Below header
Browsing Tag

corona suspect

ୟାକୁ ହିଁ କୁହନ୍ତି ମଣିଷ ପଣିଆ: କରୋନା ସନ୍ଦିଗ୍ଧଙ୍କ ଶବ ସତ୍କାର କରି ପ୍ରଶଂସା ସାଉଁଟୁଛନ୍ତି ଦୁଇ ଯୁବକ

ଟାଙ୍ଗୀ: କରୋନା ଶିଖେଇ ଦେଇଛି ଅନେକ କିଛି । ମଣିଷ ଟଙ୍କାର ପାହାଡ଼ ଉପରେ ଠିଆ ହୋଇଥିଲେ ସୁଦ୍ଧା ଏବେ ନାଚାର । କେଉଁଠି ପୁଅର ଚିକିତ୍ସା ପାଇଁ ବାପ ନିରୁପାୟ ତ । କେଉଁଠି ମାର ଶବ ସଂସ୍କାର ପାଇଁ ମିଳୁନି ଚାରି କାନ୍ଧ । କରୋନା ଯେମିତି ଆଜି ନିଜ ସମ୍ପର୍କୀୟଙ୍କୁ ଦୁରେଇ ଦେଉଛି । ସତରେ କଣ…

ଯାଜପୁର: କରୋନା ମାରିଦେଉଛି ମାନବିକତା, ମିଥ୍ୟା ଗୁଜବ ଯୋଗୁଁ ପଡିରହିଛି ହୃଷୀକେଶଙ୍କ ମୃତଦେହ

ଯାଜପୁର (କେନ୍ୟୁଜ) ହଜିଗଲା ମାନବିକତା, ମ୍ୟାଲେରିଆ ଜ୍ୱରରେ ପୀଡିତ ହୃଷୀକେଶଙ୍କୁ ନେଲା ନାହିଁ ସରକାରୀ ଅମ୍ବୁଲାନ୍ସ, ସନ୍ଦେହ ପାଲଟିଲା ସର୍ବନାଶ,ଆମେ କହୁଛୁ ଯାଜପୁର ଜିଲ୍ଲା ବଡଚଣା ବ୍ଲକ ସିହା ପଂଚାୟତ ଅଧିନସ୍ଥ କମ୍ପିରା ଗ୍ରାମର ହୃଷୀକେଶଙ୍କ ବିଷୟରେ..... ହୃଷୀକେଶ ସାହୁ, ବୟସ-୫୫।…

କରୋନା ପଜିଟିଭ ସନ୍ଦେହରେ ଯୁବକଙ୍କ ହାତ ଗୋଡ଼ ଭାଙ୍ଗିଲେ ସ୍ଥାନୀୟ ଲୋକେ, ଘର ଖାଲି କରିବାକୁ ବି ଦେଇଛନ୍ତି ଧମକ

କରୋନା ଆକ୍ରାନ୍ତଙ୍କ ସୁରକ୍ଷା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଗୁଜରାଟର ସୁରତରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସୁରତରେ ଜଣେ ବ୍ୟକ୍ତିଙ୍କୁ କରୋନା ହୋଇଥିବା ସନ୍ଦେହ କରି ସ୍ଥାନୀୟ ଲୋକେ ତାଙ୍କୁ ମାଡ଼ ମାରି ଲହୁଲୁହାଣ କରିଦେଇଥିବା ଜଣାଯାଇଛି। ସମ୍ପୃକ୍ତ…

ଭୁବନେଶ୍ବର: କୋଭିଡ ହସ୍ପିଟାଲରୁ ଫେରାର କରୋନା ଆକ୍ରାନ୍ତ ସନ୍ଦିଗ୍ଧଙ୍କୁ ମାଡି ବସିଲେ ଲୋକେ, ଉଠାଇ ନେଲେ ଡାକ୍ତରଖାନା…

କେନ୍ୟୁଜ୍ (ବ୍ୟୁରୋ): ପୁଣି ଏକ ସୁପର ସ୍ପ୍ରେଡର କରୋନା ପଜେଟିଭଙ୍କ ଆତଙ୍କରୁ ବର୍ତ୍ତିଗଲା ରାଜଧାନୀ ଭୁବନେଶ୍ବର।  ଆଜି  ଜଣେ କରୋନା ଆକ୍ରାନ୍ତ ଥିବା ବୃଦ୍ଧଙ୍କୁ ମେଡିକାଲ ନେବା  ବାଟରେ  ହଠାତ ପୋଲିସଙ୍କୁ ଧକ୍କା  ଦେଇ  ଫେରାର ହୋଇଯାଇଥିଲେ ବୃଦ୍ଧ ଜଣକ। ପରେ ଭୁବନେଶ୍ବରର କଳିଙ୍ଗ ଷ୍ଟୁଡିଓ…

ରାସ୍ତା ଉପରେ ୧୨ ଘଣ୍ଟା ଧରି ସେମିତି ପଡିରହିଲା ବ୍ୟକ୍ତିଙ୍କ ମୃତଦେହ, ପକେଟରୁ ମିଳିଲା ଆଶ୍ଚର୍ଯ୍ୟକର କାଗଜ

