ବିଜେବି କଲେଜ୍‌ରେ ନକଲି ସାର୍ଟିଫିକେଟ୍‌ ଦେଇ ଆଡ୍‌ମିଶନ ମାମଲା, ୨ ଜଣଙ୍କୁ ଗିରଫ କଲା ବରଗଡ଼ ପୋଲିସ୍

ଭୁବନେଶ୍ୱର(କେନ୍ୟୁଜ୍): ବିଜେବି କଲେଜ୍‌ରେ ନକଲି ସାର୍ଟିଫିକେଟ୍‌ ଦେଇ ଆଡ୍‌ମିଶନ ମାମଲା । ୨ ଜଣଙ୍କୁ ଏହି ମାମଲାରେ ଗିରଫ କରିଛି ବରଗଡ଼ ପୋଲିସ । ଫେକ୍‌ ଦିବ୍ୟାଙ୍ଗ ସାର୍ଟିଫିକେଟ୍‌ ଦେଇ ବିଜେବି କଲେଜରେ ଆଡମିଶନ କରିଛନ୍ତି କି ନାହିଁ ପୋଲିସ ପଚରାଉଚରା କରୁଛି।

କଲେଜ ପ୍ରିନ୍ସପାଲଙ୍କ ଅଭିଯୋଗ କ୍ରମେ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ। ଦୋଷ ପ୍ରମାଣ ହେଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.