Browsing Tag

5g service

ଦିଲ୍ଲୀରେ ଖୁବ୍ ଶୀଘ୍ର ଆରମ୍ଭ ହେବ BSNL 5G ସର୍ଭିସ୍, କେବଳ ଏତିକି ରିଚାର୍ଜରେ କରିପାରିବେ ବ୍ୟବହାର

ଭାରତ ସଞ୍ଚାର ନିଗମ ଲିମିଟେଡ୍ (BSNL) ସେପ୍ଟେମ୍ବର ଶେଷ ସୁଦ୍ଧା ଦିଲ୍ଲୀ ଏବଂ ଅନ୍ୟାନ୍ୟ ବଛାବଛା ସହରଗୁଡ଼ିକରେ 5G ସର୍ଭିସ୍ ଆରମ୍ଭ କରିପାରେ । ହେଲେ, କମ୍ପାନୀ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଅଫିସିଆଲ୍ ଡେଟ୍ ଘୋଷଣା କରାଯାଇ ନାହିଁ । କମ୍ପାନୀ ପୂର୍ବରୁ ଅନେକ 4G ସାଇଟରେ 5G ଟ୍ରାଏଲ୍…

ଅପେକ୍ଷାର ଅନ୍ତ! ଏହି ସହରରେ ଲଞ୍ଚ ହେଲା BSNL 5G ସର୍ଭିସ, ୟୁଜର୍ସଙ୍କୁ ମିଳିବ ସୁପରଫାଷ୍ଟ ସ୍ପିଡ୍

କୋଟି କୋଟି BSNL ୟୁଜର୍ସଙ୍କ ଅପେକ୍ଷାର ଅନ୍ତ ଘଟିଛି । ସରକାରୀ ଟେଲିକମ୍ କମ୍ପାନୀ ଏହାର Quantum 5G ସର୍ଭିସକୁ ସଫ୍ଟ ଲଞ୍ଚ କରିଛି । BSNL ଦେଶର ଆହୁରି ଅନେକ ବଛା ବଛା ସହରରେ ଖୁବ୍ ଶୀଘ୍ର ଏହାର 5G ସର୍ଭିସ ଆରମ୍ଭ କରିବାକୁ ଯାଉଛି । ପୂର୍ବରୁ, ୟୁଜର୍ସଙ୍କ ପରାମର୍ଶ କ୍ରମେ କମ୍ପାନୀ…

BSNL ଖୁବ୍ ଶୀଘ୍ର ଲଞ୍ଚ କରିବ 5G ସର୍ଭିସ୍, ଟେନସନରେ Airtel, Jio ଏବଂ Voda

BSNL ପୁଣିଥରେ ପ୍ରାଇଭେଟ୍ କମ୍ପାନୀ Airtel, Jio ଏବଂ Voda ୟୁଜର୍ସଙ୍କୁ କମ୍ କରିବା ପାଇଁ ପ୍ଲାନ୍ କରିଛି । କମ୍ପାନୀ ଖୁବ୍ ଶୀଘ୍ର ଏହାର 5G ସର୍ଭିସ୍ ଲଞ୍ଚ କରିବାକୁ ଯାଉଛି । ଏଥିପାଇଁ ସରକାରୀ କମ୍ପାନୀ TCS ସହିତ ହାତ ମିଳାଇଛି । ଟାଟାର ଆଇଟି କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ୍…

BSNL ପୂର୍ବରୁ ଲଞ୍ଚ ହେବ VI ର 5G ସର୍ଭିସ, ବଢ଼ିଲା Jio-Airtel ର ଟେନସନ୍

ଯଦି ଆପଣ ଆପଣଙ୍କର ସ୍ମାର୍ଟଫୋନରେ ଭୋଡାଫୋନ୍ ଆଇଡିଆ ସିମ୍ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି । BSNL ପୂର୍ବରୁ ଭୋଡାଫୋନ୍ ଆଇଡିଆ ଭାରତୀୟ ୟୁଜର୍ସଙ୍କ ପାଇଁ 5G ସର୍ଭିସ ଆରମ୍ଭ କରିପାରିବ । VI ଦ୍ୱାରା 5G ସର୍ଭିସ ଆରମ୍ଭ ପାଇଁ ଏକ ସମୟ ସୀମା ଧାର୍ଯ୍ୟ କରାଯାଇଛି ।…

