Browsing Category

ରାଜ୍ୟ

ଗୁଣି ସନ୍ଦେହରେ ମହିଳାଙ୍କୁ ହତ୍ୟା ଅଭିଯୋଗ !

ଅନୁଗୁଳ : ହତ୍ୟା ପରେ ମାଟି ତଳେ ପୋତିଦେଲା ଅଭିଯୁକ୍ତ। ଅନୁଗୁଳ ଜିଲ୍ଲା ପାଲଲହଡ଼ା ଥାନା ପୁତୁକାମହୁଲ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା। ମୃତକ ଜଣକ ନିରାଶ ପୂର୍ତ୍ତି ବୋଲି ଜଣାପଡ଼ିଛି । ନିରାଶ ଗୁଣି କରୁଥିବାରୁ ପରିବାରରେ ଅସୁସ୍ଥତା ଲାଗି ରହୁଥିବା ବୋଳି ତାଙ୍କ ପଡ଼ୋଶୀ ଗୁଲା ସନ୍ଦେହ…

ଆକାଂକ୍ଷୀ ଜିଲ୍ଲାକୁ ନେଇ ଗୋଟିଏ ପରେ ଗୋଟିଏ ବିବାଦ

ଭୁବନେଶ୍ବର : କେନ୍ଦ୍ର ଖଣି ସଚିବ ଅନୀଲ ମୁକିମଙ୍କ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ଚିଠି । ଏଥିରେ ଉଲ୍ଲେଖ ଅଛି, ନୀତି ଆୟୋଗ ଦ୍ୱାରା ଚିହ୍ନଟ ଦେଶର ୧୧୫ଟି ଆକାଂକ୍ଷୀ ଜିଲ୍ଲାର ବିକାଶ ପାଇଁ ସ୍ୱତନ୍ତ୍ର ଯୋଜନା ତିଆରି ହେଉଛି । ଆକାଂକ୍ଷୀ ଜିଲ୍ଲା ମଧ୍ୟରୁ ୯୩ଟି…

କଂଗ୍ରେସକୁ କଳା କରିବାକୁ ବିଜେପିର ଆଉ ଏକ ପ୍ରୟାସ : ଲୋକଙ୍କୁ ମୋଦି ମନେ ପକାଇଦେଲେ ୧୯୭୫ର ଜରୁରିକାଳୀନ କଥା

ମୁମ୍ବାଇ : କଂଗ୍ରେସ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କହିଛନ୍ତି, ଏମର୍ଜେନ୍‌ସି ଦେଶର ଇତିହାସରେ ଏକ କଳା ସମୟ । ଏବିଷୟରେ ଯୁବ ପିଢ଼ିଙ୍କର ଜ୍ଞାନ ନାହିଁ । ଏହା ସେମାନେ ଜାଣିବା ଆବଶ୍ୟକ । ଶାସନର ଲାଳସା, ପରିବାର ଭକ୍ତିର ପାଗଳାମି ଓ ଦେଶ ପାଇଁ ବଡ଼ବଡ଼ କଥା କହୁଥିବା…

ମୋଦିଙ୍କ ପ୍ରସ୍ତାବକୁ ନବୀନଙ୍କ ସମର୍ଥନ: ଏକତ୍ର ନିର୍ବାଚନ ହେଲେ ଦେଶର ବିକାଶ ହେବ

ଭୁବନେଶ୍ବର : ଏକାସଙ୍ଗେ ନିର୍ବାଚନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମର୍ଥନ । ନବୀନ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଅପିଲ୍‌କୁ ଆମେ ସମର୍ଥନ କରୁଛୁ । ଗଣତନ୍ତ୍ରରେ ନିର୍ବାଚନ ଏକ ପ୍ରମୁଖ ବିଷୟ । ବର୍ଷସାରା ନିର୍ବାଚନ ହେଲେ ବିକାଶ…

