Below header
Browsing Tag

accident

ବାଙ୍ଗିରିପୋଷି ଘାଟିରେ ବାରମ୍ଵାର ଦୁର୍ଘଟଣାର ଉଚ୍ଚସ୍ତରୀୟ ସମୀକ୍ଷା, ଗମନାଗମନର ସୁବିଧା ପାଇଁ ହାଇଲେଭଲ ବ୍ରିଜ…

ଭୁବନେଶ୍ଵର (କେନ୍ୟୁଜ): ଆଜି ଲୋକସେବା ଭବନର ପୂର୍ତ୍ତମନ୍ତ୍ରୀଙ୍କ ପ୍ରକୋଷ୍ଠରେ ବାଙ୍ଗିରିପୋଷି ଘାଟିରେ ବାରମ୍ଵାର ଦୁର୍ଘଟଣାର ଉଚ୍ଚସ୍ତରୀୟ ସମୀକ୍ଷା ହୋଇଛି। ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜିର ସମୀକ୍ଷା ବୈଠକରେ ବାଙ୍ଗିରିପୋଷି ବିଧାୟକ ଶ୍ରୀ…

ଦୁଇ ଟ୍ରକ ମୁହାଁମୁହିଁ ଧକ୍କା: ଡ୍ରାଇଭର ମୃତ , ଜଣେ ଗୁରୁତର

କାମାକ୍ଷାନଗର (କେନ୍ୟୁଜ): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୫୩ ଜାତୀୟ ରାଜପଥର ମୁଣ୍ଡେଇଲୋ ଛକ ନିକଟରେ ଦୁଇ ଟ୍ରକ ମୁହାଁ ମୁହିଁ ଧକ୍କାରେ ଜଣେ ଟ୍ରକ ଡ୍ରାଇଭରଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତକ ଜଣଙ୍କ ଗଁନ୍ଦିଆ ଥାନା ଦେଓଗାଁର ଅଜିତ ମହାପାତ୍ର । ଏବଂ ଗୁରୁତର…

ରାସ୍ତା କଡ଼ରେ ଠିଆ ହୋଇଥିବା ଟିପ୍ପରକୁ ପଛପଟୁ ପିଟିଲା ଯାତ୍ରୀବାହୀ ବସ୍: ୧୦ ଜଣ ଯାତ୍ରୀ ଅ‍ାହତ, ଜଣେ ଗୁରୁତର

କୋରାପୁଟ(କେନ୍ୟୁଜ୍): ୨୬ ନଂ ଜାତୀୟ ରାଜପଥର ଶୁଣ୍ଢି ପୁଙ୍ଗାର ନିକଟରେ ସଡ଼କ ଦୁର୍ଘଟଣା। ଟିପ୍ପରକୁ ଧକ୍କା ଦେଲା ବସ୍ । ୧୦ ଜଣ ଯାତ୍ରୀ ଅ‍ାହତ, ଜାଣେ ଗୁରୁତର । ବିଶାଖାପାଟଣା ଠାରୁ ଚିତ୍ରକୋଣ୍ଡା ଅଭିମୁଖେ ଯାଉଥିବା ସରକାରୀ ଯାତ୍ରୀବାହି ବସ୍ ଦୁର୍ଘଟଣା ହୋଇଛି। ଭୋର ପ୍ରାୟ ୪ଟା…

ବସ୍ ଓ ଟ୍ୟାଙ୍କର ମୁହାଁମୁହିଁ ଧକ୍କା, ୨୫ରୁ ଊର୍ଦ୍ଧ୍ବ ଯାତ୍ରୀ ଗୁରୁତର

ଅନୁଗୋଳ(କେନ୍ୟୁଜ୍): ବସ୍ ଓ ଟ୍ୟାଙ୍କର ମୁହାଁ ମୁହିଁ ଧକ୍କା, ୨୫ରୁ ଅଧିକ ଗୁରୁତର । ଅନୁଗୋଳ ଜିଲ୍ଲା ପାଳଲହଡା ଥାନା ଅନ୍ତର୍ଗତ ୧୪୯ ନଂ ଜାତୀୟ ରାଜପଥ ବତିସୁଆଁ ଗ୍ରାମ ନିକଟରେ ଏକ OSRTC ଯାତ୍ରୀବାହି ବସ୍ ଏବଂ ତେଲ ଟ୍ୟାଙ୍କର ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ବସରେ ଥିବା ୨୫ ରୁ…

