ଭିତରେ ବସିଥାନ୍ତେ ନେତା, କିନ୍ତୁ ତାପୂର୍ବରୁ ବିସ୍ଫୋରଣ ହେଲା ହେଲିକପ୍ଟର
ଭିତରେ ବସିଥାନ୍ତେ ନେତା, ହେଲିକପ୍ଟରରେ ବସି ଜନସଭାକୁ ବାହାରିଥାନ୍ତେ । କିନ୍ତୁ ଠିକ୍ ଲ୍ୟାଣ୍ଡିଙ୍ଗ୍ ବେଳେ ଘଟିଗଲା ଅଘଟଣ । ଅବତରଣ ବେଳେ ନିଜ ନିୟନ୍ତ୍ରଣ ହରାଇବସିଲା ହେଲିକପ୍ଟର । ଆଉ ଆକାଶରେ ଦୋହଲି ଦୋହଲି ସିଧା ଆସି ଜୋରରେ କଚାଡି ହୋଇ ପଡିଲା ହେଲିକପ୍ଟର । ଭାଗ୍ୟ ଭଲ ଥିଲା ନେତାଙ୍କର ରକ୍ଷା କରିଦେଲେ ଭଗବାନ । ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତୀଗଲେ ରାଜନେତା ।
ମହାରାଷ୍ଟ୍ରର ମହାଡରେ ଶିବସେନାର ନେତା…
Read More...