ଏକ ଟଙ୍କାରେ ପେଟପୂରା ଖାଦ୍ୟ, ସେହି ଅର୍ଥରେ ଅଣାଯିବ ବୁଲା ଗାଈଗୋରୁଙ୍କ ପାଇଁ ଖାଦ୍ୟ
ବାଲେଶ୍ଵର: ଏକ ଟଙ୍କାରେ ପେଟପୂରା ଖାଦ୍ୟ । ପ୍ରତିମାସର ଶେଷ ସୋମବାରରେ ସମସ୍ତଙ୍କୁ ଦିଆଯିବ ଏକ ଟଙ୍କାରେ ପେଟପୂରା ଖାଦ୍ୟ । ସ୍ଵାଭିମାନର ସହ ଏକ ଟଙ୍କା ଦିଅ ଆଉ ଖାଦ୍ୟ ମନଇଚ୍ଛା ଖାଅ । ଆଉ ଏଥିରେ ଯାହା ଆଦାୟ ହେବ ସେହି ଅର୍ଥରେ ସହରରେ ଥିବା ବୁଲା ଗାଈଗୋରୁଙ୍କ ପାଇଁ ଖାଦ୍ୟ ଅଣାଯିବ । ଏଭଳି…