କାରୋନା ଭାଇରସକୁ ନେଇ ହାଇଦ୍ରାବାଦରେ ଏକ ଆଶ୍ଚର୍ଯ୍ୟକର ଓ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଯେଉଁ ଖବର ଶୁଣିଲେ ଆପଣ ବ୍ୟଥିତ ହୋଇଯିବେ। ଏଠାରେ ରାସ୍ତା ଉପରେ ଜଣେ କାରୋନା ସନ୍ଦିଗ୍ଧଙ୍କ ଶବ ମିଳିଛି। କୁହାଯାଉଛି ଯେ ଏହି ଶବ ୭୭ ବର୍ଷୀୟ ଜଣେ ପ୍ରବାସୀ ଶ୍ରମିକଙ୍କର। ସୂଚନା ଅନୁଯାୟୀ…

ପୁରୀରେ ବିଦେଶୀ କରୋନା ସନ୍ଦିଗ୍ଧ, ୟୁରୋପ ଲିଥୁଆନିଆର ନାବାଳିକାଙ୍କୁ କରାଗଲା ହସ୍ପିଟାଲରେ ଭର୍ତ୍ତି 

ପୁରୀ(କେନ୍ୟୁଜ୍):  ଅସୁସ୍ଥ ପରେ ପୁରୀ ଡାକ୍ତରଖାନାରେ ଜଣେ ବିଦେଶୀ ପର୍ଯ୍ୟଟକ ଭର୍ତ୍ତି । ୟୁରୋପ ଲିଥୁଆନିଆର ନାବାଳିକାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୩ ସପ୍ତାହ ହେବ ସେ ଥଣ୍ଡା ଓ କାଶରେ ପୀଡ଼ିତ ଅଛନ୍ତି । ଆଜି ପରିବାର ଲୋକ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଏହାପରେ…

ମାଲକାନଗିରି : କରୋନା ହୋଇ ନାହିଁ, ତଥାପି ଭୟର ବାତାବରଣ, ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ସତର୍କ ରହିବାକୁ ଡାକ୍ତରଙ୍କ…

ମାଲକାନଗିରି (କେ ନ୍ୟୁଜ୍‌) : ମାଲକାନଗିରିରେ ଏବେ ଜଣେ କରୋନା ସନ୍ଦିଗ୍‌ଧଙ୍କୁ ନେଇ ଚାଲିଛି ଚର୍ଚ୍ଚା । ବ୍ୟକ୍ତି ଜଣକ ଠାରେ କିଛି ଲକ୍ଷଣ ଦେଖିବାକୁ ମିଳିଥିଲା । ସେ ମାଲକାନଗିରି ଡାକ୍ତରଖାନାକୁ ଯାଇଥିଲେ । ଯଦିଓ ତାଙ୍କ ଠାରେ କରୋନା ଭାଇରସ୍‌ ନଥିବା ଜଣାପଡ଼ିଥିଲା ତଥାପି ତାଙ୍କର…

କରୋନା ସଂଦିଗଧଙ୍କ ଅସଲ କାହାଣୀ, ଆସନ୍ତାକାଲି ଓଡ଼ିଶାରୁ ଫେରିଯିବେ !

ଭୁବନେଶ୍ୱର (କେ ନ୍ୟୁଜ୍‌) : ଭୁବନେଶ୍ୱର (କେ ନ୍ୟୁଜ୍‌) : ଆୟରଲାଣ୍ଡର ଜଣେ ଯୁବକଙ୍କୁ ନେଇ ଆଜି ସକାଳୁ ତନାଘନା ଚାଲିଛି । ଏହି ବିଦେଶୀ ଯୁବକ ଜଣକ କୁଆଡ଼େ କରୋନା ଭାଇରସ୍‌ରେ ସଂକ୍ରମିତ ବୋଲି ପ୍ରଚାର ହୋଇଗଲା । ତା ପରେ ତାଙ୍କୁ ନେଇ ଅନେକ ଗୁଜବ ପ୍ରଚାର ହେଉଛି । ତେବେ ଆମକୁ ମିଳିଥିବା…

ଭୁବନେଶ୍ୱରର ଏକ ହୋଟେଲରୁ ଠାବ ହେଲେ ଚମ୍ପଟ ମାରିଥିବା କରୋନା ସନ୍ଦିଗ୍ଧ

ଭୁବନେଶ୍ୱର: ଠାବ ହେଲେ କରୋନା ସନ୍ଦିଗ୍ଧ ଆୟରଲାଣ୍ଡର ଯୁବକ। ଭୁବନେଶ୍ୱରର ଏକ ହୋଟେଲରୁ ତାଙ୍କୁ ଠାବ କରାଯାଇଛି। କମିଶନରେଟ ପୋଲିସର ଏକ ଟିମ୍‌ ଦ୍ୱାରା ଉଦ୍ଧାର କରିଛି। ଡାକ୍ତରୀ ଟିମ୍‌ ସହାୟତାରେ ନମୂନା ସଂଗ୍ରହ ପାଇଁ ଉଦ୍ୟମ ଚାଲିଛି। ସରକାରଙ୍କ ପ୍ରୋଟକଲ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ…