Browsing Category

ରାଜ୍ୟ

ପ୍ରେମିକ ସାଜିଲା ହାଇଟେକ୍ ଭିକାରୀ : ପ୍ରେମିକାଙ୍କୁ ପିଜା ବର୍ଗର ଖୋଇବାକୁ ଭିକ ମାଗୁଛି ଯୁବକ

ସମ୍ବଲପୁର : ଅକ୍ଷମ ବ୍ୟକ୍ତିମାନେ ବଂଚି ରହିବା ପାଇଁ ଭିକ୍ଷା ବୃତ୍ତି କରନ୍ତି । କେହିକେହି ଅଳସୁଆପଣରୁ କାମ ନକରି ଭିକ ମାଗି ଚଳନ୍ତି । ଏହି ଦୁଇ ପ୍ରକାର ଭିକାରୀଙ୍କୁ ସମସ୍ତେ ଜାଣନ୍ତି । କିନ୍ତୁ ପ୍ରେମିକା ପାଇଁ କେହି ଯୁବକ ଭିକ ମାଗିବା ଆପଣ ଜାଣିଛନ୍ତି କି ? ଏମିତି ଏକ ଘଟଣା ସମ୍ବଲପୁର…

ଫାୟାରିଂ ଟ୍ରେନିଂ ବେଳେ ଅଘଟଣ : ବୃଦ୍ଧା ଗୁରୁତର

ଅନୁଗୁଳ : ଗୁଳି ଚାଳନା ଅଭ୍ୟାସ ବେଳେ ଅଘଟଣ ଘଟିଛି। ଗୁଳି ବାଜି ଜଣେ ବୃଦ୍ଧା ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅନୁଗୁଳ ଶରଧାପୁର ଗାଁରେ ସିଆଇଏସଏଫ ଫାୟାରିଂ ଟ୍ରେନିଂ ନେଉଥିବାବେଳେ ଗୁଳିଟି ଏକ ଘରର କାନ୍ଥ ଭେଦି ବୃଦ୍ଧା ବଦନି ମିଶ୍ରଙ୍କ…

ଜେଲ୍ ଗଲା ଗ୍ୟାଙ୍ଗଷ୍ଟାର ଟିଟୋ !

କେନ୍ଦ୍ରାପଡ଼ା : ଜାମିନ ନାମାଞ୍ଜୁର ହେବାରୁ ତାଙ୍କୁ କେନ୍ଦ୍ରାପଡ଼ା ସବ୍ ଜେଲ୍କୁ ଗ୍ୟାଙ୍ଗଷ୍ଟାର ଟିଟୋକୁ ପଠାଇ ଦିଆଯାଇଛି। ଗତକାଲି ଟିଟୋକୁ କେନ୍ଦ୍ରାପଡ଼ା ଏସଡିଜେଏମଙ୍କ କୋର୍ଟରେ ହାଜର କରାଇଥିଲା କ୍ରାଇମବ୍ରାଞ୍ଚ। ଏହାପୂର୍ବରୁ ତାକୁ କଟକ ବଡ଼ ମେଡିକାଲରୁ ଡିସଚାର୍ଜ କରାଯାଇଥିଲା । ଅଧିକ…

ତିନି ଦିନ ପରେ ଗଞ୍ଜାମ ଜିଲ୍ଲାରେ ବସ୍‌ ଧର୍ମଘଟ ପ୍ରତ୍ୟାହୃତ

ଭୁବନେଶ୍ବର : ଦାବି ପୂରଣ ନେଇ ମିଳିଲା ପ୍ରତିଶୃତି। ତିନି ଦିନ ପରେ ଗଞ୍ଜାମ ଜିଲ୍ଲାରେ ବସ୍‌ ଧର୍ମଘଟ ପ୍ରତ୍ୟାହୃତ । ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଗଞ୍ଜାମ ଜିଲ୍ଲା ଘରୋଇ ବସ୍‌ ମାଲିକ ସଂଘ ଏହି ନିଷ୍ପତ୍ତି ନେଇଛି । ଆଜି ପରିବହନ ମନ୍ତ୍ରୀ ନୃସିଂହ ସାହୁଙ୍କ ସହ ବସ୍‌ ମାଲିକ ସଂଘର ଏକ…

ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍‌ ଘୋଷଣା କରିପାରେ ଖରିଫ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ

ଭୁବନେଶ୍ବର: ଏମ୍‌ଏସ୍‌ପି ଘୋଷଣାରେ ବିଳମ୍ବ ହେଲାଣି । ସୂଚନା ମିଳିଛି, ଆଜି/କାଲି କେନ୍ଦ୍ର ସରକାର ଖରିଫ ଶସ୍ୟର ଏମ୍‌ଏସ୍‌ପି ଘୋଷଣା କରି ପାରନ୍ତି । ୨୩ଟି ଶସ୍ୟର ଏମ୍‌ଏସ୍‌ପି ଉପରେ କେନ୍ଦ୍ର କ୍ୟାବିନେଟ ମୋହର ମାରିବ । ସାଧାରଣତଃ ଜୁନ୍‌ ଦ୍ୱିତୀୟ ସପ୍ତାହରେ ଏମ୍‌ଏସ୍‌ପି ଘୋଷଣା ହୁଏ ।…

ନୂଆ ନିୟମ : ଏଣିକି ପୋଲିସ ଡିଜି ନିଯୁକ୍ତି ପାଇଁ UPSC ଦେବ ନାଁ

ଭୁବନେଶ୍ବର : ଆକ୍ଟିଂ ପୋଲିସ ଡିଜି ନିଯୁକ୍ତିକୁ ନା । ସୁପ୍ରିମ୍‌କୋର୍ଟ ଏହି ରାୟ ଦେଇଛନ୍ତି । ପୋଲିସ ଡିଜି ନିଯୁକ୍ତି ପାଇଁ ସମ୍ଭାବ୍ୟ ବରିଷ୍ଠ ପୋଲିସ ଅଫିସରଙ୍କ ତାଲିକା ୟୁପିଏସ୍‌ସିକୁ ସବୁ ରାଜ୍ୟ ସରକାର ଦେବେ । ତାହା ପୁଣି କାର୍ଯ୍ୟରତ ପୋଲିସ ଡିଜିଙ୍କ ଅବସର ନେବାର ୩ ମାସ ପୂର୍ବରୁ…

ଫିଲ୍ମରେ ଚିଟଫଣ୍ଡ୍ ଟଙ୍କା ଲାଗିଥିବା ମୁଁ ଜାଣିନଥିଲି : ଇଡିରୁ ବାହାରିବା ପରେ ଅଭିନେତା ଶ୍ରୀତମଙ୍କ ପ୍ରତିକ୍ରିୟା

ଭୁବନେଶ୍ବର : ଚିଟ୍‌ଫଣ୍ଡ ତଦନ୍ତ ଜାଲରେ ନୂଆ ଆକ୍ଟର । ଅଭିନେତା ଶ୍ରୀତମ ଦାସଙ୍କୁ ଜେରା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି । ହାଜର ହେବା ପାଇଁ ଇଡି ତାଙ୍କୁ ସମନ କରିଥିଲା । ଷ୍ଟାର କନ୍‌ସଲ୍‌ଟାନ୍ସି ମୁଖ୍ୟ ତ୍ରିବେଣୀ ମହାନ୍ତି ଲିଙ୍କ୍‌ରେ ଶ୍ରୀତମଙ୍କୁ ଜେରା କରାଯାଇଛି ।…

ପ୍ରବଳ ବର୍ଷାରେ ଧସିଲା ପୋଲ : ୧୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ

ଗଜପତି : ପ୍ରବଳ ବର୍ଷାରେ ଧସିଲା ପୋଲ । ୧୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ । ଗଜପତି ଜିଲ୍ଲା ଗୁମ୍ମା ବ୍ଳକ୍‌ କୁଜାସିଂ ପଞ୍ଚାୟତର ଜଗନ୍ନାଥପୁରରେ ପୋଲ ଧସିଛି । ବିଳମ୍ବିତ ରାତିରେ ପୋଲ ଧସିଥିଲା । ଭୋର୍‌ ସମୟରେ ଏହି ରାସ୍ତା ଦେଇ ପାରଳାଖେମୁଣ୍ଡି ଯାଉଥିବା କିଛି ଲୋକ ଘାଇରେ ଖସି…

