୀଙ୍କୁ ନବୀନ ପଟ୍ଟନାୟକ ଏହି ଆହ୍ଵାନ ଦେଇଛନ୍ତି । ଲୋକଙ୍କ ଭାବାବେଗ ସହିତ ମହାନଦୀକୁ ଯୋଡ଼ିବା ପାଇଁ ମହାନଦୀର ଦୁଇପାର୍ଶ୍ୱରେ ସବୁଜ ବଳୟ ସୃଷ୍ଟି କରାଯିବ । ମହାନଦୀ ଜଳ…

VVPAT ବାଧା : ସମ୍ଭବ କି ନିର୍ଦ୍ଦିଷ୍ଟ ସମୟଠାରୁ ଆଗୁଆ ସାଧାରଣ ନିର୍ବାଚନ

ଘମାସନ ଆରମ୍ଭ ହୋଇସାରିଛି । ଆଗୁଆ ନିର୍ବାଚନ ପାଇଁ ସବୁଦଳ ପ୍ରସ୍ତୁତ ହେଉଛନ୍ତି । କିନ୍ତୁ କେତେ ପ୍ରସ୍ତୁତ, ନିର୍ବାଚନ କମିଶନ ? ସାରାଦେଶରେ ଏକସଂଗେ ଭୋଟ୍‌ ପାଇଁ ଆବଶ୍ୟକ ସଂଖ୍ୟକ VVPAT ଅଛି କି? ଗତବର୍ଷ ଏପ୍ରିଲ ୨୪ରେ ସୁପ୍ରିମକୋର୍ଟରେ ନିର୍ବାଚନ କମିଶନ ସତ୍ୟପାଠ ଦାଖଲ କରିଥିଲେ ।…

ଖୋଲିବ ଲାଇଫ୍ ଲାଇନ୍ : କାଲି ଉଦ୍‌ଘାଟନ ହେବ ମାଲକାନଗିରି ଜିଲ୍ଲାର ଗୁରୁପ୍ରିୟା ସେତୁ

ମାଲକାନଗିରି :  ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳର ଲାଇଫ୍‌ ଲାଇନ୍‌ ଗୁରୁପ୍ରିୟା ସେତୁ । ଏହା କେବଳ ସେତୁ ନୁହେଁ, ଇଂଜିନିୟର ଓ ସୁରକ୍ଷାବଳଙ୍କ ପ୍ରତୀକ । କାମ ଆରମ୍ଭଠୁ ମାଓବାଦୀଙ୍କ ଭୟରେ ବହୁ ଠିକାସଂସ୍ଥା ଅଧାରୁ କାମ ଛାଡ଼ିଥିଲେ । ଶେଷରେ ୨୦୧୪ରେ ଠିକା ନେଇଥିବା କୋଲକାତାର ଏକ ସଂସ୍ଥା…

ଷଷ୍ଠ ଦିନରେ ଟ୍ରକ ଅନ୍ଦୋଳନ

ଭୁବନେଶ୍ବର : ସାରା ଦେଶରେ ଟ୍ରକ୍ ମାଲିକଙ୍କ ଆନ୍ଦୋଳନର ଆଜି ହେଉଛି ଷଷ୍ଠ ଦିବସ । ଗତ ୨୦ ତାରିଖରୁ ଅଲ୍‌ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସ ଡାକରାରେ ଅନାର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ ଜାରି ରହିଛି । ଡିଜେଲ ଦର କମାଇବା ଓ ଏହାକୁ ଜିଏସ୍‌ଟି ଅନ୍ତର୍ଭୁକ୍ତ କରିବା, ବୀମା ପ୍ରିମିୟମ…

ରସଗୋଲାକୁ GI ମାନ୍ୟତା ପ୍ରସଙ୍ଗ ଅଗଷ୍ଟରେ ପକ୍ଷ ରଖିବେ ରାଜ୍ୟ ସରକାର

ଭୁବନେଶ୍ବର: ଓଡ଼ିଶା ରସଗୋଲାକୁ GI ମାନ୍ୟତା ପ୍ରସଙ୍ଗରେ ଅଗଷ୍ଟ ମାସରେ ପକ୍ଷ ରଖିବେ ରାଜ୍ୟ ସରକାର। ଚେନ୍ନାଇ ସ୍ଥିତ ଜିଆଇ କାର୍ଯ୍ୟାଳୟରେ ତଥ୍ୟ ରଖିବେ। ଏହି ସୂଚନା ଦେଇଛନ୍ତି ଏମଏସଏମଇ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ। ୧୪ଟି ବିଷୟରେ ସ୍ପଷ୍ଟୀକରଣ ମଗାଯାଇଥିଲା। ବଳିଷ୍ଠ ଯୁକ୍ତି ରଖିବା ପାଇଁ…

ଗୋପ-କୋଣାର୍କରେ ଦୁଇ ବାଇକ୍ ମୁହାଁମୁହିଁ

ପୁରୀ: ଗୋପ-କୋଣାର୍କ ରାସ୍ତାର ଫାୟାର ଷ୍ଟେସନ ଛକ ନିକଟରେ ଦୁର୍ଘଟଣା। ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଛି। ଆହତ ହୋଇଛନ୍ତି ୩ ଜଣ। ମୃତକ ହେଲେ ଆଠଗଡ଼ ଥାନା ରାସୋଳ ଗାଁର ପ୍ରଦୀପ୍ତ ସାହୁ। ସାଙ୍ଗମାନଙ୍କ ସହ ପ୍ରଦୀପ କୋଣାର୍କ ଯାଉଥିଲେ। ରାସ୍ତାରେ ଏକ…

