ନୋବେଲ ପୁରସ୍କାର ବିଜେତା ସୁ କିଙ୍କୁ ୪ ବର୍ଷ ଜେଲ, ୩ଟି ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ

କେନ୍ଯୁଜ୍: ନୋବେଲ ପୁରସ୍କାର ବିଜେତା ସୁ କିଙ୍କୁ ୪ ବର୍ଷ ଜେଲ । ମିଆଁମାର କୋର୍ଟ ତାଙ୍କୁ ୪ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଓ୍ଵାକି ଟକି ମାଲିକାନା ପାଇଁ ମିଆଁମାରର ସୁ କିଙ୍କୁ ତିନିଟି ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ କରି ଚାରି ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

ଓ୍ଵାକି ଟକିର ବେଆଇନ ଭାବେ ଆମଦାନୀ ତଥା ମାଲିକାନା କରିବା ଏବଂ କରୋନା ଭାଇରସ ନିୟମ ଭାଙ୍ଗିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.