୩.୧ କୋଟି ଷ୍ଟାର ହେଲଥ ବ୍ୟବହାରିଙ୍କ ତଥ୍ୟ ହୋଇଛି ଲିକ୍, ଦୁଇ ସପ୍ତାହ ପୂର୍ବରୁ କମ୍ପାନୀ ହ୍ୟାକର ଉପରେ କରିଥିଲା କେସ
ଷ୍ଟାର ହେଲଥ ଇନ୍ସୁରାନ୍ସ ବ୍ୟବହାରିଙ୍କ ବହୁ ତଥ୍ୟ ଲିକ ହୋଇଛି । ଦୁଇ ସପ୍ତାହ ପୂର୍ବେ କମ୍ପାନୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏବଂ ଟେଲିଗ୍ରାମ ଡାଟା ଉଲଘଂନ ମାମଲାରେ ହ୍ୟାକରଙ୍କ ବିରୋଧରେ ଏକ ମାମଲା ହୋଇଥିଲା । ବୁଧୁବାର ଦିନ ହଠାତ୍ ଏକ ୱେବ ସାଇଟ ସାମ୍ନାରେ ଆସିଲା । ଯାହାକି ଷ୍ଟାର ହେଲଥ…