Browsing Category

ରାଜ୍ୟ

ଘରୋଇ କଳହରୁ ରକ୍ତପାତ: ଶାଶୂକୁ ହାଣିଲା ବୋହୂ

କେନ୍ଦୁଝର: ଶାଶୂକୁ ପନିକିରେ ହାଣିଲା ବୋହୂ। ତେଲକୋଇ ଥାନା ଶିରିପଡ଼ା ଗାଁରେ ଏହି ଅଘଟଣ ଘଟିଛି। ଆହତ ଜଣକ ହେଉଛନ୍ତି ଜେମାମଣି ମହାନ୍ତ। କୌଣସି କାରଣକୁ ନେଇ ବୋହୂ ପିଙ୍କି ମହାନ୍ତ ଓ ଶାଶୂ ଜେମାମଣିଙ୍କ ମଧ୍ୟରେ କଳି ହୋଇଥିଲା। ସାମାନ୍ୟ ବଚସା ଧୀରେ ଧୀରେ ନେଇଥିଲା ଉଗ୍ରରୂପ। ବୋହୂ…

୩ ହଜାର ଟଙ୍କା ନଦେବାରୁ ମିଳିଲାନି ରକ୍ତ : ୨ ଦିନର ନବଜାତକୁ ଧରି ବସଷ୍ଟାଣ୍ଡରେ ରାତି କାଟିଲେ ପ୍ରସୂତି

ନବରଙ୍ଗପୁର: ବାଟବଣା ସ୍ୱାସ୍ଥ୍ୟସେବା। ପୁଣି ଏଭଳି ଚିତ୍ର ସାମନାକୁ ଆସିଛି। ନବରଙ୍ଗପୁର ଜିଲ୍ଲାର ଏମିତି ଏକ ଘଟଣା ଘଟିଛି। ଅଭିଯୋଗ ହୋଇଛି, ଜଣେ ପ୍ରସୂତୀଙ୍କୁ ହସ୍ପିଟାଲ କର୍ମଚାରୀ ରକ୍ତ ପାଇଁ ୩ ହଜାର ଟଙ୍କା ମାଗିଥିଲେ। ଟଙ୍କା ଦେବାକୁ ଅକ୍ଷମତା ପ୍ରକାଶ କରି ଦମ୍ପତି ହସ୍ପିଟାଲରୁ ପଳାଇ…

ଡ଼େଙ୍କାନାଳ: ରଞ୍ଜାଗୋଳ ଗାଁ ସଭାପତିଙ୍କୁ ଗୁଳି ମାଡ, ଗୁରୁତର ଅବସ୍ଥାରେ କଟକ ଏସସିବି ସ୍ଥାନାନ୍ତର

ଢେଙ୍କାନାଳ: ଗାଁ ସଭାପତିଙ୍କୁ ଗୁଳିମାଡ଼। ଖଜୁରିଆପଦା ଛକ ନିକଟରେ ଏହି ଗୁଳିକାଣ୍ଡ ହୋଇଛି। ରଞ୍ଜାଗୋଳ ଗାଁ ସଭାପତି ଲିଙ୍ଗରାଜ ସାହୁଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି। ଲିଙ୍ଗରାଜ ଏକ ଅଟୋରେ ଘରକୁ ଫେରୁଥିବାବେଳେ କାରରେ ୪ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଆସି ତାଙ୍କ ଉପରକୁ ୩ ରାଉଣ୍ଡ ଗୁଳି ଚଳାଇ…

୨୦୧୯ ସୁଦ୍ଧା ରାଜ୍ୟର ସବୁ ପଂଚାୟତରେ ପହଞ୍ଚିବ ବ୍ୟାଙ୍କ ସେବା

ଭୁବନେଶ୍ବର:  ରାଜ୍ୟର ସବୁ ପଂଚାୟତରେ ୨୦୧୯ ସୁଦ୍ଧା ପହଞ୍ଚିବ ବ୍ୟାଙ୍କ ସେବା। ଋଣ ପ୍ରଦାନ କ୍ଷେତ୍ରରେ କୃଷି ଏବଂ ଶିକ୍ଷାକୁ ଗୁରୁତ୍ୱ ଦିଆଯିବ। ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ଆୟୋଜିତ ୧୫୧ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ଅର୍ଥ ମନ୍ତ୍ରୀ…

