ପୁରୀରେ ବିଦେଶୀ କରୋନା ସନ୍ଦିଗ୍ଧ, ୟୁରୋପ ଲିଥୁଆନିଆର ନାବାଳିକାଙ୍କୁ କରାଗଲା ହସ୍ପିଟାଲରେ ଭର୍ତ୍ତି 

ପୁରୀ(କେନ୍ୟୁଜ୍):  ଅସୁସ୍ଥ ପରେ ପୁରୀ ଡାକ୍ତରଖାନାରେ ଜଣେ ବିଦେଶୀ ପର୍ଯ୍ୟଟକ ଭର୍ତ୍ତି । ୟୁରୋପ ଲିଥୁଆନିଆର ନାବାଳିକାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୩ ସପ୍ତାହ ହେବ ସେ ଥଣ୍ଡା ଓ କାଶରେ ପୀଡ଼ିତ ଅଛନ୍ତି । ଆଜି ପରିବାର ଲୋକ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଏହାପରେ ତାଙ୍କୁ ପୁରୀ ସଦର ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । କରୋନା ଆଇସୋଲେସନ୍‌ରେ ରଖି ବର୍ତ୍ତମାନ ତାଙ୍କୁ ଚିକିତ୍ସା କରୁଛନ୍ତି ଡାକ୍ତର ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.