ରାଫେଲ ନଡାଲଙ୍କୁ ୧୯ ତମ ଗ୍ରାଣ୍ଡସ୍ଲାମ୍‌ ଟାଇଟଲ୍‌

ରାଫେଲ ନଡାଲଙ୍କୁ ୧୯ ତମ ଗ୍ରାଣ୍ଡସ୍ଲାମ୍‌ ଟାଇଟଲ୍‌ । ୟୁଏସ୍‌ ଓପନ୍‌ ଟେନିସ୍‌ ଫାଇନାଲରେ ଋଷର ଡେନିଲ ମେଡଭେଡେବଙ୍କୁ ପରାସ୍ତ କରି ଚାମ୍ପିୟନ୍‌ ହୋଇଛନ୍ତି। ୭-୫, ୬-୩, ୫-୭, ୪-୬, ୬-୪ ସେଟ୍‌ରେ ଡେନିଲ ମେଡଭେଡେବଙ୍କୁ ପରାସ୍ତ କରିଛନ୍ତି। ଗ୍ରାଣ୍ଡସ୍ଲାମ୍‌ ଟାଇଟଲ୍‌ ଜିଣିବାରେ ଏବେ ସେ ରୋଜର ଫେଡେରରଙ୍କ ଠାରୁ ଏବେ ଗୋଟିଏ ଟାଇଟଲ୍‌ ପଛରେ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.