ବଲାଙ୍ଗୀର-ସୋନପୁର ସଡ଼କ ଦୁର୍ଘଟଣା: ପୋଲିସ ହାତରେ ଧରାପଡ଼ିଲେ ଫେରାର ଥିବା ଇନ୍ସପେକ୍ଟର ସ୍ନିଗ୍ଧାରାଣୀ

ସୋନପୁର (କେନ୍ୟୁଜ): ଶେଷରେ ସୋନପୁର ପୋଲିସ ହାତରେ ବଲାଙ୍ଗୀରରୁ ଗିରଫ ହେଲା ଦୁର୍ଘଟଣା ଘଟାଇ ଫେରାର ମାରିଥିବା କାର ଚାଳକ । ଆଜି ସକାଳୁ ସୋନପୁର-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ବଡବାହାଲି ଛକ ନିକଟରେ ଏକ ଅଟୋକୁ ଧକ୍କା ଦେଇଥିଲା ଆର୍ଟିଗା କାର । ଦୁର୍ଘଟଣାରେ ୩ ଜଣଙ୍କର ଘଟଣାସ୍ଥଳରେ…

ସୋନପୁରରେ ଅଟୋ ଓ ବାଇକକୁ ପିଟିଲା କାର:  ୩ ମୃତ ୭ ଗୁରୁତର

ସୋନପୁର(କେନ୍ୟୁଜ୍): ଅଟୋ ଓ ବାଇକକୁ ପିଟିଲା ଏର୍ଟିଗା ୩ ମୃତ ୭ ଗୁରୁତର । ଆଜି ସକାଳୁ ସକାଳୁ ଏଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ସୋନପୁର ବଲାଙ୍ଗିର ୫୭ ନଂ ଜାତୀୟ ରାଜପଥ ବଡବାହାଲି ଛକ ନିକଟରେ । ବଲାଙ୍ଗିର ପଟରୁ ପନିପରିବା ଚାରା ବିକ୍ରି କରିବାକୁ ଆସିଥିବା ଏକ ଅଟୋ ବଡବହାଲି…

ଖୋର୍ଦ୍ଧା ବଘେଇପୁଟ ଛକ ନିକଟରେ ସିରିଜ ଦୁର୍ଘଟଣା, ଦୁଇ ମୃତ ଓ ୯ ଆହତ

ଖୋର୍ଦ୍ଧା(କେନ୍ୟୁଜ୍): ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ବଘେଇପୁଟ ଛକ ନିକଟରେ ସିରିଜ ଦୁର୍ଘଟଣା । ଦୁଇ ମୃତ, ୯ ଆହତ । ସମସ୍ତ ଆହତଙ୍କୁ ଖୋର୍ଦ୍ଧା ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଟାଙ୍ଗି ଅଭିମୁଖେ ଯାଉଥିବା ଏକ କାର୍‌କୁ ପଛପଟୁ ଏକ ବୋଲେରୋ ଧକ୍କା ଦେଇଥିଲା । ଯାହା ଫଳରେ ସ୍ଥଳରେ…

ବାହୁଡା଼ ଦେଖି ଫେରିଲା ବେଳକୁ ସ୍କପିଓକୁ ପଛ ପଟୁ ଧକ୍କା ଦେଲା ଟ୍ରକ୍: ୬ ଯାତ୍ରୀ ଆହତ, ୩ ଗୁରୁତର

ସୋର(କେନ୍ୟୁଜ୍): ବାହୁଡା଼ରୁ ଫେରିଲା ବେଳେ ଦୁର୍ଘଟଣା ୬ ଯାତ୍ରୀ ଆହତ। ୧୬ ନମ୍ବର ଜାତୀୟ ରାଜପଥ ଛଅପୋଲିଆ ଠାରେ ସ୍କପିଓକୁ ପଛ ପଟରୁ ଧକ୍କା ଦେଲା ଟ୍ରକ୍ । ଯାହାଫଳରେ ସ୍କପିଓଟି ଓଲଟି ପଡିବାରୁ ୯ ଯାତ୍ରୀଙ୍କ ମଧ୍ୟରୁ ୬ଆହତ ହୋଇଥିବାବେଳେ ୩ ଗୁରୁତର ହୋଇଛନ୍ତି। ବାଲେଶ୍ବର ଜିଲ୍ଲା…

