କାରରେ ଯାତ୍ରା ସମୟରେ ରଖନ୍ତୁ ପିଲାଙ୍କ ଯତ୍ନ, ନିର୍ଦ୍ଦେଶାବଳୀ ଜାରି କରିଲା ସ୍ୱାସ୍ଥ୍ୟ ବିଭାଗ
ପିଲାମାନଙ୍କୁ ନେଇ କାରରେ ଯାତ୍ରା କରିବା ସମୟରେ ସେମାନଙ୍କ ଉପରେ ନଜର ରଖିବା ଅତ୍ୟନ୍ତ ଜରୁରୀ । ଗ୍ରୀଷ୍ମ ଋତୁରେ ଏହି ଦାୟିତ୍ୱ ଆହୁରି ଅଧିକ ହୋଇଯାଏ । ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଗ୍ରୀଷ୍ମ ଋତୁରେ ଯାତ୍ରା କରିବା ସମୟରେ କିପରି ପିଲାମାନଙ୍କର ଯତ୍ନ ନିଆଯିବ ସେନେଇ ଏକ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ପିଲାମାନଙ୍କୁ ଖରାରୁ ରକ୍ଷା କରିବା ପାଇଁ ଭାରତ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି ଯେଉଁଥିରେ…
Read More...