Browsing Category

ରାଜ୍ୟ

ପଦାକୁ ଆସିଲା ଓଟିଭିର ସତ !

ଭୁବନେଶ୍ବର : ମିଛ ଖବର ବିକାଳିଙ୍କ ଆଉ ଏକ ଭେଳିକି । ପଦାକୁ ଆସିଲା ସତ । ମିଛ ଖବର ବାହକ ବନିଥିବା ବ୍ୟକ୍ତି ହିଁ ଖବର ପ୍ରସାରଣର ରହସ୍ୟ ଉପରୁ ହଟାଇଛନ୍ତି ପରଦା । ପ୍ରତିଷ୍ଠିତ ସଂସ୍ଥା କିଟ୍‌ ଓ କିସ୍‌ ବିରୋଧରେ ଓଟିଭି କରିଥିବା ଷଡ଼ଯନ୍ତ୍ରର ସେ ପର୍ଦ୍ଦାଫାସ୍‌ କରିଛନ୍ତି ।…

କୁଆଡ଼େ ଗଲେ ବିନୋଦ ? ORHDC ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ପରେ ପୁଣି ତାଙ୍କ ଘରେ ରେଡ୍

ଭୁବନେଶ୍ବର : ବହୁଚର୍ଚ୍ଚିତ ଓଡ଼ିଶା ରୁରାଲ୍‌ ହାଉସିଂ ଆଣ୍ଡ ଡେଭ୍‌ଲପ୍‌ମେଣ୍ଟ କର୍ପୋରେସନ୍‌ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ବରିଷ୍ଠ ଆଇଏଏସ୍‌ ବିନୋଦ କୁମାରଙ୍କ ଘରେ ଆଜି ପୁଣି ରେଡ୍‌ । ଭୁବନେଶ୍ୱର ଭିଆଇପି କଲୋନୀରେ ଥିବା ସରକାରୀ ବାସଭବନରେ ଭିଜିଲାନ୍ସର ଟିମ୍‌ ଚଢ଼ଉ କରିଛି । କିଛି…

ଯାଜପୁର ଉପନିର୍ବାଚନ : ୩୦ ନମ୍ବର ଜିଲ୍ଲା ପରିଷଦ ଜୋନରେ ବିଜେଡିର ବାଜିମାତ୍‌

ଯାଜପୁର : ପୁଣି ଏକ ଉପନିର୍ବାଚନ । ପୁଣି ବିଜେଡିର ବିଜୟ । ଏଥର ଯାଜପୁର ୩୦ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ରେ ବିଜେଡି ପ୍ରାର୍ଥୀ ବିଶ୍ୱପ୍ରତାପ ମିଶ୍ର ଜିତିଛନ୍ତି । ସେ ୧୨ହଜାର ୭୯୯ଟି ଭୋଟ୍‌ ପାଇଥିବାବେଳେ ବିଜେପି ପ୍ରାର୍ଥୀଙ୍କୁ ୬ ହଜାର ୬୮୨ ଓ କଂଗ୍ରେସ ପ୍ରାର୍ଥୀଙ୍କୁ ୧ ହଜାର…

ରାଜ୍ୟପାଳ ଗଣେଶୀ ଲାଲଙ୍କ ୩ ଦିନରେ ବିମାନ ଖର୍ଚ୍ଚ ୪୬ ଲକ୍ଷ ଟଙ୍କା : ରାଜଭବନକୁ ରିପୋର୍ଟ ମାଗିଲା ସାଧାରଣ ପ୍ରଶାସନ…

ଭୁବନେଶ୍ବର : ରାଜ୍ୟପାଳ ଗଣେଶୀ ଲାଲ୍‌ଙ୍କ ୩ ଦିନରେ ବିମାନ ଖର୍ଚ୍ଚ ୪୬ ଲକ୍ଷ ୧୮ ହଜାର ଟଙ୍କା । ଏନେଇ ରାଜ୍ୟପାଳଙ୍କ ସ୍ୱତନ୍ତ୍ର ସଚିବଙ୍କୁ ରିପୋର୍ଟ ଦେବା ପାଇଁ ଚିଠି ଲେଖିଛି ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ । କେଉଁ ପରିସ୍ଥିତିରେ ଓ କେଉଁ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କ ଏହି ଗସ୍ତ ଥିଲା,…

ସୁପ୍ରିମ୍ ସ୍କାନରରେ ଶ୍ରୀମନ୍ଦିର : ଆମିକସ୍ କ୍ୟୁରି ସବୁପକ୍ଷ ସହ ଆଲୋଚନା କରି ଦେବେ ରିପୋର୍ଟ

ପୁରୀ : ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ, ଦାନ ସଂଗ୍ରହ ଓ ପରିଚାଳନା ସମ୍ପର୍କିତ ମାମଲାର ସୁପ୍ରିମ୍‌କୋର୍ଟରେ ଶୁଣାଣି ହୋଇଛି । ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି, ଆମିକସ୍‌ କ୍ୟୁରି ଗୋପାଳ ସୁବ୍ରମଣ୍ୟମ୍‌ ସବୁ ପକ୍ଷଙ୍କ ସହ କଥା ହେବେ । ପରବର୍ତ୍ତୀ ଶୁଣାଣି ପୂର୍ବରୁ ରିପୋର୍ଟ…

ଶ୍ରୀମନ୍ଦିର ଜଗମୋହନ ମରାମତି ନେଇ ସତ୍ୟପାଠ ଦାଖଲ !