ହିଞ୍ଜିଳିକାଟୁ ଶିଖରପୁର ଗ୍ରାମ ନିକଟରେ ଦୁର୍ଘଟଣା: ବାଇକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

ହିଞ୍ଜିଳିକାଟୁ(କେନ୍ଯୁଜ୍): ବାଇକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ। ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ ଶିଖରପୁର ଗ୍ରାମ ନିକଟରେ ଘଟିଛି ଏହି ଦୁର୍ଘଟଣା। ମୃତ ବୃଦ୍ଧ ଜଣକ ହେଉଛନ୍ତି ଶିଖରପୁର ଗ୍ରାମର ଉତ୍ସବ ଗୌଡ। ସ୍ଥାନୀୟ ଏକ ପୋଖରୀକୁ ଉତ୍ସବ ଶୌଚ ହେବା ପାଇଁ ଯିବା ସମୟରେ ବିପରୀତ ଦିଗରୁ…

କଟକ ପାରାଦ୍ୱୀପ ରାସ୍ତା କନ୍ଦରପୁର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଜଣେ ମୃତ

କଟକ (କେନ୍ୟୁଜ୍): କଟକ ପାରାଦ୍ୱୀପ ରାସ୍ତା କନ୍ଦରପୁର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା।। ସକାଳୁ ସକାଳୁ ଏକ ମିଲ୍କ ଗାଡି ଅନ୍ୟ ଏଜ ଗାଡିକୁ ପଛ ପଟୁ ଧକ୍କା ଦେବାରୁ, ଘଟଣାସ୍ଥଳରେ ଜଣକର ମୃତ୍ୟୁ ହୋଇଛି । କେଉଁ ଗାଡିକୁ ଏହା ଧକ୍କା ଦେଇଛି ତାହା ଜଣା ପଡିନି। ଘଟଣା ସ୍ଥଳରେ ପୋଲିସ ପହଁଚି…

ଉତ୍ତରାଖଣ୍ଡ ରାମନଗରର ଢେଲା ନଦୀକୁ ଖସିଲା କାର୍, ୯ ମୃତ, ଜଣେ ନିଖୋଜ

ଉତ୍ତରାଖଣ୍ଡ: ନଦୀକୁ ଖସିଲା କାର୍ । ଉତ୍ତରାଖଣ୍ଡର ରାମନଗରରେ ଢେଲା ନଦୀରେ ଦୁର୍ଘଟଣା । ପ୍ରାୟ ୧୦ରୁ ଊର୍ଦ୍ଧ୍ୱ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ କାର୍‌ ନଦୀରେ ଭାସିଯିବାରୁ ୯ ଜଣଙ୍କ ମୃତ୍ୟୁ ହୋଇଛି। ଏବେ ସୁଦ୍ଧା ଜଣେ ନିଖୋଜ ଅଛନ୍ତି । ପଞ୍ଜାବର ପ୍ରାୟ ୧୦ରୁ ଅଧିକ ପର୍ଯ୍ୟଟକଙ୍କୁ ନେଇ…

ଟ୍ରକ ଓ ବୋଲେରୋ ମଧ୍ୟରେ ଧକ୍କା, ୩ ଜଣଙ୍କ ମୃତ୍ୟୁ ସୂଚନା

ବାରିପଦା (କେନ୍ୟୁଜ୍‌) : ମୟୁରଭଞ୍ଜ-ବାଙ୍ଗରିପୋଷି ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରକ ଓ ବୋଲେରୋ ମଧ୍ୟରେ ଧକ୍କା ହୋଇଛି। ଟ୍ରକ ତଳେ ଚାପି ହୋଇ  ୩ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଁଚି ମୃତାହତଙ୍କୁ ଉଦ୍ଧାର କରୁଛି । ତେବେ ଏପର୍ଯ୍ୟନ୍ତ…