ଆସିକା ମକୁନ୍ଦପୁର ଟ୍ରକ୍ ଧକ୍କାରେ ମାଆ ଓ ଝିଅଙ୍କ ମୃତ୍ୟୁ

ଗଞ୍ଜାମ: ଟ୍ରକ୍ ଧକ୍କାରେ ମାଆ ଓ ଝିଅଙ୍କ ମୃତ୍ୟୁ। ଗଞ୍ଜାମ ଜିଲ୍ଲା ଆସିକା ଥାନା ମୁକୁନ୍ଦପୁର ଅଞ୍ଚଳରେ ଘଟିଛି ଏପରି ଦୁର୍ଘଟଣା। ଘଟଣାସ୍ଥଳରେ ଝିଅର ମୃତ୍ୟୁ ହୋଇଥିବା ବେଳେ, ମେଡିକାଲରେ ମାଆର ମୃତ୍ୟୁ ହୋଇଛି। ମୃତକମାନେ ନିକଟସ୍ଥ ମାଗୁରା ଗାଁର ବୋଲି ଜଣାପଡ଼ିଛି। ଦୁର୍ଘଟଣା ପରେ ଟ୍ରକ୍କୁ…

ଅଭିନେତା ଶ୍ରୀତମଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଜେରା

ଭୁବନେଶ୍ବର: ଅଭିନେତା ଶ୍ରୀତମ ଦାସଙ୍କୁ ଜେରା। ଶ୍ରୀତମଙ୍କୁ ଜେରା କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ହାଜର ହେବା ପାଇଁ ଇଡି ତାଙ୍କୁ ସମନ କରିଥିଲା। ଫିଲ୍ମରେ ଚିଟଫଣ୍ଡ ଟଙ୍କା ଲାଗିଥିବା ନେଇ ଜେରା କରାଯାଉଥିବା ସୂଚନା ମିଳିଛି। ‘ତୁ ଥା ମୁଁ ଯାଉଛି ରୁଷି’ଫିଲ୍ମରେ ଲାଗିଥିଲା ଟଙ୍କା।…

ଅଣନିଶ୍ୱାସୀ ହେଲା ତାଳଚେର: ବିଷାକ୍ତ ଗ୍ୟାସ ନେଲା ୧୦ ଜୀବନ

ତାଳଚେର: ବିଷାକ୍ତ ଗ୍ୟାସରେ ଅଣନିଶ୍ୱାସୀ ହୋଇ ପଡିଲେଣି ତାଳଚେର ସହରର ଏକଘରିଆ ଗ୍ରାମବାସୀ। ଦୀର୍ଘ ୧୦ବର୍ଷ ହେବ ସହରରେ ଥିବା ଜେସିସିପିଏଲ କମ୍ପାନିରୁ ନିର୍ଗତ ହେଉଛି ବିଷାକ୍ତ ବେଞ୍ଜୋପାୟରିନ୍ ଗ୍ୟାସ। ଏହାର ପ୍ରଭାବରେ ଗାଁର ୧୦ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏବେ ବି ଅନେକ ଲୋକ ଟିବି ଓ…

ଶିମିଳିପାଳରୁ ସାତକୋଶିଆ ଯିବେ ଦୁଇ ହାତୀ

ମୟୁରଭଞ୍ଜ: ସାତକୋଶିଆକୁ ଯିବେ ଶିମିଳିପାଳର ଦୁଇ ହାତୀ। ଲୋକଙ୍କ ବିରୋଧ ସତ୍ତ୍ୱେ ଦୁଇ ହାତୀ ମହେନ୍ଦ୍ର ଓ ରାଜକୁମାରଙ୍କୁ ସାତକୋଶିଅ୍ରା ସ୍ଥାନାନ୍ତର କରାଯାଇଛି। ଏଥିପାଇଁ ଭୋର ୩ଟାରୁ ଦୁଇ ହାତୀଙ୍କୁ ଚଲାଇ ଚଲାଇ ନେବା ଆରମ୍ଭ କରିଛି ବନବିଭାଗ। ଗତ ଏକ ସପ୍ତାହ ହେବ ବନ ବିଭାଗ ପକ୍ଷରୁ…