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ପାଇଁ ଶେଷ ସମନ୍ଵୟ କମିଟି ବୈଠକ ଅନୁଷ୍ଠିତ ହେବ

ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଆଉ ଦିନ କେଇଟା ରହିଲା। ରଥ ଖଳାରେ ଜୋରସୋରରେ ନିର୍ମାଣ କାମ ଆଗେଇଛି। ଏପଟେ ଆଜି ରଥଯାତ୍ରା ପାଇଁ ଶେଷ ସମନ୍ଵୟ କମିଟି ବୈଠକ ବସିବ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହେବ। ପୁରୀ ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ…

ଗ୍ୟାଙ୍ଗଷ୍ଟାର ଟିଟୋର ସହଯୋଗୀ ଚଗଲା ପୋଲିସ ଏନକାଉଣ୍ଟରରେ ମୃତ

ନୟାଗଡ଼: ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଚଗଲା ମୃତ। ଗ୍ୟାଙ୍ଗଷ୍ଟର ଟିଟୋର ସହଯୋଗୀ ଚଗଲା ମଲ୍ଲିକର ଦୁଇଟି ଗୋଡରେ ଦୁଇଟି ଗୁଳି ବାଜିଥିଲା। ଗୁରୁତର ଅବସ୍ଥାରେ ତାକୁ କଟକ ସ୍ଥାନାନ୍ତର କରିବାବେଳେ ବାଟରେ ତାର ମୃତ୍ୟୁ ହୋଇଥିଲା। ଗତକାଲି ରାତିରେ ନୟାଗଡ଼ ସଦର ଥାନା ନବଘନପୁର ଗାଁ…

ଓଡିଶା ଫ୍ରାନ୍ସ ମଧ୍ୟରେ ସାଂସ୍କୃତିକ ବିନିମୟ ନିମନ୍ତେ ପ୍ରତିଷ୍ଠା ହେବ ଭୁବନେଶ୍ୱର- ପ୍ୟାରିସ ସାଂସ୍କୃତିକ ଡେକ୍ସ

ଭୁବନେଶ୍ବର: ଓଡିଶା ଫ୍ରାନ୍ସ ମଧ୍ୟରେ ସାଂସ୍କୃତିକ ବିନିମୟ ନିମନ୍ତେ ପ୍ରତିଷ୍ଠା ହେବ ଭୁବନେଶ୍ୱର- ପ୍ୟାରିସ ସାଂସ୍କୃତିକ ଡେକ୍ସ। ଏହି ଡେକ୍ସ ଏକ ସମୟରେ ଭୁବନେଶ୍ୱର ଓ ଫ୍ରାନ୍ସ ରାଜଧାନୀ ପ୍ୟାରିସରେ କାର୍ୟ୍ୟ ଆରମ୍ଭ କରିବ ବୋଲି ଫ୍ରେଞ୍ଚ ଇନଷ୍ଟିଚ୍ୟୁଟ ଇନ ଇଣ୍ଡିଆର ନିର୍ଦ୍ଦେଶକ ଡଃ…

ସୁପ୍ରିମକୋର୍ଟ: ଶ୍ରୀମନ୍ଦିର ପରିଚାଳନା ନେଇ ପୁରୀ ଜିଲ୍ଲା ଜଜ୍ ଦେଇଥିବା ରିପୋର୍ଟକୁ ଗ୍ରହଣ କରିଛନ୍ତି

ପୁରୀ: ଶ୍ରୀମନ୍ଦିର ପରିଚାଳନା ନେଇ ପୁରୀ ଜିଲ୍ଲା ଜଜ୍ ଦେଇଥିବା ରିପୋର୍ଟକୁ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ । ଏବେ ଆସନ୍ତୁ ଦେଖିବା ପୁରୀ ଜିଲ୍ଲା ଜଜ୍ ତାଙ୍କ ରିପୋର୍ଟରେ କଣ ଲେଖିଛନ୍ତି। ବଂଶାନୁକ୍ରମିକ ଭାବେ ସେବାୟତ ନିଯୁକ୍ତିକୁ ଉଚ୍ଛେଦ କରିବା, ସେବକଙ୍କ ଦ୍ୱାରା ଅନ୍ନଦାନ ଆଟିକା…