ଭାରତରେ 5G ସର୍ଭିସ ଡାଉନ୍, କ’ଣ ଏହା ପଛର କାରଣ

ଭାରତରେ 5G ନେଟୱାର୍କ ଏବଂ ସର୍ଭିସ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ହାଇ ସ୍ପିଡ୍ ଇଣ୍ଟରନେଟର ସୁବିଧା ପାଇଁ ଆଜିକାଲି ଅଧିକାଂଶ ଲୋକ 5G ବ୍ୟବହାର କରୁଛନ୍ତି । ଜିଓ ଏବଂ ଏୟାରଟେଲ ଦେଶର ଅଧିକାଂଶ ସହରକୁ ସେମାନଙ୍କର 5G ସର୍ଭିସ ବୃଦ୍ଧି କରିଛନ୍ତି । ତଥାପି, ଏପର୍ଯ୍ୟନ୍ତ କୌଣସି କମ୍ପାନୀ…

Airplane Modeରେ ବି ଚାଲିବ 5G ଇଣ୍ଟରନେଟ୍, ଫୋନରେ କରନ୍ତୁ ଏହି ସେଟିଂସ୍

ଏୟାରଟେଲ ଏବଂ ଜିଓ ଦେଶରେ ସେମାନଙ୍କର 5G ସର୍ଭିସ ଆରମ୍ଭ କରିଛନ୍ତି । ଏଥି ସହିତ, ଅନ୍ୟ ଉଭୟ ଟେଲିକମ୍ କମ୍ପାନୀ ଭିଆଇ ଏବଂ ବିଏସ୍ଏନ୍ଏଲ୍ ମଧ୍ୟ ସେମାନଙ୍କର ନେଟୱାର୍କକୁ ଅପଗ୍ରେଡ୍ କରୁଛନ୍ତି, ଯାହା ଦ୍ୱାରା ୟୁଜରମାନେ ଉନ୍ନତ ଇଣ୍ଟରନେଟ୍ କନେକ୍ଟିଭିଟି ପାଇପାରିବେ । ଆପଣଙ୍କ ସ୍ମାର୍ଟଫୋନରେ…

ଆଉ ମିଳିବନି ଫ୍ରି 5G ସର୍ଭିସ, ମହଙ୍ଗା ହୋଇପାରେ Jio-Airtel ରିଚାର୍ଜ ପ୍ଲାନ

5G ଇଣ୍ଟରନେଟ୍ ବ୍ୟବହାର କରୁଥିବା କୋଟି କୋଟି ଭାରତୀୟ ଗ୍ରାହକ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଯଦି ଆପଣ ମାଗଣାରେ 5G ବ୍ୟବହାର କରୁଛନ୍ତି ତେବେ ଏହି ଅଫର ଚଳିତ ବର୍ଷ ଶେଷ ହୋଇପାରେ । ଯଦି ଏଭଳି ହେଲା ତେବେ ଲୋକଙ୍କୁ 5G ବ୍ୟବହାର କରିବାକୁ ପଇସା ଦେବାକୁ ପଡିବ । ଦେଶର ଦୁଇଟି…

Airtel ଏବଂ Jio ପରେ VI ଲାଇଭ୍‌ କଲା 5G ସର୍ଭିସ, ମିଳିବ ହାଇ ସ୍ପିଡ୍ ଇଣ୍ଟରନେଟ

ଭୋଡାଫୋନ୍-ଆଇଡିଆ ୟୁଜର୍ସଙ୍କ ପାଇଁ ଆସିଛି ଏକ ଖୁସି ଖବର । କମ୍ପାନୀ ଏହାର 5G ସର୍ଭିସ ଆରମ୍ଭ କରିଛି । ଏହି ସର୍ଭିସ ଦିଲ୍ଲୀ ଏବଂ ପୁନେର କିଛି ଅଞ୍ଚଳରେ ଆରମ୍ଭ କରାଯାଇଛି । ଏହି ସୂଚନା କମ୍ପାନୀର ଅଫିସିଆଲ୍ ୱେବସାଇଟରେ ଦିଆଯାଇଛି । କିନ୍ତୁ ଭୋଡାଫୋନ୍ ଆଇଡିଆ ତରଫରୁ ଏପର୍ଯ୍ୟନ୍ତ କୌଣସି…

