Browsing Tag

accident

ନିଜ ବାଇକ୍ ଯୋଗେ ଯାଉଥିବା ସମୟରେ ଧକ୍କା ଦେଲା ଅଜଣା ଗାଡ଼ି, ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

ଭଞ୍ଜନଗର (କେନ୍ୟୁଜ): ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ । ଗଂଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ, ଖଣ୍ଡୁରୁ ଗାଁ ନିକଟରେ ଘଟିଛି ଏଭଳି ଦୁର୍ଘଟଣା । ମୃତ ଯୁବକ ନିକଟସ୍ଥ ଘୋଡାପଲାଣ ଗାଁର କାଳିଆ ଜେନା । ନିଜ ବାଇକ୍ ଯୋଗେ, ପୋଲସରା ଅଭିମୁଖେ ଯାଉଥିବାବେଳେ, ଏକ ଅଜଣା ଗାଡ଼ି, ତାଙ୍କ…

ଭୟଙ୍କର ସଡ଼କ ଦୁର୍ଘଟଣା, ଗର୍ଭବତୀ ମହିଳାଙ୍କ ସମେତ ଚାଲିଗଲା ପୂରା ପରିବାରର ଜୀବନ

ରାଜସ୍ଥାନ: ଭୟଙ୍କର ସଡ଼କ ଦୁର୍ଘଟଣାରେ ଉଜୁଡ଼ିଗଲା ପୂରା ପରିବାର। ଚାଲିଗଲା ୩ ଜୀବନ। ରାଜସ୍ଥାନର ଅଲବର ଜିଲ୍ଲା ବଡ଼ୋଦାମେବ ଅଞ୍ଚଳରେ କାର ଓ ବାଇକ୍‌ ମଧ୍ୟରେ ଭୀଷଣ ଦୁର୍ଘଟଣାରେ ସ୍ୱାମୀ, ସ୍ତ୍ରୀ ଓ ୬ ବର୍ଷର ଝିଅର ମୃତ୍ୟୁ ଘଟିଛି। ମୃତ ସ୍ତ୍ରୀ ଜଣକ ଗର୍ଭବତୀ ଥିବା ଜଣାଯାଇଛି। ଏଥିରେ ତାଙ୍କ…

ନୂଆପଡ଼ା କୁରୁମପୁରୀ ଗାଁ ନିକଟରେ ଟ୍ରାକ୍ଟରକୁ ପଛପଟୁ ଧକ୍କାଦେଲା ଟ୍ରକ୍‌, ଆଖିବୁଜିଲେ ୨ ଶ୍ରମିକ

ନୂଆପଡ଼ା (କେନ୍ୟୁଜ): ମର୍ମନ୍ତୁଦ ଦୁର୍ଘଟଣାରେ ୨ ମୃତ । ନୂଆପଡ଼ା ୩୫୩ନଂ ଜାତୀୟ ରାଜପଥର କୁରୁମପୁରୀ ଗାଁ ନିକଟରେ ଦୁର୍ଘଟଣା । ଟ୍ରାକ୍ଟରକୁ ପଛପଟୁ ଧକ୍କାଦେଲା ଟ୍ରକ୍‌ । ଟ୍ରାକ୍ଟରରେ ଥିବା ୨ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଲଖନା ଥାନା ପୋଲିସ ତଦନ୍ତ କରୁଛି ।

ଭୟଙ୍କର ଦୁର୍ଘଟଣାରେ ୩୦ଫୁଟ ତଳକୁ ଖସିଲା କାର୍: ମହିଳା ମୃତ, ସ୍ୱାମୀ ଓ ୨ ପୁଅ-ଝିଅ ଗୁରୁତର

କରଞ୍ଜିଆ(କେନ୍ୟୁଜ): ଯଶିପୁର ଥାନା ଦେଇ ଯାଇଥିବା ୪୯ ନମ୍ବର ରାଜ୍ୟ ରାଜପଥର ଗହିରା ବାଙ୍କ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଏତେ ଭୟଙ୍କର ଥିଲା ଯେ ୩୦ ଫୁଟ ତଳେ ପଡ଼ିଲା ଓଡ଼ି କାର୍ । ଦୁର୍ଘଟଣାରେ ଜନୈକ ୩୬ବର୍ଷୀୟ ମହିଳାଙ୍କ ଘଟଣାସ୍ଥଳରେ ଶୋଚନୀୟ ମୃତ୍ୟୁ ହୋଇଥିବାବେଳେ,…

