ବିଟ୍‌ରେ ପ୍ରସ୍ତତୁ କରନ୍ତୁ ଏମିତି ଖିରି

ଶୀତଦିନରେ ସମସ୍ତ ପ୍ରକାରର ଖାଦ୍ୟ ସବୁ ଉତ୍ସବ ପାଇଁ ଭଲ ହୋଇଥାଏ । ଆପଣମାନେ ଅନେକ ପ୍ରକାରର ଖିରି ଖାଇଥିବେ, ହେଲେ କେବେ ବିଟ୍‌ରେ ପ୍ରସ୍ତତୁ ହୋଇଥିବା ଖିରୀ ଖାଇନଥିବେ । ସେଥିପାଇଁ ଆମେ ଆଜି ଆପଣଙ୍କ ଜଣାଇବୁ ଯେ କିପରି ଭାବେ ବିଟ୍‌ରେ ଖିରି ପ୍ରସ୍ତତୁ କରିବେ ।

ଶୀତଦିନରେ ସମସ୍ତ ପ୍ରକାରର ଖାଦ୍ୟ ସବୁ ଉତ୍ସବ ପାଇଁ ଭଲ ହୋଇଥାଏ । ଆପଣମାନେ ଅନେକ ପ୍ରକାରର ଖିରି ଖାଇଥିବେ, ହେଲେ କେବେ ବିଟ୍‌ରେ ପ୍ରସ୍ତତୁ ହୋଇଥିବା ଖିରି ଖାଇନଥିବେ । ସେଥିପାଇଁ ଆମେ ଆଜି ଆପଣଙ୍କ ଜଣାଇବୁ ଯେ କିପରି ଭାବେ ବିଟ୍‌ରେ ଖିରି ପ୍ରସ୍ତତୁ କରିବେ ।

ବିଟ୍‌ ଖିରି ପ୍ରସ୍ତତୁ କରିବା ସାମଗ୍ରୀ :
– ୨ କପ୍‌ କ୍ଷୀର
– ୧ ଟେବଲ ସ୍ପୁନ୍‌ ଘିଅ
– ୧ ବିଟ୍‌
– ୧/୨ ଟେବଲ ସ୍ପୁନ୍‌ ଗୁଜୁରାତି ଗୁଣ୍ଡ
– ୧ ଟେବଲ ସ୍ପୁନ୍‌ କାଜୁ ଓ ଅନ୍ୟ ଡ୍ରାଏ ଫୁଡ୍‌

ବିଟ୍‌ ଖିରି ପ୍ରସ୍ତତୁି ପ୍ରଣାଳୀ :
ବିଟ୍‌ ଖିରି ପ୍ରସ୍ତତୁ କରିବା ପାଇଁ ପ୍ରଥମେ ଆପଣ ବିଟ୍‌କୁ ଗ୍ରେଟ୍‌ କରିବେ ଓ କ୍ଷୀରକୁ ଭଲ ଭାବେ ଫୁଟାଇବେ । ଏହା ପରେ ଗ୍ୟାସ୍‌ରେ ପ୍ୟାନ୍‌ ବସାଇ କାଜୁ ଓ ଅନ୍ୟ ଡ୍ରାଏ ଫୁଡ୍‌ ଅଳ୍ପ ଭାଜି ଦେବେ । ସେହି ଫ୍ୟାନ୍‌ରେ ଗ୍ରେଟ୍‌ କରିଥିବା ବିଟ୍‌କୁ ଭଲ ଭାବେ ଭାଜିବେ । ଏହା ପରେ ସେଥିରେ ଚିନି ଓ କ୍ଷୀର ପକାଇ ତାକୁ ଭଲ ଭାବେ ହେବା ପର୍ଯ୍ୟନ୍ତ ଫୁଟାଇବେ । ଦେଖିବେ ଯେତେବେଳେ ସେହି ଖିରି ଗାଢା ହୋଇଯିବ, ସେଥିରେ ଭାଜିକି ରଖିଥିବା କାଜୁ, ଅନ୍ୟ ଡ୍ରାଏ ଫୁଡ୍‌ ଓ ଗୁଜୁରାତି ଗୁଣ୍ଡ ପକାଇବେ । ଏହା ପରେ ଦେଖିବେ ଏହି ବିଟ୍‌ ଖିରି ପ୍ରସ୍ତତୁ ହୋଇଯିବ । ସେହି ଖିରିକୁ ଟେଷ୍ଟ କରିବେ, ଦେଖିବେ ଖାଇବା ପାଇଁ ବିଟ୍‌ ଖିରି ବହୁତ ହି ସ୍ୱାଦିଷ୍ଟ ଲାଗିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.