ଏବେବି ରହିଛି ଅନ୍ଧବିଶ୍ୱାସ: ନାବାଳକକୁ ବିଲ ଭିତରେ ଆଣ୍ଠେଇ ପିଟିଲା ଗୁଣିଆ

ଯାଜପୁର: ଅସହ୍ୟ ଖରାରେ ଜଣେ ନାବାଳକ ବିଲ ଭିତରେ ଆଣ୍ଠେଇ ଗୋଟିଏ କୁଲାକୁ ଦାନ୍ତରେ କାମୁଡୁଛି। ଏହି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ ରଘୁନାଥ ପଞ୍ଚାୟତ ବାଙ୍କିପାଳ ଗାଁର । ନାବାଳକଟିକୁ ସେଇ ଅବସ୍ଥାରେ ବିଲରେ ଚଲାଇ ଆଉ ଜଣେ ବୟସ୍କ ବାଡ଼ି ଧରି ପିଟୁଥିବାର…

ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳଙ୍କୁ ମିଳିଲା ଜାମିନ

କଟକ: ଚୌଦ୍ୱାର କଟକ ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳଙ୍କୁ ଜାମିନ। ହାଇକୋର୍ଟରୁ ତାଙ୍କୁ ନିୟମିତ ଜାମିନ ପ୍ରଦାନ କରାଯାଇଛି। ଅନ୍ତରୀଣ ଜାମିନର ସର୍ତ୍ତ ଆଧାରରେ ଜାମିନ ମଞ୍ଜୁର କରାଯାଇଛି। ୫ଲକ୍ଷ ଟଙ୍କା ଲେଖାଏଁ ୨ଜଣ ଜାମିନଦାର ଲାଗି ସର୍ତ୍ତ ଥିଲା। ପୂର୍ବରୁ ୨ମାସ ଲାଗି ତାଙ୍କୁ ଅନ୍ତରୀଣ…

ବ୍ରହ୍ମପୁର: ଦୁଇ ଏସବିଆଇ ଏଟିଏମରୁ ଲୁଟ୍ ଉଦ୍ୟମ

ବ୍ରହ୍ମପୁର: ଗୋଟିଏ ଦିନରେ ତିନି ତିନିଟି ଏଟିଏମରୁ ଲୁଟ୍ ଉଦ୍ୟମ। ବ୍ରହ୍ମପୁର ସହର ଓ ଏହାର ଉପକଣ୍ଠ ହଳଦିଆପଦାରେ ଥିବା ଦୁଇଟି ଏସବିଆଇ ଏଟିଏମରୁ ଲୁଟ୍ ଉଦ୍ୟମ କରିଛନ୍ତି ଦୁର୍ବୃତ୍ତ। ଗୋଟିଏରୁ ଟଙ୍କା ଲୁଟି ନେଇଥିବାବେଳେ ଅନ୍ୟଟିରେ ବିଫଳ ହୋଇଛନ୍ତି। ଗୋପାଳପୁର ଜଙ୍କସନ ନିକଟରେ ଥିବା ଏସବିଆଇ…

ଦେଶର ପ୍ରଥମ ମହିଳାଙ୍କୁ ଦୁର୍ବ୍ୟବହାର: ସେବାୟତଙ୍କ ବିରୋଧରେ ଅଭିଯୋଗ

ପୁରୀ: ପୁରୀ ଶ୍ରୀମନ୍ଦିରର ସେବାୟତଙ୍କ ବିରୋଧରେ ଅଭିଯୋଗ। ଦେଶର ପ୍ରଥମ ମହିଳାଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗରେ ହେବ କାର୍ୟ୍ୟାନୁଷ୍ଠାନ। ଦୁଇ ଜଣ ସେବାୟତ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିଥିଲା। ଗତ ମାର୍ଚ୍ଚ ୧୮ ତାରିଖରେ ରାଷ୍ଟ୍ରପତି ଓ…

