Below header
Browsing Tag

agra

ଅଟୋକୁ ସାମ୍ନାରୁ ଧକ୍କା ଦେଲା କାର, ୬ ମୃତ

ଆଗ୍ରା ଖେରାଗଡ ସହରର ସାଇୟା ରୋଡରେ ଏକ ଅଟୋ ଏବଂ କାର ମୁହାଁମୁହିଁ ଧକ୍କା । ଫଳରେ ଦୁର୍ଘଟଣାରେ ବାପା ଓ ପୁଅଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହିତ ଦୁର୍ଘଟଣାରେ ୪ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ଆଗ୍ରା ପଠାଯାଇଛି। ଦୁର୍ଘଟଣାରେ ଅଟୋଟି ସଂପୂର୍ଣ୍ଣ ରୂପେ…

‘ପୋଲିସ ଅଙ୍କଲ୍‌ ମୋ ମା’କୁ ବଞ୍ଚେଇ ଦିଅ, ବାପା ପଟୁଛନ୍ତି…’ ଖାଲି ପାଦରେ ୩ କିମି ଚାଲି ଥାନାରେ ପହଞ୍ଚିଲା ୧୨ ବର୍ଷର…

ୟୁପିର ଆଗ୍ରା ଦେହାତ ଅଞ୍ଚଳରେ ଜଣେ ୧୨ ବର୍ଷର ବାଳକ ୩ କିମି ଖାଲି ପାଦରେ ଚାଲି ଥାନାରେ ପହଞ୍ଚିଛି। ବାପାଙ୍କଠାରୁ ନିଜ ମା’ଙ୍କୁ ବଞ୍ଚାଇବା ପାଇଁ ବାଳକ ନିଜେ ଚାଲି ଚାଲି ପୋଲିସ ନିକଟରେ ପହଞ୍ଚିଥିଲା। ପୋଲିସ ସୂଚନା ଅନୁସାରେ, ବାପା ହରିଓମ୍‌ (୪୦) ମା’କୁ ଲୁହା ପାଇପ୍‌ ଓ ବେଲ୍ଟରେ…

ଆଗ୍ରାରେ ଦୁଃଖଦ ଦୁର୍ଘଟଣା: ଜମ୍ପିଂ ବେଳେ ବିଦ୍ୟୁତ୍‌ ତାରରେ ଲାଗି ତରଳିଗଲା ପାରାସୁଟ୍‌, କମାଣ୍ଡୋ ମୃତ

ଉତ୍ତର ପ୍ରଦେଶର ଆଗ୍ରା ଜିଲ୍ଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ପାରାସୁଟ୍‌ ଜମ୍ପିଂ ବେଳେ ଜଣେ କମାଣ୍ଡୋଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ମୁତାବକ, ମଲପୁରା ଥାନା ଅଞ୍ଚଳରେ ପାରାସୁଟ୍‌ ଜମ୍ପିଂ ବେଳେ ହଠାତ୍‌ କମାଣ୍ଡୋଙ୍କ ପାରାସୁଟ୍‌ ହାଇ ଟେନ୍‌ସନ ବିଦ୍ୟୁତ୍‌ ଲାଇନ୍‌ ସଂସ୍ପର୍ଶରେ…

ଫଟୋ ଉଠାଇବା ପାଇଁ କର୍ମଚାରୀ ପିନ୍ଧିଲେନି ସାନ୍ତା କ୍ଲଜ୍‌ ଟୋପି; ରାଗିଯାଇ ଚାକିରିରୁ ବିଦା କରିଦେଲେ ମ୍ୟାନେଜର; ୩…

ଆଗ୍ରାରେ ଏକ ମଲ୍‌ର କର୍ମଚାରୀଙ୍କୁ ସାନ୍ତା କ୍ଲଜ୍‌ର ଟୋପି ନ ପିନ୍ଧିବା ଭାରୀ ପଡ଼ିଯାଇଛି। ମଲ୍‌ର ମ୍ୟାନେଜର ତାଙ୍କୁ ଚାକିରିରୁ ବିଦା କରି ଦେଇଛନ୍ତି। ଏ ନେଇ ଯେତେବେଳେ ସ୍ଥାନୀୟ ଯୋଗୀ ୟୁଥ୍‌ ବ୍ରିଗେଡ୍‌ ସେନାକୁ ଖବର ପହଞ୍ଚିଥିଲା, ତ କର୍ମକର୍ତ୍ତାମାନେ ମଲ୍‌ରେ ପହଞ୍ଚି ଖୁବ୍‌ ହଙ୍ଗାମା…

ବିବାହ ଭୋଜିରେ ତୁମୁଳ କାଣ୍ଡ! ରସଗୋଲା ମାଗିଲେ ବରଯାତ୍ରୀ; ନ ମିଳିବାରୁ ୨୦ ବର୍ଷୀୟ ଯୁବକଙ୍କୁ ଛୁରୀ ଭୁସି ମାରିଦେଲେ

ଉତ୍ତର ପ୍ରଦେଶର ଆଗ୍ରାରେ ଏକ ବିବାହ ଭୋଜିରେ ତୁମୁଳ କାଣ୍ଡ ଘଟି ଯାଇଛି। ଏଠାରେ ବରପକ୍ଷ ଜଣେ ଯୁବକଙ୍କୁ ହତ୍ୟା କରିଛନ୍ତି। ଏହି ସମୟରେ ହୋଇଥିବା ମାରପିଟରେ ଅନେକ ଲୋକ ଆହତ ମଧ୍ୟ ହୋଇଥିବା ଖବର ରହିଛି। ଆହତମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାକୁ ନେଇ…

ଆଗ୍ରାରେ ଜଣେ ଯୁବକକୁ ନାଗ ସାପ ୧୫ ଦିନରେ ୮ ଥର କାମୁଡ଼ିବାର ଘଟଣା ଏବେ ହେଉଛି ଖୁବ ଭାଇରାଲ, ଜାଣନ୍ତୁ କ’ଣ…

ଉତ୍ତର ପ୍ରଦେଶ ଆଗ୍ରାରୁ ଆସିଛି ଏମିତି ଛାତି ଥରେଇ ଦେବା ଭଳି ଘଟଣା, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। । ଥରେ କି ଦୁଇଥର ନୁହେଁ ବରଂ ୧୫ ଦିନରେ ଲଗାତାର ୮ ଥର କାମୁଡ଼ି ସାରିଲାଣି ନାଗସାପ ଆଗ୍ରାର ଜଣେ ଯୁବକକୁ ,ଲୋକମାନେ ଏହାକୁ ‘ଯାନୀ ଦୁଷ୍ମନ’ ବୋଲି କହୁଛନ୍ତି। ଦେଶର ବିଭିନ୍ନ…