ରାୟଗଡ଼ା: ଟ୍ରକ୍ ଧକ୍କାରେ ୨ ବାଇକ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ରାୟଗଡ଼ା(କେନ୍ୟୁଜ): ଦୁର୍ଘଟଣା ପରେ ଉତ୍ତେଜନା। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତାରୋକ। ରାୟଗଡ଼ା ଜିଲ୍ଲା କୁମ୍ଭିକୋଟା ପଞ୍ଚାୟତ ଅନ୍ତର୍ଗତ ପିଚୁଡି କଲୋନୀରେ ଟ୍ରକ୍ ଧକ୍କାରେ ୨ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ୨ଜଣ ଯୁବକ ବାଇକ୍‌ରେ କୁମ୍ଭିକୋଟା ଆଡୁ କୁଟ୍ରାବେଡ଼ାକୁ…

କୂଅରେ ଗଳି ପଡ଼ିଲା ବରଯାତ୍ରୀଙ୍କୁ ନେଇ ଫେରୁଥିବା ବୋଲେରୋ, ଘଟଣାସ୍ଥଳରେ ୭ ମୃତ

ମଧ୍ୟ ପ୍ରଦେଶ: ମଧ୍ୟ ପ୍ରଦେଶର ଛିନ୍ଦଓ୍ଵାଡ଼ା ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଏକ ଛୋଟ ପିଲା ମଧ୍ୟ ରହିଛି। ଗୁରୁବାର ସକାଳେ ବର ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବୋଲେରୋ କୂଅରେ ଗଳି ପଡ଼ିଥିଲା। ଫଳରେ ଗାଡ଼ିରେ ଥିବା ୭ ଜଣଙ୍କ ମୃତ୍ୟୁ…

ମାଲକାନଗିରି: ଭାରସାମ୍ଯ ହରାଇ ଓଲଟିଲା ଯାତ୍ରୀବାହୀ ବସ୍, ଦୁଇ ଶିଶୁଙ୍କ ସମେତ ୫ ମୃତ

ମାଲକାନଗିରି(କେନ୍ୟୁଜ): ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ପୁଣି ନେଲା ଜୀବନ। ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ରର ଆଲୁରି ସୀତାରାମରାଜୁ ଜିଲ୍ଲାର ଏଡୁଗୁରାଲପଲ୍ଲୀ ନିକଟରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ। ସଂଗୀତା ଟ୍ରାଭଲ ନାମକ ବସ୍ ଭବାନୀପାଟଣା ରୁ ବିଜୱାଡାକୁ ଯିବାବେଳେ ଭାରସାମ୍ଯ…

ବେଗୁନିଆ ଟିକାତାଳ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ବାପା-ପୁଅ ମୃତ

ବେଗୁନିଆ(କେନ୍ୟୁଜ୍‌): ବେଗୁନିଆ ଟିକାତାଳ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ ମୃତ। ଖୋର୍ଦ୍ଧା ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥରେ ବୋଲଗଡ ଅଞ୍ଚଳର ମଧୁସୂଦନ ଦାସ ଏବଂ ତାଙ୍କ ପୁଅ ଦାଶରଥି ଏକ ବୁଲେଟରେ ଖୋର୍ଦ୍ଧା ଆଡେ ଯାଉଥିବା ବେଳେ ଟିକାତାଳ ନିକଟରେ ସମ୍ମୁଖ ପଟୁ ଏକ କାର ଦ୍ରୁତ…

ବସ୍ ଧକ୍କାରେ ବାଇକ୍ ଆରୋହୀ ମୃତ୍ୟୁ ଘଟଣା: ଦୀର୍ଘ ୨୪ ଘଣ୍ଟାରୁ ଅଧିକ ସମୟ ହେଲାଣି ଶବ ରଖି ରାସ୍ତାରୋକ ଜାରି