କମ ଦାମରେ କିଣି ପାରିବେ ଏହି 5G ଫୋନ, ମିଳିବ ଦମଦାର ବ୍ୟାଟେରୀ

ଦେଶରେ ଏୟାରଟେଲ ଏବଂ ଜିଓର 5G ସର୍ଭିସ ହେବା ଦିନଠାରୁ ଦେଶରେ ସୀମିତ ବଜେଟରେ 5G ଫୋନର ଚାହିଦା ବୃଦ୍ଧି ପାଇଛି । ତେବେ ଆଜି ଆମେ ଆପଣଙ୍କୁ ୧୫ ହଜାର ଟଙ୍କାରେ ଆସୁଥିବା 5G ସ୍ମାର୍ଟଫୋନ୍ ବିଷୟରେ ଜଣାଇବୁ, ଯେଉଁଥିରେ ଅଇଟେଲ୍‌, ପୋକୋ, ଭିଭୋ ଏବଂ ରିଏଲମିର 5G ସ୍ମାର୍ଟଫୋନ୍ ବିଷୟରେ ସୂଚନା…

ଓଡିଶାରେ ଏବେ ଉପଲବ୍ଧ Jio ଏବଂ ଏୟାରଟେଲ 5G , ଜାଣନ୍ତୁ କେମିତି ନିଜ ଫୋନରେ ମାଗଣାରେ କରିବେ ସେଟିଙ୍ଗ୍‌

ଓଡିଶାରେ ଲଞ୍ଚ୍‌ ହୋଇସାରିଛି 5G ସେବା। କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଫାଇଭ ଜି ସେବାର ଶୁଭାରମ୍ଭ କରିଛନ୍ତି ।ଥମେ ରାଜ୍ୟର ମୁଖ୍ୟ ସହର ଗୁଡ଼ିକ 5G ନେଟୱର୍କ ସହ ଯୋଡ଼ି ହେବ । ଓଡ଼ିଶାରେ ୫ ହଜାର ଟାଓ୍ଵାର ୭ ହଜାର ଗାଁକୁ ସଂଯୋଗ କରିବ । କିଛି ସପ୍ତାହ ଭିତରେ ଆଉ ୫ଟି ସହରରେ…

ଆଜିଠୁ ଓଡ଼ିଶାରେ ଚାଲିବ ଫାଇଭ ଜି ସେବା, ଶୁଭାରମ୍ଭ କରିବେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର(କେନ୍ୟୁଜ୍‌) : କିଛି ସମୟ ପରେ ଓଡ଼ିଶାରେ ଚାଲିବ ଫାଇଭ ଜି ସେବା। ଏହାସହ ଫୋର ଜି ସେବାକୁ ଆହୁରି ସୁଦୃଢ କରିବା ପାଇଁ ୧୦୦ଟି ଫୋର ଜି ଟାୱାରର ଲୋକାର୍ପଣ ହେବ। କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଫାଇଭ ଜି ସେବାର ଶୁଭାରମ୍ଭ କରିବେ। ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ଓଡ଼ିଶାରେ ଜାନୁଆରୀ ୨୬ ପୂର୍ବରୁ ମିଳିବ 5G ସେବା, ଘୋଷଣା କଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶାରେ ଜାନୁଆରୀ ୨୬ ପୂର୍ବରୁ ମିଳିବ 5G ସେବା । ଆଜି ଭୁବନେଶ୍ୱରରେ ଏହି ଘୋଷଣା କରିଛନ୍ତି କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରେ 5G କାମ ଶେଷ ହେବ । ଭୁବନେଶ୍ୱରରେ ଆୟୋଜିତ ରେଳ କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ଏହି ଘୋଷଣା…