କାମ କରୁନି କଟକଣା : ଥମୁନି ସୋସିଆଲ ମିଡିଆରେ ଭାଇରାଲ୍‌ କ୍ରାଇମ୍‌

ଭୁବନେଶ୍ବର : କେବେ ଥମିବ ଭାଇରାଲ୍‌ ଭିଡିଓ କ୍ରାଇମ୍‌ ? ଏନେଇ ପୋଲିସ ଡିଜି ଆଡ୍‌ଭାଇଜରି ବି ଜାରି କରିଥିଲେ । ତଥାପି ସୋସିଆଲ ମିଡିଆରେ ଘୂରିବୁଲୁଛି ବହୁ ଯୁବତୀଙ୍କ ଅଶ୍ଳୀଳ ଭିଡିଓ । ନିକଟରେ ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳର ଜଣେ ଛାତ୍ରୀଙ୍କ ଭିଡିଓ ଭାଇରାଲ ହୋଇଥିଲା । ଥାନାରେ ଅଭିଯୋଗ…

ପଦାକୁ ଆସିଲା ଓଟିଭିର ସତ !

ଭୁବନେଶ୍ବର : ମିଛ ଖବର ବିକାଳିଙ୍କ ଆଉ ଏକ ଭେଳିକି । ପଦାକୁ ଆସିଲା ସତ । ମିଛ ଖବର ବାହକ ବନିଥିବା ବ୍ୟକ୍ତି ହିଁ ଖବର ପ୍ରସାରଣର ରହସ୍ୟ ଉପରୁ ହଟାଇଛନ୍ତି ପରଦା । ପ୍ରତିଷ୍ଠିତ ସଂସ୍ଥା କିଟ୍‌ ଓ କିସ୍‌ ବିରୋଧରେ ଓଟିଭି କରିଥିବା ଷଡ଼ଯନ୍ତ୍ରର ସେ ପର୍ଦ୍ଦାଫାସ୍‌ କରିଛନ୍ତି ।…

କୁଆଡ଼େ ଗଲେ ବିନୋଦ ? ORHDC ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ପରେ ପୁଣି ତାଙ୍କ ଘରେ ରେଡ୍

ଭୁବନେଶ୍ବର : ବହୁଚର୍ଚ୍ଚିତ ଓଡ଼ିଶା ରୁରାଲ୍‌ ହାଉସିଂ ଆଣ୍ଡ ଡେଭ୍‌ଲପ୍‌ମେଣ୍ଟ କର୍ପୋରେସନ୍‌ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ବରିଷ୍ଠ ଆଇଏଏସ୍‌ ବିନୋଦ କୁମାରଙ୍କ ଘରେ ଆଜି ପୁଣି ରେଡ୍‌ । ଭୁବନେଶ୍ୱର ଭିଆଇପି କଲୋନୀରେ ଥିବା ସରକାରୀ ବାସଭବନରେ ଭିଜିଲାନ୍ସର ଟିମ୍‌ ଚଢ଼ଉ କରିଛି । କିଛି…

ଯାଜପୁର ଉପନିର୍ବାଚନ : ୩୦ ନମ୍ବର ଜିଲ୍ଲା ପରିଷଦ ଜୋନରେ ବିଜେଡିର ବାଜିମାତ୍‌

ଯାଜପୁର : ପୁଣି ଏକ ଉପନିର୍ବାଚନ । ପୁଣି ବିଜେଡିର ବିଜୟ । ଏଥର ଯାଜପୁର ୩୦ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ରେ ବିଜେଡି ପ୍ରାର୍ଥୀ ବିଶ୍ୱପ୍ରତାପ ମିଶ୍ର ଜିତିଛନ୍ତି । ସେ ୧୨ହଜାର ୭୯୯ଟି ଭୋଟ୍‌ ପାଇଥିବାବେଳେ ବିଜେପି ପ୍ରାର୍ଥୀଙ୍କୁ ୬ ହଜାର ୬୮୨ ଓ କଂଗ୍ରେସ ପ୍ରାର୍ଥୀଙ୍କୁ ୧ ହଜାର…