ବାହାଘର ଭାଙ୍ଗିଦେଲେ ପୁଣି ବ୍ୟକ୍ତିଗତ ମେସେଜ ପଠାଇଲେ ହ୍ୟାକର, କହିଲେ ଯୁବତୀ

ମୁମ୍ବାଇରେ ଜଣେ ମହିଳାଙ୍କର ଦାବି ଯେ ହ୍ୟାକର୍ସମାନେ ଅନଲାଇନ ଚାଟ ବ୍ୟବହାର କରି ତାଙ୍କ ବିବାହକୁ ଭାଙ୍ଗିବାକୁ ଚେଷ୍ଠା କରିଥିଲେ । ଶ୍ରେୟସୀ ବାନାର୍ଜିଙ୍କ ଦ୍ୱାରା ଏହି ଅଭିଯୋଗ କରାଯାଇଛି । ମୁମ୍ବାଇର ଜଣେ ୩୧ବର୍ଷ ବୟସ୍କା ମହିଳା ତାଙ୍କ ସୋସିଆଲ ମିଡିଆ ପ୍ରାଫାଇଲ ହ୍ୟାକ ହୋଇଥିବା ଏବଂ ତାଙ୍କ ଚାଟ ବଦଳାଯାଇଥିବା ଦାବି କରିଛନ୍ତି । ଯେଉଁ କାରଣରୁ ତାଙ୍କ ଫିଅନ୍ସି ତାଙ୍କୁ ବିବାହ କରିବାକୁ ମନା କରିଦେଇଛନ୍ତି ।

ସେ ଅଭିଯୋଗ କରିଛନ୍ତି କି ଜାନୁଆରୀରେ ତାଙକ୍‌ ଫେସବୁକ ପ୍ରୋଫାଇଲ ହ୍ୟାକ ହୋଇଥିଲା । ଏମିତିକି ତାଙ୍କ ବ୍ୟକ୍ତିଗତ ଚାଟ ଗୁଡିକ ଅନ୍ୟମାନଙ୍କୁ ପଠାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.