ସୈତାନ୍ ସ୍ୱାମୀ

ଭୁବନେଶ୍ବର: ସ୍ୱାମୀ ସାଜିଲା ସୈତାନ୍। ସ୍ତ୍ରୀର ତଣ୍ଟିଚିପି ହତ୍ୟା ଅଭିଯୋଗ। ଏଭଳି ଅଭାନୀୟ ଘଟଣା ଘଟିଛି ଖୋର୍ଦ୍ଧା ବେଗୁନିଆ ଥାନା ଅନ୍ତର୍ଗତ ଗଉଡ ନୂଆଗାଁରେ। ଯୌତୁକ ଜନିତ ହତ୍ୟାକାଣ୍ଡ ବୋଲି ମୃତ ମହିଳାଙ୍କ ବାପଘର ଲୋକ ଅଭିଯୋଗ କରିଛନ୍ତି। ବେଗୁନିଆ ଥାନା ପୋଲିସ ଘଟଣାର ତଦନ୍ତ ଚଳାଇଛି। ୪…

ରୁକୁଡ଼ା ମଧ୍ୟମ ଜଳସେଚନ ପ୍ରକଳ୍ପ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଦିନିକିଆ ବଣାଇ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଗସ୍ତରେ ରୁକୁଡ଼ା ମଧ୍ୟମ ଜଳସେଚନ ପ୍ରକଳ୍ପ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ରୁକୁଡା ଜଳସେଚନ ପ୍ରକଳ୍ପ ୨୯୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି। ରୁକୁଡା ନଦୀ ଉପରେ ନିର୍ମିତ ହୋଇଥିବା ଏହି ପ୍ରକଳ୍ପ ଦ୍ୱାରା…

ଛାତ୍ରଙ୍କୁ ଉଦ୍ଧାର ବେଳେ ମିଳିଲେ ମହିଳା

ଭୁବନେଶ୍ବର: କୁଆଖାଇ ନଦୀରେ ଭାଷି ଯାଇଥିବା ଛାତ୍ରଙ୍କୁ ଉଦ୍ଧାର ବେଳେ ନଦୀ ଗର୍ଭରୁ ମିଳିଲେ ଜଣେ ମହିଳା। ଭୁବନେଶ୍ୱର କୁଆଖାଇ ନଦୀର ଭିତରୁ ଜଣେ ମହିଳାଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ। ତାଙ୍କ ନା କାଞ୍ଚନ। ସେ ଭୁବନେଶ୍ୱର ମଞ୍ଚେଶ୍ୱର ଥାନାରେ ହୋମଗାର୍ଡ ଭାବରେ କାମ କରୁଥିଲେ। ତେବେ…

ହାତୀ ନୁହେଁ ଝିଅକୁ ମାରିଲା ବାପା

କଟକ: ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ଘଟି ନଥିଲା। ସୁଚିନ୍ତିତ ଓ ଯୋଜନାବଦ୍ଧ ହତ୍ୟାକାଣ୍ଡ ହୋଇଥିଲା। ଅନ୍ୟ କେହି ନୁହେଁ, ନିଜ ବାପା ହିଁ କଟୁରୀରେ ହାଣି ହତ୍ୟା କରିଥିଲା। ଗତ ୧୯ ତାରିଖରେ ଚୌଦ୍ୱାର ଚାରିଘରିଆ ଗାଁର ଆଦିବାସୀ ମହିଳାଙ୍କ ରହସ୍ୟମୟ ମୃତ୍ୟୁ ଘଟଣାର ପର୍ଦ୍ଦାଫାସ ହୋଇଛି।…

ସବୁଜ ମହାନଦୀ ମିଶନ୍

ଭୁବନେଶ୍ବର: ନଦୀ ତିଆରି କରେ ସଭ୍ୟତା। ନଦୀ ତିଆରି କରେ ଜନବସତି। ମହାନଦୀ ଓଡ଼ିଶାର ମା। କାରଣ ରାଜ୍ୟର ମୋଟ୍ ୩୦ଟି ଜିଲ୍ଲା ମଧ୍ୟରୁ ୧୫ଟି ଜିଲ୍ଲା ଦେଇ ପ୍ରବାହିତ ହୋଇଛି ମହାନଦୀ। ଏଇ ନଦୀ ପାଲଟିଛି ରାଜ୍ୟବାସୀଙ୍କ ଜୀବନ ରେଖା। ହେଲେ ଏଇ ଜୀବନ ରେଖା ଏବେ ବିପଦରେ। ତେବେ ମହାନଦୀ ଜଳ ବିବାଦକୁ…

ଏବେ ରାଜ୍ୟ ଅଗ୍ନିଶମ ବିଭାଗରେ ମିଳିବ ମହିଳାଙ୍କୁ ନିଯୁକ୍ତି !

ଭୁବନେଶ୍ବର : ପ୍ରଥମ ଥର ଲାଗି ମହିଳାଙ୍କୁ ଅଗ୍ନିଶମ ଅଧିକାରୀ ଓ କର୍ମଚାରୀ ପଦବୀରେ ନିଯୁକ୍ତି ମିଳିପାରେ। ଅପରେସନାଲ ଡ୍ୟୁଟିରେ ମହିଳାଙ୍କୁ ନିଯୁକ୍ତି ମିଳିବାର ସମ୍ଭାବନା ସୃଷ୍ଟି ହୋଇଛି। ଏଥିପାଇଁ ରାଜ୍ୟ ଗୃହ ବିଭାଗକୁ ହୋମ୍‌ଗାର୍ଡ ଓ ସିଭିଲ୍ ଡିଫେନ୍ସ ଡିଜି ବି. କେ. ଶର୍ମା ପ୍ରସ୍ତାବ…