ସମ୍ବଲପୁର(କେନ୍ୟୁଜ୍‌) : ବସ୍ ଧକ୍କାରେ ବାଇକ ଆରୋହୀ ମୃତ୍ୟୁ ଘଟଣାକୁ ନେଇ ଦୀର୍ଘ ୨୪ ଘଣ୍ଟାରୁ ଅଧିକ ସମୟ ହେଲା ରାସ୍ତାରୋକ ଜାରି । ମୃତକଙ୍କ ପରିବାରକୁ କ୍ଷତିପୁରଣ ଦାବିରେ ନାୟକପଡା ଛକରେ ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ । ଗତକାଲି ସଂଧ୍ୟା ୬ ଟା ସମୟରେ ସମ୍ବଲପୁରରୁ ଯାତ୍ରୀନେଇ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବିଜେଡି ନେତାଙ୍କ ଅକାଳ ବିୟୋଗ

କରଞ୍ଜିଆ(କେନ୍ୟୁଜ୍‌): ଠାକୁରମୁଣ୍ଡା ନିକଟସ୍ଥ ରାଇଡିହା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବିଜେଡି ନେତା ସୌଦାଗର ପାତ୍ର ଘଟଣାସ୍ଥଳରେ ମୃତ୍ୟୁବରଣ କରିଛନ୍ତି। ତାଙ୍କ ଅକାଳ ମୃତ୍ୟୁରେ ଶୋକାକୂଳ ପରିସ୍ଥିତି ଦେଖିବାକୁ ମିଳିଛି। ସୌଦାଗର ପାତ୍ର ଠାକୁରମୁଣ୍ଡାରୁ ଗତକାଲି ରାତି ୮ ଟା…

ବାଂଲାଦେଶରେ ଭୟଙ୍କର ବିସ୍ଫୋରଣ! କଣ୍ଟେନର ଡିପୋରେ ନିଆଁ ଲାଗି ୩୩ ଜଣଙ୍କ ମୃତ୍ୟୁ, ୪୫୦ରୁ ଅଧିକ ଆହତ

ବାଂଲାଦେଶର ଚଟଗାଁରେ ଶନିବାର ରାତିରେ ବଡ଼ ଧରଣର ଦୁର୍ଘଟଣା ଘଟିଛି। ଏଠାରେ ସୀତାକୁଣ୍ଡା ଉପଜିଲ୍ଲାରେ ଏକ ଘରୋଇ ଇନ୍‌ଲ୍ୟାଣ୍ଡ କଣ୍ଟେନର ଡିପୋ (ICD)ରେ ବିସ୍ଫୋରଣ ଘଟି ପ୍ରାୟ ୩୩ ଜଣଙ୍କ ମୃତ୍ୟୁ ଘଠିଛି। ଏଥିରେ ୪୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ତେବେ ସୂଚନା ମୁତାବକ, ବିସ୍ଫୋରଣ ଏତେ ଭୟାବହ…

ପୋଲିସ ଏସ୍‌ଆଇଙ୍କ ଉପରେ ମାଡ଼ିଗଲା ହାଇୱା, ହସ୍ପିଟାଲ ନେବା ବାଟରେ ଉଡ଼ିଗଲା ପ୍ରାଣବାୟୁ

ଭଦ୍ରକ(କେନ୍ୟୁଜ୍‌) : ପୋଲିସ ଏସ୍‌ଆଇଙ୍କ ଉପରେ ମାଡ଼ିଗଲା ହାଇୱା। ଗୁରୁତର ଅବସ୍ଥାରେ କଟକ ନିଆଯିବା ବେଳେ ବାଟରେ ମୃତ୍ଯୁ।  ମୃତକ ହେଲେ ଭଦ୍ରକ ରିଜର୍ଭ ପୋଲିସର ଏସ୍‌ଆଇ ସୁଜିତ୍ ପାଣ୍ଡବ (୪୭)। ଘର ଭଦ୍ରକ ଚରମ୍ପାରେ। ସୂଚନା ମୁତାବକ, ଶୁକ୍ରବାର ଭୋର୍‌ ପ୍ରାୟ ୪ଟା ସମୟରେ ୧୬ ନମ୍ବର…