ପୁରୀ : ହାଇକୋର୍ଟରେ ଶ୍ରୀମନ୍ଦିର ଜଗମୋହନ ମରାମତି ନେଇ ସତ୍ୟପାଠ ଦାଖଲ କରିଛି ଏଏସଆଇ । ରଥଯାତ୍ରା ସମୟରେ ମରାମତି ସମ୍ପୂର୍ଣ୍ଣ ହେବା ନେଇ ସତ୍ୟପାଠରେ କୁହାଯାଇଛି । ସେହି ସମୟରେ ଦୈନିକ ୧୨ଘଣ୍ଟା କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏଥିପାଇଁ ମନ୍ଦିର ପ୍ରଶାସନ ସବୁ ସହାୟତା…

କେନ୍ଦୁଝର ସୀମାରେ ଥିବା ୫ଟି ଗାଁକୁ ନେଇ ଝାଡଖଣ୍ଡ ସହ ବିବାଦ !

କୋରାପୁଟ ଜିଲ୍ଲାର କୋଟିଆ ପଂଚାୟତକୁ ନେଇ ଥିବା ବିବାଦ ଚର୍ଚ୍ଚା ଥମି ନଥିବା ବେଳେ ଏପଟେ କେନ୍ଦୁଝର ସୀମାରେ ଥିବା ୫ଟି ଗାଁକୁ ନେଇ ଝାଡଖଣ୍ଡ ସହ ବିବାଦ ଦେଖାଦେଇଛି । କେନ୍ଦୁଝର ଜିଲ୍ଲା କୁଟାରୀପସି ପଂଚାୟତର ୫ଟି ଗାଁ (GFX-IN) ପୁରୁଷୋତ୍ତମପୁର, ନୟାକୃଷ୍ଣପୁର, କଙ୍କଡାପାଟ,ଲିମିତୁର ଓ…

ସିଂହଦ୍ୱାର ଆଗରେ ଧାରଣା ଦେଲେ ସେବାୟତ !

ପୁରୀ : ସିଂହଦ୍ୱାର ଆଗରେ ଧାରଣା ଦେଲେ ସେବାୟତ। ସମୂହ ଦୀପ ଦାନ କରିବା ସହ ଧାରଣାରେ ବସିଛନ୍ତି। ସେବାୟତ ସମାଜକୁ ଅସମ୍ମାନିତ କରାଯିବା ସହ ପ୍ରଶାସନ ପକ୍ଷରୁ ସେବାୟତଙ୍କୁ ନିନ୍ଦିତ କରାଯାଉଥିବା ଅଭିଯୋଗ ହୋଇଛି। ସେବାୟତ ସମ୍ମିଳନୀ ଆହ୍ଵାନରେ ଏହି ଧାରଣା ଦିଆଯାଇଛି। ଶ୍ରୀମନ୍ଦିର ପରିଚାଳନା…

ଢେଙ୍କାନାଳ : ଆରଟିଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଢେଙ୍କାନାଳ : ପୁଣି ଜଣେ ସରକାରୀ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଢେଙ୍କାନାଳ ଆରଟିଓ ବସନ୍ତ କୁମାର ବେହେରାଙ୍କ ଘରେ ଚଢାଉ କରାଯାଉଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୫ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ । କଟକରେ ୨ଟି ଓ ଭୁବନେଶ୍ୱରର ଗୋଟିଏ ସ୍ଥାନରେ…

ମୃତ୍ୟୁକୁ ନେଇ ଉତ୍ତେଜନା : ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଟାୟାର ଜାଳି ରାସ୍ତାରୋକ

ବେଗୁନିଆ : ଗତକାଲି ବିଳମ୍ବିତ ରାତିରେ ବେଗୁନିଆ କେନ୍ଦୁପଲୀରେ ମାଙ୍କଡା ପଥର ବୋଝେଇ ଟ୍ରାକ୍ଟର ଓଲଟି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ଯାହାପରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି। ମୃତକ ହେଉଛନ୍ତି କଣ୍ଟାବଣି ଗାଁର ସାଗର ନାୟକ । ଦୁର୍ଘଟଣା ଖବର…

ଶିଶୁ ମୃତ୍ୟୁରୁ ଉତ୍ତେଜନା : ଭୁଲ ଟୀକା ଯୋଗୁଁ ୨ ମାସ ଶିଶୁର ମୃତ୍ୟୁ

କେନ୍ଦୁଝର : ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର କୁଶକଳା ଗାଁରେ। ଭୁଲ ଟୀକା ଯୋଗୁଁ ୨ ମାସ ଶିଶୁର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଗତକାଲି କରାଳପତି ଗାଁର ଦାସରଥୀ ଓ ଶକୁନ୍ତଳାଙ୍କ ଶିଶୁକୁ ପୋଲିଓ ଟୀକା ଦିଆଯିବା ପରେ ତାକୁ ଜ୍ୱର ହୋଇଥିଲା। ଏହାପରେ ତାକୁ…

ଆମ୍ବୁଲାନସ ଗାଡିରେ ଗଞ୍ଜେଇ!

ମାଲକାନଗିରି : ଦିନିକୁ ଦିନ ରାଜ୍ୟରେ ଗଞ୍ଜେଇ ଚାଲଣା ବଢ଼ିବାରେ ଲାଗିଛି। ନିକଟରେ ନକଲି ଆମ୍ବୁଲାନ୍‌ସ ଗାଡିରେ ହେଉଛି ଗଞ୍ଜେଇ ଚାଲାଣ । ମୃତଦେହକୁ ଯେପରି ଆମ୍ବୁଲାନ୍ସରେ ଧଳା କପଡ଼ା ଘୋଡାଇ ରଖାଯାଇଥାଏ, ଠିକ୍‌ ସେହିପରି ଗଞ୍ଜେଇ ବସ୍ତାକୁ ଧଳା କପଡ଼ା ଘୋଡାଇ ଆମ୍ବୁଲାନ୍‌ସରେ ରଖାଯାଇଥିଲା ।…