ପବିତ୍ର ଦେବସ୍ନାନ ପୂର୍ଣ୍ଣିମା: ଶ୍ରୀଜିଉଙ୍କ ପହଣ୍ଡି ପ୍ରସ୍ତୁତି

ପୁରୀ: ପାଖେଇ ଆସୁଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି। ଦିନକ ପରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ପରମ୍ପରା ଅନୁଯାୟୀ ଆଜିଠାରୁ ଶ୍ରୀଜିଉଙ୍କ ସ୍ନାନବେଦୀକୁ ପହଣ୍ଡି ପାଇଁ ପ୍ରସ୍ତୁତି ଆରମ୍ଭ ହେବ। ଆଜି ସନ୍ଧ୍ୟାଧୂପ ପରେ ଶ୍ରୀଜିଉଙ୍କ ବାହୁଟ କଣ୍ଟ…

ସାରା ରାଜ୍ୟରେ ପାଳନ କରାଯାଇଛି ଅନ୍ତର୍ଜାତୀକ ନିଶା ନିବାରଣ ଦିବସ

ଭୁବନେଶ୍ବର: ଆଜି ଅନ୍ତର୍ଜାତୀକ ନିଶା ନିବାରଣ ଦିବସ। ଭୁବନେଶ୍ୱରରେ ରାଜ୍ୟ ସରକାରଙ୍କ ଅବକାରୀ ବିଭାଗ ଓ ବିଏମ୍‌ସି ପକ୍ଷରୁ ଏହି ଦିବସକୁ ପାଳନ କରାଯାଇଛି । ଏହି ଅବସରରେ ଏକ ପଦଯାତ୍ରା ବିଏମ୍‌ସି ଅଫିସରୁ ବାହାରି ମାଷ୍ଟରକ୍ୟାଣ୍ଟିନ ପର୍ଯ୍ୟନ୍ତ ଯାଇଥିଲା। ଏଥିରେ ବିଭିନ୍ନ ଶିକ୍ଷାନୁଷ୍ଠାନ…

ବାଟରେ ଅଟକିଲା ବିଶାଖାପାଟଣା-ଅମୃତସର ଏକ୍ସପ୍ରେସ୍

ଭୁବନେଶ୍ବର: ଅଚଳ ହେଲା ଇଞ୍ଜିନ୍। ଅଧାରାସ୍ତାରେ ଅଟକିଲା ଟ୍ରେନ୍। ବିଶାଖାପାଟଣା-ଅମୃତସର ଏକ୍ସପ୍ରେସ୍ ଟ୍ରେନ୍ର ଇଞ୍ଜିନ୍ ରାସ୍ତାରେ ଖରାପ ହୋଇଯାଇଥିଲା। ଢେଙ୍କାନାଳ ଶ୍ୟାମାଚରଣପୁର ଷ୍ଟେସନ ନିକଟରେ ଇଞ୍ଜିନ ଖରାପ ହୋଇଥିଲା। ଫଳରେ ଟ୍ରେନଟି ଅଟକି ଯାଇଥିଲା। ଅଳ୍ପକେ ଏକ ବଡ ଦୁର୍ଘଟଣା ଟଳି…

ମୌସୁମୀ ବର୍ଷାରେ ଉବୁଟୁବୁ କଟକ ସହର

କଟକ: ପ୍ରବଳ ବର୍ଷାରେ ଉବୁଟୁବୁ କଟକ ସହର। ଗତକାଲିଠାରୁ ଲଗାଣ ବର୍ଷାରେ ଜଳାର୍ଣ୍ଣବ ହୋଇଯାଇଛି ସହର। ଯୁଆଡେ ଚାହିଁବ ପାଣି ଆଉ ପାଣି। ଫଳରେ ପିଲାମାନେ ସ୍କୁଲ, କଲେଜ ଯିବାରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଅନ୍ୟପଟେ ଜାଇକା କାମ ଅଧପନ୍ତରିଆ ହୋଇ ପଡିଥିବାରୁ ଲୋକଙ୍କ ସମସ୍ୟା ଆହୁରି…